Home

ବାଇକ୍‌କୁ ଧକ୍କାଦେଇ ଗଛରେ ପିଟିହେଲା ବସ୍‌, ଗୋଟିଏ ପରିବାରର ଜଣେ ମୃତ, ୪ ଆହତ

ଲକ୍ଷ୍ମୀପୁର,୬ା୧୦(ଅନନ୍ତ ପ୍ରସାଦ ନାୟକ): କୋରାପୁଟ ଜିଲା ନଂ ୩୨୬ ଜାତୀୟ ରାଜପଥ କାକିରିଗୁମା ଥାନା ଅଧିନସ୍ଥ ଡି.ପଞ୍ଚଡ଼ା ଛକ ନିକଟରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ଏହି ଦୁର୍ଘଟଣାରେ ଗୋଟିଏ ପରିବାରରଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ…

ଚୌକା-ଛକା ବର୍ଷା କଲେ ରାହୁଲ ଦ୍ରାଭିଡଙ୍କ ପୁଅ: ଧମାକା ପରେ ମିଳିଲା ବଡ଼ ପୁରସ୍କାର

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟର ‘ଦ ଓ୍ବାଲ୍‌’ ଭାବରେ ଜଣାଶୁଣା ରାହୁଲ ଦ୍ରାବିଡ ତାଙ୍କ କ୍ୟାରିୟରରେ ଅଗଣିତ ରେକର୍ଡ ସ୍ଥାପନ କରିଥିଲେ। କିନ୍ତୁ ଏବେ ତାଙ୍କ ପୁଅ ଅନଭୟ ଦ୍ରାବିଡ ମଧ୍ୟ କ୍ରିକେଟ ଜଗତରେ ନିଜର ଛାପ ସୃଷ୍ଟି କରୁଛନ୍ତି। ଅନଭୟଙ୍କୁ କର୍ନାଟକ…

ବନ୍ୟପ୍ରାଣୀଙ୍କ ପାଇଁ ଜଙ୍ଗଲରେ ଲଗାଯିବ ଫଳନ୍ତି ଗଛ, ଆଉ ହେବ ନାହିଁ ମଣିଷ-ବନ୍ୟପ୍ରାଣୀ ଲଢେଇ

ଭଞ୍ଜନଗର,୬ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଲାଲସିଂ ନର୍ସରୀ ପରିସରରେ ସୋମବାର ୭୧ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତି ଅଧ୍ୟକ୍ଷତା କରିଥିଲେ। ବୈଠକରେ ଅତିଥିମାନେ ଯୋଗଦେଇ ଆମେ…

ଭାରତରେ ଗିଫ୍ଟ କାର୍‌ HAVAL H9 SUV ଚଳାଇପାରିବେନି ଅଭିଷେକ ଶର୍ମା: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୬।୧୦: ଏସିଆ କପ ୨୦୨୫ରେ ଭାରତର ଚମତ୍କାର ବିଜୟ ପାଇଁ ଅନେକ ଖେଳାଳିଙ୍କୁ ଶ୍ରେୟ ଦିଆଯାଇଛି। କିନ୍ତୁ ସବୁଠାରୁ ଚର୍ଚ୍ଚିତ ଖେଳାଳି ଥିଲେ ଓପନର ଅଭିଷେକ ଶର୍ମା। ସେ ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଥିଲେ, ଯାହା ପରେ ତାଙ୍କୁ ଏକ…

ଦାରିଙ୍ଗବାଡ଼ିରେ ଛେଚିଲା ବର୍ଷା, ଜାତୀୟ ରାଜପଥରେ ବନ୍ୟାର ଭ୍ରମ

ଦାରିଙ୍ଗବାଡ଼ି,୬ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଏବଂ ତା’ର ଆଖପାଖରେ ସୋମବାର ଅପରାହ୍ନରେ ବର୍ଷା ଛେଚିଛି। ପ୍ରାୟ ୧ ଘଣ୍ଟା ଧରି ବର୍ଷା ପ୍ରବଳ ମାତ୍ରାରେ ଲାଗିରହିବାରୁ ଚାରିଆଡ଼େ ବର୍ଷା ଜଳ ଭର୍ତ୍ତି ହୋଇଗଲା। ଫଳରେ ବନ୍ୟାର ଭ୍ରମ ସୃଷ୍ଟି କରିଛି…

ଇସ୍ତଫା ଦେଲେ ଫ୍ରାନ୍ସର ନୂଆ ପ୍ରଧାନମନ୍ତ୍ରୀ ସେବାଷ୍ଟିନ, ମାସକ ପୂର୍ବରୁ ନେଇଥିଲେ ଶାସନ ଭାର

ପ୍ୟାରିସ,୬।୧୦: ଫ୍ରାନ୍ସରୁ ଏକ ବଡ଼ ଖବର ଆସିଛି। ଫ୍ରାନ୍ସର ନୂଆ ପ୍ରଧାନମନ୍ତ୍ରୀ ସେବାଷ୍ଟିନ ଲେକୋର୍ନୁ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ଏକ ମାସରୁ କମ ସମୟ ପୂର୍ବରୁ ଏହି ପଦ ଗ୍ରହଣ କରିଥିଲେ। ରାଷ୍ଟ୍ରପତି ମାକ୍ରୋନ ସୋମବାର ତାଙ୍କ ଇସ୍ତଫାପତ୍ର…

