Home

ଆଜି ପ୍ରକାଶ ପାଇବ ସରକାରୀ ହସ୍ପିଟାଲ ର଼୍ୟାଙ୍କିଙ୍ଗ

ଭୁବନେଶ୍ୱର, ୧୩।୨(ଅସମାପିକା ସାହୁ):ରାଜ୍ୟରେ ପ୍ରଥମ ଥର ପାଇଁ ସରକାରୀ ହସ୍ପିଟାଲ ର଼୍ୟାଙ୍କିଙ୍ଗ ପ୍ରକାଶ ପାଇବ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ର଼୍ୟାଙ୍କିଙ୍ଗ ପ୍ରକାଶ କରିବେ। ରାଜ୍ୟର ମେଡିକାଲ କଲେଜ, ଜିଲା ମୁଖ୍ୟ ଚିକିତ୍ସାଳୟ, ଉପଜିଲା ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକର ର଼୍ୟାଙ୍କିଙ୍ଗ…

ଗାଁରେ ତଳେ ଶୋଇଲେ ଯୋଗୀ ସରକାରଙ୍କ ମନ୍ତ୍ରୀ

ଲକ୍ଷ୍ନୌ,୧୩।୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ଶୁକର୍ତ୍ତାର ବଙ୍ଗରରୁ ଗ୍ରାମ ପରିକ୍ରମା ଯାତ୍ରା ଆରମ୍ଭ କରିଛନ୍ତି। ଆସନ୍ତା ଲୋକ ସଭା ନିର୍ବାଚନରେ ବିପୁଳ ସଂଖ୍ୟାଗରିଷ୍ଠତା ସହ ହ୍ୟାଟ୍ରିକ ସ୍କୋର କରିବାକୁ ଯାଉଥିବା ଭାଜପା ଦେଶର ୨ ଲକ୍ଷ ଗ୍ରାମରେ ପହଞ୍ଚିବା…

କ୍ରିକେଟ ମଇଦାନରେ ହାର୍ଦ୍ଦିକଙ୍କୁ ଭେଟିଲେ ଅମିତ ଶାହା

ନୂଆଦିଲ୍ଲୀ,୧୩।୨: ଏବେ ଟିମ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କ୍ରିକେଟରୁ ବିରତି ନେଇଛନ୍ତି। ଆହତ କାରଣରୁ ସେ ଭାରତୀୟ ଦଳ ବାହାରେ ଅଛନ୍ତି। ନିକଟରେ ପାଣ୍ଡ୍ୟା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଉଭୟେ ଗାନ୍ଧୀ ନଗର ପ୍ରିମିୟର ଲିଗ…

ଲଣ୍ଡନ ସ୍କୁଲ ଅଫ ଇକୋନମିକ୍ସ, ଅକ୍ସଫୋର୍ଡରୁ ମମତାଙ୍କୁ ନିମନ୍ତ୍ରଣ!

କୋଲକତା,୧୩।୨: ଜୁନରେ ଲଣ୍ଡନର ଅକ୍ସଫୋର୍ଡ ୟୁନିଭରସିଟିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଷଣ ଦେବାକୁ ଯାଉଛନ୍ତି। ସେ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସ ପରିଦର୍ଶନ କରିବେ ଏବଂ ସେଠାରେ ଥିବା ଛାତ୍ରମାନଙ୍କୁ ଭେଟିବେ। ସୋମବାର ଭବାନିପୁରରେ ମମତା ବାନାର୍ଜୀ ଏହା କହିଛନ୍ତି।…

ପୁଣି କଂଗ୍ରେସକୁ ଝଟକା , ଦଳ ଛାଡିଲେ ବରିଷ୍ଠ ନେତା

ଗାନ୍ଧୀନଗର,୧୩।୨: ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରାୟ ପ୍ରତ୍ୟେକ ରାଜ୍ୟରେ କଂଗ୍ରେସ ଦଳ ଭିତରେ ବିଦ୍ରୋହ ତୀବ୍ର ହୋଇଛି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନଙ୍କ ଦଳ ଛାଡିବାର ଖବର ଏପର୍ଯ୍ୟନ୍ତ କମି ନ ଥିଲା ବେଳେ ଏବେ ଗୁଜୁରାଟରୁ କଂଗ୍ରେସ…

କାର୍‌ ଦୁର୍ଘଟଣାରେ ଚାଲିଗଲା ୨୪ ବର୍ଷୀୟ ମାରାଥନ ଧାବକ କିପ୍‌ଟମ୍‌ଙ୍କ ଜୀବନ

ନାଇରୋବି,୧୨ା୨: କ୍ରୀଡ଼ା ଜଗତ ପାଇଁ ଆସିଛି ଏକ ଦୁଃଖଦ ଖବର। ଏକ କାର୍‌ ଦୁର୍ଘଟଣାରେ ମାରାଥନ ବିଶ୍ୱ ରେକର୍ଡ ହାସଲକାରୀ କେଲଭିନ୍‌ କିପ୍‌ଟମ୍‌ଙ୍କର ମୃତ୍ୟୁ ଘଟିଛି। ଚଳିତ ବର୍ଷ ହେବାକୁଥିବା ପ୍ୟାରିସ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ପାଇଁ ସେ ମୁଖ୍ୟ ଦାବିଦାର…

ସୋନିଆଙ୍କ ଆସନରୁ ଲୋକ ସଭା ନିର୍ବାଚନ ଲଢିବେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୨।୨: ୨୬ ଫେବୃଆରୀରେ ରାଜ୍ୟ ସଭାର ୫୬ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହି କାରଣରୁ ରାଜନୈତିକ ଦଳମାନେ କ୍ରମାଗତ ଭାବରେ ନିଜ ପ୍ରାର୍ଥୀ ଘୋଷଣା କରୁଛନ୍ତି। ସେପଟେ ଖବର ଆସୁଛି ଯେ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ…

ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି: ପ୍ରତି ପରିବାରକୁ ମିଳିବ ୧ ହଜାର ଟଙ୍କା, ୯୫ ଲକ୍ଷ ୯୦ ହଜାର ପରିବାର ହେବେ ଉପକୃତ

ଭୁବନେଶ୍ୱର,୧୨।୧: ରାଜ୍ୟ କ୍ୟାବିନେଟରେ ସୋମବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ପରିବାରକୁ ୧ ହଜାର ଟଙ୍କା ଏବଂ ୨ଟି ଝୋଟ ବ୍ୟାଗ୍‌ ମିଳିବ। ଏଥିରେ ରାଜ୍ୟର ୯୫ ଲକ୍ଷ ୯୦ ହଜାର ପରିବାର ଉପକୃତ ହେବେ। ତେବେ…

ବଢିଲା ଏଲନ ମସ୍କଙ୍କ ଚିନ୍ତା: ଟୁଇଟରକୁ ଟକ୍କର ଦେବ ଏହି ଆପ୍‌

ନୁୟର୍କ, ୧୨।୨: ଜ୍ୟାକ ଡୋର୍ସି ସୋସିଆଲ ମିଡିଆ ଆପ ଟୁଇଟର କରିଥିଲେ, ଯାହା ଏକ ସମୟରେ ବେଶ ଲୋକପ୍ରିୟ ଥିଲା, ଯାହାକୁ ଏଲନ ମସ୍କ କିଣି ଏହାକୁ ଏକ୍ସ ନାମରେ ନାମିତ କରିଥିଲେ। ତେବେ, ସାଧାରଣ ବ୍ୟବହାରକାରୀଙ୍କ ପାଇଁ ବର୍ତ୍ତମାନ ଜ୍ୟାକ…

ସ୍ବାମୀ ମୁଖାଗ୍ନି ଦେବା ସମୟରେ ଜୁଇରୁ ଜୀବିତ ହୋଇଉଠିଲେ ସ୍ତ୍ରୀ, ପୂରା ଘଟଣା ଜାଣିଲେ…

ବ୍ରହ୍ମପୁର,୧୨ା୨(ତନୁଶ୍ରୀ ନାହାକ/ସ୍ମୃତିରଞ୍ଜନ ମହାଲିକ): କଥାରେ ଅଛି ନିମିଷେ ମାତ୍ର ଥିଲେ ପ୍ରାଣ, ନ ନେଇ ପାରେ ଜନ୍ତୁରାଣ। ଠିକ୍‌ ଏମିତି ଏକ ସତ୍ୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲାର ବ୍ରହ୍ମପୁରରେ। ଜୁଇରେ ନିଆଁ ଲାଗିବା ପୂର୍ବରୁ ମୃତ ବୃଦ୍ଧା ଜଣକ…

ଏନଡିଏରେ ସାମିଲ ହେବା ପ୍ରଶ୍ନ ଉପରେ ସ୍ପଷ୍ଟ କଲେ ଜୟନ୍ତ ଚୌଧୁରୀ

ନୂଆଦିଲ୍ଲୀ,୧୨।୨: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରିୟ ଲୋକ ଦଳ(ଆର୍‌ଏଲଡି) ଅଧ୍ୟକ୍ଷ ଜୟନ୍ତ ଚୌଧୁରୀ ବର୍ତ୍ତମାନ ଏନଡିଏରେ ଯୋଗଦେବା ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି। ଏନଡିଏରେ ଯୋଗଦେବା ପ୍ରଶ୍ନରେ ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ ତାଙ୍କ ଆଭିମୁଖ୍ୟ…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବରଗଡ଼ ଜିଲା ସଭାପତି ନିହାର ମହାନନ୍ଦ

ବରଗଡ଼,୧୨ା୨(ପ୍ରେମାନନ୍ଦ ଖମାରୀ): କଂଗ୍ରେସର ପୂର୍ବତନ ବରଗଡ଼ ଜିଲା ସଭାପତି ତଥା ଅତାବିରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦ ସୋମବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏ ନେଇ ସେ ତାଙ୍କ ଇସ୍ତଫାପତ୍ର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri