ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିକଳ ଚିତ୍ର: ମହିଳା-ପୁରୁଷ ରୋଗୀଙ୍କୁ ଗୋଟିଏ କୋଠରୀରେ ଚିକିତ୍ସା, ବଢୁଛି ଅସନ୍ତୋଷ
ଦାରିଙ୍ଗବାଡି,୧।୧୧(ଅରୁଣ ସାହୁ): କେନ୍ଦ୍ର ଓ ରାଜ୍ୟ ସରକାର ରୋଗୀଙ୍କ ସ୍ବାସ୍ଥ୍ୟରେ ସୁଧାର ଆଣିବା ଓ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକୁ ରୂପାନ୍ତର କରିବା ସହ ଆମ ସ୍ବାସ୍ଥ୍ୟକେନ୍ଦ୍ର ଭାବେ ଘୋଷଣା କରୁଛନ୍ତି। ତେବେ ଏହାର କୌଣସି ଫାଇଦା ମିଳୁ ନ ଥିବା…
ଆଜିଠୁ ବଦଳିଯିବ ଏସବୁ ନିୟମ: ସାଧାରଣ ଲୋକଙ୍କ ପକେଟ୍ ଉପରେ ପଡ଼ିବ ପ୍ରଭାବ
ନୂଆଦିଲ୍ଲୀ,୧।୧୧: ନଭେମ୍ବର ୨୦୨୫ ଆରମ୍ଭ ହେବା ସହିତ, ଆଜିଠାରୁ ଅନେକ ନୂତନ ନିୟମ କାର୍ଯ୍ୟକାରୀ ହୋଇଛି। ଏହାହା ସାଧାରଣ ଲୋକଙ୍କ ଦୈନନ୍ଦିନ ଆର୍ଥିକ ସ୍ଥିତିକୁ ସିଧାସଳଖ ପ୍ରଭାବିତ କରିବ। ଆଧାର ଅପଡେଟ ଫି ଏବଂ ବ୍ୟାଙ୍କ ପଞ୍ଜିକରଣରେ ପରିବର୍ତ୍ତନ ଠାରୁ ଆରମ୍ଭ…
ଆଜିଠାରୁ ‘ଜଷ୍ଟ ଇନ୍ ଟାଇମ୍’ ନୀତି ପ୍ରଚଳନ: ଜାଣନ୍ତୁ ଏହା କ’ଣ
ଭୁବନେଶ୍ୱର,୧ା୧୧(ରବିନାରାୟଣ ଜେନା):କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା (ସିଏସ୍ଏସ୍) ଅର୍ଥ କିଭଳି ବାଟମାରଣା ହେବନାହିଁ ଏବଂ ଅର୍ଥ ଠିକଣା ବାଟରେ ଖର୍ଚ୍ଚ ହେବ ତାହାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଜଷ୍ଟ ଇନ୍ ଟାଇମ୍’ ନୀତିକୁ ଗୁରୁତ୍ୱ ଦିଆଯାଇଛି। ଏହି ନୀତି…
ମିଳିଲାନି ଚାରିକାନ୍ଧ, ପରିବାରଲୋକେ ଗ୍ରହଣ କଲେନି, ଶେଷରେ…
ବରଗଡ଼,୩୧।୧୦(ପ୍ରେମାନନ୍ଦ ଖମାରୀ)- ଜାତିପ୍ରଥା ଭଳି କୁସଂସ୍କାର ଏବେ ବି ରହିଛି। ଶୁକ୍ରବାର ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କୁମେଲସିଂହା ନିକଟ ବଗର୍ତ୍ତୀଟିକ୍ରା ଗ୍ରାମରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଗ୍ରାମର ଜଣେ ବିବାହିତା ମହିଳା ପିଙ୍କି ବଗର୍ତ୍ତି ଗତ…
ବରଗଡ଼ରେ ମାତିଛନ୍ତି ଚୋର, ରାତିରେ ସ୍କୁଲରୁ ଚୋରି କରି ନେଲେ…
ବରଗଡ଼, ୩୧।୧୦(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଦିନକୁ ଦିନ ଚୋରି, ଲୁଟପାଟ୍ ଆଦି ଅପରାଧ ବଢି ଚାଲିଛି। ଗୁରୁବାର ରାତିରେ ସ୍ଥାନୀୟ ରାଣା ପ୍ରତାପ ସ୍କୁଲ ପରିସରରୁ ସ୍କୁଲର ଅନେକ ଆସବାବପତ୍ର ଚୋରି ହୋଇ ଯାଇଥିବା ଅଭିଯୋଗ ହୋଇଛି । ସ୍କୁଲ…
ମନ୍ତ୍ରୀ ହେଲେ ମହମ୍ମଦ ଆଝାରୁଦ୍ଦିନ, ପ୍ରଶ୍ନ ଉଠାଇଲା ଭାଜପା
ହାଇଦ୍ରାବାଦ,୩୧ା୧୦: ପୂର୍ବତନ କ୍ରିକେଟ ଅଧିନାୟକ ତଥା କଂଗ୍ରେସ ନେତା ମହମ୍ମଦ ଆଝାରୁଦ୍ଦିନ ତେଲଙ୍ଗାନା କ୍ୟାବିନେଟ୍ରେ ଗୁରୁବାର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ରାଜ୍ୟପାଳ ଜିଷ୍ଣୁଦେବ ବର୍ମା ପୂର୍ବତନ କ୍ରିକେଟରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଆଝାରୁଦ୍ଦିନ୍ଙ୍କ…
ହଠାତ ବଡ଼ ଘୋଷଣା କଲେ ନବୀନ, ନିର୍ବାଚନ ପୂର୍ବରୁ ଆଉ ୧୭ ନେତାଙ୍କୁ…
ଭୁବନେଶ୍ୱର,୩୧।୧୦:ନୂଆପଡା ନିର୍ବାଚନକୁ ନେଇ ରାଜନୀତି ସରଗରମ। ଭୋଟ ଦିନ ପାଖେଇ ଆସୁଥିବାବେଳେ ରାଜନୈତିକ ତାତି ବଢିବାରେ ଲାଗିଛି। ଏହି ଭିତରେ ବିଜେଡି କରିଛି ବଡ଼ ଘୋଷଣା। ଆଉ ୧୭ ନେତାଙ୍କୁ ସାଂଗଠନିକ ଦାୟିତ୍ୱ ଦେଇଛି ବିଜେଡି। ନୂଆପଡ଼ାରେ ୧୭ନେତାଙ୍କୁ ନିର୍ବାଚନ ପରିଚାଳନା…
ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍ରେ ଭର୍ତ୍ତି ହେଲେ ଧର୍ମେନ୍ଦ୍ର, ଚିନ୍ତାରେ ପ୍ରଶଂସକ
ମୁମ୍ବାଇ: ବଲିଉଡର ହି-ମ୍ୟାନ ଧର୍ମେନ୍ଦ୍ର ଅସୁସ୍ଥ। ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଖବର ଆସିବା ପରେ ପ୍ରଶଂସକମାନେ ଚିନ୍ତିତ ହୋଇପଡ଼ିଛନ୍ତି। ଅନେକ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି। ଏହି ଖବର ପରେ ଗଣମାଧ୍ୟମ ରିପୋର୍ଟ…
ମେଲବୋର୍ନରେ ହାରିଲା ଭାରତ: କଙ୍ଗାରୁ ଦଳର ବଡ଼ ବିଜୟ
ମେଲବୋର୍ନ,୩୧।୧୦: ଆସନ୍ତା ବର୍ଷ ଟି-୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳ ଏକ କଡ଼ା ଶିକ୍ଷା ପାଇଛି। ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ, ଟିମ ଇଣ୍ଡିଆ ମେଲବୋର୍ନରେ ଅଷ୍ଟ୍ରେଲିଆ ହାତରୁ ଚାରି ଉଇକେଟରେ ପରାଜୟ ବରଣ କରିଛି। ଭାରତ ବ୍ୟାଟିଂ କ୍ରମରେ ଅନାବଶ୍ୟକ…
ଅଷ୍ଟ୍ରେଲିଆ ଆଗରେ ମାଟି କାମୁଡ଼ିଲା ଟିମ୍ ଇଣ୍ଡିଆ: ଅଭିଷେକଙ୍କୁ ଛାଡ଼ି ସମସ୍ତେ ଫ୍ଲପ୍
ମେଲବୋର୍ଣ୍ଣ,୩୧।୧୦: ଦ୍ୱିତୀୟ ଟି-୨୦ରେ ଭାରତ ଅଷ୍ଟ୍ରେଲିଆକୁ ୧୨୬ ରନ୍ର ଟାର୍ଗେଟ ଦେଇଛି। ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ୧୮.୪ ଓଭରରେ ଭାରତକୁ ୧୨୫ ରନ୍ରେ ଅଲଆଉଟ କରିଥିଲା। ଭାରତର ଆରମ୍ଭ ଖରାପ ଥିଲା। ୫୦…
MSME ଉଦ୍ୟୋଗୀଙ୍କ ପାଇଁ ଖୁସି ଖବର: ମନ୍ତ୍ରୀ କଲେ ବଡ଼ ଘୋଷଣା
ଭୁବନେଶ୍ୱର,୩୧।୧୦: MSME ଉଦ୍ୟୋଗୀଙ୍କ ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ଦେଇଛନ୍ତି। କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ ପାଇଁ ଆଉ କିସମ ପରିବର୍ତ୍ତନ କରିବାକୁ ପଡ଼ିବନି ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଉଦ୍ୟୋଗୀଙ୍କୁ କିସମ ପରିବର୍ତ୍ତନ…
ବିଜେଡି ନେତାଙ୍କ ଭଡ଼ା ଘରେ ପଶିଲେ ନିର୍ବାଚନ ଅଧିକାରୀ: ଆଉ ତା’ପରେ…
ନୂଆପଡା,୩୧।୧୦(ବୀରେନ୍ଦ୍ର କୁମାର ଝାଙ୍କର): ନୂଆପଡ଼ା ଉପନିର୍ବାଚନ ଚାଲିଥିବା ବେଳେ ଖରିଆର ରୋଡଠାରେ ଏକ ଭଡ଼ାଘର ନେଇ ରହୁଥିବା ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡେଇଙ୍କ ଭଡ଼ା ଘରେ ଶୁକ୍ରବାର ମଧ୍ୟାହ୍ନରେ ଜଣେ ନିର୍ବାଚନ ଅଧିକାରୀ ପହଞ୍ଚି ଯାଞ୍ଚ କରିଥିଲେ। ଏହାକୁ ବିଜେଡି ନେତା…
Archives