ପୁଷ୍ପା-୨ ଷ୍ଟାଇଲ୍‌ରେ ସିମନବାଡ଼ିରେ କିଚକ ବଧ, ମନ ମୋହିଲା ଭୀମଙ୍କ ଅଭିନୟ

ଦାରିଙ୍ଗବାଡ଼ି,୬ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଦଶହରା ଅବସରରେ ରବିବାର ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିବା ବେଳେ ତାହା ସୋମବାର ଅପରାହ୍ନ ପର୍ଯ୍ୟନ୍ତ ଜାରି ରହିଥିଲା। ଏହି ଅବସରରେ ଗଞ୍ଜାମ ଜିଲା ପୋଲସରା ବ୍ଲକ ଗୋଚ୍ଛାବାଡ଼ି ଗ୍ରାମର…

ନିଆରା କାର୍ଯ୍ୟକ୍ରମ: ୨୫ ବର୍ଷ ପରେ ଗୁରୁ-ଶିଷ୍ୟଙ୍କ ମିଳନ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ)- ବରଗଡ଼ ବ୍ଲକ ଅନ୍ତର୍ଗତ କୁରୁଆଁ ଗ୍ରାମସ୍ଥିତ ଉମା ମାହେଶ୍ୱରୀ ଉଚ୍ଚ ବିଦ୍ୟାଳୟରେ ରବିବାର ୨୦୦୦ ମସିହା ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବରେ ପୁରାତନ ଛାତ୍ରୀଛାତ୍ରମାନେ ସପରିବାର ଯୋଗ ଦେଇଥିଲେ। ପ୍ରଥମେ ଶିକ୍ଷକମାନଙ୍କୁ…

ଶୁଣାଣି ସମୟରେ ମୁଖ୍ୟ ବିଚାରପତିଙ୍କ ଉପରକୁ ଜୋତା ଫିଙ୍ଗିବାକୁ ଚେଷ୍ଟା କରିଥିଲେ ଓକିଲ, ସିଜେଆଇ କହିଥିଲେ…

ନୂଆଦିଲ୍ଲୀ,୬।୧୦: ସୋମବାର ସୁପ୍ରିମକୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଶୁଣାଣି ସମୟରେ ଜଣେ ଓକିଲ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ବି.ଆର. ଗଭଇଙ୍କ ଉପରକୁ ଜୋତା ଫିଙ୍ଗିବାକୁ ଚେଷ୍ଟା କରିଥିଲେ। ରିପୋର୍ଟ ଅନୁଯାୟୀ, ସେହି ବ୍ୟକ୍ତି କୋର୍ଟ ଭିତରେ ମଧ୍ୟ ସ୍ଲୋଗାନ ଦେଇଥିଲେ।…

ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, କହିଲେ ଏହି ଜିଲା ପାଇଁ ସରକାର…

ନୂଆପଡ଼ା,୬ା୧୦: ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। ନୂଆପଡ଼ା ପାଇଁ ୧୧୦୧ କୋଟି ଟଙ୍କାର ଭେଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ନୂଆପଡ଼ାରେ ଜଳସେଚନ ପାଇଁ ୮୦୨ କୋଟି ଘୋଷଣା କରିଛନ୍ତି। ୭୫ କୋଟିର ଅନ୍ୟାନ୍ୟ…

କଟକରେ ବିଶୃଙ୍ଖଳା ସୃଷ୍ଟି କରିଥିବା ୮ ଜଣଙ୍କୁ ଗିରଫ କଲା ପୋଲିସ

କଟକ,୬ା୧୦: କଟକ ସହରରେ ଅଶାନ୍ତି ସୃଷ୍ଟି କରିଥିବା ଘଟଣାରେ ୮ ଜଣଙ୍କୁ ସୋମବାର ଗିରଫ କରିଛି ପୋଲିସ। ଏନେଇ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି। ଭସାଣି ସମୟରେ ଅଶାନ୍ତି ସୃଷ୍ଟି କରି ଭଙ୍ଗାରୁଜା ଏବଂ ପୋଲିସକୁ ଆକ୍ରମଣ…

ଇଣ୍ଡିଆ-ଓ୍ବେଷ୍ଟ ଇଣ୍ଡିଜ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଓ୍ବାର୍ଲଡ କପ ଓ୍ବିନର କ୍ରିକେଟରଙ୍କ ପରଲୋକ, ଶୋକରେ କ୍ରିକେଟ ଜଗତ

ନୂଆଦିଲ୍ଲୀ,୬।୧୦: ପୂର୍ବତନ ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର ବର୍ଣ୍ଣାର୍ଡ ଜୁଲିଆନ ୭୫ ବର୍ଷ ବୟସରେ ତ୍ରିନିଦାଦର ଉତ୍ତର ସହର ୱାଲସଲରେ ପରଲୋକ ଗମନ କରିଛନ୍ତି। ଜୁଲିଆନ ୱେଷ୍ଟଇଣ୍ଡିଜର ପ୍ରଥମ ODI ବିଶ୍ୱକପ ବିଜୟୀ ଦଳର ଅଂଶ ଥିଲେ। ୧୯୭୫ ମସିହାରେ ପ୍ରଥମ ODI ବିଶ୍ୱକପରେ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri