ବିବାହ ବାର୍ଷିକୀରେ ବାପା ହେଲେ ରାଜକୁମାର: ଘରକୁ ଆସିଲା…
ଅଭିନେତା ରାଜକୁମାର ରାଓ ପିତା ହୋଇଛନ୍ତି। ତାଙ୍କ ପତ୍ନୀ ପତ୍ରଲେଖା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଅଭିନେତା ଏହି ବିଶେଷ ଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ରାଜକୁମାର ଏବଂ ପତ୍ରଲେଖାଙ୍କ ବିବାହର…
ନାରାୟଣଙ୍କୁ ଲୁଟିନେଲେ ଚୋର: ଭଞ୍ଜ ରାଜବଂଶ ମନ୍ଦିରରୁ ମୂଲ୍ୟବାନ ଅଷ୍ଟଧାତୁ ମୂର୍ତ୍ତି ଗାଏବ୍
ଭଞ୍ଜନଗର,୧୫।୧୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ନାରାୟଣପାଟଣାସ୍ଥିତ ନାରାୟଣ ସ୍ବାମୀ ମନ୍ଦିରରୁ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବଡ ଧରଣର ଚୋରିହୋଇଛି। ପ୍ରାୟ ୩ ଶହ ବର୍ଷ ତଳର ଅଷ୍ଟଧାତୁ ନିର୍ମିତ ୪ଟି ରାଧାକୃଷ୍ଣ ମୂର୍ତ୍ତି, ୨ ଟି ନର୍ତ୍ତକୀ…
ମାତ୍ର ଏତିକି ବଲ୍ରେ ଧମାକାଦାର ଶତକ ହାସଲ କଲେ ବୈଭବ: କ୍ରିକେଟ୍ ଜଗତରେ ପଡ଼ିଗଲା ଚହଳ
ନୂଆଦିଲ୍ଲୀ,୧୫।୧୧: ଭାରତ ୧୪୮ ରନରେ UAEକୁ ପରାସ୍ତ କରିଛି। ଏହା ଏସିଆ କପ ରାଇଜିଂ ଷ୍ଟାର୍ସ ଟୁର୍ନାମେଣ୍ଟରେ ଟିମ ଇଣ୍ଡିଆର ପ୍ରଥମ ବିଜୟ। ପ୍ରଥମେ ଖେଳି ଭାରତ A ଦଳ ୨୯୭ ରନର ବିଶାଳ ସ୍କୋର କରିଥିଲା। ବୈଭବ ସୂର୍ଯ୍ୟବଂଶୀ ୧୪୪…
ନୋଟାକୁ ୧.୮୧% : ୨୦୨୦ଠାରୁ ଅଧିକ, ୨୦୧୫ ତୁଳନାରେ କମ୍ ଭୋଟ
ପାଟନା/ନୂଆଦିଲ୍ଲୀ,୧୫ା୧୧: ବିହାର ବିଧାନସଭା ନିର୍ବାଚନରେ ନନ୍ ଅଫ୍ ଦି ଏବଭ୍ (ନୋଟା) ବିକଳ୍ପକୁ ୨୦୨୦ ତୁଳନାରେ ଅପେକ୍ଷାକୃତ ଅଧିକ ଭୋଟ ମିଳିଛି। କିନ୍ତୁ ଏହା ୨୦୨୫ ନିର୍ବାଚନ ତୁଳନାରେ ଅଧିକ ବୋଲି ନିର୍ବାଚନ କମିଶନ (ଇସି)ଙ୍କ ସୂତ୍ରରୁ ପ୍ରକାଶ। ଡେଟା ଅନୁସାରେ…
ଭାଜପାର ଐତିହାସିକ ବିଜୟକୁ ନେଇ ମୁହଁ ଖୋଲିଲେ ଧର୍ମେନ୍ଦ୍ର: କହିଲେ…
ଭୁବନେଶ୍ୱର, ୧୫।୧୧(ସୁନିତ୍ ମିଶ୍ର):ବିହାରର ଜନତା ପୁଣିଥରେ ପ୍ରମାଣିତ କରିଛନ୍ତି, ବିକାଶ, ସୁଶାସନ ଏବଂ ସ୍ଥାୟୀ ସରକାର ହିଁ ସେମାନଙ୍କର ପ୍ରାଥମିକତା। ଏନଡିଏକୁ ମିଳିଥିବା ଏହି ପ୍ରଚଣ୍ଡ ଜନାଦେଶ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ଡବଲ…
ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ-ଅବକାରୀ ବିଭାଗ: ସଚେତନତାକୁ ନେଇ ଉଠୁଛି ପ୍ରଶ୍ନ
ଦାରିଙ୍ଗବାଡି, ୧୫/୧୧ (ଅରୁଣ ସାହୁ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦତିଙ୍ଗବାଡି ପୋଲିସ ଏବଂ ଅବକାରୀ ବିଭାଗ ମିଳିତ ଗଞ୍ଜେଇ ଚାଷକୁ ସମୂଳ ନଷ୍ଟ କରିବାକୁ ଜୋରଦାର ପଦକ୍ଷେପ ଆରମ୍ଭ ହୋଇଛି। ଚଳିତ ବର୍ଷ ଦିତୀୟ ଥର ପାଇଁ ଗଞ୍ଜେଇ…
ପୋଖରୀ ନିକଟରେ ପଡ଼ିଛି ଅଜଣା ମୃତଦେହ: ବଢୁଛି ସନ୍ଦେହ
ଅମରପାଲି,୧୫/୧୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ରଥପୁର ନିକଟସ୍ଥ ରୁଗୁଡ଼ିମୁଣ୍ଡା ପୋଖରୀ ନିକଟରେ ଏକ ଅଜଣା ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କେହି ହତ୍ୟାକାରୀ ମୃତଦେହକୁ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ମୃତଦେହର ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ। ଘଟଣାସ୍ଥଳରେ…
ରାଜ୍ୟସ୍ତରୀୟ ଆଥେଲେଟିକ ଚାମ୍ପିୟନଶିପ୍: ସୁମତୀ-ଜୁନେସଙ୍କୁ ତୃତୀୟ ସ୍ବର୍ଣ୍ଣ
ଅମରପାଲି,୧୫।୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସେରେଗେଡ଼ା ସରକାରୀ ୟୁପି ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ସୁମତୀ ରାଜହଂସ ଓ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସିଣ୍ଢୋଲ ହାୟର ସେକେଣ୍ଡାରୀ ସ୍କୁଲର ଜୁନେସ ନନ୍ଦ ରାଜ୍ୟ ସ୍ତରୀୟ ଆଥେଲେଟିକ ଚାମ୍ପିୟନସିପ…
ଫଳାଫଳ ଘୋଷଣା ହେବାର କିଛି ସମୟ ପରେ ପ୍ରାର୍ଥୀଙ୍କୁ ଆସିଲା ହୃଦଘାତ: ଆଉ ତା’ପରେ…
ପାଟନା,୧୫।୧୧: ବିହାରରେ ଜନ ସୂରଜ ପାର୍ଟିକୁ ବଡ଼ ଝଟ୍କା ଲାଗିଛି। ତରାରି ବିଧାନସଭା ଆସନରୁ ପ୍ରାର୍ଥୀ ଚନ୍ଦ୍ରଶେଖର ସିଂହଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ନିର୍ବାଚନ ଫଳାଫଳ ଘୋଷଣା ହେବାର କିଛି ସମୟ ପରେ ଏହି ଘଟଣା ଘଟିଥିଲା। ସେ ପାଟନାର…
୮ ମାସରେ ଚୋରି ମାମଲାର ରାୟ: ଅଭିଯୁକ୍ତଙ୍କୁ ଜେଲଦଣ୍ଡ
ଭଞ୍ଜନଗର,୧୫।୧୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଆସିକା ମୁଖ୍ୟ ରାସ୍ତାର ଗାଙ୍ଗପୁର ଥାନା ଅନ୍ତର୍ଗତ ସୋମନାଥପଲ୍ଲୀ ନିକଟରେ ଥିବା ବନଦୂର୍ଗା ମନ୍ଦିରରୁ ଗତ ମାର୍ଚ୍ଚ ମାସ ୧୨ ତାରିଖ ରାତିରେ ଚୋରୀ ଉଦ୍ୟମ ହୋଇଥିଲା। ଉକ୍ତ ମାମଲାର ରାୟ ପ୍ରକାଶ ପାଇଛି। ଭଞ୍ଜନଗର…
ଏହି ଦିନଠାରୁ ଖରିଫ୍ ଧାନ ସଂଗ୍ରହ ଆରମ୍ଭ
ବରଗଡ଼,୧୫।୧୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପାଇଁ ଶୁକ୍ରବାର ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଆଦିତ୍ୟ ଗୋୟଲ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଚାଷୀ ଯେପରି ସୁବିଧାରେ ନିଜ ଧାନ ବିକ୍ରି କରିପାରିବେ ସେଥିପାଇଁ ଆବଶ୍ୟକ…
ନୂଆପଡ଼ା ବିଜୟକୁ ନେଇ ଏମିତି କହିଦେଲ ଅଶ୍ୱିନ ବୈଷ୍ଣବ: କହୁ କହୁ କହିଦେଲେ…
ଭୁବନେଶ୍ୱର,୧୫।୧୧: ନୂଆପଡ଼ା ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ୮୩ ହଜାର ୭୪୮ ଖଣ୍ଡ ଭୋଟ୍ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ପରାଜିତ କରିଛନ୍ତି। ଭାଜପାର ଏହି ବିପୁଳ ବିଜୟ ପରେ ଦଳୀୟ ଶିବିରରେ ଏବଂ ନେତା ଓ କର୍ମୀଙ୍କ…
Archives


