Home

ସ୍ତ୍ରୀ, ପୁଅଙ୍କ ତଣ୍ଟିଚିପି ହତ୍ୟାକଲେ ସ୍ବାମୀ

ଭଦ୍ରକ,୨୪ା୭(ସନାତନ ରାଉତ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ତେସିଙ୍ଗା ପଞ୍ଚାୟତ କୁଶଗଡ଼ିଆ ଠାରେ ଜଣେ ମଦ୍ୟପ ସ୍ବାମୀ ସ୍ତ୍ରୀ ଓ ପୁଅର ତଣ୍ଟି ଚିପି ହତ୍ୟା କରିଛନ୍ତି। ସୂଚନାନୁଯାୟୀ, କୁଶଗଡ଼ିଆଠାରେ ବନ୍ତ ଥାନା ଦୋଳପଦୀ ଗ୍ରାମର ଉମେଶ ନାୟକ ଏକ ଭଡ଼ାଘରେ…

ଆମ୍ବେଡ଼କରଙ୍କ ସ୍ବପ୍ନକୁ ଭାଙ୍ଗି ଚୁରମାର କରିଛି ଭାଜପା: କଂଗ୍ରେସ…

ନୂଆଦିଲ୍ଲୀ,୨୪।୭ : ମଧ୍ୟପ୍ରଦେଶରେ ଚଳିତ ବର୍ଷ ଶେଷରେ ନିର୍ବାଚନ ହେବ। ଏହାପୂର୍ବରୁ ଉଭୟ ଶାସକ ଏବଂ ବିରୋଧୀ ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି। ଛତ୍ରପୁରରେ ମାନବ ମଳ ଦଲିତଙ୍କୁ ଖାଇବାକୁ ଦେବା ଘଟଣା ସାମ୍ନାକୁ ଆସିଛି। ଏହା ଉପରେ କଂଗ୍ରେସ ରାଷ୍ଟ୍ରୀୟ…

ଜ୍ଞାନବ୍ୟାପୀରେ ଜାରି ରହିବ ସର୍ଭେ, ଖନନ ଉପରେ ଦୁଇ ସପ୍ତାହର ରୋକ

ବାରାଣସୀ,୨୪।୭: ବାରାଣସୀର ଜ୍ଞାନବ୍ୟାପୀ ମସଜିଦରେ ସର୍ଭେକୁ ନେଇ ସୁପ୍ରିମକୋର୍ଟ ରୋକ ଲଗାଇବାକୁ ମନା କରି ଦେଇଛନ୍ତି। ଏହାସହ ୨ ସପ୍ତାହ ପର୍ଯ୍ୟନ୍ତ ମସଜିଦ ପରିସରରେ କୌଣସି ପ୍ରକାର ଖନନ କରିବାକୁ ମନା କରି ଦିଆଯାଇଛି। ଦିନ ୨ଟାରେ ପୁଣିଥରେ ମାମଲାର ଶୁଣାଣି…

ଦାଉ ସାଧିଲା ସ୍ବଳ୍ପ, ଅନିୟମିତ ବୃଷ୍ଟିପାତ

ବଡ଼ମ୍ବା,୨୪।୭(ମାୟାଧର ମଲ୍ଲିକ): ବଡ଼ମ୍ବା ବ୍ଲକରେ ସ୍ବଳ୍ପ ଓ ଅନିୟମିତ ବୃଷିପାତ ଚଳିତ ବର୍ଷ କୃଷି ଓ କୃଷକଙ୍କ ଉପରେ ଦାଉ ସାଧିଛି। ଫଳରେ ଶତାଧିକ ଏକର ଚାଷ ଜମି ଚାଷ ହୋଇ ନ ପାରି ପଡ଼ିଆ ପଡ଼ିଛି। ବର୍ଷାକୁ ଚାହିଁ ଚାଷୀ…

ଏକାଥରକେ ୬୪ ରୁଟି ଖାଇଦେଇଥିଲେ ଏହି ଅଭିନେତା

ଅଭିନେତା ଜନ ଅବ୍ରହାମ ନାମ ବଲିଉଡର ସବୁଠୁ ଫିଟ ଅଭିନେତା ଭାବେ ଜଣାଶୁଣା। ନିଜକୁ ଫିଟ ରଖିବା ପାଇଁ ସେ ଘଣ୍ଟା ଘଣ୍ଟା ପରିଶ୍ରମ କରନ୍ତି ନିଜୟ ଖାଦ୍ୟପେୟ ଉପରେ ମଧ୍ୟ ସେ ଖଉବ୍‌ ଯତ୍ନବାନ। ସର୍ବଦା ନିଜକୁ ଫିଟ୍‌ ରଖିବା…

କନାଡାରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ୨୭ ଜୁଲାଇରେ ଭାରତ ପହଞ୍ଚିବ ମର ଶରୀର

ଟରଣ୍ଟୋ,୨୪।୭: କାନାଡାରେ ଫୁଡ ଡେଲିଭରି ପାର୍ଟନର ଭାବେ କାମ କରୁଥିବା ଜଣେ ୨୪ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ କାର ଜ୍ୟାକିଙ୍ଗ ସମୟରେ ହୋଇଥିବା ହିଂସା ଯୋଗୁ ହତ୍ୟା କରାଯାଇଛି। ସ୍ଥାନୀୟ ସିଟିଭି ନ୍ୟୁଜ ଚ୍ୟାନେଲର ରିପୋର୍ଟ ଅନୁଯାୟୀ, ଗୁରବିନ୍ଦର ନାଥ ୯…

ଆଜିଠୁ ପଶ୍ଚିମଦ୍ୱାର ଦେଇ ଯିବେ ପୁରୀବାସୀ

ପୁରୀ,୨୪।୭(ଅଜିତ ମହାନ୍ତି): ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ନେଇ ବିଭିନ୍ନ ମହଲରେ ତିବ୍ର ପତିକ୍ରିୟା ଦେଖିବାକୁ ମିଳିଥିଲା। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦସ୍ତଖତ ଅଭିଯାନ ଆରମ୍ଭ କରିଥିଲେ। ବିଭିନ୍ନ ରାଜନୈତିକ…

ଭାରତରୁ ଚାଉଳ ରପ୍ତାନି ବନ୍ଦ ନେଇ ଅସୁବିଧାରେ ଆମେରିକା…

ନୂଆଦିଲ୍ଲୀ,୨୪।୭ : ନିକଟରେ ଚାଉଳ ରପ୍ତାନି ସମ୍ପର୍କରେ ଭାରତ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହା ଅନ୍ତର୍ଗତ କେନ୍ଦ୍ର ସରକାର ବାସୁମତି ଚାଉଳ ବ୍ୟତୀତ ସମସ୍ତ ପ୍ରକାର ଅରୁଆ ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଆଗାମୀ ପାର୍ବଣ ଋତୁରେ…

ଗାତ ଖୋଳି ଛାଡ଼ିଦେଲେ

କାମାକ୍ଷାନଗର,୨୪।୭: (ସୁଧୀର ପରିଡ଼ା): ଡ୍ରେନ୍‌ ପାଇଁ ଖୋଳାଯାଇଛି ଗାତ। ହେଲେ କାମ ହେଉନାହିଁ। ଗାତ ଖୋଳି ଅଧାପନ୍ତରିଆ ଭାବେ ଛାଡ଼ି ଦେଇଛନ୍ତି ଠିକାଦାର। ଫଳରେ ଗର୍ତ୍ତରେ କେତେବେଳେ ଗୋରୁ ତ ଆଉ କେବେ ମଣିଷ ପଡ଼ି ଖଣ୍ଡିଆଖାବରା ହେଉଛନ୍ତି। ପୂର୍ତ୍ତ ବିଭାଗର…

ବିଜେଡିକୁ ଘୋଡ଼ାବେପାର ଭୟ

ଅନୁଗୋଳ, ୨୪।୭(ଅମିତ୍‌ ସାମଲ: ଅନୁଗୋଳ ଜିଲା ପ୍ଲାନିଂ କମିଟି ସଦସ୍ୟ ନିର୍ବାଚନ ମଙ୍ଗଳବାର ଅନୁଷ୍ଠିତ ହେବ। ମୋଟ ୨ଟି ପଦବୀ ଲାଗି ମତଦାନ ହେବ। କମିଟିରେ ଗୋଟିଏ ପଦବୀ ପୁରୁଷ ବର୍ଗଙ୍କ ଲାଗି ରହିଥିବାବେଳେ ଅନ୍ୟଟି ମହିଳାଙ୍କ ଲାଗି ସଂରକ୍ଷିତ ରହିଛି।…

ଦ୍ୱିତୀୟ ଭାରତୀୟ ଭାବେ ଏମିତି କାରନାମା କଲେ ଅଶ୍ୱିନ

ତ୍ରିନିଦାଦ,୨୪।୭: ପୋର୍ଟ ଅଫ ସ୍ପେନ୍‌ରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ରବି ଅଶ୍ୱିନ ତାଙ୍କ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଉଇକେଟ ନେଇଥିବା ଦ୍ୱିତୀୟ ଭାରତୀୟ ବୋଲର ହୋଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କ ନାମ ବର୍ତ୍ତମାନ…

ସାଇବର ଠକଙ୍କ ଜାଲରେ ସାଧାରଣ ଲୋକ

ବ୍ରହ୍ମପୁର,୨୪ା୭(ସୁବାସ ଚନ୍ଦ୍ର ପାଢ଼ୀ): ସାଇବର ଠକ ନିଜର ମାୟା ଜାଲରେ ସାଧାରଣ ଲୋକଙ୍କୁ ଫସାଇ ଠକି ଚାଲିଛନ୍ତି। ନୂଆ ନୂଆ ତରିକାରେ ପ୍ରଥମେ ଲୋକଙ୍କ ବିଶ୍ୱାସ ହାସଲ କରି ପରେ ଲୁଟୁଛନ୍ତି। ଗଞ୍ଜାମ ଜିଲା ତଥା ବ୍ରହ୍ମପୁର ସହରରେ ଏଭଳି ଏକାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?