Home

ପିଟିଆଇ ଅଧ୍ୟକ୍ଷଙ୍କ ପୁଅ ମୁନିସ ଇଲାହିଙ୍କୁ ପଳାତକ ଘୋଷଣା କଲେ ଲାହୋର କୋର୍ଟ

ଲାହୋର,୨୩।୭: ଲାହୋରର ଏକ କୋର୍ଟ ଶନିବାର ପାକିସ୍ତାନର ପୂର୍ବତନ ସଂଘିୟ ମନ୍ତ୍ରୀ ଓ ପାକିସ୍ତାନ ତେହରିକ-ଏ-ଇନସାଫ(ପିଟିଆଇ)ର ନେତା ମୁନିସ ଇଲାହିଙ୍କୁ ମନି ଲଣ୍ଡରିଂ ମାମଲାରେ ପଳାତକ ଘୋଷଣା କରିଛନ୍ତି। ଗତବର୍ଷ ସଂଘିୟ ଯାଞ୍ଚ ଏଜେନ୍ସି (ଏଫ୍ରାଇଏ)୭୨୦ ମିଲିୟନ ଟଙ୍କା ଘୋଟାଲା ମାମଲାରେ…

ଅମ୍ପାୟରଙ୍କ ଉପରେ ରାଗିଗଲେ ହରମନପ୍ରୀତ, କଲେ ଏମିତି କାମ

ଢାକା,୨୩।୭: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ତୃତୀୟ ମ୍ୟାଚ ଟାଇ ହୋଇଛି। ଏହି ମ୍ୟାଚରେ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ଅମ୍ପାୟାରଙ୍କ ଉପରେ ରାଗି ନିଜ ବ୍ୟାଟ୍‌କୁ ଷ୍ଟମ୍ପ ଉପରେ ମାରିଥିଲେ। ଏହି ମ୍ୟାଚରେ ୨୨୬ ରନ…

ଜି୨୦ ସମ୍ମିଳନୀ ପାଇଁ ପ୍ରସ୍ତୁତ ହେଲା ପ୍ରଗତି ମୈଦାନର ଆଇଟିପିଓ କମ୍ପ୍ଲେକ୍ସ, ୨୬ ଜୁଲାଇରେ ମୋଦି କରିବେ ଉଦଘାଟନ

ନୂଆଦିଲ୍ଲୀ,୨୩।୭: ରାଜଧାନୀ ଦିଲ୍ଲୀର ପ୍ରଗତି ମଇଦାନରେ ପୁନଃବିକଶିତ ଆଇଟିପିଓ କମ୍ପ୍ଲେକ୍ସରେ ଭାରତର ଜି -୨୦ ନେତାଙ୍କ ବୈଠକ ଆୟୋଜିତ ହେବ। ଏହି କମ୍ପ୍ଲେକ୍ସ ୨୬ ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦଘାଟିତ ହେବ। ଇଣ୍ଡିଆ ଟ୍ରେଡ ପ୍ରମୋସନ ଅର୍ଗାନାଇଜେସନ (ଆଇଟିପିଓ)…

ରୋଗର ଯନ୍ତ୍ରଣା ସହି ନ ପାରି ଜୀବନ ହାରିଦେଲେ, ସ୍ତ୍ରୀଙ୍କ ଆଖିରୁ ଲୁହ ଶୁଖୁନି, ପୁଅ ସ୍ତବ୍ଧ

ନିରାକାରପୁର,୨୩ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ରୋଗର ଯନ୍ତ୍ରଣା ସହି ନ ପାରି ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ତେବେ ମୃତକ ଜଣକ ହେଲେ ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ କଁପୁରପଞ୍ଚାୟତ ମଳିପ ସାହିର ବଳଭଦ୍ର ପାତାଳ ସିଂ ଓରଫ ବଳିଆ (୩୯)।…

ଏଆଇ ଦ୍ୱାରା ଅପବ୍ୟବହାର କିମ୍ବା ଭୁଲ ତଥ୍ୟ ଦେବା ହୋଇପାରେ ବିପଦ: ସିଜେଆଇ ଚନ୍ଦ୍ରଚୂଡ

ଚେନ୍ନାଇ,୨୩।୭: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ଅପବ୍ୟବହାର, ଭୁଲ ତଥ୍ୟ ଏବଂ ଗାଳିଗୁଲଜ କରିବା ପାଇଁ ବ୍ୟବହାର କରାଯାଇପାରିବ ବୋଲି ସିଜେଆଇ ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ କହିଛନ୍ତି। ଆଇଆଇଟି ଚେନ୍ନାଇର ୬୦ତମ ସମାରୋହକୁ ସମ୍ବୋଧନ କରି ସିଜେଆଇ କହିଛନ୍ତି, ବୈଷୟିକ କ୍ଷେତ୍ରରେ ଆପଣ…

ଚାଇନା କମ୍ପାନୀର ୮୧ ଶହ କୋଟିର ନିବେଶକୁ ମନା କଲେ ଭାରତ ସରକାର…

ନୂଆଦିଲ୍ଲୀ/ବେଜିଂ,୨୩।୭ : ଭାରତରେ କାରବାର ଆରମ୍ଭ କରିବାକୁ ଚେଷ୍ଟା କରୁଥିବା ଚାଇନା ଇଲେକ୍ଟ୍ରିକ କାର୍‌ କମ୍ପାନୀ ବିଓ୍ବାଇଡି ଏକ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହୋଇଛି। ପ୍ରକୃତରେ, ଏହି ଚାଇନିଜ କମ୍ପାନୀ ହାଇଦ୍ରାବାଦର ମେଗା ଇଞ୍ଜିନିୟରିଂ ଏବଂ ଇନଫ୍ରାଷ୍ଟ୍ରକଚର ଲିମିଟେଡ ସହଯୋଗରେ…

ରାଗିଲେ ଜ୍ୟୋତିରାଦିତ୍ୟ

ମୁମ୍ବାଇ,୨୩।୭: କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ପକ୍ଷରୁ କରାଯାଇଥିବା ଆଲୋଚନାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ଦେଶଦ୍ରୋହୀ ବୋଲି କୁହାଯିବା ପରେ ସିନ୍ଧିଆ କହିଛନ୍ତି ଯେ ଯଦି ଏପରି ହୋଇଥାନ୍ତା ତେବେ କଂଗ୍ରେସ ତାଙ୍କୁ ଏବଂ ତାଙ୍କ ପିତା ମାଧବରାଓ ସିନ୍ଧିଆଙ୍କୁ କାହିଁକି…

ଆଜି ଭାରତ-ପାକିସ୍ତାନ ଫାଇନାଲ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିବେ ମ୍ୟାଚ୍‌

କଲମ୍ବୋ,୨୩।୭: ଶ୍ରୀଲଙ୍କାରେ ଚାଲିଥିବା ପୁରୁଷ ଏମର୍ଜିଂ ଏସିଆ କପ ଫାଇନାଲରେ ଇଣ୍ଡିଆ ଏ ଏବଂ ପାକିସ୍ତାନ ଏ ମଧ୍ୟରେ ମୁକାବିଲା ହେବ। ଉଭୟଙ୍କ ମଧ୍ୟରେ ଏହି ମ୍ୟାଚ କଲମ୍ବୋର ପ୍ରସିଦ୍ଧ ଆର ପ୍ରେମାଦାସା ଷ୍ଟାଡିୟମରେ ଖେଳାଯିବ। ସେମିଫାଇନାଲରେ ଟିମ ଇଣ୍ଡିଆ ବାଂଲାଦେଶକୁ…

ଗୃହଯୁଦ୍ଧରୁ ଯୋଗ ଶିକ୍ଷା ମୁହାଁ ସିରିଆ…

ଦାମାସକସ,୨୩।୭ : ଗତ ୧୨ ବର୍ଷ ଧରି ଗୃହଯୁଦ୍ଧର ସମ୍ମୁଖୀନ ହେଉଛି ସିରିଆ। ଯୁଦ୍ଧ ଏଠାକାର ଲୋକଙ୍କଠାରୁ ସବୁକିଛି ଛଡ଼ାଇ ନେଇଛି। ସେମାନେ ସମ୍ମୁଖୀନ ହୋଇଥିବା ଆର୍ଥିକ ଏବଂ ଶାରୀରିକ ସମସ୍ୟା ବ୍ୟତୀତ, ସେମାନେ ସମ୍ମୁଖୀନ ହେଉଥିବା ମାନସିକ ସମସ୍ୟାକୁ କଳ୍ପନା…

ଏମିତି ଶ୍ମଶାନ, ଯେଉଁଠି ଗୋଟିଏ ଦିନ ଜୁଇ ନ ଜଳିଲେ ଗାଁର ଯେକୌଣସି ଲୋକଙ୍କ ହୁଏ ମୃତ୍ୟୁ

ଆମ ଦେଶରେ ଏମିତି ଏକ ଶ୍ମଶାନ ରହିଛି, ଯେଉଁଠି ପ୍ରତିଦିନ ଜୁଇ ଜଳିଥାଏ। ଏମିତି କେଉଁ ଗୋଟିଏ ଦିନ ନାହିଁ, ଯେଉଁଦିନ ଶବଦାହ ହୁଏନି। ଏପରି ଆଶ୍ଚର୍ଯ୍ୟଜନକ ଶ୍ମଶାନ ରହିଛି ବିହାରର ସିଓ୍ବାନରେ। ଏହାର ନାମ ଗୟାସପୁର ଶ୍ମଶାନ। ସ୍ଥାନୀୟ ଲୋକଙ୍କ…

ମିଜୋରାମରୁ ମେଇତି ଲୋକଙ୍କୁ ଏୟାରଲିପ୍ଟ କରିବାକୁ ପ୍ରସ୍ତୁତି, ବଢାଗଲା ସୁରକ୍ଷା

ଆଇଜଲ,୨୩।୭: ମଣିପୁରର ମେଇତି ଓ କୁକି ସମ୍ପ୍ରଦାୟ ମଧ୍ୟରେ ଉପୁଜିଥିବା ହିଂସା ମଧ୍ୟରେ ମିଜୋରାମରେ ଥିବା ମେଇତି ସମ୍ପ୍ରଦାୟ ଲୋକଙ୍କୁ ଏୟାରଲିପ୍ଟ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏକ ପୂର୍ବତନ ଉଗ୍ରବାଦୀ ସଂଗଠନ ମେଇତି ଲୋକଙ୍କୁ ସେମାନଙ୍କ ସୁରକ୍ଷା ପାଇଁ ରାଜ୍ୟ…

ମିଶନ ଗଗନାୟନ: ଇସ୍ରୋ-ନୌସେନା କଲେ ହାର୍‌ବର ରିକଭରି ଟେଷ୍ଟ

ବେଙ୍ଗାଲୁରୁ,୨୩।୭: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଏବଂ ଭାରତୀୟ ନୌସେନା ‘ମିଶନ ଗଗନୟାନ’ ପାଇଁ ବିଶାଖାପାଟନମ ହାର୍‌ବର ଠାରେ ମାନବ ସ୍ପେସ ମିଶନ କ୍ରୁ ମଡ୍ୟୁଲ ରିକଭରି ଏବଂ ଲିଫ୍ଟିଂ ଟେଷ୍ଟକୁ ସଫଳତାର ସହ ଶେଷ କରିଛନ୍ତି। ବିଶାଖାପାଟନମର ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?