ଲୁଟ୍ପାଟ୍ କଂଗ୍ରେସ ପାଇଁ ଅମ୍ଳଜାନ ସଦୃଶ: ମୋଦି
ନୂଆଦିଲ୍ଲୀ,୧୧ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମଧ୍ୟପ୍ରଦେଶର ଝାବୁଆରେ ପହଞ୍ଚି ୪,୫୫୦କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ମଧ୍ୟ ଆଦିବାସୀ ମହାକୁମ୍ଭରେ ଅଂଶଗ୍ରହଣ କରିଥିଲେ। ଯେଉଁଥିରେ ସେ ଲୋକମାନଙ୍କୁ ସମ୍ବୋଧିତ କରିବା ବେଳେ କହିଥିଲେ, ମୁଁ…
ଲଭ ମ୍ୟାରେଜ ଯୋଗୁ ହେଉଛି ଅଧିକ ବିବାହ ବିଚ୍ଛେଦ!
ରାୟପୁର: ସମସ୍ତଙ୍କ ଜୀବନରେ ପାରିବାରିକ ଜୀବନର ବିଶେଷ ଗୁରୁତ୍ୱ ରହିଛି। ପାରିବାରିକ ଜୀବନରେ ଆଗକୁ ବଢିବାକୁ ହେଲେ ଜଣଙ୍କୁ ବିବାହ କରିବାକୁ ପଡିବ। ବିବାହ ହେଉଛି ଦୁଇ ଜଣଙ୍କ ମଧ୍ୟରେ ଜୀବନର ବନ୍ଧନ। ବିବାହ ପରେ ଜଣେ ପୁଅ ଏବଂ ଝିଅ…
ଖୁସିରେ ଝୁମିଲେ ମାଲିକାଣୀ କାବ୍ୟା ମାରନ
ଡର୍ବାନ୍,୧୧।୨: ଦକ୍ଷିଣ ଆଫ୍ରିକା ଟି-୨୦ଲିଗର ଫାଇନାଲ୍ ମ୍ୟାଚ ସନରାଇଜର୍ସ ଇଷ୍ଟର୍ଣ୍ଣ କେପ ଏବଂ ଡର୍ବାନ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଥିଲା। ଟାଇଟଲ ମ୍ୟାଚରେ ସନରାଇଜର୍ସ ସୁପର ଜିଆଣ୍ଟସକୁ ୮୯ ରନ୍ରେ ପରାସ୍ତ କରି ଟାଇଟଲ ଜିତିଥିଲା। କ୍ରମାଗତ ଦ୍ୱିତୀୟ ଥର ପାଇଁ…
ଦଳରୁ ବହିଷ୍କୃତ ହୋଇଥିବା ପ୍ରମୋଦ କୃଷ୍ଣ ଖାର୍ଗେଙ୍କୁ ପଚାରିଲେ ୭ ପ୍ରଶ୍ନ
ନୂଆଦିଲ୍ଲୀ,୧୧।୨: କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣନଙ୍କୁ ୬ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି। ଗତ କିଛି ଦିନ ହେବ କଂଗ୍ରେସର ବରିଷ୍ଠ ନେତାମାନଙ୍କୁ ଟାର୍ଗେଟ କରୁଥିବା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ। ଅନୁମାନ…
ଧୋନୀଙ୍କ ୭ ନମ୍ବର ଜର୍ସି ପଛର ରହସ୍ୟ କ’ଣ ଜାଣନ୍ତି
ନୂଆଦିଲ୍ଲୀ,୧୧।୧: ଏମଏସ ଧୋନୀ ଦୁନିଆର ପ୍ରିୟ କ୍ରିକେଟରମାନଙ୍କ ମଧ୍ୟରୁ ଅନ୍ୟତମ। ପ୍ରଶଂସକମାନେ ମଧ୍ୟ ଧୋନୀଙ୍କ ଜର୍ସି ନମ୍ବର ୭ ପଛର ରହସ୍ୟ ଜାଣିବାକୁ ଚାହାଁନ୍ତି, ସେ କାହିଁକି ଏହି ନମ୍ବର ବାଛିଲେ? ଏବେ ଧୋନୀ ନିଜେ ୭ ନମ୍ବର ପଛର ରହସ୍ୟ…
ସହକର୍ମୀଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଚାଲିଗଲେ କର୍ମଚାରୀ, ୧୪୭ ଟ୍ରେନ ହେଲା ବାତିଲ…
ମୁମ୍ବାଇ,୧୧।୨ : କୁହାଯାଏ କର୍ତ୍ତବ୍ୟ ହେଉଛି କର୍ମଚାରୀଙ୍କ ପାଇଁ ସର୍ବୋତ୍ତମ ଏବଂ ଗୁରୁତ୍ୱପୂର୍ଣ୍ଣ। ମାତ୍ର ବେଳେବେଳେ ପ୍ରଥା ପରମ୍ପରା ଆଗରେ ଏହି କର୍ତ୍ତବ୍ୟବୋଧ ତୁଛ ପାଲଟି ଯାଇଥାଏ। ଏହାର କିଛି ମୂଲ୍ୟ ରୁହେନା। ଏହା ସଦ୍ୟତମ ଉଦାହାରଣ କେନ୍ଦ୍ରୀୟ ରେଳ ମୁମ୍ବାଇ…
କେଜରିୱାଲ-ଭାଗବତ ମାନ ଯିବେ ଅଯୋଧ୍ୟା, ମାତାପିତା, ପତ୍ନୀଙ୍କ ସହ କରିବେ ରାମଲାଲାଙ୍କ ଦର୍ଶନ
ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ ଆସନ୍ତାକାଲି ଅର୍ଥାତ୍ ସୋମବାର ରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟା ଯିବେ। ଏହି ସମୟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାଗବତ ମାନଙ୍କ ପରିବାର ମଧ୍ୟ ତାଙ୍କ ସହିତ ରହିବେ। ମିଳିଥିବା…
ରାଜକୋଟ ଟେଷ୍ଟ ପୂର୍ବରୁ ଇଂଲଣ୍ଡକୁ ଲାଗିଲା ବଡ଼ ଝଟ୍କା
ରାଜକୋଟ,୧୧।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ରାଜକୋଟରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ଇଂଲଣ୍ଡକୁ ଏକ ବଡ଼ ଝଟକା ଲାଗିଛି। ଇଂଲଣ୍ଡର ସ୍ପିନ ବୋଲର ଜ୍ୟାକ ଲିଚ ଆହତ ହୋଇ ଦଳରୁ ବାଦ୍ ପଡିଛନ୍ତି। ଇଂଲଣ୍ଡ…
‘୨୪ରେ ୪୦୦ ପାର’ର ବିଗୁଲ ଫୁଙ୍କିଲେ ମୋଦି
ଭୋପାଳ,୧୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିରବିବାର ମଧ୍ୟପ୍ରଦେଶର ଝାବୁଆରୁ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ମିଶନ ୪୦୦ର ବିଗୁଲ ବଜାଇଛନ୍ତି। ଏହା ସହିତ ସେ କେବଳ ଭାରତୀୟ ଜନତା ପାର୍ଟି (ଭାଜପା) ପାଇଁ ୩୭୦ ଆସନର ଟାର୍ଗେଟ କରିଛନ୍ତି। ଜନ ଜାତିୟ…
PM Kisan Samman Nidhi: କେବେ ଖାତାକୁ ଆସିବ ୧୬ତମ କିସ୍ତିି, ଏସବୁ ନ କଲେ ଆସିବନି ଟଙ୍କା…
ନୂଆଦିଲ୍ଲୀ,୧୧।୨ : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା କେନ୍ଦ୍ର ସରକାରଙ୍କ ଏକ ବଡ ଯୋଜନା। ଏହା ଅନ୍ତର୍ଗତ କୃଷକମାନଙ୍କୁ ପ୍ରତି ୪ ମାସରେ ୨୦୦୦ ଟଙ୍କା ହିସାବରେ ୩ କିସ୍ତିରେ ବାର୍ଷିକ ୬୦୦୦ ଟଙ୍କା ଦିଆଯାଏ। ଏହି ସୁବିଧା ସେହି…
କେନ୍ଦୁପତ୍ର ତୋଳାଳିଙ୍କୁ ଡବଲ ବୋନସ୍ ଘୋଷଣା କଲେ ସରକାର
ଭୁବନେଶ୍ୱର,୧୧ା୨: କେନ୍ଦୁପତ୍ର ତୋଳାଳିଙ୍କୁ ଡବଲ ବୋନସ୍ ମିଳିବ ବୋଲି ରବିବାର ରାଜ୍ୟ ସରକାର ଘୋଷଣା କରିଛନ୍ତି। ସମ୍ବଲପୁର ଚାରମାଳ ଗସ୍ତରେ ଥାଇ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରେ ଭର୍ଚୁଆଲରେ ଯୋଗ ଦେଇ ଏପରି ଐତିହାସିକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…
କୋହଲି ମୋ ଉପରକୁ ଥରେ ପକାଇଥିଲେ ଛେପ: ଦକ୍ଷିଣ ଆଫ୍ରିକା କ୍ରିକେଟର୍ଙ୍କ ସଙ୍ଗୀନ ଅଭିଯୋଗ
ନୂଆଦିଲ୍ଲୀ,୧୧।୨: ଆଜିକାଲି ବ୍ୟକ୍ତିଗତ କାରଣରୁ ବିରାଟ କୋହଲି ଟିମ ଇଣ୍ଡିଆରୁ ବାହାରେ ଅଛନ୍ତି। ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି। ଏଥିରେ କୋହଲି ଦଳର ଅଂଶ ନାହାନ୍ତି। କୋହଲି ଟିମ ଇଣ୍ଡିଆଠାରୁ ଦୂରରେ ରହିବା…
Archives


