Home

ଟେନସନ୍‌ରେ ଜାହ୍ନବୀ

ଜାହ୍ନବୀ କପୁରଙ୍କୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା। କାରଣ ନିକଟରେ ସେ ସାଇନ୍‌ କରିଥିବା ଏକ ଅନଟାଇଟଲଡ୍‌ ଫିଲ୍ମର କେତୋଟି ସିନ୍‌ରେ ବୋଲଡ୍‌ ଶଟ୍‌ ଅଛି। ଆଉ ଜାହ୍ନବୀ କାଳେ ତାକୁ ନେଇ ଟେନ୍‌ସନ୍‌ରେ ଅଛନ୍ତି। ଏ ସମ୍ପର୍କରେ ଜାହ୍ନବୀ କହନ୍ତି,…

କାନାଡା ଉଚ୍ଚାୟୁକ୍ତଙ୍କୁ ଜବାବ ତଲବ କଲା ଭାରତ…

ଟରଣ୍ଟୋ,୨୬।୩ : ଭାରତ କାନାଡାର ହାଇ କମିଶନରଙ୍କୁ ଜବାବ ତଲବ କରିଛି। କାନାଡାର କୂଟନୈତିକ ମିଶନ ଏବଂ କନସୁଲେଟ ବିରୋଧରେ ବିଚ୍ଛିନ୍ନତାବାଦୀ ତଥା ଉଗ୍ରବାଦୀ ଉପାଦାନଗୁଡ଼ିକର କାର୍ଯ୍ୟକଳାପକୁ ନେଇ ଭାରତ ଉଦବେଗ ପ୍ରକାଶ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ…

ମହାପ୍ରଭୁଙ୍କ କାମରେ ଆତ୍ମତୃପ୍ତି ମିଳେ: କବି ପୀତବାସ ରାଉତରାୟ

ଶ୍ରୀଜଗନ୍ନାଥଙ୍କ ସଂସ୍କୃତିର ପ୍ରଚାର ପ୍ରସାରରେ ମନୋନିବେଶ କରି ଅନେକ ଭକ୍ତଙ୍କ ଅନୁଭବ ଓ ଅନୁଭୂତିକୁ ନେଇ ସେ ସ୍ବତନ୍ତ୍ର ଶୈଳୀରେ ରଚନା କରିଛନ୍ତି ଏକାଧିକ ପୁସ୍ତକ। ଯେଉଁ ପୁସ୍ତକର ନାଁ ଅ’ରୁ ଆରମ୍ଭ ହୁଏ। ପ୍ରତିବର୍ଷ ମହାପ୍ରଭୁଙ୍କ ରଥାରୂଢ଼ ବେଳେ ତାଙ୍କ…

ପ୍ରେମ ପାଇଁ…

ପ୍ରେମର ସ୍ମାରକୀଭାବେ ଦିନେ ଶାହଜାହାନ ପତ୍ନୀ ମମତାଜଙ୍କ ସ୍ମୃତିରେ ଗଢ଼ିଥିଲେ ତାଜମହଲ। ଯାହା ଏବେ ବି ସେହି ଅମର ପ୍ରେମର ଗାଥା କହେ। କିନ୍ତୁ ଏଠାରେ ଯେଉଁ ବ୍ୟକ୍ତିବିଶେଷଙ୍କ କଥା କୁହାଯାଉଛି, ସେମାନେ ବି ପ୍ରେମ କ୍ଷେତ୍ରରେ କିଛି ପଛରେ ନାହାନ୍ତି।…

ନେମ୍‌ପ୍ଲେଟ୍‌କୁ ନେଇ ବାସ୍ତୁ

ନେମ୍‌ପ୍ଲେଟ୍‌ ଘରକୁ ଚିହ୍ନାଇବାରେ ସାହାଯ୍ୟ କରିବା ସହିତ ଘରର ସୌନ୍ଦର୍ଯ୍ୟକୁ ବି ବଢାଇଥାଏ। ଘର ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ସମସ୍ତଙ୍କର ପ୍ରଥମ ନଜର ଏହା ଉପରେ ହିଁ ପଡେ। ତେବେ ଜାଣନ୍ତି କି ନେମ୍‌ପ୍ଲେଟ୍‌ ଲଗାଇବାକୁ ନେଇ ବି ରହିଛି…

ମୃତ୍ୟୁ ପରେ ଶରୀର ଦାନ ଦ୍ୱାରା ଉପକୃତ ହୁଅନ୍ତି ଲୋକେ: ୯୯ ତମ ମନ କି ବାତ୍‌ରେ କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୬।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ମନ କି ବାତ କାର୍ଯ୍ୟକ୍ରମର ୯୯ ତମ ସଂସ୍କରଣରେ ଦେଶବାସୀଙ୍କୁ କହିଛନ୍ତି ଆମର ଏବଂ ତୁମର ମନ କି ବାତର ଏହି ମିଳନ ଏହାର ୯୯ ତମ ସ୍ଥାନରେ ପହଞ୍ଚିଛି। ସାଧାରଣତଃ…

ଉପକାରୀ ଅଁଳା ଗଛ

ଅଁଳା ଗଛ ଯେତିକି ପବିତ୍ର ସେତିକି ଉପକାରୀ ବି। କାରଣ ଏଥିରେ ଭରି ରହିଛି ଅନେକ ଔଷଧୀୟ ଗୁଣ। ଆଧ୍ୟାତ୍ମିକ ଦୃଷ୍ଟିରୁ ବି ଏହା ବେଶ୍‌ ସମୃଦ୍ଧ। ଏହି ଗଛରେ ସ୍ବୟଂ ଲକ୍ଷ୍ମୀନାରାୟଣ ବାସ କରିଥାନ୍ତି ବୋଲି ବିଶ୍ୱାସ କରାଯାଏ। ଅନେକେ…

ଉର୍ଫିଙ୍କ ରାସ୍ତାରେ ଆଉ ଜଣେ…

ଆଜିର ସମୟରେ ପ୍ରତ୍ୟେକ ବ୍ୟକ୍ତି ଫ୍ୟାଶନ ପଛରେ ପଡ଼ିଛନ୍ତି। ଲୋକମାନେ ଫ୍ୟାଶନ ଷ୍ଟେଟ୍‌ମେଣ୍ଟ୍‌ ସହିତ ନିଜକୁ ସୋସିଆଲ ମିଡିଆରେ ସବୁବେଳେ ପାଇଁ ଅପ୍‌ଡେଟ୍‌ ରଖିଥାନ୍ତି। ପୂର୍ବରୁ ଲୋକେ ଷ୍ଟାଇଲ୍‌ ପାଇଁ ବିଭିନ୍ନ ଡିଜାଇନର ଡ୍ରେସ୍‌, ନୂଆ ପ୍ରିଣ୍ଟର ଶାଢ଼ି ପିନ୍ଧୁଥିଲେ। କିନ୍ତୁ…

ରାହୁଲଙ୍କ ପରେ ଏବେ ତେଜସ୍ବୀଙ୍କ ବିରୋଧରେ ମାନହାନୀ ମାମଲା: ଛତିଶଗଡ଼ରେ ମାମଲା ରୁଜୁ…

ପାଟନା,୨୬।୩ : ବିବାଦୀୟ ମନ୍ତବ୍ୟ ଯୋଗୁଁ ରାହୁଲ ଗାନ୍ଧୀ ସଦସ୍ୟତା ହରାଇଛନ୍ତି। ତାଙ୍କୁ ଗୁଜୁରାଟ କୋର୍ଟ ଦ୍ୱାରା ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଏବେ ବିହାରର ଉପବମୁଖ୍ୟମନ୍ତ୍ରୀ ତେଜନ୍ତସ୍ବୀ ଯାଦବଙ୍କୁ ମଧ୍ୟ ଟାର୍ଗେଟ କରାଯାଇଛି। ଗୁଜରାଟୀ ସମ୍ପ୍ରଦାୟ ବିଷୟରେ…

ବାଲୁଚିସ୍ତାନରେ ଭୂକମ୍ପ

ଇସଲାମାବାଦ,୨୬ା୩: ରବିବାର ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶରେ ଭୂକମ୍ପ ଅନୁଭୂତ ହୋଇଛି। ବାଲୁଚିସ୍ତାନ ପ୍ରଦେଶର ଝାଲ ମଗାସି ଜିଲାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ତେବେ ସମଗ୍ର ଅଞ୍ଚଳରେ କମ୍ପନ ଅନୁଭୂତ ହେଉଥିବାରୁ ଜିଲାର ଅନେକ ଲୋକ ଘରୁ ବାହାରକୁ ଚାଲିଆସିଥିଲେ। ପାଣିପାଗ…

ପୋଲିସ ଅନୁମତି ବିନା କଂଗ୍ରେସର ସତ୍ୟାଗ୍ରହ ଆରମ୍ଭ…

ନୂଆଦିଲ୍ଲୀ,୨୬।୩ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ବାତିଲ ଏବଂ ସୁରଟ କୋର୍ଟ ଦ୍ୱାରା ଦୁଇ ବର୍ଷ ଦଣ୍ଡାଦେଶ ବିରୋଧରେ କଂଗ୍ରେସ ରବିବାର ଦିଲ୍ଲୀର ରାଜଘାଟରେ ଏକ ସତ୍ୟାଗ୍ରହ ଆୟୋଜନ କରିଛି। ଦିଲ୍ଲୀର ରାଜଘାଟରେ କଂଗ୍ରେସର ସତ୍ୟାଗ୍ରହ ପାଇଁ…

ଶିଶୁ ମୃତ୍ୟୁ ମାମଲା: ଦୋଷୀଙ୍କୁ ୧୦୦ ବର୍ଷ କାରା ଦଣ୍ଡାଦେଶ…

ନ୍ୟୁୟର୍କ,୨୬।୩ : ଶିଶୁ ମୃତ୍ୟୁ ମାମଲାରେ ଜଣେ ୩୫ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ କୋର୍ଟଙ୍କ ପକ୍ଷରୁ ୧୦୦ ବର୍ଷର ଜେଲ ଦଣ୍ଡାଦେଶ କରାଯାଇଛି। ୨୦୨୧ ମସିହାରେ ଘଟିଥିବା ୫ ବର୍ଷ ବୟସ୍କ ମୂଳ ଭାରତୀୟ-ଆମେରିକୀୟ ଶିଶୁଙ୍କ ମୃତ୍ୟୁ ନେଇ ଏଭଳି ବର୍ଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri