ଆମେରିକାକୁ ବଡ଼ ଝଟ୍କା: ୨୦ ବର୍ଷରେ ପ୍ରଥମଥର ଘଟିଲା…
ନୂଆଦିଲ୍ଲୀ,୧୫।୧୦: ବିଶ୍ୱର ଶକ୍ତିଶାଳୀ ଦେଶଗୁଡ଼ିକର ପାସପୋର୍ଟକୁ ସ୍ଥାନିତ କରୁଥିବା ସଂସ୍ଥା ହେନଲି ପାସପୋର୍ଟ ଇଣ୍ଡେକ୍ସ ଏହାର ୨୦୨୫ ପାସପୋର୍ଟ ରାଙ୍କିଂ ପ୍ରକାଶ କରିଛି। ଏହି ରିପୋର୍ଟ ଆମେରିକାକୁ ଏକ ବଡ଼ ଝଟକା ଦେଇଛି। ତଥ୍ୟ ଅନୁଯାୟୀ, ୨୦ ବର୍ଷ ମଧ୍ୟରେ ପ୍ରଥମ…
ଗଞ୍ଜାମରେ ବାଇକ ଚୋରି ବୃଦ୍ଧି: ସିସିଟିଭିର ଅଭାବରୁ ପୋଲିସ ତଦନ୍ତରେ ବାଧା
ଗଞ୍ଜାମ,୧୫।୯(ଅଖିଳ ତରାଇ): ଗଞ୍ଜାମ ଥାନା ଅଧୀନରେ ବାଇକ ଚୋରିର ଘଟଣା ବୃଦ୍ଧି ପାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସୋମବାର ବିଳମ୍ବିତ ରାତିରେ ଦୁଇଟି ବାଇକ ଚୋରି ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଇଁତଳା ଗ୍ରାମ ନିକଟ ଜାତୀୟ…
୨୦୨୨ ବ୍ୟାଚ୍ ଓଡିଶା ପ୍ରଶାସନିକ ଅଧିକାରୀଙ୍କ ଦାରିଙ୍ଗବାଡି ଗସ୍ତ: ଦୁର୍ଗମ ଅଞ୍ଚଳରେ ବୁଲି ନେଲେ ତାଲିମ
ଦାରିଙ୍ଗବାଡି,୧୫।୧୦(ଅରୁଣ ସାହୁ):୨୦୨୨ ବ୍ୟାଚର ଓଡିଶା ପ୍ରଶାସନିକ ଅଧିକାରୀଙ୍କ ୮ ଜଣିଆ ଦଳ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଏକ୍ସପୋଜର ପରିଦର୍ଶନ ତଥା ତାଲିମ ପାଇଁ ୪ ଦିନିଆ ଗସ୍ତ କରିଛନ୍ତି। ସେମାନେ ରବିବାର ଦାରିଙ୍ଗବାଡି ଜାଗୃତି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ…
ଆଜି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ
ପୁରୀ,୧୫ା୧୦(ଅଜିତ୍ କୁମାର ମହାନ୍ତି):ଶ୍ରୀମନ୍ଦିରରେ ବୁଧବାର ଶ୍ରୀବିଗ୍ରହମାନଙ୍କର ଶ୍ରୀମୁଖ ଶୃଙ୍ଗାର ବା ବନକ ଲାଗି ନୀତି ଅନୁଷ୍ଠିତ ହେବ। ବୁଧବାର ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବନକଲାଗି ନୀତି ଅନୁଷ୍ଠିତ ହେବାକୁ ଥିବାରୁ ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ…
ଦେଶର ୧୦୦ ଦୁର୍ଘଟଣାପ୍ରବଣ ଜିଲା ମଧ୍ୟରେ ଓଡ଼ିଶାର ଏହି ୨ ଜିଲା
ଭୁବନେଶ୍ୱର, ୧୫।୧୦(ସୁନିତ୍ ମିଶ୍ର):କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଦେଶର ୧୦୦ଟି ଦୁର୍ଘଟଣାପ୍ରବଣ ଜିଲାକୁ ଚିହ୍ନଟ କରାଯାଇଛି। ସେଥିମଧ୍ୟରେ ଓଡ଼ିଶାର ସୁନ୍ଦରଗଡ଼ ଏବଂ ଗଞ୍ଜାମ ଜିଲା ରହିଛି। ଓଡ଼ିଶାର ଏହି ୨ ଜିଲାରେ ଘଟୁଥିବା ଦୁର୍ଘଟଣା ଏବଂ ଏଥିଜନିତ ହେଉଥିବା ମୃତ୍ୟୁସଂଖ୍ୟା…
ଡାକ୍ତରୀ ଛାତ୍ରୀ ଗଣବଳାତ୍କାର ଘଟଣାରେ ନୂଆମୋଡ଼: ପୀଡ଼ିତା କହିଦେଲେ ସାଂଘାତିକ କଥା, ଅନ୍ୟ କେହି ନୁହେଁ…
କୋଲକାତା,୧୫ା୧୦:ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ ଏକ ଘରୋଇ ମେଡିକାଲ କଲେଜ ବାହାରେ ଓଡ଼ିଆ ଡାକ୍ତରୀ ଛାତ୍ରୀ ଗଣବଳାତ୍କାର ମାମଲା ମଙ୍ଗଳବାର ନୂଆ ମୋଡ଼ ନେଇଛି। ପୀଡ଼ିତାଙ୍କ ପୁରୁଷ ବନ୍ଧୁ ଓ୍ବାସିଫ ଅଲ୍ଲୀ ଘଟଣାର ମୁଖ୍ୟ ଖଳନାୟକ ବୋଲି ପୋଲିସ ଜାଣିବାକୁ ପାଇଛି। ମଙ୍ଗଳବାର ସନ୍ଧ୍ୟାରେ…
ନୂଆପଡ଼ା ପାଇଁ ବିଜେଡି ଗୋଟି: କାଲି ପ୍ର୍ରାର୍ଥୀ ଚୂଡ଼ାନ୍ତ, ବିଶେଷ ଚର୍ଚ୍ଚାରେ…
ଭୁବନେଶ୍ୱର, ୧୪।୧୦(ସୁନିତ୍ ମିଶ୍ର): ନୂଆପଡ଼ା ଉପନିର୍ବାଚନ ନେଇ ବିଜେଡି ପକ୍ଷରୁ ପ୍ରାର୍ଥୀ ଖୋଜା ଚାଲିଛି। ଦଳର କେତେଜଣ ବରିଷ୍ଠ ନେତା ୨ ଦିନ କାଳ ନୂଆପଡ଼ା ଯାଇ ସେଠାରେ ଡେରା ପକାଇ ରହିଥିଲେ। ଦଳର କର୍ମୀମାନଙ୍କ ସହ ଆଲୋଚନାକରିବା ପରେ ମଙ୍ଗଳବାର…
IRCTC Alert: ରେଳ ଟିକେଟ ବୁକିଂରେ ସାବଧାନ! ଯାତ୍ରୀଙ୍କୁ ବଡ଼ ଧରଣର ଠକେଇ ନେଇ ଚେତାଇଲା…
ନୂଆଦିଲ୍ଲୀ,୧୪।୧୦: ଦିପାବଳୀ ଏବଂ ଛଠ ପର୍ବ ସମୟରେ ଲକ୍ଷ ଲକ୍ଷ ଲୋକ ନିଜ ଘରକୁ ଫେରିଥାନ୍ତି। ଫଳରେ ସବୁଠୁ ବଡ଼ ସମସ୍ୟା ପାଲଟିଥାଏ କନଫର୍ମ ଟିକେଟ ପାଇବା। ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ା ହେବା ସତ୍ତ୍ୱେ ଅନେକ ଯାତ୍ରୀ ଟିକେଟ ପାଇପାରନ୍ତି…
ବାଣ ଗୋଦାମରେ ଅତର୍କିତ ଚଢ଼ାଉ, ୫୦ଲକ୍ଷ ଟଙ୍କାର…
ଗଜପତି,୧୪ା୧୦(ଗିରିଧାରୀ ପରିଚ୍ଛା): ବେଆଇନ ବାଣ ବିକ୍ରି ନେଇ ପାରଳାଖେମୁଣ୍ଡି ପୋଲିସ ଅତର୍କିତ ଚଢ଼ାଉ କରିଛି। ଏହି ଚଢ଼ାଉ ବେଳେ ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ କରିଛି। ଏହି ଦୁଇ ଦୋକାନର ଦୁଇଟି ଗୋଦାମ ପାରଳାଖେମୁଣ୍ଡି ସହରର ରେଲି ସାହିରେ ରହିଛି।…
ନାଗେଶ୍ୱରୀ ଖଣି ଖନନକୁ ବିରୋଧ କରି ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଅଞ୍ଚଳବାସୀ
କୋରାପୁଟ,୧୪ା୧୦(ଅମିତାଭ ବେହେରା): କୋରାପୁଟ ଜିଲା ନନ୍ଦପୁର ବ୍ଲକର ନାଗେଶ୍ବରୀ ପାହାଡ଼ ଖଣି ଖନନକୁ ବିରୋଧ କରି ମଙ୍ଗଳବାର ମାଳି ସୁରକ୍ଷା ମଞ୍ଚର ଶତାଧିକ ଅଞ୍ଚଳବାସୀ ଜିଲାପାଳଙ୍କ ଦ୍ୱାରସ୍ଥ ହେବା ସହ ଅଦାନୀ କମ୍ପାନୀକୁ ଖଣି ଖନନ ପାଇଁ ଦିଆଯିବ ନାହିଁ ବୋଲି…
ନୀତା ଅମ୍ବାନୀଙ୍କ ପାଖରେ ଅଛି ୧୦୦ କୋଟି ଟଙ୍କାର କାର୍!
ଏକ ବିଳାସପୂର୍ଣ୍ଣ କାର୍ କିଣିବା ଅନେକଙ୍କ ପାଇଁ ଏକ ସ୍ବପ୍ନ। ଭାରତରେ ବହୁତ ବିଳାସପୂର୍ଣ୍ଣ କାର୍ ଅଛି। ଯେତେବେଳେ ଭାରତରେ ମହଙ୍ଗା କାର୍ କଥା ଉଠେ, ସେତେବେଳେ ଅମ୍ବାନୀ ପରିବାରର ନାଁ ପ୍ରଥମେ ସାମ୍ନାକୁ ଆସେ। ଅମ୍ବାନୀ ପରିବାରର କାର୍ ସଂଗ୍ରହରେ…
ପୂର୍ବତନ ବିବାଦୀୟ ବିଡିଓଙ୍କ ପୁନଃ ନିଯୁକ୍ତି ପ୍ରତିବାଦରେ ଧାରଣା
କର୍ଲାମୁଣ୍ଡା,୧୪ା୧୦(ପ୍ରତାପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ପୂର୍ବତନ ବିବାଦୀୟ ବିଡିଓଙ୍କୁ ପୁନଃ ନିଯୁକ୍ତି ପ୍ରତିବାଦରେ ଗଣଧାରଣା ମଙ୍ଗଳବାର ଦ୍ୱିତୀୟ ଦିନରେ ପହଞ୍ଚିଥିଲା। ତେବେ ଭବାନୀପାଟଣା ଉପଜିଲାପାଳଙ୍କ ହସ୍ତକ୍ଷେପ ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାପଡ଼ିଛି। ମଙ୍ଗଳବାର ଅପରାହ୍ନରେ ଉପଜିଲାପାଳ…
Archives


