Home

ଶ୍ରୀଲଙ୍କାରେ ପ୍ରବଳ ଝଡ଼ବର୍ଷା, ଫସି ରହିଛନ୍ତି ୩୦୦ ଭାରତୀୟ

କଲମ୍ବୋ,୨୯।୧୧: ଶ୍ରୀଲଙ୍କାରେ ଘୂର୍ଣ୍ଣିଝଡ଼ ଦିତୱାହ ତାଣ୍ଡବ ସୃଷ୍ଟି କରିଛି, ଯେଉଁଥିରେ ଅତି କମରେ ୧୨୩ ଜଣଙ୍କର ମୃତ୍ୟୁ ହୋଇଛି। ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଦିତୱାହ ଏବେ ଭାରତ ଆଡକୁ ମୁହାଁଇଛି। ଝଡ଼ ଯୋଗୁ ଅନେକ...

ଜାଣନ୍ତିକି ଦେଶର ସବୁଠାରୁ ଗରିବ ବିଧାୟକ କିଏ? ପାଖରେ ନାହିଁ ୨ହଜାର ଟଙ୍କା

ନୂଆଦିଲ୍ଲୀ,୨୯।୧୧: ଭାରତର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୪,୦୯୨ବିଧାୟକଙ୍କ ସମ୍ପତ୍ତିର ବିଶ୍ଳେଷଣ ପ୍ରକାଶ ପାଇଛି। ଆସୋସିଏସନ ଫର୍‌ ଡେମୋକ୍ରାଟିକ ରିଫର୍ମସ (ADR) ଦ୍ୱାରା ପ୍ରକାଶିତ ଏହି ରିପୋର୍ଟ ଭାରତୀୟ ରାଜନୀତିରେ ଗଭୀର ଆର୍ଥିକ ଅସମାନତାକୁ ପ୍ରକାଶ କରେ। ଅନେକ...

ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନାରାୟଣ ସାଇ ପୁଣି ଫସିଲେ

ଗାନ୍ଧିନଗର,୨୯।୧୧: ଗୁଜୁରାଟରେ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନାରାୟଣ ସାଇଙ୍କ ବିରୋଧରେ ଆଉ ଏକ ଏଫଆଇଆର ରୁଜୁ ହୋଇଛି। ଲାଜପୋର ଜେଲରେ ତାଙ୍କ କୋଠରୀରୁ ଏକ ମୋବାଇଲ ଫୋନ ଉଦ୍ଧାର କରାଯାଇଛି। ଜେଲ ପ୍ରଶାସନ ସଚିନ ପୋଲିସ ଷ୍ଟେଶନରେ...

ପଲାଶଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ କୋରିଓଗ୍ରାଫର ନନ୍ଦିକା: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୨୯।୧୧: ଭାରତୀୟ କ୍ରିକେଟ ଦଳର ଖେଳାଳି ସ୍ମୃତି ମନ୍ଧାନା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ମହିଳା ବିଶ୍ୱକପ ଜିତିବା ପରେ କ୍ରିକେଟର ତାଙ୍କ ପ୍ରେମିକ ପଲାଶ ମୁଛଲଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ପାରିବାରିକ କାରଣରୁ ବିବାହ ଦିନ ବିବାହ...

ପୁଣି କଟିଲା ପାକିସ୍ତାନର ନାକ, ଅକ୍ସଫୋର୍ଡରେ ଡିବେଟ ପୂର୍ବରୁ ପଳାଇଗଲା

ଓ୍ବେଲିଙ୍ଗଟନ,୨୯।୧୧: ଭାରତ-ପାକିସ୍ତାନ ବିତର୍କ ପୁଣି ଥରେ ଅଭିଯୋଗ ଏବଂ ପ୍ରତିଆରୋପର ଏକ ଧାରାବାହିକରେ ଉଭା ହୋଇଛି। ଏଥର, କାରଣ ଥିଲା ବ୍ରିଟେନରେ ଅକ୍ସଫୋର୍ଡ ୟୁନିଅନ ବିତର୍କ ବାତିଲ। ବିତର୍କ ଭାରତ-ପାକିସ୍ତାନ ନୀତି ଉପରେ କେନ୍ଦ୍ରିତ ହେବାର ଥିଲା, ଯେଉଁଥିରେ ପାକିସ୍ତାନ...

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ୪୧୪୫ ମନ୍ଦିରକୁ ଅଢେଇ କୋଟି ବଢିଲା ଅନୁଦାନ

ଭୁବନେଶ୍ୱର, ୨୯ା୧୧: ଆଜି ବିଧାନସଭାରେ ଶୀତ ଅଧିବେଶନର ତୃତୀୟ ଦିବସ। ଏଥିରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତର ରଖି ଆଇନ ମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ୪୧୪୫ ମନ୍ଦିରର ଆର୍ଥିକ ଅନୁଦାନ ବୃଦ୍ଧି କରିଛନ୍ତି। ପୂର୍ବରୁ...

