Home

ରାଜଧାନୀରେ ହୋଟେଲ କର୍ମଚାରୀଙ୍କ ଉପରକୁ ବୋମାମାଡ

ଭୁବନେଶ୍ୱର,୬।୨(ବ୍ୟୁରୋ): ରାଜଧାନୀର ନୂଆ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ବୋମାମାଡ ହୋଇଛି। ଖାଇବାକୁ ନେଇ ଝଗଡା ହେବାରୁ ଏକ ହୋଟେଲ କର୍ମଚାରୀଙ୍କ ଉପରକୁ ଏହି ବୋମାମାଡ ହୋଇଥିବା ଜଣାପଡିଛି। ଏହି ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…

ଚାଇନାରେ ବିବାହ ସଙ୍କଟ: ୧୦ ବର୍ଷରେ ଅଧାରେ ପହଞ୍ଚିଲା, ବିବାହ-ଦାମ୍ପତ୍ୟ ଜୀବନକୁ ଜୁଆ କହୁଛନ୍ତି ଲୋକେ…

ବେଜିଂ,୬।୨ : ପୃଥିବୀର ସବୁଠାରୁ ଜନସଂଖ୍ୟା ବିଶିଷ୍ଟ ଦେଶ ଚାଇନାରେ ବର୍ତ୍ତମାନ ଜନସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବା ପରେ ପ୍ରତିବର୍ଷ ବିବାହ ସଂଖ୍ୟାରେ ହ୍ରାସ ଯୋଗୁ କମ୍ୟୁନିଷ୍ଟ ଶାସକ ଅସୁବିଧାରେ ପଡିଛନ୍ତି। ପରିସଂଖ୍ୟାନ ବର୍ଷ ପୁସ୍ତକ ଅନୁଯାୟୀ, ୨୦୨୨ ମସିହାରେ…

ଏବେ କଲମ୍ବିଆରେ ଚାଇନା ଗୁପ୍ତଚରୀ ବେଲୁନ…

ବୋଗୋଟା,୬।୨ : ଚାଇନା ଏହାର ବେଆଇନ କାର୍ଯ୍ୟରୁ ନିବୃତ୍ତ ହେବାର ନାମ ନେଉନାହିଁ। ଆମେରିକାର ବାୟୁମଣ୍ଡଳରେ ଚାଇନାର ଗୁପ୍ତଚରୀ ବେଲୁନ ଦେଖାଦେବା ପରେ ବର୍ତ୍ତମାନ କଲମ୍ବିଆର ବାୟୁମଣ୍ଡଳରେ ମଧ୍ୟ ଏକ ବେଲୁନ ଦେଖିବାକୁ ମିଳିଛି। ଆମେରିକାରରେ ଦେଖାଦେଇଥିବା ବେଲୁନ ସହିତ ଏହା…

ରିସ୍କ୍‌ ନେବାକୁ ଚାହୁଁ ନାହାନ୍ତି ଶାହାବାଜ: ୯୦୦ ଶହ କୋଟି ରାଜକୋଷ କ୍ଷତି ଯୋଗୁ ଆଇଏମଏଫ ସହାୟତାରେ ବାଧା…

ଇସଲାମାବାଦ,୬।୨ : ଦେଶର ଆର୍ଥିକ ନିଅଣ୍ଟ ୯୦୦ ଶହ କୋଟି ଟଙ୍କା ଯୋଗୁ ପାକିସ୍ତାନ ସଙ୍କଟରେ ରହିଛି। ସେ ଏହି ପ୍ରସଙ୍ଗରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ସହିତ ଋଶ ଆଲୋଚନା ମଧ୍ୟ ସମ୍ଭବ ହେଉ ନାହିଁ। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ…

ତୃତୀୟଥର ଗ୍ରାମୀ ପୁରସ୍କାର ଜିତିଲେ ଭାରତର ରିକି କେଜ୍‌

ବହୁ ପ୍ରତୀକ୍ଷିତ ସଂଗୀତ ପୁରସ୍କାର ‘ଗ୍ରାମୀ’ରେ ପୁଣି ଥରେ ଭାରତର ବିଜୟ ପତାକା ଉଡିଛି। ବେଙ୍ଗାଲୁରୁର ସଂଗୀତକାର ରିକି କେଜ ତୃତୀୟଥର ଗ୍ରାମୀ ପୁରସ୍କାର ପାଇଛନ୍ତି। ତାଙ୍କ ଆଲବମ ‘ଡିଭାଇନ ଟାଇଡସ’ ପାଇଁ ରିକିଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି। ଆମେରିକାରେ…

ପୁଣି ପ୍ରେମରେ ପଡିଲେ ଇମ୍ରାନ

ବଲିଉଡ ଅଭିନେତା ଇମ୍ରାନ ଖାନ ତାଙ୍କର ପ୍ରଥମ ଫିଲ୍ମ ‘ଜାନେ ତୁ ୟା ଜାନେ ନା’ ସହିତ ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିଥିଲେ। ଏହାପରେ ଇମ୍ରାନ ଅନେକ ଫିଲ୍ମ କରିଥିଲେ। ଗତ କିଛି ବର୍ଷ ହେବ ଇମ୍ରାନ ପରଦାରୁ ନିଜକୁ ଦୂରେଇ…

ପୁଣି ମଧ୍ୟସ୍ଥତା ଉଦ୍ୟମ…

ଜେରୁଜେଲମ୍‌,୬।୨ : ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ନାଫ୍ଟାଲି ବେନେଟ ପୁଣି ଥରେ ରୁଷିଆ-ୟୁକ୍ରେନ ଯୁଦ୍ଧରେ ମଧ୍ୟସ୍ଥତା କରିବାର ଉଦ୍ୟମ କରିଛନ୍ତି। ଏହି ମର୍ମରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିଷୟରେ ସେ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ…

ଗଣତନ୍ତ୍ର ସମର୍ଥକ ୪୭ ନେତାଙ୍କ ବିରୋଧରେ ମାମଲା…

ହଂକଂ,୬।୨ : ହଂକଂରେ ଗଣତନ୍ତ୍ର ସମର୍ଥକ ୪୭ ଜଣ ନେତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ବିଚାର ଆରାମ୍ଭଜ ହେବ। ଏହି ସମସ୍ତ ନେତା ଜାତୀୟ ସୁରକ୍ଷା ଆଇନ ଅନୁଯାୟୀ ସବୁଠାରୁ ବଡ ପ୍ରବର୍ତ୍ତନ ମାମଲାରେ ଅଛନ୍ତି ଏବଂ ସହରରେ ସରକାରଙ୍କ…

ପ୍ରଗତି ସ୍ପୋର୍ଟିଂକୁ ହରାଇଲା ରାଇଜିଂ ଷ୍ଟୁଡେଣ୍ଟ୍ସ

ଭୁବନେଶ୍ୱର,୬ା୨(ସ୍ପୋଟର୍‌ସ ବ୍ୟୁରୋ): କେଶୁରାରେ ତୃତୀୟ ପଞ୍ଚାନନ ସ୍ମାରକୀ କ୍ରିକେଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ମ୍ୟାଚରେ କଟକର ରାଇଜିଂ ଷ୍ଟୁଡେଣ୍ଟ୍ସ ୪୬ ରନରେ ଭୁବନେଶ୍ୱରର ପ୍ରଗତି ସ୍ପୋଟିର୍ଂକୁ ପରାସ୍ତ କରିଛି। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ…

ବିଜୟ ଲକ୍ଷ୍ୟରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର,୬ା୨(ସ୍ପୋଟର୍‌ସ ବ୍ୟୁରୋ): ଇଣ୍ଡିଆନ୍‌ ସୁପର ଲିଗ୍‌ରେ ସୋମବାର ପରସ୍ପର ସହିତ ମ୍ୟାଚ୍‌ ଖେଳିବେ ଓଡ଼ିଶା ଏଫ୍‌ସି (ଓଏଫ୍‌ସି) ଓ ଏଫ୍‌ସି ଗୋଆ। କଳିଙ୍ଗ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ରେ ଏହି ମ୍ୟାଚ ଖେଳାଯିବ। ଘରୋଇ ଦର୍ଶକଙ୍କ ସମ୍ମୁଖରେ ଓଏଫ୍‌ସି ଏହି ମ୍ୟାଚ ଖେଳିବାକୁ…

ଏସୀୟ ଜୁଜୁଟ୍‌ସୁ ପାଇଁ ଅନୁପମାଙ୍କୁ ଯୋଗ୍ୟତା

ଭୁବନେଶ୍ୱର,୬ା୨ (ସ୍ପୋଟର୍‌ସ ବ୍ୟୁରୋ): ଏସୀୟ ଜୁଜୁଟ୍‌ସୁ ପ୍ରତିଯୋଗିତା ପାଇଁ ଭାରତୀୟ ଦଳରେ ମନୋନୀତ ହୋଇଛନ୍ତି ଓଡ଼ିଶାର ଅନୁପମା ସ୍ବାଇଁ। ରବିବାର ଦିଲ୍ଲୀର ପ୍ରୋ ଫାଇଟ୍‌ କ୍ଲବରେ ଅନୁଷ୍ଠିତ ଚୟନ ପ୍ରତିଯୋଗିତାର ଉଭୟ କଷ୍ଟ୍ୟୁମ(ଜିଆଇ) ଓ ନୋ ଜିଆଇ ବର୍ଗରେ ସେ ପ୍ରଥମ…

ଓଡ଼ିଶା ମହିଳା ଚାମ୍ପିୟନ୍‌

ଭୁବନେଶ୍ୱର,୬ା୨ (ସ୍ପୋଟର୍‌ସ ବ୍ୟୁରୋ): ୧୫ ତମ ଜାତୀୟ ରଗ୍‌ବୀ ଚାମ୍ପିୟନଶିପ୍‌ରେ ଚାମ୍ପିୟନ୍‌ ଆଖ୍ୟ ଅର୍ଜନ କରିଛି ଓଡ଼ିଶା ମହିଳା ଦଳ। କିଟ୍‌ ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡରେ ଖେଳା ଯାଇଥିବା ଟୁର୍ନାମେଣ୍ଟର ଫାଇନାଲରେ ଓଡ଼ିଶା ୪୭-୭ ପଏଣ୍ଟରେ ବିହାରକୁ ପରାସ୍ତ କରିଥିଲା। ଦିଲ୍ଲୀ ମହିଳା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri