ଦିଲ୍ଲୀ ବିସ୍ଫୋରଣକୁ ନେଇ ଏମିତି କହିଲେ ଶାହା, ଶତ୍ରୁ ଚକିତ
ନୂଆଦିଲ୍ଲୀ,୧୩।୧୧: ଗୁରୁବାର କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଦିଲ୍ଲୀ ବିସ୍ଫୋରଣର ଦୋଷୀମାନଙ୍କୁ କଠୋରରୁ କଠୋରତମ ଦଣ୍ଡ ଦିଆଯିବ, ଯାହା ବିଶ୍ୱକୁ ଏକ ବାର୍ତ୍ତା ଦେଇଛି ଯେ ଆଉ କେହି ଏପରି ଆକ୍ରମଣ କରିବାକୁ ସାହସ କରିବେ ନାହିଁ। ଶାହା…
ପୂରଣ ହେବ ଦୀର୍ଘ ଦିନର ସ୍ବପ୍ନ: ଜୁନାଗଡ଼ ରୋଡ଼ ପର୍ଯ୍ୟନ୍ତ ସମ୍ପ୍ରସାରଣ ହେଲା ଇସ୍ପାତ ଟ୍ରେନ
ଭବାନୀପାଟଣା,୧୩।୧୧(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେବାକୁ ଯାଉଛି। କାରଣ ଇସ୍ପାତ ଏକ୍ସପ୍ରେସ ଟ୍ରେନ ଜୁନାଗଡ଼ ରୋଡ ପର୍ଯ୍ୟନ୍ତ ସମ୍ପ୍ରସାରଣ ହେବା ନେଇଁ ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।…
ଟାଇଟଲ ପାଇଁ ଏବେଠୁ ଅଣ୍ଟା ଭିଡିଲାଣି MI, ଗୁଜରାଟ ଟିମ୍ରୁ ଏହି ଖେଳାଳିଙ୍କୁ ବଡ଼ ଡିଲ୍ରେ କଲା ଟ୍ରେଡ୍
ନୂଆଦିଲ୍ଲୀ,୧୩।୧୧: ଆଇପିଏଲ ୨୦୨୬ ପାଇଁ ରିଟେନ୍ସନ ଘୋଷଣା ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍ଆଇ) ନିଜ ଟିମ୍କୁ ମଜବୁତ କରିବା ଆରମ୍ଭ କରିଛି। ଗୁରୁବାର ଲକ୍ଷ୍ନୌ ସୁପର ଜାୟଣ୍ଟସ୍(ଏଲ୍ଏସ୍ଜି)ରୁ ଶାର୍ଦ୍ଦୁଳ ଠାକୁରଙ୍କୁ ୨ କୋଟିରେ ଟ୍ରେଡ କରିବା ପରେ, ମୁମ୍ବାଇ ଗୁଜରାଟ…
IPL ୨୦୨୬ ନିଲାମ ପୂର୍ବରୁ ପ୍ରଥମ ଟ୍ରେଡ୍ ଡିଲ୍: ଲକ୍ଷ୍ନୌରୁ ଏହି ଟିମ୍କୁ ଗଲେ ଶାର୍ଦ୍ଦୁଳ ଠାକୁର
ନୂଆଦିଲ୍ଲୀ,୧୩।୧୧: ଆଇପିଏଲ ୨୦୨୬ ମେଗା ଆକ୍ସନ ପୂର୍ବରୁ ବେଶ ଚର୍ଚ୍ଚାରେ ଟ୍ରେଡ ୱିଣ୍ଡୋ। ଗତ କିଛି ଦିନରେ ଟ୍ରେଡ ଡିଲ୍କୁ ନେଇ ଅନେକ ଖବର ଆସଥିଲା। ଏସବୁ ମଧ୍ୟରେ ୧୯ମ ସିଜନ୍ର ପ୍ରଥମ ଟ୍ରେଡ ଡିଲ୍ ଘୋଷଣା କରାଯାଇଛି। ଲକ୍ଷ୍ନୌ ସୁପର୍…
ନିର୍ବାଚନ ଫଳାଫଳ ପୂର୍ବରୁ ଜମିଲାଣି ଭୋଜିର ଆସର, ହେଲେ କିଏ ଚାଖିବ ବିଜୟର ସ୍ବାଦ? ଗୋଲାପ ଜାମୁନ ନା ରସଗୋଲା
ପାଟନା,୧୩।୧୧: ବିହାର ନିର୍ବାଚନ ଫଳାଫଳ ଉପରେ ଏବେ ସାରା ଦେଶର ନଜର। ଜେଲ ଯିବା ପୂର୍ବରୁ ବାହୁବଳି ନେତା ଅନନ୍ତ ସିଂହ ମୋକାମା ଆସନରୁ ବିଜୟ ଦାବି କରି ଆସୁଥିଲେ। ସେ ଦାବି କରିଥିଲେ ଯେ ଜନସମର୍ଥନ ତାଙ୍କ ସହିତ ଅଛି…
ଦିଲ୍ଲୀ ବିସ୍ଫୋରଣ ପରେ ଶୁଭେନ୍ଦୁ ଅଧିକାରୀଙ୍କୁ ପାକିସ୍ତାନ ସହ ସାଉଦି ଆରବରୁ ଆସିଲା ଫୋନ କଲ, ଜାଣନ୍ତୁ ଡିଟେଲ୍ସ
କୋଲକାତା,୧୩।୧୧: ବଙ୍ଗଳା ବିଧାନସଭାର ବିରୋଧୀ ଦଳ ନେତା ଏବଂ ଭାଜପା ବିଧାୟକ ଶୁଭେନ୍ଦୁ ଅଧିକାରୀ ଗୁରୁବାର ଦାବି କରିଛନ୍ତି ଯେ ଦିଲ୍ଲୀ ବିସ୍ଫୋରଣର ଦୁଇ ଦିନ ପୂର୍ବରୁ ତାଙ୍କୁ ପାକିସ୍ତାନ ଏବଂ ସାଉଦି ଆରବରୁ ଧମକପୂର୍ଣ୍ଣ ଫୋନ ଆସିଥିଲା ଏବଂ ତାଙ୍କୁ…
NDAରୁ କିଏ ନେବେ ମୁଖ୍ୟମନ୍ତ୍ରୀ ପଦର ଶପଥ? କାଉଣ୍ଟିଂ ପୂର୍ବରୁ ବଡ଼ ଦାବି କଲାଣି ଚିରାଗ ପାସଓ୍ବାନଙ୍କ ଦଳ
ପାଟନା,୧୩।୧୧: ବିହାର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପୂର୍ବରୁ, ଚିରାଗ ପାସୱାନଙ୍କ ଦଳ ମୁଖ୍ୟମନ୍ତ୍ରୀ ପଦ ସମ୍ପର୍କରେ ଏକ ବଡ଼ ଦାବି କରିଛି। ଏଲଜେପି (ରାମ ବିଳାସ) ଏମପି ଶାମ୍ଭବୀ ଚୌଧୁରୀ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଏବଂ ରାଷ୍ଟ୍ରୀୟ ଜନତା…
ୟୁନୁସଙ୍କୁ ଅଲଟିମେଟମ, ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତି…, ସ୍ବଦେଶ ଫେରିବାକୁ ସର୍ତ୍ତ ରଖିଲେ ଶେଖ ହସିନା
ଢାକା,୧୩।୧୧: ବାଂଲାଦେଶର ବହିଷ୍କୃତ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା କହିଛନ୍ତି ଯେ ତାଙ୍କ ସ୍ବଦେଶ ଫେରିବା ତିନୋଟି କାରଣ ଉପରେ ନିର୍ଭର କରେ: ଅଂଶଗ୍ରହଣକାରୀ ଗଣତନ୍ତ୍ରର ପୁନରୁଦ୍ଧାର, ଆୱାମୀ ଲିଗ ଉପରୁ ପ୍ରତିବନ୍ଧକ ଉଠାଇବା ଏବଂ ମୁକ୍ତ, ନିରପେକ୍ଷ ଏବଂ ଅନ୍ତର୍ଭୁକ୍ତିମୂଳକ…
ଭାଙ୍ଗିଗଲାଣି ଚନ୍ଦ୍ରମଣିଙ୍କ ଘରଦ୍ୱାର, କେବଳ ଭଗବାନଙ୍କ ଭରସାରେ…
