ଥରିଲା ଆଫଗାନିସ୍ତାନ, ଅନେକ କ୍ଷୟକ୍ଷତି ହୋଇଥିବା ଆଶଙ୍କା
କାବୁଲ,୩।୧୧: ଆଫଗାନିସ୍ତାନରେ ପୁଣି ଥରେ ଏକ ଶକ୍ତିଶାଳୀ ଭୂମିକମ୍ପ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ରବିବାର ବିଳମ୍ବିତ ରାତିରେ ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ୬.୩ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି, ଯାହା ଫଳରେ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି ଏବଂ ଅନେକ…
ଆଜି ମଇଦାନକୁ ଓହ୍ଲାଇବେ ନବୀନ, ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରି ଭୋଟରଙ୍କୁ କହିବେ…
ଭୁବନେଶ୍ୱର/ନୂଆପଡ଼ା,୩ା୧୧(ରବିନାରାୟଣ ଜେନା/ମକାରୁ ବେମାଲ): ବିଜୁ ଜନତା ଦଳ(ବିଜେଡି) ସଭାପତି ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଲାଗି ସୋମବାର ପ୍ରଚାର ମଇଦାନକୁ ଓହ୍ଲାଇବେ। ଏନେଇ ବିଜେଡି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ନବୀନ ନିବାସରୁ ପୂର୍ବାହ୍ନ ୯.୩୦ ମିନିଟ୍ରେ ନବୀନ…
ଏମିତି କାମ କଲେ ଦୀପ୍ତି ଯାହା ୫୨ ବର୍ଷ ଇତିହାସରେ କେହି କରି ନଥିଲେ
ନୂଆଦିଲ୍ଲୀ,୩।୧୧: ଦୀପ୍ତି ଶର୍ମା ମହିଳା ବିଶ୍ୱକପ ଫାଇନାଲରେ ପାଞ୍ଚ ୱିକେଟ ନେଇ ଦକ୍ଷିଣ ଆଫ୍ରିକା ଦଳକୁ ଚୁପ କରାଇଥିଲେ। ଏହି ଚମତ୍କାର ପ୍ରଦର୍ଶନ ଟିମ ଇଣ୍ଡିଆକୁ ୫୩ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିବାରେ ଏବଂ ପ୍ରଥମ ଥର ପାଇଁ ICC…
ଉନ୍ନତି ଅପେକ୍ଷାରେ ଯୁବ ଭୋଟର
ନୂଆପଡ଼ା,୨ା୧୧(ପୀତାମ୍ବର ସାହୁ): ଆସନ୍ତା ୧୧ ତାରିଖରେ ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହେବ ଉପନିର୍ବାଚନ। ଏଥିରେ ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯାଉଥିବା ମତଦାତାଙ୍କ ସମେତ ଯୁବ ଭୋଟରମାନେ ଏହି ନିର୍ବାଚନକୁ ନେଇ କ’ଣ ଭାବୁଛନ୍ତି ଏବଂ କେଉଁ ପ୍ରସଙ୍ଗ ଉଠାଉଛନ୍ତି…
ମହିଳା ବିଶ୍ୱକପ ଫାଇନାଲ ଜିତିବା ପରେ କାନ୍ଦି ପକାଇଲେ ରୋହିତ ଶର୍ମା, ବିରାଟ ହେଲେ ଇମୋଶନାଲ
ନୂଆଦିଲ୍ଲୀ,୩।୧୧: ଭାରତ ୨୦୨୫ ମହିଳା ବିଶ୍ୱକପ ଫାଇନାଲରେ ବିଜୟୀ ହୋଇଛି। ଟିମ ଇଣ୍ଡିଆର ବିଜୟ ସାରା ଦେଶରେ ଉତ୍ସବର ବାତାବରଣ ସୃଷ୍ଟି କରିଛି। ମହିଳା ବିଶ୍ୱକପ ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରିଛି। ପୁରୁଷ ଦଳର ଷ୍ଟାର…
ଏସ୍ଆଇଆର୍ ବିରୋଧରେ ସୁପ୍ରିମକୋର୍ଟ ଯିବ ତାମିଲନାଡୁ
ଚେନ୍ନାଇ,୩ା୧୧: ତାମିଲନାଡୁରେ ୨୦୨୬ରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏହା ପରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) କରାଇବା ପାଇଁ ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କୁ ନିବେଦନ କରି ରବିବାର ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ଙ୍କ ନେତୃତ୍ୱରେ ସର୍ବଦଳୀୟ ବୈଠକରେ ଏକ…
ଏଇ ଭାରତରେ
ଭାରତୀୟ ସେନାରେ ୩୦ ବର୍ଷ କାର୍ଯ୍ୟ କରିବା ପରେ କଲୋନେଲ ଦିବ୍ୟ ଠାକୁର ମନାଲି ନିକଟସ୍ଥ ଏକ ଗାଁରେ ଆପଲ ଚାଷ କରୁଛନ୍ତି। ଜୈବିକ ପଦ୍ଧତିରେ ସେ ଏହି ଚାଷ କରି ସଫଳ ହୋଇଛନ୍ତି। ବଡ଼ କଥା ହେଉଛି ଜୁଲାଇ ୨୦୨୫ରେ…
ଗୁଣାତ୍ମକ ଶିକ୍ଷାର ପୃଷ୍ଠଭୂମି
ଭାରତୀୟ ସଂସ୍କୃତିରେ ଶିକ୍ଷାର ଲକ୍ଷ୍ୟ ହେଉଛି ଚରିତ୍ର ଗଠନ ଓ ପବିତ୍ରତା। ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରାରେ ଛାତ୍ର ଜୀବନରେ ଖଦିବସ୍ତ୍ର ପରିଧାନ, ସୂତାକାଟିବା କାର୍ଯ୍ୟ ଛାତ୍ରମାନଙ୍କୁ ସ୍ବାବଲମ୍ବୀ ହେବାକୁ ଅନୁପ୍ରେରିତ କରିବା ସହ ବଳକା ସମୟର ସଦୁପଯୋଗ ପାଇଁ କର୍ମତତ୍ପର କରିଥାଏ।…
ଚନ୍ଦ୍ରକୁ ଛୁଉଁଥିବା ବାମନର ହାତ
୨୯ ଡିସେମ୍ବର ୧୯୫୯ ଘଟଣା। ଆମେରିକାନ୍ ଫିଜିକାଲ ସୋସାଇଟି ଆନୁକୂଲ୍ୟରେ ପାସାଡେନା (କାର୍ଲିଫର୍ନିଆ)ସ୍ଥିତ କାଲ୍ଟେକ (କାଲିଫର୍ନିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି)ଠାରେ ଅନୁଷ୍ଠିତ ବାର୍ଷିକ ସମ୍ମିଳନୀ ପାଇଁ ପ୍ରସଙ୍ଗ ରଖାଯାଇଥିଲା ”ତଳସ୍ତରରେ ଯଥେଷ୍ଟ ଜାଗା ଅଛି“ (ଦେର୍ ଇଜ୍ ପ୍ଲେଣ୍ଟି ଅଫ୍ ରୁମ୍…
ଏକାକୀ ଜୀବନ ବିତାଉଥିଲେ ଦେଖାଦିଏ ଏହି ସମସ୍ୟା…
ସବୁବେଳେ ହସଖୁସିରେ ରହିବାକୁ କିଏ ବା ନ ଚାହେଁ? ହେଲେ ତାହା ଅନେକ ସମୟରେ ସମ୍ଭବ ହୋଇ ନ ଥାଏ। କେତେକ ଏକୁଟିଆ ଜୀବନ ବିତାଇବାକୁ ଭଲପାଆନ୍ତି। ହେଲେ ଏହା ଯଦି ଦୀର୍ଘ ବର୍ଷ ଧରି ଲାଗି ରହେ ତେବେ ତାହାର…
ସଡ଼କ ଦୁର୍ଘଟଣାରେ ଆଖି ବୁଜିଲେ ଟିମ୍ ଇଣ୍ଡିଆର ଏହି ଯୁବ କ୍ରିକେଟର, ଖେଳଜଗତରେ ଶୋକର ଛାୟା
ମୁମ୍ବାଇ,୨।୧୧: ମୁମ୍ବାଇରୁ ଅତ୍ୟନ୍ତ ଦୁଃଖଦ ଖବର ଆସିଛି। ସଡ଼କ ଦୁର୍ଘଟଣାରେ ଜଣେ ପ୍ରତିଭାବାନ ଯୁବ କ୍ରିକେଟରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରାଜେଶ ବଣିକ(୩୦)। ସେ ଭାରତୀୟ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଦଳର ପୂର୍ବତନ ସଦସ୍ୟ ତଥା ରଣଜୀ ଟ୍ରଫିରେ…
‘ରୁଚି ମସଲା’ ପ୍ରତିଷ୍ଠାତା ଡକ୍ଟର ଶରତ କୁମାର ସାହୁଙ୍କ ପରଲୋକ
ଭୁବନେଶ୍ୱର,୨।୧୧: ପ୍ରସିଦ୍ଧ ଶିଳ୍ପପତି ତଥା ରୁଚି ମସଲା ପ୍ରତିଷ୍ଠାତା ଏବଂ MD ଡକ୍ଟର ଶରତ କୁମାର ସାହୁଙ୍କର ରବିବାର ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ମୁମ୍ବାଇ ଲୀଳାବତି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ…
Archives


