Home

Facebook-Instagram-Twitter: ଜାଣନ୍ତୁ କେଉଁଠି ହୁଏ ସବୁଠୁ ଅଧିକ ରୋଜଗାର

ନୂଆଦିଲ୍ଲୀ,୧୦।୯: ଆଜିକାଲି ସୋସିଆଲ ମିଡିଆ କେବଳ ବନ୍ଧୁମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିବାର ଏକ ପ୍ଲାଟଫର୍ମ ନୁହେଁ, ବରଂ ଏହା କୋଟି କୋଟି ଡଲାର ରୋଜଗାରର ଏକ ମାଧ୍ୟମ ପାଲଟିଛି। ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକକୁ ନେଇ ନେପାଳରେ ହୋଇଥିବା ବିରୋଧ…

ଆଜିଠୁ ଏସିଆ କପ୍‌ରେ ଭାରତର ଅଭିଯାନ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଦୁବାଇ, ୯।୯(ପି.ଟି.):ଏସିଆ କପ୍‌ କ୍ରିକେଟ୍‌-୨୦୨୫ରେ ଭାରତର ଅଭିଯାନ ବୁଧବାର ଆରମ୍ଭ ହେବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଏହାର ପ୍ରଥମ ମ୍ୟାଚ୍‌ରେ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)କୁ ଭେଟିବ। ପ୍ରଥମ ମ୍ୟାଚ୍‌ରେ ଦଳୀୟ ସନ୍ତୁଳନ ବଜାୟ ରଖିବା ଭାରତ ପାଇଁ…

ଅପେରା ଦେଖିବାକୁ ଯାଇଥିଲେ ପରିବାର ଲୋକେ, ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ, ନଗଦ ଟଙ୍କା ସହ…

ପାଟଣା,୧୦ା୯(ବୀରକିଶୋର ଦାଶ): ପରିବାର ଲୋକେ ଅପେରା ଦେଖିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ମଙ୍ଗଳବାର ରାତିରେ ଘରେ କଳାକନା ବୁଲାଇ ଦେଇଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ପାଟଣା ଥାନା ମଲ୍ଲିପୋଷି ଗ୍ରାମ ରଣା ସାହିରେ। ଭାଗବତ ରଣାଙ୍କ ପରିବାରର ସମସ୍ତ ସଦସ୍ୟ…

ଗୃହ ପ୍ରବେଶ ସମୟରେ କାହିଁକି ଫୁଟାଯାଏ କ୍ଷୀର, ଏହା କରିବା ଦ୍ୱାରା କ’ଣ ହୋଇଥାଏ ନିଶ୍ଚିତ ଜାଣନ୍ତୁ…

ନୂଆ ଘର ନିର୍ମାଣ ପରେ ଗୃହ ପ୍ରବେଶ ବିଧି ରହିଛି। ଗୃହ ପ୍ରବେଶ ପୂଜା ଘରର ପବିତ୍ରତା ଏବଂ ଶୁଦ୍ଧତା ପାଇଁ କରାଯାଏ। ଏହି ସମୟରେ ପୁରୋହିତଙ୍କ ଦ୍ୱାରା ପୂଜା-ରୀତି କରାଯାଏ ଏବଂ କିଛି ପରମ୍ପରା ମଧ୍ୟ କରାଯାଏ। ଗୃହ ପ୍ରବେଶର…

ସପ୍‌ନା ଗିଲ୍‌ଙ୍କ ଫୋନ୍‌ ଛଡ଼ାଇ ଫସିଲେ ପୃଥ୍ବୀ ଶ’: କୋର୍ଟ ଦେଲେ ଏମିତି ରାୟ

ମୁମ୍ବାଇ,୧୦।୯: ଭାରତୀୟ କ୍ରିକେଟର ପୃଥ୍ବୀ ଶ’ ସମସ୍ୟାରେ ପଡ଼ିଥିବା ଜଣାପଡ଼ିଛି। ମୁମ୍ବାଇର ଦିନଦୋଶୀ ସେସନ୍ସ କୋର୍ଟ ତାଙ୍କ ଉପରେ ୧୦୦ ଟଙ୍କା ଜରିମାନା ଲଗାଇଛନ୍ତି। ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ସପ୍ନା ଗିଲ ଦ୍ୱାରା ଦାୟର କରାଯାଇଥିବା ଆବେଦନ ଉପରେ ଉତ୍ତର ଦାଖଲ…

ଟ୍ରମ୍ପଙ୍କୁ ଏମିତି ଜବାବ ଦେଲେ ମୋଦି: କହିଲେ, ମୁଁ ଅପେକ୍ଷା…

ଓ୍ବାଶିଂଟନ,୧୦।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହ ବ୍ୟବସାୟ ସମ୍ପର୍କରେ ଏକ ବଡ଼ ସୂଚନା ଦେଇଛନ୍ତି। ଏନେଇ ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେବେ ବୋଲି ସେ କହିଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସରେ…

ଗାଜଲବାଡି ଘାଟିରେ ହାତୀ ଆତଙ୍କ: ଲୋକେ ଭୟଭୀତ

ଦାରିଙ୍ଗବାଡି, ୧୦।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ୫୯ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିରେ ମଙ୍ଗଳବାର ସନ୍ଧ୍ୟା ସମୟରୁ ହାତୀ ଆତଙ୍କ ଦେଖାଯାଇଛି। ତେବେ ଉକ୍ତ ଅଞ୍ଚଳରେ ହାତୀ ବୁଲିବା କିଛି ନୂଆ ଘଟଣା ହୋଇ ନ ଥିଲେ…

ବର୍ଷକ ପାଇଁ ଯୋଜନା:ଏନଏସଏସ ପରାମର୍ଶଦାତା କମିଟି ବୈଠକ

ଭଞ୍ଜନଗର,୧୦।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା (ଏନଏସଏସ) ପୁରୁଷ ଶାଖା (୧) ଓ ମହିଳା ଶାଖା ପରାମର୍ଶଦାତା କମିଟି ବୈଠକ ମଙ୍ଗଳବାର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ…

ଏବେ ଖୋଲିଲା ଟ୍ରମ୍ପଙ୍କ ଆଖି: ମୋଦିଙ୍କୁ ନେଇ ବଡ଼ କଥା କହିଦେଲେ…

ଓ୍ବାଶିଂଟନ,୧୦।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବ୍ୟବସାୟିକ ସମସ୍ୟାର ସମାଧାନ ପାଇଁ ଆଲୋଚନା ପୁଣି ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି। ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ପୋଷ୍ଟ କରି…

ଷଣ୍ଢ ଘଉଡ଼ାଇବାକୁ ଯାଇଥିଲେ ନବଘନ-ସନାତନ, ମାଡ଼ିଆସିଲା ହାଇୱା: ଆଉ ତା’ପରେ..

ଧର୍ମଶାଳା, ୧୦।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଚଢ଼େଇଧରା ଅଞ୍ଚଳର ଦୁଇ ବ୍ୟକ୍ତି ଷଣ୍ଢ ଘଉଡାଇବାକୁ ଯାଇ ଥିବା ବେଳେ ଆଜି ସକାଳୁ ଏକ ଅଜଣା ହାଇୱା ଗାଡ଼ି ମାଡ଼ି ଯାଇଥିବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।…

ସ୍କୁଲ ୟୁନିଫର୍ମରୁ ଛାତ୍ରୀଛାତ୍ର ବଞ୍ଚିତ ଘଟଣା: ଭିଜିଲାନ୍ସ ତଦନ୍ତ ଦାବି

ଦେବଗଡ଼,୧୦।୯(ଶଶାଙ୍କ ଶେଖର ଝାଙ୍କର):ଦେବଗଡ଼ ଜିଲାରେ ସ୍କୁଲ ୟୁନିଫର୍ମ ଯୋଗାଣ ନାଁରେ ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି। ଏପରିକି ସରକାରୀ ନିୟମକୁ କେହି ମାନୁନାହାନ୍ତି। ସରକାରୀ ନିୟମ ଅନୁସାରେ ସ୍କୁଲ ୟୁନିଫର୍ମ ଏସ୍‌ଏଚଜି ଗ୍ରୁପର ମହିଳାମାନେ ଯଦି ସପ୍ଲାଏ ପାଇଁ…

ଲେଙ୍ଗୁ ମିଶ୍ର ଛକ-ପୁରୁଣା ଜୀରାବ୍ରିଜ୍‌ ରାସ୍ତା ଜବରଦଖଲ: ତେଜିଲା ଉଚ୍ଛେଦ ଦାବି, ତାତିଲେ ସହରବାସୀ

ବରଗଡ଼,୧୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ତାତି ଥମିବାର ନାଁ ନେଉ ନାହିଁ। ସହରସ୍ଥିତ ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ପର୍ଯ୍ୟନ୍ତ ରାସ୍ତା ଜବରଦଖଲ ଉଚ୍ଛେଦ ସହରବାସୀଙ୍କ ଦୀର୍ଘବର୍ଷର ଦାବି ହୋଇ ରହି ଆସିଛି। ଏହାସତ୍ତ୍ୱେ ପ୍ରଶାସନ ସମ୍ପୃକ୍ତ ଜବରଦଖଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri