Home

ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା

କୃଷ୍ଣପ୍ରସାଦ,୧୯ା୧୦: ପୁରୀ ଜିଲାର କୃଷ୍ଣପ୍ରସାଦ ନିକଟରେ ମଝି ଚିଲିକାରେ ଫସିରହିଛି ଏକ ଯାତ୍ରୀବାହୀ ଡଙ୍ଗା। ମହିଷାକୁଦ ନିକଟରେ ରବିବାର ଘଣ୍ଟାଏରୁ ଅଧିକ ସମୟ ହେବ ଡଙ୍ଗାଟି ଅଟକି ରହିଛି। ତେବେ ୪୦ ଯାତ୍ରୀଙ୍କୁ ନେଇ ଡଙ୍ଗାଟି ଜହ୍ନିକୁଦାରୁ ସାତପଡ଼ା ଯାଉଥିବା ସମୟରେ…

ଦୀପାବଳିରେ ସରକାରଙ୍କ ବଡ଼ ପଦକ୍ଷେପ: ୧୬୪ ହିତାଧିକାରୀଙ୍କୁ ମିଳିଲା…

ଦାରିଙ୍ଗବାଡ଼ି,୧୯ା୧୦(ଅରୁଣ ସାହୁ): ରବିବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ପଦକ୍ଷେପ। ଭୁବନେଶ୍ୱରରୁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ରାଜ୍ୟରେ ପଞ୍ଚାୟତ ଭବନ ପାଇଁ ଭିତ୍ତି ପ୍ରସ୍ତର କରିଥିବା ବେଳେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ହିତାଧିକାରୀଙ୍କୁ ଗୃହ ନିର୍ମାଣ ପାଇଁ ଆର୍ଥିକ…

ସର୍ବାଧିକ ଥର ଶୂନ୍ୟରେ ଆଉଟ ହୋଇଥିବା ଭାରତୀୟ ଖେଳାଳିଙ୍କ ମଧ୍ୟରେ ଅଛନ୍ତି ଏହି କ୍ରିକେଟର, ଜାଣନ୍ତୁ କେତେ ନମ୍ବରରେ ଅଛନ୍ତି ବିରାଟ

ନୂଆଦିଲ୍ଲୀ,୧୯।୧୦: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ବିରାଟ କୋହଲି ଶୂନ୍ୟରେ ଆଉଟ ହୋଇଥିଲେ। ଏହା ଦିନିକିଆ କ୍ରିକେଟରେ ୧୭ତମ ଥର ପାଇଁ ତାଙ୍କୁ ଶୂନ୍ୟରେ ଆଉଟ କରାଯାଇଥିଲା। ସେହି ସମୟରୁ କୋହଲି ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। କିନ୍ତୁ ଆପଣ ଜାଣନ୍ତି କି…

ଓ୍ବାଶିଂଟନରୁ ନେଇ ଲଣ୍ଡନ ପର୍ଯ୍ୟନ୍ତ ସବୁଠି ଟ୍ରମ୍ପଙ୍କ ବିରୋଧରେ ହେଉଛି ପ୍ରଦର୍ଶନ

ସ୍ବାଶିଂଟନ,୧୯।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ବିରୋଧରେ ଏକ ପ୍ରମୁଖ ବିଶ୍ୱ ଆନ୍ଦୋଳନ ଆରମ୍ଭ ହୋଇଛି। ‘ନୋ କିଙ୍ଗସ’ ନାମକ ଏହି ଅଭିଯାନର ଅର୍ଥ ‘ଆମେ କୌଣସି ରାଜାଙ୍କୁ ଚିହ୍ନିନାହୁଁ।’ ଏହି ଆନ୍ଦୋଳନ ଆମେରିକାରୁ ୟୁରୋପ ଏବଂ ଏସିଆ ପର୍ଯ୍ୟନ୍ତ…

କରୁର ଦଳାଚକଟାରେ ମୃତକଙ୍କ ପରିଜନଙ୍କୁ ୨୦ ଲକ୍ଷ ଲେଖାଏଁ ଦେଲେ ବିଜୟ ଥାଲାପତି, ଆକାଉଣ୍ଟକୁ ଟଙ୍କା ଆସିବା ପରେ…

କରୁର,୧୯।୧୦: ଅଭିନେତାରୁ ରାଜନେତା ହୋଇଥିବା ବିଜୟ ଥାଲାପତିଙ୍କ ଦଳ, ତାମିଲଗା ଭେଟ୍ରି କାଝାଗମ (ଟିଭିକେ) ଶନିବାର (ଅକ୍ଟୋବର ୧୮) ଘୋଷଣା କରିଛି ଯେ ୨୭ ସେପ୍ଟେମ୍ବରରେ କରୁର ଦଳାଚକଟାରେ ପ୍ରାଣ ହରାଇଥିବା ପରିବାରକୁ ପ୍ରତ୍ୟେକଙ୍କୁ ୨୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି…

ଭାରତୀୟଙ୍କୁ ଆମେରିକାରୁ ବିଦା କରିବାକୁ ଅପିଲ କଲେ ଏହି ଆମେରିକୀୟ ନେତା, ହେଉଛି ବଡ଼ ଚର୍ଚ୍ଚା

ଓ୍ବାଶିଂଟନ,୧୯।୧୦: ଆମେରିକାରେ ରହୁଥିବା ଭାରତୀୟଙ୍କ ବିଷୟରେ ମନ୍ତବ୍ୟ ପାଇଁ ଫ୍ଲୋରିଡା ଷ୍ଟେଟ ସେନେଟର ଚାଣ୍ଡଲର ଲାଙ୍ଗେଭିନ କଠୋର ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ଭାରତୀୟଙ୍କୁ ଦେଶାନ୍ତର କରିବା ବିଷୟରେ ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ ଶନିବାର (ଅକ୍ଟୋବର ୧୮) ଦିନ ସିଟି କାଉନସିଲ…

ଅଜାଙ୍କ ଶ୍ରାଦ୍ଧବାର୍ଷିକୀରେ ଭୋଜିରନ୍ଧା ଚୁଲିରେ ପଡ଼ି ନାତି ମୃତ

ମହାକାଳପଡ଼ା,୧୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାରଡାଙ୍ଗ ପଞ୍ଚାୟତ ଅନ୍ତର୍ଗତ ପାରେଶ୍ୱରପୁର ଗ୍ରାମର ମଦନ ସୁନ୍ଦର ପ୍ରଧାନ ବାପାଙ୍କର ଶୁକ୍ରବାର ଶ୍ରାଦ୍ଧବାର୍ଷିକୀ ଭୋଜି ପାଇଁ ରୋଷେଇ ହେଉଥିଲା। ମଦନଙ୍କ ଏକମାତ୍ର ପୁତ୍ର ଓଁକାର ପ୍ରଧାନ(୪) ରୋଷେଇ ହେଉଥିବା ବେଳେ…

୮ ରନରେ ଆଉଟ ହୋଇ ବି ‘ମହାରେକର୍ଡ’ କଲେ ହିଟମ୍ୟାନ୍‌, ଏମିତି କରିବାରେ ହେଲେ ୫ମ ଭାରତୀୟ

ନୂଆଦିଲ୍ଲୀ,୧୯।୧୦: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ ରବିବାର, ଅକ୍ଟୋବର ୧୯ ତାରିଖରେ ପର୍ଥରେ ଖେଳାଯାଉଛି। ମ୍ୟାଚ ଆରମ୍ଭ ହେବାର ମାତ୍ର ୧୦ ଓଭରରେ ଭାରତ ଦ୍ରୁତ ଗତିରେ ତିନୋଟି ୱିକେଟ ହରାଇଥିଲା। ରୋହିତ ଶର୍ମା ମାତ୍ର ୮ ରନ…

ସିମନବାଡ଼ିରେ ଏଟିଏମ୍‌ ଅଚଳ: ନିରାଶ ହୋଇ ଫେରୁଛନ୍ତି ଉପଭୋକ୍ତା

ଦାରିଙ୍ଗବାଡ଼ି,୧୯ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କର ଏଟିଏମ୍‌ ଗତ ୩ ଦିନ ଧରି ଅଚଳ ହୋଇପଡ଼ିଛି। ଫଳରେ ଏହା ଉପରେ ନିର୍ଭର କରୁଥିବା ସିମନବାଡ଼ି ପଞ୍ଚାୟତବାସୀଙ୍କ ସମେତ ବାଡ଼ାବାଙ୍ଗା, କିରିକୁଟି, ତିଲୋରୀ, ବୁଡ଼ାଗୁଡ଼ା, ଗୁମିକିଆ ଆଦି…

ଦୀପାବଳିରେ କରନ୍ତୁ ଏହି କାମ, ମା’ ଲକ୍ଷ୍ମୀଙ୍କ କୃପାରୁ ହେବ ଧନ ବର୍ଷା

ଚଳିତବର୍ଷ ସୋମବାର ପାଳନ କରାଯିବ ଦୀପାବଳି। ଏହି ଦିନକୁ ଦେବୀ ଲକ୍ଷ୍ମୀଙ୍କ ପୂଜା ପାଇଁ ବହୁତ ଶୁଭ ବୋଲି ବିବେଚନା କରାଯାଏ। ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ, ଭଗବାନ ରାମ ଏହି ଦିନ ୧୪ ବର୍ଷର ବନବାସ ଶେଷ କରି…

ଯୋଜନାରେ ଆସିବ ସ୍ବଚ୍ଛତା: ଏଣିକି ଇ-କେୱାଇସି ଧରିବ ନକଲି ଶ୍ରମିକ

ଭଞ୍ଜନଗର,୧୯ା୧୦(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଅନେକ ଗଳା ବାଟରେ ସୁଯୋଗ ନେଇ କୋଟି କୋଟି ଟଙ୍କା ଲୁଟ୍‌ ହେଉଥିଲା। ଏନେଇ ବିଭିନ୍ନ ସମୟରେ ଅଭିଯୋଗ ମଧ୍ୟ ହେଉଥିଲା। ତେଣୁ ଯୋଜନାରେ ସ୍ବଚ୍ଛତା ଆଣିବା…

୨୨୪ ଦିନର ଅପେକ୍ଷା, ମଇଦାନକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିଲେ ରୋହିତ ଶର୍ମା 

ପର୍ଥ,୧୯।୧୦: ଦୀର୍ଘ ୨୨୪ ଦିନର ଅପେକ୍ଷା ପରେ ପ୍ରଶଂସକମାନେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଜୋଡ଼ିକୁ ନୀଳ ଜର୍ସିରେ ପୁନର୍ବାର ଦେଖିବାକୁ ପାଇଛନ୍ତି। ଅଷ୍ଟ୍ରେଲିଆର ଅପ୍ଟସ କ୍ରିକେଟ ଷ୍ଟାଡିୟମରେ ଦର୍ଶକମାନେ ନିଜ ଦଳକୁ ସମର୍ଥନ କରିବା ଅପେକ୍ଷା ବିରାଟ-ରୋହିତଙ୍କୁ ଏକାଠି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri