ପୁଣି ଜନନୀ ଯନ୍ତ୍ରଣା: ପ୍ରସୂତିଙ୍କୁ ୧ କିଲୋମିଟର ବୋହି ଆଣିଲେ ଫାର୍ମାସିଷ୍ଟ
ମୋହନା,୨୯ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ମଳାସ ପଦର ଗାଁ କୁସୁମା ସାହିରେ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ସୂଚନା ପ୍ରକାରେ ମଙ୍ଗଳବାର ମଳାସ ପଦର ଗାଁ କୁସୁମା ସାହିର ଭାଗ୍ୟ ବିଶୋୟୀ (୨୦ )ଙ୍କୁ ପ୍ରସବ ଯନ୍ତ୍ରଣା…
କାରଖାନାର ମନମୁଖୀ କାର୍ଯ୍ୟ: ବର୍ଷାକୁ ଖାତିର ନ କରି ଜାରି ରହିଛି ଆନ୍ଦୋଳନ
କେନ୍ଦୁଝର,୨୯ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ହଳଦିଆଗୁଣା ସ୍ଥିତଏମ୍ଏସ୍ପି କାରଖାନାରେ ବାହାର ଅଣ ଓଡ଼ିଆ ନିଯୁକ୍ତିକୁ ନେଇ ଗତ ୨୭ ତାରିଖରୁ ଚାଲିଥିବା କାରଖାନା ସମ୍ମୁଖରେ ସ୍ଥାନୀୟ ଲୋକେ ଆନ୍ଦୋଳନ ଜାରି ରଖିଛନ୍ତି। ଏଣେ ଆନ୍ଦୋଳନ ଚାଲିଥିବା ବେଳେ…
ଟଳିଲା ବାତ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା, ସହାୟତା ଦାବି କରି…
ଭଞ୍ଜନଗର,୨୯ା୧୦(ବାବୁଲା ପ୍ରଧାନ): ବାତ୍ୟା ଭଞ୍ଜନଗର ଅଞ୍ଚଳରେ ଯେଉଁଭଳି ତାଣ୍ଡବ ରଚିବ ବୋଲି ଆଶଙ୍କା କରାଯାଉଥିଲା ସୌଭାଗ୍ୟବଶତଃ ସେଭଳି କିଛି ହୋଇନାହିଁ। କିନ୍ତୁ ବର୍ଷା ପାଇଁ ବ୍ଲକର ଅନେକ ଝାଟିମାଟି ଘର ଭାଙ୍ଗିଯାଇଛି। ଏଥିସହ ଜମିରେ ପାଣି ଭରି ରହିବା ଯୋଗୁ ଧାନଫସଲ…
ଭାଇଜାନଙ୍କୁ ଆତଙ୍କବାଦୀ ଘୋଷଣା କରିବା ପରେ ଏବେ ସଫେଇ ଦେଉଛି ପାକିସ୍ତାନ!
ଇସଲାମାବାଦ,୨୯।୧୦: ବଲିଉଡ ଅଭିନେତା ସଲମାନ ଖାନଙ୍କ ବେଲୁଚିସ୍ତାନକୁ ଏକ ପୃଥକ ଦେଶ ବୋଲି ବୟାନ ପାକିସ୍ତାନରେ ବ୍ୟାପକ ହଇଚଇ ସୃଷ୍ଟି କରିଥିଲା। ଏହି ବୟାନ ପରେ ପାକିସ୍ତାନ ସଲମାନ ଖାନଙ୍କୁ ତାର ଆତଙ୍କବାଦୀ ତାଲିକାରେ ସାମିଲ କରିଛି ବୋଲି ଅନେକ ରିପୋର୍ଟରେ…
ଟ୍ରାକ୍ରୁ ଖସିଲା ଟ୍ରେନ୍, ୧୦ ବଗି ଲାଇନଚ୍ୟୁତ
ରାଉରକେଲା,୨୯ା୧୦: ରାଉରକେଲା-ରାଞ୍ଚି ମୁଖ୍ୟ ରେଳପଥରେ ଏକ ମାଲବାହୀ ଟ୍ରେନ୍ ବୁଧବାର ଲାଇନଚ୍ୟୁତ ହୋଇଛି। ବାନୋ ଓ କନରାଓ୍ବା ଷ୍ଟେଶନ ମଧ୍ୟରେ ଟ୍ରେନ୍ଟି ଲାଇନଚ୍ୟୁତ ହୋଇଛି। ତେବେ ଏହି ମାଲବାହୀ ଟ୍ରେନ୍ର ପ୍ରାୟ ୧୦ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ଫଳରେ…
କିଏ ସେହି ଶିବାଙ୍ଗୀ ସିଂହ? ରାଷ୍ଟ୍ରପତିଙ୍କ ସହ ଫଟୋ ଦେଖି ଉଡିଲାଣି ମୁନିରଙ୍କ ହୋସ, ଅପରେଶନ ସିନ୍ଦୂର ସହ ରହିଛି…
ନୂଆଦିଲ୍ଲୀ,୨୯।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ହରିୟାଣାର ଅମ୍ବାଲା ବାୟୁସେନା ଷ୍ଟେଶନରେ ସ୍କ୍ବାଡ୍ରନ ଲିଡର ଶିବାଙ୍ଗୀ ସିଂହଙ୍କୁ ଭେଟିଥିଲେ, ଯେଉଁଠାରେ ଭାରତୀୟ ବାୟୁସେନାର ପ୍ରଥମ ରାଫେଲ ସ୍କ୍ବାଡ୍ରନ, ‘ଗୋଲଡନ ରୋଜ’ ଅବସ୍ଥିତ। ଭାରତର ପ୍ରତିଶୋଧମୂଳକ ଅପରେଶନ ସିନ୍ଦୁର ସମୟରେ ଶିବାଙ୍ଗୀ ସିଂହଙ୍କୁ…
ରାହୁଲଙ୍କୁ କାହିଁକି ‘ଲୋକାଲ ଗୁଣ୍ଡା’ କହିଲା ଭାଜପା? ମୋଦିଙ୍କୁ ଡ୍ୟାନ୍ସର କହି ଫସିଲେ…
ନୂଆଦିଲ୍ଲୀ,୨୯।୧୦: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୁଜାଫରପୁରରୁ ତାଙ୍କର ପ୍ରଚାର ଅଭିଯାନ ଆରମ୍ଭ କରିଥିଲେ। ଏକ ମିଳିତ ରାଲିରେ ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ସହ ମଞ୍ଚ ଶେୟାର କରି, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
ବାତ୍ୟା ‘ମୋନ୍ଥା’ରେ କୋରାପୁଟରେ ଜନ୍ମନେଲେ ୧୩୬ ଶିଶୁ, ସେଥିମଧ୍ୟରୁ…
କୋରାପୁଟ,୨୯ା୧୦(ଅମିତାଭ ବେହେରା): ବାତ୍ୟା ମୋନ୍ଥା ବେଳେ କୋରାପୁଟ ଜିଲାରେ ମୋଟ୍ ୧୩୬ ଜଣ ଶିଶୁ ଜନ୍ମ ହୋଇଥିବାବେଳେ ସେଥିମଧ୍ୟରୁ ୬୭ ଜଣ ପୁଅ ଓ ୬୯ ଜଣ ଝିଅ ରହିଥିବା ଜିଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ (ପରିବାର କଲ୍ୟାଣ )…
୫୦ଟଙ୍କା ଲାଞ୍ଚନେଇ ନିଲମ୍ବିତ ହୋଇଥିଲେ ଟିଟିଇ, ୩୭ ବର୍ଷ ପରେ ମାମଲାର ହେଲା ସମାଧାନ
ନୂଆଦିଲ୍ଲୀ,୨୯।୧୦: ଏକ ଐତିହାସିକ ରାୟରେ, ସୁପ୍ରିମକୋର୍ଟ ଜଣେ ରେଳବାଇ ଟିକେଟ ପରୀକ୍ଷକ (TTE)ଙ୍କୁ ଦୋଷମୁକ୍ତ କରିଛନ୍ତି ଯାହାଙ୍କ ଉପରେ ତିନି ଦଶନ୍ଧି ପୂର୍ବେ ୫୦ ଟଙ୍କା ଲାଞ୍ଚ ଗ୍ରହଣ କରିବାର ଅଭିଯୋଗ ଥିଲା। ଏହି ନିଷ୍ପତ୍ତି ପ୍ରମାଣ କରେ ଯେ ନ୍ୟାୟ…
ପାହାଡ଼ରୁ ଧସିଲା ପଥର: ଯାତାୟାତ ସ୍ବାଭାବିକ କରିବା ପାଇଁ ଜାରି ରହିଛି ପ୍ରୟାସ
ଗଜପତି,୨୯ା୧୦(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର ): ଗଜପତି ଜିଲାରେ ଏସ୍. କରାଡ଼ାସିଂ ପଞ୍ଚାୟତ ବୋଣ୍ଡା ଗାଁରେ ଭୂସ୍ଖଳନ ହୋଇଛି। ଫଳରେ ବଣ୍ଡା, ଖିଲିଗଣ୍ଡା, କୁଡ଼ିଙ୍ଗି, ଉପର ସାଙ୍କୁରଡ଼ାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗଜପତି ଜିଲା ଆର୍ ଉଦୟଗିରି ବ୍ଲକ ଅନଘା ପଞ୍ଚାୟତର ବଡ଼…
ସମାଜରେ ବଡ଼ ବିପଦ ସୃଷ୍ଟି କରିଛି ସାଇବର ଠକେଇ, ଏଥିରୁ ରକ୍ଷା ପାଇବା ପାଇଁ…
ଜି.ଉଦୟଗିରି,୨୯/୧୦(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଅତ୍ୟାଧୁନିକ ଯୁଗରେ ସମାଜ ପାଇଁ ସାଇବର ଠକେଇ ନାମରେ ଏକ ବଡ଼ ବିପଦ ସୃଷ୍ଟି ହୋଇଛି ଯାହା ଦ୍ୱାରା ସାଧାରଣ ଜନତାଙ୍କ ଧନ, ଜୀବନ ଓ ସମ୍ମାନ ହାନି ହେଉଛି। ବିଭିନ୍ନ ଉପାୟରେ ସାଇବର ଠକମାନେ…
ଲୁହାଖଣିରେ ଚଢ଼ାଉ, ଖଣି ବିଭାଗର ୪ ଜଣିଆ ଟିମ୍…
ସୁନ୍ଦରଗଡ଼,୨୯ା୧୦: ଜିଭି ପିଆର ଲୁହାଖଣିରେ ଖଣି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଖଣି ବିଭାଗର ୪ଜଣିଆ ଟିମ୍ ଏହି ଚଢ଼ାଉ କରିଛନ୍ତି। ଉଚ୍ଚମାନର ଲୌହ ଖଣିଜ ପଥରକୁ ନିମ୍ନମାନର ଦର୍ଶାଇ ଚାଲାଣ କରୁଥିବା ଅଭିଯୋଗ ହୋଇଥିଲା। ୩ ସପ୍ତାହ ପୂର୍ବରୁ ଜିଭି…
Archives


