ସାମାନ୍ୟ ବଚସା ହେଲା କାଳ: ସାନର ଛୁରାମାଡ଼ରେ ବଡ଼ ଭାଇର ଗଲା ଜୀବନ
ମୋହନା,୧୧।୧୧(ମନ୍ମଥ ମିଶ୍ର): ସାନ ଭାଇର ଛୁରା ମାଡ଼ରେ ବଡ଼ ଭାଇ ମୃତ୍ୟୁ।ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ ରେବିଡି ଗାଁରେ। ବଡ଼ ଭାଇ ଅଜ୍ୟମ ଦଳବେହେରା ଓ ସାନ ଭାଇ ସୁଦିପ ଦଳ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ମୃତ, ୮ ଆହତ
ପଦ୍ମପୁର, ୧୧.୧୧- (ପ୍ରଦୀପ୍ତ ଦାଶ )ଆଜି ସକାଳ ୭ଟା ରେ ପଦ୍ମପୁର ଅନ୍ତର୍ଗତ ଗାଇସିଲେଟ ଥାନା ଖୁଣ୍ଟପାଲି ପାଖରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ୮ ଜଣ ଆହତ ହୋଇ ପଦ୍ମପୁର ଡାକ୍ତରଖାନାରେ ଚିକିତ୍ସିତ…
ଆଉ ଜଣେ ପ୍ରିଜାଇଡିଂ ଅଫିସର ସସ୍ପେଣ୍ଡ
ନୂଆପଡ଼ା,୧୧ା୧୧(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନରେ ଆଉ ଜଣେ ପ୍ରିଜାଇଡିଂ ଅଫିସର ମଙ୍ଗଳବାର ସସ୍ପେଣ୍ଡ ହୋଇଛନ୍ତି। ନୂଆପଡ଼ା ଜିଲା ସିନାପାଲ୍ଲୀ ୪୬ ନଂ ବୁଥ୍ର ପ୍ରିଜାଇଡିଂ ଅଫିସର ସନ୍ଦୀପ ସ୍ବାଇଁଙ୍କୁ ସସ୍ପେଣ୍ଡ କରାଯାଇଛି। ତେବେ ସନ୍ଦୀପ ଭୋଟରଙ୍କ ଗୋପନୀୟତା ଉଲ୍ଲଙ୍ଘନ କରିଥିବାରୁ ତାଙ୍କ…
ବିଦେଶ ମାଟିରୁ ମୋଦିଙ୍କ ହୁଙ୍କାର: ଦିଲ୍ଲୀ ବିସ୍ଫୋରଣକୁ ନେଇ ପ୍ରଥରଥର ଖୋଲିଲେ ମୁହଁ
ନୂଆଦିଲ୍ଲୀ,୧୧।୧୧: ଦିଲ୍ଲୀ ବିସ୍ଫୋରଣ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ଭୁଟାନରେ ଏକ କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଷଡ଼ଯନ୍ତ୍ରକାରୀଙ୍କୁ ଛଡ଼ାଯିବ ନାହିଁ। କୌଣସି ଦୋଷୀଙ୍କୁ ବି ଛଡ଼ାଯିବ ନାହିଁ। ସମସ୍ତଙ୍କୁ ନ୍ୟାୟ ଦିଆଯିବ। ପ୍ରଧାନମନ୍ତ୍ରୀ ସମଗ୍ର…
କର୍ଲାମୁଣ୍ଡାରେ ଅମଳ ହେଲାଣି ୩୫ ପ୍ରତିଶତ ଧାନ, ମଣ୍ଡି ଅପେକ୍ଷାରେ ଚାଷୀ
ରିଷିଡ଼ା,୧୧ା୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଧୀନ ରିଷିଡ଼ା, ତେରେସିଂହା, ଗଜବାହାଲ, ରିଞ୍ଜା, ପୋରକେଲା, କର୍ଲାମୁଣ୍ଡା, ରାଜପୁର, ସାପଲହରା, ସରଗୁଲ ମାଳପଡ଼ା, ଯୋରାଡ୍ରବରା, ରେଗେଡ଼ା, ବୋରପଦର ଆଦି ପଞ୍ଚାୟତରେ ଚଳିତ ବର୍ଷ ଧାନଚାଷ ଭଲ ହୋଇଛି। ବର୍ତ୍ତମାନ ଏହିସବୁ ଅଞ୍ଚଳରେ…
ଅକ୍ଷୟଙ୍କ କଟିଲା ପତ୍ତା: ଏହି ଫିଲ୍ମରୁ ହେଲେ ବିଦା
ବଲିଉଡରେ ଆକ୍ସନ ଏବଂ ମନୋରଞ୍ଜନର ମିଶ୍ରଣ ହେଉଛନ୍ତି ଅକ୍ଷୟ କୁମାର। ସେ ଅନେକ ବ୍ଲକବଷ୍ଟର ଫିଲ୍ମ ଦେଇଛନ୍ତି। ତାଙ୍କର ସବୁଠାରୁ ପ୍ରଶଂସିତ ଫିଲ୍ମ ମଧ୍ୟରୁ ଗୋଟିଏ ଥିଲା ‘ରାଓ୍ବଡି ରାଠୋର’। ଏହା ୨୦୧୨ରେ ମୁକ୍ତିଲାଭ କରିଥିଲା। ଏହା କେବଳ ବକ୍ସ ଅଫିସରେ…
ପ୍ରାଣୀସମ୍ପଦର ଅଭିବୃଦ୍ଧି ପାଇଁ ପ୍ରୟାସ, ପ୍ରଥମଥର ନିଆଗଲା ଏମିତି…
ଦାରିଙ୍ଗବାଡ଼ି,୧୧ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ମତ୍ସ୍ୟ ଓ ପ୍ରାଣୀସମ୍ପଦର ଅଭିବୃଦ୍ଧି ପାଇଁ ପ୍ରଥମଥର ପାଇଁ ବଡ଼ ପଦକ୍ଷେପ ନିଆଯାଇଛି। ଏହି ଚାଷ କରି ପ୍ରତିପୋଷଣ ହେଉଥିବା ଚାଷୀଙ୍କୁ ପ୍ରୋତ୍ସାହନ କରାଯିବା ସହ ଏହି ଚାଷ ପ୍ରତି ଆଗ୍ରହ…
ଦିଲ୍ଲୀ ବିସ୍ଫୋରଣକୁ ନେଇ ଏମିତି କ’ଣ ଲେଖୁଛି ପାକିସ୍ତାନ ଖବର କାଗଜ? ୧୨ ଜଣଙ୍କ ମୃତ୍ୟୁ ପାଇଁ କିଏ ଦାୟୀ
ଇସଲାମାବାଦ,୧୧।୧୧: ସୋମବାର, ନଭେମ୍ବର ୧୦, ୨୦୨୫ ରେ ଲାଲକିଲ୍ଲା ମେଟ୍ରୋ ଷ୍ଟେଶନ ନିକଟରେ ଏକ Hyundai i20 କାରରେ ଏକ ବଡ଼ ବିସ୍ଫୋରଣ ଘଟିବା ପରେ ଦିଲ୍ଲୀର ଏକ ଶାନ୍ତ ସହର ହଠାତ ଚିତ୍କାର ଏବଂ ଧୂଆଁରେ ପରିଣତ ହୋଇଗଲା। ବିସ୍ଫୋରଣରେ…
୧୧ ବର୍ଷରେ ଚତୁର୍ଥ ଥର ଭୁଟାନ ଗସ୍ତ କରିଛନ୍ତି ମୋଦି, ଜାଣନ୍ତୁ ଏହି ଗସ୍ତର ବିଶେଷତ୍ୱ
ଥିମ୍ପୁ,୧୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାରଠାରୁ ଭୁଟାନକୁ ଦୁଇ ଦିନିଆ ଗସ୍ତରେଯାଇଛନ୍ତି। ତାଙ୍କ ଗସ୍ତ ସମୟରେ, ସେ ଭୁଟାନ ସରକାରଙ୍କ ଦ୍ୱାରା ଆୟୋଜିତ ବିଶ୍ୱ ଶାନ୍ତି ପ୍ରାର୍ଥନା ମହୋତ୍ସବରେ ଯୋଗଦେବେ, ଯାହା ବିଶ୍ୱ ଶାନ୍ତି ଏବଂ ମାନବତାର ଉନ୍ନତି ପାଇଁ ଆୟୋଜିତ…
ହଠାତ୍ ଅଫିସରେ ପଶିଗଲା ସାପ, ନିର୍ଭୟରେ ଧରି ପକାଇଲେ ଯୁବତୀ, ଭାଇରାଲ ଭିଡିଓ ଦେଖିଲେ…
ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଯାହା ଲୋକଙ୍କୁ ସ୍ତବ୍ଧ କରିଦିଏ କିମ୍ବା ପ୍ରଶଂସାରେ ପୋତି ପକାଇବାକୁ ବାଧ୍ୟ କରେ। କେତେବେଳେ ଜଣେ ବ୍ୟକ୍ତି ନିଜ ସାହସରେ ହୃଦୟ ଜିତିଥାଏ, ଆଉ କେତେବେଳେ ତାଙ୍କ ଉପସ୍ଥିତି…
ଦିଲ୍ଲୀ ବ୍ଲାଷ୍ଟକୁ ନେଇ ପ୍ରଥମ ପ୍ରତିକ୍ରିୟା ରଖିଲେ ମୋଦି, ଜାଣନ୍ତୁ କାହାକୁ ଦେଲେ ଓ୍ବାର୍ଣ୍ଣିଂ
ନୂଆଦିଲ୍ଲୀ,୧୧।୧୧: ଭୁଟାନ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ଘଟିଥିବା ଭୟଙ୍କର ଘଟଣା ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ପୀଡିତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ସୋମବାର ସା (ନଭେମ୍ବର ୧୦)ର ଘଟଣା ସମଗ୍ର ଦେଶକୁ ଗଭୀର ଭାବରେ…
କାହିଁକି ନାଚିଲେ ହିଟମ୍ୟାନ? ଭିଡିଓ ଆସିଲା ସାମ୍ନାକୁ, ଜାଣନ୍ତୁ କାହା ପାଇଁ ଏମିତି କଲେ ରୋହିତ
ନୂଆଦିଲ୍ଲୀ,୧୧।୧୧: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା କେବଳ ପଡ଼ିଆରେ ତାଙ୍କର ଚମତ୍କାର ବ୍ୟାଟିଂ ପାଇଁ ନୁହେଁ ବରଂ ତାଙ୍କର ଖୁସମିଜାଜ ଏବଂ ବିନଦାସ୍ ସ୍ବଭାବ ପାଇଁ ମଧ୍ୟ ଜଣାଶୁଣା। ସମ୍ପ୍ରତି ତାଙ୍କର ଏକ ମଜାଦାର ଭିଡିଓ ସୋସିଆଲ ମିଡିଆରେ…
Archives


