ବାତ୍ୟା ‘ମୋନ୍ଥା’ ପ୍ରଭାବ: ପାହାଡ଼ ଘେରରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର,ରାମନଦୀରେ ବନ୍ୟା ସ୍ଥିତି, ପ୍ରଶାସନ…
ଦିଗପହଣ୍ଡି, ୨୮।୧୦(ଅଶେଷ ନାଥ ମିଶ୍ର): ସାମୁଦ୍ରିକ ବାତ୍ୟା ’ ମୋନ୍ଥା’ ପ୍ରଭାବରେ ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳରେ ମଙ୍ଗଳବାର ଭୋରରୁ ତୁହାକୁ ତୁହା ବର୍ଷା ଲାଗିରହିଛି। ଫଳରେ ଘୋଡ଼ାହାଡ଼ ଓ ରାମନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତପ୍ତପାଣି, ଶୁଳିଆ, କରଡ଼ା,…
ଅପରେଶନ ସରିଲା, ହେଲେ ଡାକ୍ତର କହିଲେ… ଶ୍ରେୟସଙ୍କୁ ନେଇ ଆସିଲା ବଡ଼ ଅପ୍ଡେଟ୍
ନୂଆଦିଲ୍ଲୀ,୨୮।୧୦: ଭାରତୀୟ କ୍ରିକେଟ ଦଳର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର ଅଷ୍ଟ୍ରେଲିଆ ଗସ୍ତରେ ଏକ ବଡ଼ ଝଟକା ପାଇଛନ୍ତି। ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ତୃତୀୟ ଏକଦିବସୀୟ ମ୍ୟାଚ୍ ସମୟରେ, ଆୟର ଅଷ୍ଟ୍ରେଲୀୟ ଉଇକେଟକିପର ଆଲେକ୍ସ କ୍ୟାରିଙ୍କୁ କ୍ୟାଚ୍ କରିବାକୁ ଚେଷ୍ଟା କରିବା…
ଭୀଷଣ ବାତ୍ୟା ମୋନ୍ଥାର ଆରମ୍ଭ ହେଲା ଲ୍ୟାଣ୍ଡଫଲ୍, ମାଡ଼ ହେଉ ହେଉ ବୁଲିଗଲା…
ଭୁବନେଶ୍ୱର,୨୮।୧୦:ଆରମ୍ଭ ହେଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ବଡ଼ ଅପଡେଟ୍ । ବାତ୍ୟା ମୋନ୍ଥାକୁ ନେଇ ସବୁଠୁ ବଡ଼ ଅପଡେଟ୍ । ଆରମ୍ଭ ହେଲା ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍ । ଲ୍ୟାଣ୍ଡଫଲ୍ ଆରମ୍ଭ ହେଉହେଉ ସାମାନ୍ୟ ଦକ୍ଷିଣକୁ ବୁଲିଗଲା ବାତ୍ୟା। ଆନ୍ଧ୍ରପ୍ରଦେଶ କାକିନାଡା…
ମୋନ୍ଥାର ଭୟଙ୍କର ରୂପ: ନାବାଳକକୁ ଭିଡିନେଲା ସମୁଦ୍ର! ଗର୍ଜନ କରି…
କାକିନାଡା,୨୮।୧୦: ବାତ୍ୟା ମୋନ୍ଥା ଲ୍ୟାଣ୍ଡଫଲ ହେବାପୂର୍ବରୁ ସମୁଦ୍ର ଭୟଙ୍କର ରୂପ ଧାରଣ କରିଛି । ଆନ୍ଧ୍ରର କାକିନାଡା ସମୁଦ୍ରରେ ବୁଡି ଜଣେ ନାବାଳକ ନିଖୋଜ ହୋଇଛି । ୧୦ ବର୍ଷର ନାବାଳକ ନିଜ ମାମୁଙ୍କ ସହ ଏକ ବାଇକରେ ଯିବା ବେଳେ…
ରାଫେଲ ବିମାନରେ ଉଡ଼ାଣ ଭରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଅମ୍ବାଲା ବାୟୁସେନା ଘାଟିରୁ…
ନୂଆଦିଲ୍ଲୀ,୨୮।୧୦: ହରିୟାଣାର ଅମ୍ବାଲା ବାୟୁସେନା ଘାଟିରୁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ରାଫେଲ ଯୁଦ୍ଧ ବିମାନରେ ଉଡ଼ାଣ ଭରିବେ। ମଙ୍ଗଳବାର ଦିନ ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି, “ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଦିନ…
IMDର ବଡ଼ ଆକଳନ, ଅଶାନ୍ତ ହେଲା ସମୁଦ୍ର, ଆଜି ରାତି ୮ଟାରେ…
ଭୁବନେଶ୍ୱର,୨୮।୧୦: ଭୀଷଣ ବାତ୍ୟାର ରୂପ ଧରି ସ୍ଥଳଭାଗ ଆଡକୁ ମାଡି ଆସୁଛି ବାତ୍ୟା। ଏହାରି ଭିତରେ ପାଣିପାଗ ବିଭାଗ କରିଛି ବଡ଼ ଆକଳନ। ସଂଧ୍ୟା ୬ଟାରୁ ରାତି ୧୧ଟା ମଧ୍ୟରେ ବାତ୍ୟା ମୋନ୍ଥା ଲ୍ୟାଣ୍ଡଫଲ କରିବ। କିଛି ଆନ୍ତର୍ଜାତୀୟ ମଡେଲର ଆକଳନ…
ପୁଣି ଏକ ବଡ଼ ବିମାନ ଦୁର୍ଘଟଣା: ମଝି ଆକାଶରେ ଜଳିଗଲା ବିମାନ
ନାଇରୋବି,୨୮।୧୦: କେନିଆରେ ଏକ ବିମାନ ଦୁର୍ଘଟଣା ଘଟିଛି। କେନିଆର ଉପକୂଳବର୍ତ୍ତୀ ଅଞ୍ଚଳ କ୍ୱାଲେରେ ଏହି ବିମାନ ଦୁର୍ଘଟଣା ଘଟିଛି। ଏଥିରେ ଥିବା ୧୨ ଜଣଙ୍କର ମୃତ୍ୟୁ ଆଶଙ୍କା କରାଯାଉଛି। କେନିଆ କର୍ତ୍ତୃପକ୍ଷ ଦୁର୍ଘଟଣା ସମ୍ପର୍କରେ ସୂଚନା ପ୍ରକାଶ କରିଛନ୍ତି। ଅଧିକାରୀମାନେ କହିଛନ୍ତି,…
ଗୋଟିଏ ଫୋନ କଲ୍ ବଦଳାଇଦେଲା ଭାଗ୍ୟ: ରାତାରାତି ୨୪୦ କୋଟି ଟଙ୍କାର ମାଲିକ
ଘରେ ବସି ରାତାରାତି କୋଟିପତି। ଏହା ଏକ ସ୍ବପ୍ନ ପରି ମନେ ହୋଇପାରେ। କିନ୍ତୁ ସଂଯୁକ୍ତ ଆରବ ଏମିରେଟ୍ସ (UAE) ରେ ରହୁଥିବା ଜଣେ ଭାରତୀୟ ବ୍ୟକ୍ତିଙ୍କ ପାଇଁ, ଏହି ସ୍ବପ୍ନ ବାସ୍ତବତାରେ ପରିଣତ ହୋଇଛି। ଏହି ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି…
VIDEO: ରିଲ୍ସ ନିଶାରେ ସିଧା ଯମୁନା ନଦୀରେ ବୁଡିଗଲେ ଭାଜପା ବିଧାୟକ!
ନୂଆଦିଲ୍ଲୀ,୨୮।୧୦: ରାଜଧାନୀ ଦିଲ୍ଲୀରେ ଛଠ ପର୍ବ ମଧ୍ୟରେ, ଜଣେ ଭାଜପା ବିଧାୟକଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ, ଭାଜପା ବିଧାୟକ ରବି ନେଗି ଯମୁନା ନଦୀ କୂଳରେ ଏକ ରିଲ ସୁଟିଂ କରୁଥିଲେ, ସେତେବେଳେ ସେ…
ସମୁଦ୍ର ମଝିରେ ଫସିଲା ବିଶାଖାପାଟଣା ଟ୍ରଲର
ବ୍ରହ୍ମଗିର,୨୮।୧୦: ବ୍ରହ୍ମଗିରି ବାଲିହରଚଣ୍ଡି ସମୁଦ୍ରରେ ବିଶାଖାପାଟଣା ଟ୍ରଲର ଫସିଛି। ମୋନ୍ଥା ପ୍ରଭାବରେ ବିଶାଖାପାଟଣାର ମାଛଧରା ଟ୍ରଲର ଫସିଥିବା ଜଣାପଡ଼ିଛି । କାଲି ରାତିରୁ ମଝି ସମୁଦ୍ରରେ ଟ୍ରଲର ସହ ୧୦ ମତ୍ସ୍ୟଜୀବୀ ଫସି ରହିଥିଲେ । ଲଙ୍ଗର ଛିଡ଼ିଯିବାରୁ ଭାସି ଭାସି…
ଏକରୁ ଅଧିକ ବିବାହ କଲେ ହେବ ୭ ବର୍ଷ ଜେଲଦଣ୍ଡ
ଗୁଆହାଟୀ,୨୮।୧୦: ଆସାମ ସରକାର ମହିଳାଙ୍କ ଅଧିକାର ସୁରକ୍ଷା ପାଇଁ ଏକ ଆଇନ ପ୍ରଣୟନ କରିଛନ୍ତି। ସୋମବାର ଦିନ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସରକାର ବହୁବିବାହକୁ ନିଷିଦ୍ଧ କରିଛନ୍ତି। ନୂତନ ଆଇନରେ ଏକାଧିକ ବିବାହ କରୁଥିବା…
ପାଇଲ୍ସର ଘରୋଇ ଉପଚାର, ମାତ୍ର ୩ ଦିନରେ ମିଳିବ ଆରାମ!
ନୂଆଦିଲ୍ଲୀ: ଆଜିକାଲି ଅସ୍ବାସ୍ଥ୍ୟକର ଜୀବନଶୈଳୀ ଏବଂ ଖାଦ୍ୟପେୟ ଯୋଗୁ ଅର୍ଶ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଅର୍ଶ ବା ପାଇଲ୍ସ ଏକ ସାଧାରଣ କିନ୍ତୁ ଯନ୍ତ୍ରଣାଦାୟକ ଅବସ୍ଥା ଯାହା ମଳଦ୍ୱାରରେ କିମ୍ବା ଏହାର ଆଖପାଖରେ ଶିରା ଫୁଲିଯାଏ। ଏହା ଝାଡ଼ା…
Archives