ବିବାହ ବାର୍ଷିକୀରେ ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ ରଣଦୀପ

ଅଭିନେତା ରଣଦୀପ ହୁଡା ତାଙ୍କର ଦ୍ୱିତୀୟ ବିବାହ ବାର୍ଷିକୀରେ ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଇଛନ୍ତି। ସ୍ତ୍ରୀ ଲିନ ଲାଇଶ୍ରାମଙ୍କ ସହ ଏକ ସୁନ୍ଦର ଫଟୋ ଶେୟାର କରି ଖୁବଶୀଘ୍ର ମାତାପିତା ହେବାକୁ ଯାଉଥିବା କହିଛନ୍ତି। ଫଟୋରେ ଦମ୍ପତି ଜଙ୍ଗଲରେ ଏକ ଅଗ୍ନିକୁଣ୍ଡ...

ଆମ ମଧ୍ୟରେ କୌଣସି ମତଭେଦ ନାହିଁ…ଡିକେଙ୍କ ସହ ବ୍ରେକ୍‌ଫାଷ୍ଟ୍‌ ପରେ ତୁଟିଲା କଳି

ବେଙ୍ଗାଲୁରୁ,୨୯।୧୧: କର୍ନାଟକରେ ଶାସକ କଂଗ୍ରେସ ଦଳ ମଧ୍ୟରେ ସର୍ବୋଚ୍ଚ ସରକାରୀ ପଦବୀ ପାଇଁ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱର ସମାଧାନ ପାଇଁ କସରତ ଚାଲିଛି। ହାଇକମାଣ୍ଡଙ୍କ ସମ୍ମତି ପରେ, ରାଜ୍ୟର ଦୁଇ ପ୍ରମୁଖ ନେତା ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର...

ଅନନ୍ୟ ପରମ୍ପରା: ଯେଉଁଠି ପୁଅ କନ୍ୟା, ଝିଅ ସାଜେ ବର

ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲାର ଅନେକ ସ୍ଥାନରେ ଶହ ଶହ ବର୍ଷ ପୁରୁଣା ପରମ୍ପରା ଏବେ ବି ପାଳନ କରାଯାଏ। କିଛି ଗାଁରେ ବିବାହ ସମୟରେ ପୁରୁଷମାନେ କନ୍ୟା ପରି ଏବଂ ମହିଳାମାନେ ବର ପରି ସଜ୍ଜିତ ହୁଅନ୍ତି। ବର କନ୍ୟା...

ବିବାହ ସ୍ଥଗିତ ମଧ୍ୟରେ ସ୍ମୃତି-ପଲାଶ ନେଲେ ବଡ଼ ନିଷ୍ପତ୍ତି: ଇନ୍‌ଷ୍ଟାଗ୍ରାମରେ କରିଦେଲେ…

ନୂଆଦିଲ୍ଲୀ,୨୯।୧୧: ଭାରତୀୟ ମହିଳା କ୍ରିକେଟର୍‌ ସ୍ମୃତି ମନ୍ଧାନା ଏବଂ ପଲାଶ ମୁଛଲଙ୍କ ବିବାହ ସ୍ଥଗିତ ରହିଛି। ନଭେମ୍ବର ୨୩ରେ ଅନୁଷ୍ଠିତ ହେବାକୁ ଥିବା ଏହି ବିବାହକୁ ସ୍ମୃତିଙ୍କ ବାପା ଏବଂ ପଲାଶଙ୍କ ସ୍ବାସ୍ଥ୍ୟାବସ୍ଥା ଯୋଗୁ ଶେଷ ମୂହୁର୍ତ୍ତରେ ସ୍ଥଗିତ ରଖାଯାଇଥିଲା।...

ଅନ୍ତେବାସୀ ଛାତ୍ର ଗୁରୁତର ଘଟଣା: ରାତିଅଧରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନିଲମ୍ବିତ, ରୋଷେୟା ବହିଷ୍କୃତ

ନବରଙ୍ଗପୁର,୨୯।୧୧(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ୍‌ କୋକଡ଼ି ସେମଲା ଆଶ୍ରମ ବିଦ୍ୟାଳୟ ହଷ୍ଟେଲ ରୋଷେଇଘରେ ଗତ ୨୦ ତାରିଖରେ ପ୍ରେସରକୁକର ଫାଟି ସପ୍ତମ ଶ୍ରେଣୀ ଛାତ୍ର ଧନେଶ୍ୱର ଭତ୍ରାଙ୍କ ମୁହଁ କ୍ଷତିବିକ୍ଷକ୍ତ ହୋଇଥିଲା। ସ୍କୁଲ ଓ ହଷ୍ଟେଲ କର୍ତ୍ତୃପକ୍ଷ ତାଙ୍କୁ...

CISF ଜବାନ ଶହୀଦ: ଜନ୍ମମାଟିକୁ ବାହାରିଲା ଶୋଭାଯାତ୍ରା

ଅତାବିରା,୨୯।୧୧(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ସୋଢାପାଲି ଗ୍ରାମର ଦୂର୍ବାଦଳ ଭୁଏ। ତାମିଲନାଡୁର ମହେନ୍ଦ୍ରଗିରିରେ କାର୍ଯ୍ୟରତ ସମୟରେ ଶହୀଦ ହୋଇଛନ୍ତି। ଆଜି ଆଉ କିଛି ସମୟ ପରେ ତାଙ୍କ ଗ୍ରାମକୁ ତାଙ୍କର ପାର୍ଥିବଶରୀର ପହଞ୍ଚତ୍। ସେଠାରେ ତାଙ୍କୁ CISF...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri