ଆଇପିଏଲର ୨୬ ତମ ମ୍ୟାଚ: ଆରଆର-ଏଲଏସଜି ମୁହାଁମୁହିଁ…
ଜୟପୁର,୧୯।୪ : ଆଇପିଏଲ ୨୦୨୩ ସିଜିନ ୧୬ର ୨୬ ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ(ଆରଆର) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ(ଏଳଏସଜି) ମଧ୍ୟରେ ଜୟପୁରର ସାଓ୍ବାଇ ମାନସିଂ ଷ୍ଟାଡିୟମରେ ଖେଳାଯିବ। ଉଭୟ ଦଳ ଚଳିତ ସିଜନରେ ଭଲ ପ୍ରଦର୍ଶନ କରିଛନ୍ତି ଏବଂ ପ୍ଲେ…
ଶୌଚାଳୟ କାମ କରୁ ନ ଥିବାରୁ ଅଧାବାଟରୁ ଫେରିଲା ବିମାନ…
ଭିଏନା,୧୯।୪ : ଅଷ୍ଟ୍ରିଆର ଏୟାରଲାଇନ୍ସର ଏକ ବିମାନ ଭିଏନାରୁ ନ୍ୟୁୟର୍କକୁ ଉଡ଼ାଣ କରିବାର ଦୁଇ ଘଣ୍ଟା ମଧ୍ୟରେ ଅଧା ବାଟରୁ ଫେରିବାକୁ ବାଧ୍ୟ ହୋଇଥିଲା। ଭିଏନା ଠାରୁ ନ୍ୟୁୟର୍କ ଅଭିମୁଖେ ପ୍ରାୟ ୩୦୦ ଯାତ୍ରୀଙ୍କୁ ନେଇ ଏକ ବୋଇଙ୍ଗ ୭୭୭ ବିମାନ…
ପୋଲିସ କର୍ମଚାରୀଙ୍କ ଝିଅ ଏବେ ମୋଷ୍ଟ ଓ୍ବାଣ୍ଟେଡ, ଅତିକ ଗ୍ୟାଙ୍ଗର ‘ଗଡ଼ ମଦର’ ଶାହିସ୍ତା ପରଓ୍ବିନ…
ପ୍ରୟାଗରାଜ,୧୯।୪ : ଏପ୍ରିଲ ୧୫ ତାରିଖ ରାତିରେ ପୋଲିସ ହେପାଜତରେ ଗୁଳି ଚଳାଇ ହତ୍ୟା କରାଯାଇଥିବkା ମାଫିଆ-ରାଜନେତା ଅତିକ ଅହମ୍ମଦଙ୍କ ୫୧ ବର୍ଷିୟା ସ୍ତ୍ରୀ ଶାହିସ୍ତା ପରଓ୍ବିନ ବର୍ତ୍ତମାନ ଉତ୍ତରପ୍ରଦେଶ ପୋଲିସର ମୋଷ୍ଟ ଓ୍ବାଣ୍ଟେଡ ତାଲିକାରେ ଅଛନ୍ତି। ଯେକେହି ଅତିକଙ୍କ ଅପରାଧ…
ଟ୍ରାନ୍ସ ଆଥ୍ଲେଟଙ୍କ ଅଂଶଗ୍ରହଣ ଉପରେ ରୋକ୍
ମେଲବୋର୍ନ,୧୯।୪(ପି.ଟି.): ଅଷ୍ଟ୍ରେଲିଆନ୍ ବାସ୍କେଟବଲ୍ ଲିଗ୍ରେ ଜଣେ ଟ୍ରାନ୍ସ ଆଥ୍ଲେଟଙ୍କ ଅଂଶଗ୍ରହଣ ଉପରେ ରୋକ ଲଗାଇଛି। ଅଷ୍ଟ୍ରେଲୀୟ ମହିଳା ବାସ୍କେଟବଲ ଲିଗ୍ର ଦ୍ୱିତୀୟ ଟିଅର ଟୁର୍ନାମେଣ୍ଟରେ ଅଂଶଗ୍ରହଣ ପାଇଁ ଲେକ୍ସି ରୋଜର୍ସ ନାମକ ଜଣେ ମହିଳା ଖେଳାଳି ଆବେଦନ କରିଥିଲେ। ଏକ କମିଟି…
କୋହଲିଙ୍କ ମ୍ୟାଚ୍ ଫି’ର ୧୦ ପ୍ରତିଶତ କଟିଲା
ବେଙ୍ଗାଲୁରୁ,୧୯।୪(ପି.ଟି.): ଆଇପିଏଲ୍ ଫ୍ରାଞ୍ଚାଇଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଖେଳାଳି ବିରାଟ କୋହଲିଙ୍କ ୧୦ ପ୍ରତିଶତ ମ୍ୟାଚ୍ ଫି’ କଟାଯାଇଛି। ଆଚରଣବିଧି ଉଲ୍ଲଂଘନ କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଚିନ୍ନାସ୍ବାମୀ ଷ୍ଟାଡିୟମରେ ସୋମବାର ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷ ମ୍ୟାଚରେ ଏକ ଉଇକେଟ ପତନ…
କର୍ନାଟକ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କଲା ଭାଜପା, ମୋଦିଙ୍କ ସମେତ ୪୦ ଜଣଙ୍କ ନାମ ସାମିଲ
ବେଙ୍ଗାଲୁରୁ,୧୯।୪: କର୍ନାଟକ ବିଧାନସଭାର ସମୟ ପାଖେଇ ଆସୁଛି। ଏହାକୁ ଦୃଷ୍ଟିରେ ରଖି ଶାସକ ଭାରତୀୟ ଜନତା ପାର୍ଟି(ଭାଜପା) ତା’ର ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କରିଛି। ଏହି ସୂଚିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଭାଜପାର ରାଷ୍ଟ୍ରୀୟ…
ଭେଙ୍କଟରାମ ବୈଷୟିକ ନିର୍ଦ୍ଦେଶକ
ଭୁବନେଶ୍ୱର, ୧୯।୪(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟ ଏକାଡେମୀର ନୂଆ ବୈଷୟିକ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ଭି. ଭେଙ୍କଟରାମ। ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର କ୍ରିକେଟ ଆଡ୍ଭାଇଜରି କମିଟି (ସିଏସି) ଭେଙ୍କଟରାମଙ୍କୁ ଏହି ନିଯୁକ୍ତି ଦେଇଛି। ସେ ନିଜ କ୍ରିକେଟ କ୍ୟାରିୟରରେ…
ପିଶାଚ ଭଳି ଦେଖାଯିବାକୁ ସୁନାର ମୁନିଆ ଦାନ୍ତ
ସାକ୍ରାମେଣ୍ଟୋ: ଇଂଲିଶ ଫିଲ୍ମରେ ଦେଖିବାକୁ ମିଳୁଥିବା ପିଶାଚର କନ୍ସେପ୍ଟ ବହୁ ପୁରୁଣା। ଯେଉଁଥିରେ କି ପିଶାଚ ବହୁ ବର୍ଷ ବଞ୍ଚିବାକୁ ଅନ୍ୟଙ୍କୁ ମାରି ତାଙ୍କ ରକ୍ତ ପିଇଥାନ୍ତି। ଏହା କାଳ୍ପନିକ ଚରିତ୍ର ହୋଇଥିଲେ ମଧ୍ୟ ବହୁ ଲୋକ ଏହାକୁ ଅଧିକ ପସନ୍ଦ…
କଂଗ୍ରେସର ୪୦ ଷ୍ଟାର ପ୍ରଚାରକ
ଭୁବନେଶ୍ବର, ୧୯।୪(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ଲାଗି ମଙ୍ଗଳବାର କଂଗ୍ରେସ ତା’ର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ପକ୍ଷରୁ ପ୍ରକାଶିତ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶା ପ୍ରଭାରୀ ଏ. ଚେଲ୍ଲା କୁମାର, ଶରତ…
ସମଲିଙ୍ଗୀ ବିବାହରେ ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳଙ୍କୁ କରାଯାଉ ପକ୍ଷକାର: ସୁପ୍ରିମକୋର୍ଟରେ କେନ୍ଦ୍ରର ଦାବି…
ନୂଆଦିଲ୍ଲୀ,୧୯।୪ : ଦେଶରେ ସମଲିଙ୍ଗୀ ବିବାହର ଆଇନଗତ ମାନ୍ୟତା ପାଇଁ ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚଲ୍ର ଶୁଣାଣି କରାଯାଉଛି। ଏହି ସମୟରେ କେନ୍ଦ୍ର କହିଛି , ଏହି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ରାଜ୍ୟମାନଙ୍କ ସହିତ…
ଗାଁରେ ‘ଭୂତ ପୂଜା’
କୋଲକାତା: ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ। ତେବେ ପଶ୍ଚିମବଙ୍ଗରେ ଏପରି ଏକ ପରମ୍ପରା ପାଳନ କରାଯାଏ, ଯାହାକି ଲୋକଙ୍କୁ ଆଶ୍ଚର୍ଯ୍ୟ କରିବ। ସେଠାରେ ଲୋକେ ‘ଭୂତ ପୂଜା’ କରିଥାନ୍ତି। ଏହି ପୂଜା ଦେଖିବାକୁ ଆଖପାଖ ଗ୍ରାମରୁ…
ଅନନ୍ୟା ସବୁଠୁ ଗ୍ଲାମରସ୍ ଆଇକନ୍
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ନିକଟରେ ଆୟୋଜିତ ହୋଇଥିବା ପିଙ୍କ୍ଭିଲ୍ଲା ଷ୍ଟାଇଲ ଆଇକନ୍ସ ଏଡିଶନ-୨ରେ ସବୁଠୁ ଗ୍ଲାମରସ୍ ଆଇକନ୍ ହୋଇଛନ୍ତି। ଏହି ଆଇକନ୍ର ଶ୍ରେୟ ସେ ତାଙ୍କ ଜେଜେ ମା’ଙ୍କୁ ଦେଇଛନ୍ତି। ସେ କହିଛନ୍ତି, ସବୁବେଳେ ନିଜେ ଶକ୍ତ ଏବଂ…
Archives


