Home

କାର୍ଯ୍ୟାଳୟରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୦ା୬: ରବିବାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ୭୧ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ଆଜି ଅର୍ଥାତ୍‌ ସୋମବାର ସନ୍ଧ୍ୟାରେ ଲୋକ କଲ୍ୟାଣ ମାର୍ଗରେ ଥିବା…

ମୋଦି ସରକାର ୩.୦ରେ କାହାକୁ ମିଳିବ କେଉଁ ମନ୍ତ୍ରଣାଳୟ?

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅର୍ଥାତ୍‌ ଜୁନ ୯ରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ ୭୧ ମନ୍ତ୍ରୀ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିଥିଲେ। ପ୍ରଥମ କ୍ୟାବିନେଟ ବୈଠକ ସୋମବାର ସାରେ…

ୟୁପି ରାଜନୀତିରେ ସରଗରମ! କ୍ୟାବିନେଟ ମିଟିଂ ପୂର୍ବରୁ ଶାହାଙ୍କୁ ଭେଟିଲେ ଯୋଗୀ

ନୂଆଦିଲ୍ଲୀ,୧୦।୬: କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ସୋମବାର (ଜୁନ ୧୦, ୨୦୨୪) ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅମିତ ଶାହାଙ୍କୁ କେନ୍ଦ୍ରରେ ମନ୍ତ୍ରୀ ହୋଇଥିବାରୁ ପୁଣି ଥରେ ଅଭିନନ୍ଦନ ଜଣାଇଛନ୍ତି। ଏଥି ସହ ଦୁଇ…

ଷ୍ଟ୍ରୋକ୍‌ ଆଶଙ୍କା ଦୂର କରେ ମହୁ

ମହୁର ସ୍ବାଦ କାହାକୁ ବା ଭଲ ନ ଲାଗେ। ପିଲାଠୁ ବୁଢ଼ା ସମସ୍ତଙ୍କର ଏହା ପ୍ରିୟ। ଏହାର ସ୍ବାଦ ଯେମିତି, ଗୁଣ ବି ସେମିତି। ଏହାର ଓଷଧୀୟ ଗୁଣ ଆମକୁ ବିଭିନ୍ନ ରୋଗରୁ ରକ୍ଷା କରିବା ସହ ଶରୀରକୁ ସୁସ୍ଥ ଓ…

ରାହୁଲଙ୍କ ଲିଖିତ ଗ୍ୟାରେଣ୍ଟିକୁ ଭୁଲ୍‌ ପ୍ରମାଣିତ କଲେ ମୋଦି

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିଛନ୍ତି। ସେ ଲଗାତର ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ୭୨ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଶପଥ ଗ୍ରହଣ କରିବା…

ବେଲୁନରେ ଲିଫଲେଟ ଭର୍ତ୍ତି କରି ପଠାଉଛି ଉତ୍ତର କୋରିଆ, ଚେତାବନୀ ଜାରି କଲା ଦକ୍ଷିଣ କୋରିଆ

ସିଓଲ,୧୦।୬: ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ବିବାଦ ବହୁତ ପୁରୁଣା । ପୂର୍ବରୁ ଉଭୟ ଦେଶ ପରସ୍ପରକୁ କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ କରୁଥିଲେ କିନ୍ତୁ ବର୍ତ୍ତମାନ ଉଭୟ ଦେଶ ଅଳିଆ ବା ଲିଫଲେଟ ଭର୍ତ୍ତି ବେଲୁନ ଦେଇ ପରସ୍ପରକୁ…

ଶୀତଳତାର ପାରମ୍ପରିକ ଉପାୟ

ରୁତୁଚକ୍ରର ପଟ ପରିବର୍ତ୍ତନରେ ଗ୍ରୀଷ୍ମ ରୁତୁ ଆମ ପୁରପଲ୍ଲୀରେ ଏକ ଅନନ୍ୟ ଆଗମନୀ। ଧୂସର ଧରଣୀ, ଥୁଣ୍ଟା ବରଗଛ, ମଧ୍ୟାହ୍ନର ଅହେତୁକ ନୀରବତା, ଝିଙ୍କାରୀ କଣ୍ଠର ସକରୁଣ ବିଳାପ, ଗାଁ ତୋଟାର ସୁଶୀତଳ ଛାଇ, ପାଚିଲା ଆମ୍ବର ବାସ୍ନା, ଗାଁ ପୋଖରୀରେ…

୨ ଶ୍ରମିକ ଜଳିଗଲେ

କାମାକ୍ଷାନଗର,୧୦ା୬(ସୁଧୀର ପରିଡ଼ା): ଘର କାମ କରୁଥିବା ବେଳେ ଘଟିଛି ଅଘଟଣ। ଲୁହା ରଡ୍‌ ଭିଡୁଥିବା ସମୟରେ ୩୩ କେଭି ଲାଇନ୍‌ ତାରରେ ଲାଗି ୨ଶ୍ରମିକ ଗୁରୁତର ହୋଇଛନ୍ତି। ଏମାନେ ହେଲେ ଜଗା ମଲ୍ଲିକ (୩୭) ଓ ବାବୁଲି ମଲ୍ଲିକ (୩୦)। ଏଭଳି…

ମୋଦିଙ୍କୁ ଡରାଇଦେଲେ ବିଦେଶୀ ମିଡିଆ: ସରକାର ତିଷ୍ଠିବା ନେଇ ଆଶଙ୍କା ପ୍ରକଟ

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ୭୨ ମନ୍ତ୍ରୀ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତେବେ ମନ୍ତ୍ରୀଙ୍କ କାର୍ଯ୍ୟଭାର ଏପର୍ଯ୍ୟନ୍ତ ବିଭାଜିତ ହୋଇନାହିଁ। ୨୦୨୪ ସାଧାରଣ ନିର୍ବାଚନରେ…

ମୋଦିଙ୍କ ସମେତ ଧର୍ମେନ୍ଦ୍ର, ଅଶ୍ୱିନୀ,ଜୁଏଲଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ୱର,୧୦ା୬: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନବୀନ ତାଙ୍କ ସୋସିଆଲ ମିଡିଆ ‘ଏକ୍ସ’ରେ ମୋଦିଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, କ୍ରମାଗତ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ଆପଣଙ୍କର…

ମୋଦି-ଯୋଗୀଙ୍କ ଟେନ୍‌ସନ୍‌ ବଢାଇଲେ ଅଖିଳେଶ: କରିଦେଲେ ଏମିତି ଭବିଷ୍ୟବାଣୀ

ନୂଆଦିଲ୍ଲୀ,୧୦।୬: ଲୋକ ସଭା ନିର୍ବାଚନରେ ସମାଜବାଦୀ ପାର୍ଟି ୟୁପିରେ ଚମତ୍କାର ପ୍ରଦର୍ଶନ କରିଛି। ରାଜ୍ୟର ସବୁଠୁ ବଡ ଦଳ ଭାବରେ ଏସପି ଉଭା ହୋଇଛନ୍ତି। ଏସପିଙ୍କ ଏହି ପ୍ରଦର୍ଶନ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଉତ୍ସାହିତ ଦେଖାଯାଉଛନ୍ତି। ବର୍ତ୍ତମାନ ସେ…

ପାକିସ୍ତାନ ବିପକ୍ଷରେ ଚମକପ୍ରଦ ବିଜୟ ପରେ ବି ଖୁସି ନାହାନ୍ତି ରୋହିତ ଶର୍ମା

ନ୍ୟୁୟର୍କ,୧୦।୬: ଭାରତ ଟି-୨୦ ବିଶ୍ୱକପ ୨୦୨୪ରେ ପାକିସ୍ତାନକୁ ପରାସ୍ତ କରିଛି। ଉଭୟଙ୍କ ମଧ୍ୟରେ ଟୁର୍ନାମେଣ୍ଟର ୧୯ତମ ମ୍ୟାଚ ନ୍ୟୁୟର୍କର ନାସାଉ କାଉଣ୍ଟି ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯାଇଥିଲା, ଯେଉଁଥିରେ ଟିମ ଇଣ୍ଡିଆ ୬ ରନ୍‌ରେ ଜିତିଥିଲା। ବୋର୍ଡରେ ମାତ୍ର ୧୧୯ ରନ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?