Home

GST ହ୍ରାସ ଦେଶର ଅର୍ଥନୀତିକୁ କରିବ ସୁଦୃଢ଼, ଦୀପାବଳି ପୂର୍ବରୁ ଶସ୍ତା ଜିନିଷ କିଣିବେ ଲୋକେ, ବିଧାୟକ କହିଲେ…

ଭଞ୍ଜନଗର,୨୧ା୯(ବାବୁଲା ପ୍ରଧାନ): କେନ୍ଦ୍ର ସରକାର GSTରେ ସଂସ୍କାର ଆଣିଛନ୍ତି। ଯାହାକି ଏକ ଯୁଗାନ୍ତକାରୀ ପଦକ୍ଷେପ। ଜିଏସ୍‌ଟି ହ୍ରାସ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହିଭଳି ଯୁଗାନ୍ତକାରୀ ପଦକ୍ଷେପ ଦ୍ବାରା ସାଧାରଣଜନତା ତାହାର ସୁଫଳ ପାଇବେ। ଏଣିକି ଦୁଇ…

ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: GST ସଂସ୍କାର ନେଇ ଦେଲେ ବଡ଼ ସୂଚନା

ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସନ୍ଧ୍ୟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଉଦ୍‌ବୋଧନରେ GST ସଂସ୍କାର ନେଇ ବଡ଼ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୨୨ ତାରିଖରୁ ଦେଶର ସବୁ ବର୍ଗର ଲୋକେ GST ସଂସ୍କାର ଦ୍ବାରା…

ପାଣି ଭିତରେ ପଶି ଯାଉଛନ୍ତି ସରକାରୀ ବାବୁ, ଲୋକେ ଗୁହାରି କରିବେ କାହାକୁ

ଧର୍ମଶାଳା,୨୧ା୯(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଗେଟ୍‌ ସମ୍ମୁଖରେ ପାଣି ଜମି ରହିଛି। ଯାହା ଫଳରେ ଯାତାୟାତରେ ସମସ୍ୟା ଦେଖାଦେଇଛି। ଜାରକା ଅଞ୍ଚଳରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଡ୍ରେନେଜ୍‌ ବ୍ୟବସ୍ଥା କରାଯାଇଥିଲେ ସୁଦ୍ଧା ତାହା କେତେଦୂର…

ଦୁଇ ଛାତ୍ରୀଙ୍କୁ ନିଶା ଦେଇ ଅପହରଣ କରିନେଇଥିଲେ ଦୁଇ ଯୁବକ, ପୂରା ଘଟଣା ଜଣାପଡ଼ିବା ପରେ…

ମହାକାଳପଡ଼ା,୨୧ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ଅଞ୍ଚଳରେ ଶୁକ୍ରବାର ଦୁଇ ଛାତ୍ରୀଙ୍କୁ ସ୍କୁଲ ଯିବା ବାଟରେ କିଛି ନିଶା ଦ୍ରବ୍ୟ ସ୍ପ୍ରେ କରି ଉକ୍ତ ଗ୍ରାମର ଦୁଇ ଯୁବକ ଏକ କାର୍‌ରେ ଅପହରଣ କରିନେଇଥିଲେ। ପରେ…

ଆଜି ସନ୍ଧ୍ୟା ୫ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ PM ମୋଦି, ହୋଇପାରେ ବଡ଼ ଘୋଷଣା…

ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସା ୫ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ସେ ସୋମବାର ୨୨ ସେପ୍ଟେମ୍ବରରୁ ଲାଗୁ ହେବାକୁ ଥିବା GST (ଜିଏସ୍‌ଟି) ସୁଧାର ବିଷୟରେ ଆଲୋଚନା କରିପାରନ୍ତି। ତେବେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍‌ଓ) ତାଙ୍କ ସା ସମ୍ବୋଧନର…

୧୨୫ ପୋଲିସ ହୋମଗାର୍ଡ ପଦବୀ: ଆବେଦନ କରିଥିଲେ ୭୨୮୧ ପିଲା, ପରୀକ୍ଷା ଦେଲେ ୫୬୯୦ ପରୀକ୍ଷାର୍ଥୀ

କୋରାପୁଟ,୨୧ା୯(ଅମିତାଭ ବେହେରା): ରବିବାର କୋରାପୁଟ ଲାଣ୍ଡିଗୁଡ଼ାସ୍ଥିତ ଡିଏଭି ସରକାରୀ ମହାବିଦ୍ୟାଳୟଠାରେ ପୋଲିସ ହୋମଗାର୍ଡ ପଦବୀ ପାଇଁ ଲିଖିତ ପରୀକ୍ଷା ଚାଲିଛି। ସୂଚନା ଥାଉକି, ମୋଟ୍‌ ୧୨୫ଟି ପଦବୀ ପାଇଁ ଏହି ପରୀକ୍ଷା ହୋଇଥିବାବେଳେ ଏଥିପାଇଁ ମୋଟ୍‌ ୭ ହଜାର ୨୮୧ ଜଣ…

କେବଳ ୩୪୫୪ ଟଙ୍କା EMIରେ ମିଳୁଛି iPhone 17, ଜାଣନ୍ତୁ ଅଫର୍‌…

ନୂଆଦିଲ୍ଲୀ,୨୧।୯: ଆପଲ କମ୍ପାନୀ ନୂଆ iPhone ୧୭ ସ୍ମାର୍ଟଫୋନ ଭାରତରେ ଲଞ୍ଚ କରିଛି। ୧୯ ସେପ୍ଟେମ୍ବରରୁ ଏହାର ସେଲ ଆରମ୍ଭ ହୋଇଛି। ଯଦି ଆପଣ ମଧ୍ୟ ନୂଆ iPhone କିଣିବାକୁ ଚାହୁଁଛନ୍ତି କିନ୍ତୁ ବଜେଟ କମ ପଡ଼ୁଛି, ତେବେ ଚିନ୍ତାର କରିବାର…

ବବି ଦାସଙ୍କୁ ଆକାଶ ଦାସ ନାୟକଙ୍କ ଖୋଲା ଚ୍ୟାଲେଞ୍ଜ, କହିଲେ ଯଦି ମୋ’ ବିରୋଧରେ ଲଢ଼େଇ କରିବେ ତା’ହେଲେ…

ଭୁବନେଶ୍ୱର,୨୧ା୯: ବିଜେଡି ନେତା ବବି ଦାସଙ୍କ କୋରେଇ ଫେରିବା ମନ୍ତବ୍ୟକୁ ନେଇ ଭାଜପା ବିଧାୟକ ଆକାଶ ଦାସ ନାୟକ କଡ଼ା କାଉଣ୍ଟର କରିଛନ୍ତି। ବବିଙ୍କ ଯାଜପୁର ଦେବକୀ ଓ କୋରେଇ ଯଶୋଦା ମା’ ମନ୍ତବ୍ୟକୁ ନେଇ ଆକାଶ କହିଛନ୍ତି, କ୍ଷମତାର ଶୀର୍ଷରେ…

H1-B  ଭିଜା ପାଇଁ ଆଜିଠାରୁ ୮୮ ଲକ୍ଷ ଆଦାୟ କରିବ ଆମେରିକା…ଜାଣନ୍ତୁ କାହା ଉପରେ ଲାଗୁ, କିଏ ପାଇବେ ଛାଡ଼?  

ୱାଶିଂଟନ,୨୧।୯: ଅମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ H-1B ଭିଜା ପାଇଁ ନିଆଯାଉଥିବା ଫିସକୁ ୧,୫୦୦ ଡଲାର (ପ୍ରାୟ ୬ ଲକ୍ଷ ଟଙ୍କା)ରୁ ବଢ଼ାଇ ୧୦୦,୦୦୦ ଡଲାର (ପ୍ରାୟ ୮୮ ଲକ୍ଷ ଟଙ୍କା) କରିଛନ୍ତି। ଏହି ନୂତନ ଫିସ ୨୧ ସେପ୍ଟେମ୍ବର, ଅର୍ଥାତ…

ନିଶାମୁକ୍ତ ଭାରତ ଗଠନ ଲକ୍ଷ୍ୟରେ ଗଣଦୌଡ଼

ବରଗଡ଼,୨୧ା୯(ପ୍ରେମାନନ୍ଦ ଖମାରୀ): ଜାତୀୟ ସ୍ତରରେ ଗତ ୧୭ ସେପ୍ଟେମ୍ବରଠାରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ସେବା ପକ୍ଷର ଅଂଶରୂପ ରବିବାର ବରଗଡ଼ ଜିଲା ପ୍ରଶାସନ ତଥା କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ ନମୋ ଯୁବ ରନ୍‌: ଗଣ ଦୌଡ଼ ଆୟୋଜିତ ହୋଇଯାଇଛି।…

ଜେଲ୍‌ ପଛରୁ ମିଳିଲା ଫେରାର ଥିବା ବିଚାରାଧୀନ କଏଦୀଙ୍କ ମୃତଦେହ

ରାଉରକେଲା,୨୧ା୯(ସଙ୍ଗୀତା ଜେନା): ୧୭ ସେପ୍ଟେମ୍ବରରେ ରାଉରକେଲା ସ୍ବତନ୍ତ୍ର ଜେଲ୍‌ରୁ ପଳାୟନ କରିଥିବା ବିଚାରାଧୀନ କଏଦୀ ସୁରେଶ ବାର୍ଲାଙ୍କ ମୃତଦେହ ରବିବାର ସକାଳେ ଜେଲ୍‌ ପଛ ଜଙ୍ଗଲରୁ ମିଳିଛି। ପୋଲିସ ଏକ ସାଇଣ୍ଟ ଫିକ୍‌ ଦଳ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ…

ଶୋଇଥିଲେ ସ୍ତ୍ରୀ-ସ୍ବାମୀ, ଘରେ ପଶି ସ୍ବାମୀଙ୍କୁ ହାଣି ମାରିଦେଲେ ଦୁର୍ବୃତ୍ତ

ଆନନ୍ଦପୁର,୨୧ା୯(ସୁଶାନ୍ତ କୁମାର ସାହୁ): ଶୋଇଥିବା ସମୟରେ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଘରେ ପଶି ସ୍ତ୍ରୀଙ୍କ ସାମ୍ନାରେ ସ୍ବାମୀଙ୍କୁ ହାଣି ହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲା ଆନନ୍ଦପୁର ଥାନା ସୁନ୍ଦୁରିଆ ଗାଁରେ। ମୃତକ ଜଣକ ହେଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri