Home

ଅଜବ ଘଟଣା, ପିମ୍ପୁଡ଼ି ଭୟରେ ଆତ୍ମହତ୍ୟା କଲେ ମହିଳା! ପରିବାର ସ୍ତବ୍ଧ

ତେଲଙ୍ଗାନା,୬।୧୧: ତେଲଙ୍ଗାନାର ସାଙ୍ଗାରେଡ୍ଡି ଜିଲାରେ ଏକ ଅଜବ ଏବଂ ହୃଦୟ ବିଦାରକ ଘଟଣା ଜଣେ ମହିଳାଙ୍କ ଜୀବନରେ ପୁର୍ଣ୍ଣଚ୍ଛେଦ ପକାଇ ଦେଇଛି। ପିମ୍ପୁଡ଼ି ପ୍ରତି ପ୍ରବଳ ଭୟ ଥିବା ୨୫ ବର୍ଷୀୟା ବିବାହିତ ମହିଳା ମନୀଷା ଆତ୍ମହତ୍ୟା କରିଥିଲେ। ତାଙ୍କ ସ୍ବାମୀ…

ନବୀନଙ୍କୁ ଏ କ’ଣ କହିଦେଲେ ମୁଖ୍ୟମନ୍ତ୍ରୀ? ନୂଆପଡ଼ାରୁ ସିଧା ଟାର୍ଗେଟ ପରେ ରାଜନୀତିରେ ଚହଳ 

ନୂଆପଡ଼ା,୬।୧୧: ନୂଆପଡ଼ା ଉପନିର୍ବାଚନକୁ ନେଇ ସରଗରମ ରାଜନୀତି। ବିରୋଧୀ ଏବଂ ଶାସକ ଦଳ ମଧ୍ୟରେ ବୟାନବାଜି ଜୋରଦାର ହୋଇଛି। ଏମିତିରେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଧା ଟାର୍ଗେଟ କରିଛନ୍ତି। ଗୁରୁବାର ଏଠାରେ ପ୍ରଚାର ସମୟରେ…

ମେୟର ହେବା ପରେ କ’ଣ ଖାଇଲେ ଜୋହରାମ, ଯାହାକୁ ନେଇ ହେଉଛି ଚର୍ଚ୍ଚା? ଜାଣନ୍ତୁ ଭାରତୀୟ ଖାଦ୍ୟ ସହ ଏହାର କ’ଣ ରହିଛି ସମ୍ପର୍କ

ଓ୍ବାଶିଂଟନ,୬।୧୧: ନ୍ୟୁୟର୍କର ନବନିର୍ବାଚିତ ମେୟର ଜୋହରାନ ମାମଦାନି ତାଙ୍କ ବିଜୟ ପରେ ପ୍ରଥମ ଦିନର ଆରମ୍ଭ ଭାରତୀୟ ମଧ୍ୟାହ୍ନ ଭୋଜନ ସହିତ କରିଥିଲେ। ତାଙ୍କ ସହିତ ଡେମୋକ୍ରାଟିକ ନେତା ଆଲେକଜାଣ୍ଡ୍ରିଆ ଓକାସିଓ-କର୍ଟେଜ ଯୋଗ ଦେଇଥିଲେ। ଭାରତୀୟ-ଆମେରିକୀୟ ନେତା ସୋସିଆଲ ମିଡିଆରେ ତାଙ୍କର…

ସୁନ୍ଦରଙ୍କ ଚମତ୍କାର ବୋଲିଂ: ଭାରତର ଜବରଦସ୍ତ ବିଜୟ

କାରାରା,୬।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଜବରଦସ୍ତ ବିଜୟ ହାସଲ କରିଛି। ଏହି ବିଜୟ ସହ ଭାରତ ୨-୧ରେ ସିରିଜ୍‌ରେ ଆଗୁଆ ହୋଇଛି। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୪୮ ରନ୍‌ରେ ପରାସ୍ତ କରି…

ପାକିସ୍ତାନର ମୁକୁଟ ‘ବିହିନ ସମ୍ରାଟ’ ହେବାକୁ ଯାଉଛନ୍ତି ଅସୀମ ମୁନିର! ଶହବାଜ ସରିଫ ସରକାର କରୁଛନ୍ତି ଏମିତି ପ୍ରସ୍ତୁତି

ଇସଲାମାବାଦ,୬।୧୧: ପାକିସ୍ତାନରେ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ବର୍ଦ୍ଧିତ ଶକ୍ତି ମଧ୍ୟରେ, ଶହବାଜ ସରିଫ ସରକାର ସମ୍ବିଧାନରେ ବଡ଼ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସରକାର ନିଶ୍ଚିତ କରିଛନ୍ତି ଯେ ଏହା ଖୁବ ଶୀଘ୍ର ସଂସଦରେ ୨୭ତମ ସମ୍ବିଧାନ…

ଯେଉଁଠି ଫୁଟୁଥିବା ପାଣି ବି ହୋଇଯାଏ ବରଫ, ସେଠି କେମିତି ଗାଧାନ୍ତି ଲୋକେ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭାରତରେ ଶୀତ ଋତୁର ଆଗମନ ହୋଇଛି। ଫଳରେ ସକାଳେ ଗାଧୋଇବା କଷ୍ଟକର ପରି ଅନୁଭବ ହୁଏ। ଥଣ୍ଡା ଯୋଗୁ ଉଷୁମ ପାଣିରେ ଗାଧୋଇବାକୁ ଲୋକେ ପସନ୍ଦ କରନ୍ତି। କିନ୍ତୁ କଳ୍ପନା କରନ୍ତୁ, ଯଦି ବାହାର ତାପମାତ୍ରା ମାଇନସ ୭୧ ଡିଗ୍ରୀ ସେଲସିୟସ…

ବିଜ୍ଞାପିତ ଅଞ୍ଚଳ ପରିଷଦକୁ ବିରୋଧ କରି ଜିଲାପାଳଙ୍କ ଦ୍ୱାରସ୍ଥ

କୋରାପୁଟ,୬ା୧୧(ଅମିତାଭ ବେହେରା): ଚାରାଙ୍ଗୁଲ ପଞ୍ଚାୟତକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ନଗର ପ୍ରଶାସନକୁ ନେବା ପ୍ରସ୍ତାବ ବିରୋଧରେ ଦୃଢ଼ ପ୍ରତ୍ୟାଖ୍ୟାନ କରି କୋରାପୁଟ ଜିଲା ସେମିଲିଗୁଡ଼ା ବ୍ଲକ ଚାରାଙ୍ଗୁଲ ପଞ୍ଚାୟତ ବାସିନ୍ଦା ଗୁରୁବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସରପଞ୍ଚ ଫୁଲମତି ପୂଜାରୀଙ୍କ କହିବା…

T20 World Cup 2026ର ପ୍ଲାନ ହେଲା ଲିକ୍‌! ଅହମଦାବାଦରେ ହେବ ଫାଇନାଲ, ପାକିସ୍ତାନ ଏଇଠି ଖେଳିବ..

ନୂଆଦିଲ୍ଲୀ,୬।୧୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଭାରତ ଏବଂ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) କୁ ଏକ ସମ୍ଭାବ୍ୟ କାର୍ଯ୍ୟସୂଚୀ ପ୍ରସ୍ତାବ ଦେଇଛି। ଦି ଇଣ୍ଡିଆନ ଏକ୍ସପ୍ରେସର ଏକ…

ବିବାହରେ ଆଉ ବାଜିବନି ବାଜା, ଫୁଟିବନି ବାଣ…, ମାତ୍ର ୧୫ ଜଣ ଅତିଥିରେ ହେବ ବିବାହ! ଏବେ ଏହି ନୂଆ ବିବାହ ଟ୍ରେଣ୍ଡ ହେଉଛି ଭାଇରାଲ

ଇନ୍ଦୋର,୬।୧୧: ଆଜିକାଲି ବିବାହ ବେଶ ଆଡ଼ମ୍ବର, ଅତ୍ୟଧିକ ଖର୍ଚ୍ଚ ଏବଂ ଶବ୍ଦ ବହୁଳ ହୋଇଗଲାଣି। ଲୋକମାନେ ଡିଜେ, ବ୍ୟାଣ୍ଡ, ଭବ୍ୟ ସାଜସଜ୍ଜା ଏବଂ ଭୋଜିରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହା ସମାଜକୁ ଭାରାକ୍ରାନ୍ତ କରୁଛି ଏବଂ ଅନେକ ପରିବାରକୁ…

ନୂଆପଡ଼ାରେ ରୋଡ୍‌ ଶୋ’ କଲେ ମୁଖ୍ୟମନ୍ତ୍ରୀ

ନୂଆପଡ଼ା,୬ା୧୧: ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋମନା ଉଦ୍ୟାନବନ୍ଧରେ ରୋଡ୍‌ ଶୋ’ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ଭାଜପା ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ସାମିଲ ହୋଇଛନ୍ତି। ବରିଷ୍ଠ ନେତା ବସନ୍ତ ପଣ୍ଡା ଓ ଅନ୍ୟମାନେ ମଧ୍ୟ ରୋଡ୍‌…

ଯେଉଁ ମହିଳାଙ୍କ ଫଟୋ ଦେଖାଇଥିଲେ ରାହୁଲ, ସେ ଏବେ ମିଳିଗଲେ

ନୂଆଦିଲ୍ଲୀ,୬।୧୧: ରାହୁଲ ଗାନ୍ଧୀ ହରିୟାଣାର ଭୋଟର ତାଲିକାରେ ଅନିୟମିତତା ଅଭିଯୋଗ କରିଛନ୍ତି। ଏହି ବିବାଦ ଏକ ଆଶ୍ଚର୍ଯ୍ୟଜନକ ମୋଡ଼ ନେଇଛି। ରାହୁଲ ଗାନ୍ଧୀଙ୍କ ସାମ୍ବାଦିକ ସମ୍ମିଳନୀରେ ଦେଖାଯାଇଥିବା ଭୋଟର ପରିଚୟପତ୍ର ଫଟୋ ଏବେ ବିବାଦର ବିଷୟ ପାଲଟିଛି। କାରଣ ଫଟୋଟି ଜଣେ…

ED ସ୍କାନର୍‌ରେ ଧାୱନ-ରାଇନା: ୧୧.୧୪ କୋଟି ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୬।୧୧: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ଏବଂ ଶିଖର ଧାୱନଙ୍କ ମୋଟ ୧୧.୧୪ କୋଟି ସମ୍ପତ୍ତିକୁ ଅସ୍ଥାୟୀ ଭାବରେ ଜବତ କରିଛି। ଏହି କାର୍ଯ୍ୟାନୁଷ୍ଠାନ ମନି ଲଣ୍ଡରିଂ ନିବାରଣ ଆଇନ (PMLA), ୨୦୦୨ ଅନୁଯାୟୀ ନିଆଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri