Home

ମଧ୍ୟପ୍ରାଚ୍ୟକୁ ଫେରିପାରେ ଶାନ୍ତି: ୨ ବର୍ଷର ଯୁଦ୍ଧରେ ଲାଗିବ ବିରାମ

ଜେରୁଜେଲମ୍‌/କାଏରୋ/ଓ୍ବାଶିଂଟନ୍‌,୧୦ା୧୦(ରଏଟର୍ସ/ଏ.ପି.):ଇସ୍ରାଏଲ୍‌ରେ ୨୪ ମାସ ଧରି କ୍ଷୋଭ, ଅନିଶ୍ଚିତତା ଓ ପୀଡ଼ା ଲାଗିରହିଥିଲା। କିନ୍ତୁ ଗୁରୁବାର ସକାଳେ ହୋଷ୍ଟେଜ୍‌ ସ୍କୋୟାର ରୂପେ ପରିଚିତ କେନ୍ଦ୍ରୀୟ ତେଲ୍‌ ଆଭିଭ୍‌ ଅଞ୍ଚଳ ହଠାତ୍‌ ଉତ୍ସବମୟ ହୋଇଯାଇଥିଲା। ଭିଡ଼ ଭିତରେ ଏକ ଶେମ୍ପେନ୍‌ ବୋତଲ ଖୋଲାଯାଇଥିଲା, ମିଷ୍ଟାନ୍ନ…

ନୀତୀଶ-ଚିରାଗଙ୍କୁ ଜୋରଦାର ଝଟ୍‌କା: ବିହାର ରାଜନୀତିରେ ହଲଚଲ

ପାଟନା,୧୦।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟରେ, ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡ (ଜେଡିୟୁ) ପରେ ପରେ ଝଟ୍‌କାର ସମ୍ମୁଖୀନ ହେଉଛି। ପ୍ରଥମେ ପୂର୍ବତନ ମନ୍ତ୍ରୀ ଲକ୍ଷ୍ମେଶ୍ୱର ରାୟ ଦଳ ଛାଡିଥିଲେ। ଏବେ ପୂର୍ବତନ ଏମ୍‌ପି ସନ୍ତୋଷ କୁଶୱା…

ଭାଜପା ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସକୁ ବଡ଼ ସୁରାକ

ବ୍ରହ୍ମପୁର,୧୦।୧୦: ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସକୁ ବଡ଼ ସୁରାକ ମିଳିଛି। ଏ ବହୁ ଚର୍ଚ୍ଚିତ ହତ୍ୟା ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ବ୍ରହ୍ମପୁର ପୋଲିସ। ଏମାନଙ୍କଠାରୁ ହତ୍ୟାକାଣଡର କିଛି ସୁରାଗ ମିଳିବ…

ବର୍ଷାରୁ ମିଳିବନି ଆଶ୍ୱସ୍ତି: ଆହୁରି ବର୍ଷିବ, ଏସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର, ୧୦।୧୦- ଦକ୍ଷିଣ ବାଲାଂଦେଶ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୫.୮ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି। ଏହା ପ୍ରଭାବରେ ଆଗାମୀ ୪ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ଏବଂ କିଛି…

ଦ୍ୱିତୀୟ ଟେଷ୍ଟରେ ଟସ୍‌ ଜିତିଲା ଭାରତ: କ୍ଲିନ୍‌ସୁଇପ୍‌ ଲକ୍ଷରେ ଟିମ୍‌ଇଣ୍ଡିଆ

ନୂଆଦିଲ୍ଲୀ, ୧୦।୧୦: ସ୍ଥାନୀୟ ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ଶୁକ୍ରବାରଠାରୁ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଛି। ଟିମ୍‌ ଇଣ୍ଡିଆ ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଅହମଦାବାଦରେ ଖେଳାଯାଇଥିବା…

କଂଗ୍ରେସର ମିଶ୍ରଣ ପର୍ବ: ଅନ୍ୟ ଦଳର ଶତାଧିକ କର୍ମୀ ସାମିଲ

ନୂଆପଡ଼ା,୧୦ା୧୦ (ମକାରୁ ବେମାଲ):ସ୍ଥାନୀୟ ପୋଲିସ ପଡିଆଠାରେ ଗୁରୁବାର କଂଗ୍ରେସର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ତେଲିପଡା ଛକରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ପୋଲିସ ପଡିଆ ସଭାସ୍ଥଳଠାରେ ପହଞ୍ଚତ୍ଥିଲା। ବିଧାୟକ ପ୍ରାର୍ଥୀ ଘାସିରାମ ମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ…

ସକାଳୁ ସକାଳୁ ଭୟଙ୍କର ଭୂମିକମ୍ପ: ସୁନାମୀ ଆଲର୍ଟ ଜାରି

ମାନିଲା,୧୦।୧୦: ସକାଳୁ ସକାଳୁ ଫିଲିପାଇନ୍ସର ମିଣ୍ଡାନାଓ ଅଞ୍ଚଳରେ ୭.୪ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ସ୍ଥାନୀୟକର୍ତ୍ତୃପକ୍ଷ ସୁନାମୀ ଚେତାବନୀ ଜାରି କରିଛନ୍ତି ଏବଂ ପରବର୍ତ୍ତୀ ଝଟକାର ସମ୍ଭାବନା ପ୍ରକାଶ କରିଛନ୍ତି। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (EMSC) ଅନୁଯାୟୀ, ଭୂମିକମ୍ପର ଗଭୀରତା…

ଦୋକାନ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଅମରପାଲି,୧୦ା୧୦(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତର ସଗାଯୋରୀ ଛକରେ କେତେଜଣ ଦୃବୁର୍ତ୍ତ ବୁଧବାର ରାତିରେ ଏକ ଦୋକାନ ଗୃହ ଭାଙ୍ଗି ଦେବା ସହିତ ୫ ହଜାର ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଗୁଲେଖ ସାହୁ…

ଜାତୀୟ କନିଷ୍ଠ ଦୌଡକୁଦ ପ୍ରତିଯୋଗିତା: ଭାଗନେବେ ବୀରମହାରାଜପୁରର ୨ ପ୍ରତିଯୋଗୀ

ଅମରପାଲି, ୧୦ା୧୦(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ୨ଜଣ ଛାତ୍ରୀ ୪୦ତମ ଜାତୀୟ କନିଷ୍ଠ ଦୌଡକୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଚୟନ ହୋଇଛନ୍ତି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ୪୦ତମ ଜାତୀୟ କନିଷ୍ଠ ଦୌଡକୁଦ ପ୍ରତିଯୋଗିତାରେ ଜୁନିୟର ବିଭାଗରେ ଓଡ଼ିଶାରୁ…

ରାସ୍ତାର ଦୂରାବସ୍ଥା ନେଇ ତେଜିଲା ଆନ୍ଦୋଳନ: ପ୍ରଶାସନକୁ ଘେରିଲେ ଲୋକେ

ବରଗଡ଼,୧୦।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର- ଭେଡେନ ରାସ୍ତା ଏବଂ ଏହି ରାସ୍ତାରୁ ରେଳ ଷ୍ଟେଶନକୁ ସଂଯୋଗ କରୁଥିବା ରାସ୍ତାର ଦୁରାବସ୍ଥା ନେଇ ଅସନ୍ତୋଷ ତେଜି ଉଠିଛି।ଏହି ସମସ୍ୟା ସ୍ଥାନୀୟ ଜନ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ ଆଖିରେ ପଡୁଥିବା ସତ୍ତ୍ବେ ରାସ୍ତାର ଉନ୍ନତିକରଣ…

ଅଧରାତିରେ ଗାଜା ସିଟି ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ: ଫେଲ୍‌ ମାରିଲା ଟ୍ରମ୍ପଙ୍କ ଦାବି

ନୂଆଦିଲ୍ଲୀ,୮।୧୦: ଇସ୍ରାଏଲ ଗାଜା ସିଟି ଉପରେ ଏକ ବଡ଼ ବିମାନ ଆକ୍ରମଣ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ଗାଜା ଶାନ୍ତି ଯୋଜନା’ ଉପରେ ଭୋଟ ଦେବା ପାଇଁ ଇସ୍ରାଏଲ କ୍ୟାବିନେଟ ବୈଠକ କରୁଥିବା ସମୟରେ ଏହି ଆକ୍ରମଣ ହୋଇଥିଲା। ହମାସ-ନିୟନ୍ତ୍ରିତ…

ହଠାତ୍‌ ଟ୍ରମ୍ପ୍‌ଙ୍କୁ ଫୋନ୍‌ କଲେ ମୋଦି: ଆଉ କହିଦେଲେ ମନର କଥା…

ନୂଆଦିଲ୍ଲୀ,୧୦ା୧୦(ପି.ଟି.)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫୋନ୍‌ କରି କଥା ହୋଇଛନ୍ତି। ଗାଜା ଶାନ୍ତି ଯୋଜନାର ସଫଳତାକୁ ନେଇ ମୋଦି ଟ୍ରମ୍ପ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୋଦି X ରେ ଉଲ୍ଲେଖ କରିଛନ୍ତି, ମୋ ବନ୍ଧୁ, ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri