ଦ୍ୱିତୀୟ ଟେଷ୍ଟରେ ଟସ୍ ଜିତିଲା ଭାରତ: କ୍ଲିନ୍ସୁଇପ୍ ଲକ୍ଷରେ ଟିମ୍ଇଣ୍ଡିଆ
ନୂଆଦିଲ୍ଲୀ, ୧୦।୧୦: ସ୍ଥାନୀୟ ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ଶୁକ୍ରବାରଠାରୁ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଛି। ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଅହମଦାବାଦରେ ଖେଳାଯାଇଥିବା…
କଂଗ୍ରେସର ମିଶ୍ରଣ ପର୍ବ: ଅନ୍ୟ ଦଳର ଶତାଧିକ କର୍ମୀ ସାମିଲ
ନୂଆପଡ଼ା,୧୦ା୧୦ (ମକାରୁ ବେମାଲ):ସ୍ଥାନୀୟ ପୋଲିସ ପଡିଆଠାରେ ଗୁରୁବାର କଂଗ୍ରେସର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ତେଲିପଡା ଛକରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ପୋଲିସ ପଡିଆ ସଭାସ୍ଥଳଠାରେ ପହଞ୍ଚତ୍ଥିଲା। ବିଧାୟକ ପ୍ରାର୍ଥୀ ଘାସିରାମ ମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ…
ସକାଳୁ ସକାଳୁ ଭୟଙ୍କର ଭୂମିକମ୍ପ: ସୁନାମୀ ଆଲର୍ଟ ଜାରି
ମାନିଲା,୧୦।୧୦: ସକାଳୁ ସକାଳୁ ଫିଲିପାଇନ୍ସର ମିଣ୍ଡାନାଓ ଅଞ୍ଚଳରେ ୭.୪ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ସ୍ଥାନୀୟକର୍ତ୍ତୃପକ୍ଷ ସୁନାମୀ ଚେତାବନୀ ଜାରି କରିଛନ୍ତି ଏବଂ ପରବର୍ତ୍ତୀ ଝଟକାର ସମ୍ଭାବନା ପ୍ରକାଶ କରିଛନ୍ତି। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (EMSC) ଅନୁଯାୟୀ, ଭୂମିକମ୍ପର ଗଭୀରତା…
ଦୋକାନ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ଅମରପାଲି,୧୦ା୧୦(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତର ସଗାଯୋରୀ ଛକରେ କେତେଜଣ ଦୃବୁର୍ତ୍ତ ବୁଧବାର ରାତିରେ ଏକ ଦୋକାନ ଗୃହ ଭାଙ୍ଗି ଦେବା ସହିତ ୫ ହଜାର ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଗୁଲେଖ ସାହୁ…
ଜାତୀୟ କନିଷ୍ଠ ଦୌଡକୁଦ ପ୍ରତିଯୋଗିତା: ଭାଗନେବେ ବୀରମହାରାଜପୁରର ୨ ପ୍ରତିଯୋଗୀ
ଅମରପାଲି, ୧୦ା୧୦(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ୨ଜଣ ଛାତ୍ରୀ ୪୦ତମ ଜାତୀୟ କନିଷ୍ଠ ଦୌଡକୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଚୟନ ହୋଇଛନ୍ତି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ୪୦ତମ ଜାତୀୟ କନିଷ୍ଠ ଦୌଡକୁଦ ପ୍ରତିଯୋଗିତାରେ ଜୁନିୟର ବିଭାଗରେ ଓଡ଼ିଶାରୁ…
ରାସ୍ତାର ଦୂରାବସ୍ଥା ନେଇ ତେଜିଲା ଆନ୍ଦୋଳନ: ପ୍ରଶାସନକୁ ଘେରିଲେ ଲୋକେ
ବରଗଡ଼,୧୦।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର- ଭେଡେନ ରାସ୍ତା ଏବଂ ଏହି ରାସ୍ତାରୁ ରେଳ ଷ୍ଟେଶନକୁ ସଂଯୋଗ କରୁଥିବା ରାସ୍ତାର ଦୁରାବସ୍ଥା ନେଇ ଅସନ୍ତୋଷ ତେଜି ଉଠିଛି।ଏହି ସମସ୍ୟା ସ୍ଥାନୀୟ ଜନ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ ଆଖିରେ ପଡୁଥିବା ସତ୍ତ୍ବେ ରାସ୍ତାର ଉନ୍ନତିକରଣ…
ଅଧରାତିରେ ଗାଜା ସିଟି ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ: ଫେଲ୍ ମାରିଲା ଟ୍ରମ୍ପଙ୍କ ଦାବି
ନୂଆଦିଲ୍ଲୀ,୮।୧୦: ଇସ୍ରାଏଲ ଗାଜା ସିଟି ଉପରେ ଏକ ବଡ଼ ବିମାନ ଆକ୍ରମଣ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ଗାଜା ଶାନ୍ତି ଯୋଜନା’ ଉପରେ ଭୋଟ ଦେବା ପାଇଁ ଇସ୍ରାଏଲ କ୍ୟାବିନେଟ ବୈଠକ କରୁଥିବା ସମୟରେ ଏହି ଆକ୍ରମଣ ହୋଇଥିଲା। ହମାସ-ନିୟନ୍ତ୍ରିତ…
ହଠାତ୍ ଟ୍ରମ୍ପ୍ଙ୍କୁ ଫୋନ୍ କଲେ ମୋଦି: ଆଉ କହିଦେଲେ ମନର କଥା…
ନୂଆଦିଲ୍ଲୀ,୧୦ା୧୦(ପି.ଟି.)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଫୋନ୍ କରି କଥା ହୋଇଛନ୍ତି। ଗାଜା ଶାନ୍ତି ଯୋଜନାର ସଫଳତାକୁ ନେଇ ମୋଦି ଟ୍ରମ୍ପ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୋଦି X ରେ ଉଲ୍ଲେଖ କରିଛନ୍ତି, ମୋ ବନ୍ଧୁ, ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ…
ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି ମେଲୋନି, ନ ମାନିଲେ ଲାଗିପାରେ ୩ ଲକ୍ଷର ଜରିମାନା
ରୋମ,୯।୧୦: ଇଟାଲୀ ସରକାର ସାରା ଦେଶରେ ବୁର୍ଖା ଏବଂ ନିକାବ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ ହେଉଛି। ପ୍ରଧାନମନ୍ତ୍ରୀ ଜିଓର୍ଜିଓ ମେଲୋନିଙ୍କ ନେତୃତ୍ୱରେ ଇଟାଲୀର ଶାସକ ଦଳ ବୁଧବାର (୮ ଅକ୍ଟୋବର, ୨୦୨୫) ଦେଶର ସଂସଦରେ ଏକ ବିଲ ଆଗତ କରିଛି…
ବର୍ଷା ପରେ ଧାନ ଗଛରେ ଜଉପୋକ ରୋଗ ବଢୁଛି
ଭଞ୍ଜନଗର,୯।୧୦(ବାବୁଲା ପ୍ରଧାନ): ଆଜକୁ ଦୁଇ ମାସ ହେବ ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବାରମ୍ବାର ବର୍ଷା ହେଉଛି। ଏହାଦ୍ବାରା ଧାନ ଫସଲ ହୋଇଥିଲା। କିନ୍ତୁ ଅତ୍ୟଧିକ ବର୍ଷା ଯୋଗୁ ବିଗତ କିଛି ଦିନ ହେବ ଧାନ ଫସଲରେ ମାଟିଆଗୁଣ୍ଡି ଓ ଜଉ…
ମାଉଜର ସହ ୨ ଗିରଫ
ଭଞ୍ଜନଗର,୯।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଗୁରୁବାର ଦୁଇ ଜଣଙ୍କୁ ଗିରଫ କରିଛି। ପୋଲିସ ସେମାନଙ୍କଠାରୁ ଗୋଟିଏ ମାଉଜର, ୩ ରାଉଣ୍ଡ ଗୁଳି ସହ ଗୋଟିଏ ବାଇକ ଜବତ କରିଛି। ଗିରଫ ଦୁଇଜଣ ହେଲେ ସୁନିଲ ପ୍ରଧାନ ଓ ଲାଲୁ…
ଯୋଗୀ ସରକାରଙ୍କୁ ପ୍ରଶଂସା କଲେ ମାୟାବତୀ, ରାହୁଲ-ଅଖିଳେଶଙ୍କୁ କଲେ ଟାର୍ଗେଟ
ଲକ୍ଷ୍ନୌ,୯।୧୦: ବହୁଜନ ସମାଜ ପାର୍ଟି (BSP) ସୁପ୍ରିମୋ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଲକ୍ଷ୍ନୌରେ ଏକ ମେଗା ରାଲିକୁ ସମ୍ବୋଧିତ କରି ଅନେକ ପ୍ରସଙ୍ଗ ଉଠାଇଥିଲେ। ରାଲି ସମୟରେ, BSP ମୁଖ୍ୟ ମାୟାବତୀ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ଉଭୟ ସରକାରଙ୍କ…
Archives


