ଦେଶର ସବୁଠାରୁ ପ୍ରଦୂଷିତ ସହର ମୁମ୍ବାଇ: ବିଶ୍ୱର ଶୀର୍ଷ ୧୦ ସହର ତାଲିକାରୁ ଦିଲ୍ଲୀ ହଟିିଲା…
ମୁମ୍ବାଇ,୧୪।୨ : ରାଜଧାନୀ ଦିଲ୍ଲୀକୁ ପଛରେ ପକାଇ ମୁମ୍ବାଇ ଦେଶର ସବୁଠାରୁ ପ୍ରଦୂଷିତ ସହରରେ ପରିଣତ ହୋଇଛି। ବାୟୁ ଗୁଣବତ୍ତା ମନିଟର (ଏକ୍ୟୁଆଇ) ସ୍ବିଜରଲାଣ୍ଡର ଏୟାର ଟ୍ରାକିଂ ଇଣ୍ଡେକ୍ସ ଆଇକ୍ୟୁଏୟାର ଅନୁଯାୟୀ, ଜାନୁଆରୀ ୨୯ ରୁ ଫେବୃଆରୀ ୮ ମଧ୍ୟରେ ମୁମ୍ବାଇ…
ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀତ୍ୱ ଘୋଷଣା କଲେ ନିକ୍କି ହାଲେ: ଟ୍ରମ୍ପ୍ଙ୍କ ଚିନ୍ତା ବଢ଼ିଲା…
ଓ୍ବାଶିଂଟନ,୧୪।୨ : ଆମେରିକାରେ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ମୂଳ ଭାରତୀୟ ରିପବ୍ଲିକାନ ପାର୍ଟି ନେତା ନିକ୍କି ହାଲେ ନିଜର ପ୍ରାର୍ଥୀତ୍ୱ ଘୋଷଣା କରିଛନ୍ତି। ତାଙ୍କ ଦ୍ୱାରା ରିଲିଜ ହୋଇଥିବା ଏକ ଭିଡିଓରେ ସେ କହିଛନ୍ତି ଯେ ମୁଁ ନିକ୍କି ହାଲେ…
ବିମାନରୁ ବଜରଙ୍ଗବାଲୀଙ୍କ ଚିତ୍ର ହଟାଇଲା ଏଚଏଏଲ…
ବେଙ୍ଗାଲୁରୁ,୧୪।୨ : ମଙ୍ଗଳବାର ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ(ଏଚଏଏଲ) ବେଙ୍ଗାଲୁରୁର ଏରୋ ଇଣ୍ଡିଆ ୨୦୨୩ ରେ ପ୍ରଦର୍ଶିତ ହୋଇଥିବା ‘ହିନ୍ଦୁସ୍ତାନ ଲିଡ ଇନ ଫାଇଟର୍ ଟ୍ରେନର (ଏଚଏଲଏଫଟି) -୪୨’ ରୁ ବଜରଙ୍ଗବାଲୀଙ୍କ ଚିତ୍ର ହଟାଇ ଦେଇଛି। ଏସିଆର ସବୁଠୁ ବଡ ଏୟାର ଶୋ’ର…
ମଲ୍ଲିକାଙ୍କ ପ୍ରଶଂସାରେ ଶତମୁଖ ହେଲେ କାର୍ତ୍ତିକ
ନୂଆଦିଲ୍ଲୀ,୧୪।୨: ମୁମ୍ବାଇରେ ଆୟୋଜିତ ମହିଳା ପ୍ରିମିୟର ଲିଗ୍(ଡବ୍ଲ୍ୟୁପିଏଲ୍) ନିଲାମରେ ଅନେକ ଭାରତୀୟ ଖେଳାଳି କୋଟିପତି ହୋଇଛନ୍ତି। ସେହିଭଳି ବିଦେଶୀ ଖେଳାଳିମାନେ ମଧ୍ୟ ଅଧିକ ଦାମ୍ରେ ବିକ୍ରି ହୋଇ ମାଲାମାଲ୍ ହୋଇଛନ୍ତି। ଏହି ନିଲାମରେ ସ୍ମୃତି ମନ୍ଧାନାଙ୍କ ଉପରେ ସବୁଠାରୁ ବଡ ମୂଲ୍ୟ…
ଭାଜପା ପାଇଁ ଆମ କବାଟ ସବୁ ଦିନ ଲାଗି ବନ୍ଦ: ଆରଏଲଡି…
ନୂଆଦିଲ୍ଲୀ,୧୪।୨ : ରାଷ୍ଟ୍ରୀୟ ଲୋକ ଦଳ(ଆରଏଲଡି) ଅଧ୍ୟକ୍ଷ ଜୟନ୍ତ ଚୌଧୁରୀ କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ ଭାଜପା ସହ ମେଣ୍ଟ ହେବାର କୌଣସି ସମ୍ଭାବନା ନାହିଁ। ସେ ସମାଜବାଦୀ ପାର୍ଟି ସହିତ ରହିଛନ୍ତି ଏବଂ ଏହା ଜାରି ରଖିବେ। ଭାଜପା…
ଆଦାନୀ ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କଲେ ଶାହା, କହିଲେ ବିରୋଧୀ କେବଳ ହୋହଲ୍ଲା କରୁଛନ୍ତି…
ନୂଆଦିଲ୍ଲୀ,୧୪।୨ : ଆଦାନୀ ପ୍ରସଙ୍ଗରେ ଭାଜପା ସରକାରଙ୍କ ବିରୋଧରେ ବିରୋଧୀଦଳଙ୍କ ପକ୍ଷରୁ ବହୁ ଅଭିଯୋଗ କରାଯାଉଛି। ଏହି ପ୍ରସଙ୍ଗରେ ଦେଶର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରଥମ ଥର ପାଇଁ ଏକ ସାକ୍ଷାତକାରରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ…
ହାର୍ଦ୍ଦିକଙ୍କ ପୂର୍ବରୁ ଏହି ଅଭିନେତାଙ୍କୁ ଡେଟ୍ କରୁଥିଲେ ନତାଶା, ଚମକାଇବ ବ୍ରେକ୍ଅପ୍ର କାରଣ…
ନୂଆଦିଲ୍ଲୀ,୧୪।୨: ଦ୍ୱିତୀୟ ଥର ଲାଗି ବିବାହ କରିବାକୁ ଯାଉଛନ୍ତି ଭାରତୀୟ ଟିମ୍ର ଷ୍ଟାର ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ମଡେଲ ନତାଶା ଷ୍ଟେନ୍କୋଭିକ୍ଙ୍କ ସହ ମଙ୍ଗଳବାର(ଫେବୃୟାରୀ ୧୪)ରେ ସେ ବିବାହ କରିବେ। ଦୁହେଁ କିଛି ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ…
ଫାଟିଲା ବସ୍ ଚକା, ୧୫ ଗୁରୁତର
ଫୁଲବାଣୀ ଅଫିସ,୧୪।୨: ମୁନିଗୁଡାରୁ ଫୁଲବାଣୀ ଆସୁଥିବା ଏକ ଘରୋଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। କନ୍ଧମାଳ ଜିଲା କୋଟଗଡ଼ ଥାନା ଅନ୍ତର୍ଗତ ପଣ୍ଡାଇର୍ପି ମୁଣ୍ଡାସାହିରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ପ୍ରାୟ ୧୫ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଆଉ ୧୫ଜଣ…
ବିଜୟନଙ୍କ ସରକାର ପକେଟମାରଙ୍କଠାରୁ ବି ହୀନ: ବିରୋଧୀ ଦଳ ନେତା…
ଥିରୁଭାନନ୍ତପୁରମ୍,୧୪।୨ : କେରଳ ବିଧାନସଭାରେ ବିରୋଧୀଦଳର ନେତା ଭି ଡି ସାତିଶନ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ ନେତୃତ୍ୱାଧୀନ ବାମପନ୍ଥୀ ସରକାରଙ୍କ ଇନ୍ଧନ ବନ୍ଦ କରିବା ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ରାଜ୍ୟ ବଜେଟରେ ଥିବା ସମସ୍ତ ଜନବିରୋଧୀ ସୁପାରିଶ ହଟାଯିବା ପର୍ଯ୍ୟନ୍ତ…
ପରଦାରେ ହିଟ୍ ଥିଲା ଯୋଡ଼ି, ହେଲେ ଗୋଟିଏ ଝଟ୍କାରେ ମାଧୁରୀ ନେଇଥିଲେ ବଡ଼ ନିଷ୍ପତ୍ତି; ଜାଣିଲେ…
ବମ୍ବେ: ଏକ ସମୟରେ ବଡ଼ ପରଦାର ହିଟ୍ ଯୋଡ଼ିଙ୍କ ମଧ୍ୟରେ ଗଣା ହେଉଥିଲେ ଅଭିନେତା ଅନିଲ କପୁର ଏବଂ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ। ଉଭୟଙ୍କ ଚଳଚ୍ଚିତ୍ର ରିଲିଜ ହେବା ମାତ୍ରେ ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହେଉଥିଲା। ଦର୍ଶକମାନେ ଦୁହିଁଙ୍କୁ ଏକାଠି…
ଖାଇବର ପସ୍ତୁନ ଖ୍ବାରେ ପାକିସ୍ତାନୀ ସୈନ୍ୟଙ୍କ ସର୍ଚ୍ଚ ଅପରେଶନ: ୭ ଟିଟିପି ଆତଙ୍କବାଦୀ ମୃତ…
ଇସଲାମାବାଦ,୧୪।୨ : ପାକିସ୍ତାନର ଖାଇବର ପସ୍ତୁନ ଖ୍ବାରେ ସୈନ୍ୟ ବାହିନୀ ବଡ଼ ପଦକ୍ଷେପ ନେଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି। ଇତିମଧ୍ୟରେ ଏନକାଉଣ୍ଟରରେ ତେହେରିକ-ଇ-ତାଲିବାନ ପାକିସ୍ଥାନ (ଟିଟିପି)ର ୭ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ସୂଚନାନୁସାରେ, ମୃତକଙ୍କ ମଧ୍ୟରେ ର…
୬୧ ବର୍ଷରେ ବି ବେଶ ରୋମାଣ୍ଟିକ ସୁନୀଲ, ଭ୍ୟାଲେଣ୍ଟାଇନ୍ ଡେ’ରେ…
ବମ୍ବେ: କଥାରେ ଅଛି ପ୍ରକୃତ ପ୍ରେମ ଜୀବନରେ ଥରେ ହୋଇଥାଏ। ବହୁତ କମ୍ କଳାକାର ଅଛନ୍ତି ଯେଉଁମାନେ କି ନିଜର ସାଥୀଙ୍କୁ ଜୀବନସାଥୀ କରିବାରେ ସଫଳ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବଲିଉଡ୍ ଅଭିନେତା ସୁନୀଲ ସେଟ୍ଟି ଅନ୍ୟତମ। ସୁନୀଲ ନିଜର ପ୍ରେମିକା…
Archives