ଗଞ୍ଜାମ,୧୩ା୧୧(ବିଦ୍ୟାଧର ସାହୁ/ଅଖିଳ ତରାଇ): ଗଞ୍ଜାମ ବ୍ଲକ ପୋଇରାଶି ପଞ୍ଚାୟତ ତାରିଣୀ ପଲ୍ଲୀ ଗ୍ରାମରେ ବୃଦ୍ଧା ଚନ୍ଦ୍ରମଣି ବେହେରାଙ୍କ ଘର। ଦୀର୍ଘବର୍ଷ ହେବ ସ୍ବାମୀ ଗୋପୀନାଥ ବେହେରା ଆରପାରିକୁ ଚାଲି ଗଲେଣି। ପୁଅ ଝିଅ କିଏ ନ ଥିବା ସ୍ବାମୀଙ୍କ ଅକାଳ ବିୟୋଗରେ…
Video: ଜାଣିଶୁଣି ସ୍କୁଟିକୁ ମାରିଲେ ଧକ୍କା, ଏବେ ବୁଦ୍ଧି ଶିଖାଇଲା ପୋଲିସ
ବେଙ୍ଗାଲୁରୁ,୧୩।୧୧: କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ, ଜଣେ କାର ଡ୍ରାଇଭରଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ତାଙ୍କ କାର ସହିତ ଏକ ଦୁଇ ଚକିଆ ଯାନକୁ ଧକ୍କା ଦେବା ଅଭିଯୋଗରେ ଗିରଫ କରାଯାଇଛି। ଏହି ଦୁର୍ଘଟଣାରେ ବାଇକ ଆରୋହୀ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାଟି…
ଦିଲ୍ଲୀ ବିସ୍ଫୋରଣ ପରେ ଡରିଗଲାଣି ପାକିସ୍ତାନ! ଖ୍ବାଜା ଆସିଫ କହିଲେ…
ଇସଲାମାବାଦ,୧୩।୧୧: ଦିଲ୍ଲୀର ଲାଲକିଲ୍ଲା ନିକଟରେ ବିସ୍ଫୋରଣ ଆତଙ୍କବାଦକୁ ପାଳନ କରୁଥିବା ପାକିସ୍ତାନର ଚିନ୍ତାକୁ ବୃଦ୍ଧି କରିଛି। ଦିଲ୍ଲୀ ଆତଙ୍କବାଦୀ ଆକ୍ରମଣ ପରେ, ଇସଲାମାବାଦ କୋର୍ଟ ପରିସରରେ ଏକ ବିସ୍ଫୋରଣ ଘଟିଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା…
ଛତିଶଗଡ଼ ମଦ ଦୁର୍ନୀତିରେ ବଡ଼ କାର୍ଯ୍ୟାନୁଷ୍ଠାନ: ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲଙ୍କ ୬୧.୨୦ କୋଟି ଟଙ୍କାର ସମ୍ପତ୍ତି ଆଟାଚ କଲା ED
ରାଞ୍ଚି,୧୩।୧୧: ଛତିଶଗଡ଼ର ବିବାଦୀୟ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। EDର ରାୟପୁର ଜୋନାଲ ଅଫିସ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲଙ୍କ ୬୧.୨୦ କୋଟି ମୂଲ୍ୟର ସମ୍ପତ୍ତିକୁ ଅସ୍ଥାୟୀ ଭାବରେ…
Archives


