ଦୁନିଆର ସବୁଠୁ ଉଚ୍ଚ ଶିବମନ୍ଦିର, ନିର୍ମାଣ ପାଇଁ ଲାଗିଥିଲା ୪୦ ବର୍ଷ
ଦୁନିଆରେ ଅନେକ ଶିବ ମନ୍ଦିର ରହିଛି। ମାତ୍ର ଏକ ଶିବ ମନ୍ଦିର ଦୁନିଆର ସବୁଠୁ ଉଚ୍ଚ ବୋଲି ପରିଗଣିତ ହେଉଛି। ଏହି ଶିବ ମନ୍ଦିରର ଉପର ମୁଣ୍ଡରେ ୧୧ ଫୁଟ ଉଚ୍ଚର ଏକ କଳସ ରହିଛି। ଦେଶ ତଥା ବିଦେଶର ଭକ୍ତମାନେ…
ମେଲ୍ କେହି ପଢିଛନ୍ତି କି ନାହିଁ ଜାଣି ପାରୁନାହାନ୍ତି କି? ଚୁଟ୍କିରେ ଜାଣନ୍ତୁ
ସୋସିଆଲ ମିଡିଆ ଆପରେ ମେସେଜ ପଠାଇବା ପରେ, ମେସେଜ ପାଇଥିବା ବ୍ୟକ୍ତି ମେସେଜ ପାଇଲେ କି ନାହିଁ ଆମେ ବ୍ଲୁ ଟିକ ଦ୍ୱାରା ଜାଣିବାକୁ ପାଇଥାଉ। କିନ୍ତୁ ଇ-ମେଲ୍ ରେ ଏହାର ବ୍ୟତିକ୍ରମ ଦେଖାଯାଏ। ଅର୍ଥାତ୍ ଇ-ମେଲ ପହଞ୍ଚିଲା କି ନାହିଁ…
ରାବ୍ରିଙ୍କୁ ନୂଆ ଦାୟିତ୍ୱ: ହେବେ ଆରଜେଡି ବିଧାନ ପରିଷଦ ବିରୋଧୀ ଦଳର ନେତା…
ପାଟନା,୧୭।୨ : ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ବର୍ତ୍ତମାନ ବିହାର ବିଧାନ ପରିଷଦରେ ବିରୋଧୀ ଦଳର ନେତା ଦାୟିତ୍ୱ ଗ୍ରହଣ କରିବେ। ଆରଜେଡି ରାଜ୍ୟ ସଭାପତି ଜଗଦାନନ୍ଦ ସିଂ ଏ ସମ୍ପର୍କରେ ବିହାର ବିଧାନ ପରିଷଦ ଅଧ୍ୟକ୍ଷ ଦେବେଶ ଚନ୍ଦ୍ର ଠାକୁରଙ୍କୁ…
ଆସ୍ଥା ଭୋଟ ଜିତି ଶକ୍ତି ପ୍ରଦର୍ଶନ କଲେ କେଜ୍ରିଓ୍ବାଲ, କହିଲେ ୨୦୨୯ ନିର୍ବାଚନରେ ଭାଜପାକୁ ମୂଳପୋଛ କରିବ ଏଏପି…
ନୂଆଦିଲ୍ଲୀ,୧୭।୨: ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିିୱାଲ। ନିଜ ଆଡୁ ଆସ୍ଥା ଭୋଟ ପ୍ରସ୍ଥାବ ଆଣି ଶନିବାର ସେ ଶକ୍ତି ପ୍ରଦର୍ଶନ କରିଛନ୍ତି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ୬୩ ଆସନ ପାଇଛନ୍ତି। ଏହାପରେ ଭାଜପା ସରକାରଙ୍କ…
ଆମର ଲକ୍ଷ୍ୟ ୩୭୦ ଲୋକସଭା ଆସନ ବିଜୟ: ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୧୭।୨ : ଲୋକସଭା ନିର୍ବାଚନ ପୂର୍ବରୁ ସରକାରଙ୍କ ସଫଳତାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ତଥା ଦଳର ଭବିଷ୍ୟତ ରଣନୀତି ପ୍ରସ୍ତୁତ କରିବା ପାଇଁ ଶନିବାର ଦିଲ୍ଲୀରେ ଭାଜପାର ଜାତୀୟ ସମ୍ମିଳନୀ ଆରମ୍ଭ ହୋଇଛି। ଭାଜପାର ଏହି ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ…
ପୂର୍ବ ଶତ୍ରୁତାରୁ ବୃଦ୍ଧଙ୍କ ଗଳାକାଟି ହତ୍ୟା ଅଭିଯୋଗ
କାମାକ୍ଷାନଗର,୧୭ା୨(ଅମ୍ଜାନ୍ ଖାନ୍): ଢେଙ୍କାନାଳ ଜିଲା କଙ୍କଡାହାଡ଼ ଥାନା ମରୁଆବିଲି ପଞ୍ଚାୟତ କଣ୍ଡାର ଗ୍ରାମରେ ଧର୍ମାନନ୍ଦ ଦେହୁରୀ ନାମକ ଜଣେ ବ୍ୟକ୍ତିଙ୍କୁ କେହି ଦୁର୍ବୃତ୍ତ ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଶୁକ୍ରବାରଠାରୁ ଧର୍ମାନନ୍ଦ ଘରୁ ଆସିଥିବା…
‘ପଶ୍ଚିମବଙ୍ଗରେ ଲାଗୁ ରାଷ୍ଟ୍ରପତି ଶାସନ’
କୋଲକାତା,୧୭।୨: ପଶ୍ଚିମବଙ୍ଗର ଉତ୍ତର ପରଗାନା ଜିଲାସ୍ଥିତ ସନ୍ଦେଶଖାଲି ଯୌନ ଉତ୍ପୀଡନ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ଏବେ କଥା ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ଯାଏ ପହଞ୍ଚିଛି। ଏସ୍ସି ପ୍ୟାନେଲ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗି ସୁପାରିଶ…
ଫ୍ରିଜକୁ କାନ୍ଥ ସହ ଲଗାଇ ରଖୁଛନ୍ତି କି? ହୋଇପାରନ୍ତି ଖର୍ଚ୍ଚାନ୍ତ
ଖରାଦିନେ ଥଣ୍ଡା ପାଣି ପିଇବା ଏବଂ ଖାଦ୍ୟକୁ ନଷ୍ଟ ହେବାରୁ ରକ୍ଷା କରିବା ପାଇଁ ରେଫ୍ରିଜରେଟର ବ୍ୟବହାର କରିଥା’ନ୍ତି। ବର୍ତ୍ତମାନ ଘରେ ଘରେ ଫ୍ରିଜ ସାଧାରଣ ହୋଇଗଲାଣି। ଲୋକେ ଏହାକୁ ବ୍ୟବହାର କରିବାରେ ଅଭ୍ୟସ୍ତ ହୋଇଗଲେଣି। କିନ୍ତୁ ବେଳେବେଳେ ଉପଭୋକ୍ତାମାନେ ଫ୍ରିଜକୁ…
କଂଗ୍ରେସ ଛାଡ଼ିବେ କି କମଲନାଥଙ୍କ ପୁଅ? ଟୁଇଟର୍ ବାୟୋରୁ ହଟାଇଲେ ଦଳର ନାମ-ଲୋଗୋ
ଭୋପାଳ,୧୭।୨: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁଅ ତଥା ଛିନ୍ଦଓ୍ବାଡା ଏମ୍ପି ନକୁଳନାଥ କଂଗ୍ରେସ ଛାଡ଼ିବା ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ସେ ସୋସିଆଲ ମିଡିଆର ଭିନ୍ନ ଭିନ୍ନ ପ୍ଲାଟଫର୍ମରୁ କଂଗ୍ରେସ ଦଳର ନାମ ଏବଂ ଲୋଗୋ ହଟାଇ ଦେଇଛନ୍ତି। ପ୍ରଥମେ…
ଦିଲ୍ଲୀରେ ମାଲବାହୀ ଟ୍ରେନର ୮ବଗି ଲାଇନଚ୍ୟୁତ
ନୂଆଦିଲ୍ଲୀ,୧୭।୨: ଶନିବାର ଦିଲ୍ଲୀରେ ଏକ ମାଲବାହୀ ଟ୍ରେନ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ନାଗର-ଦୟାବସ୍ତି ସେକ୍ସନର ଏକ ମାଲଗାଡ଼ି ଟ୍ରେନର ଆଠଟି କୋଚ ଲାଇନ ଚ୍ୟୁତ ହୋଇଛି। ଜଖିରା ଫ୍ଲାଏ ଓଭର ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା…
ଜୀବନ୍ତ ବେଙ୍ଗ ପିଠିରେ କଅଁଳିଲା ଛତୁ, କାରଣ ଜାଣି ଆଶ୍ଚର୍ଯ୍ୟ ହେଲେ ବୈଜ୍ଞାନିକ
ନୂଆଦିଲ୍ଲୀ,୧୭।୨:ମୃତ ଜୀବଜନ୍ତୁ କିମ୍ବା ପ୍ରାଣୀଙ୍କ ମୃତ ଶରୀର ଦୀର୍ଘଦିନ ପଡି ରହିଲେ ସେଥିରେ ଫଙ୍ଗସ୍ ଲାଗିଯାଏ। କିନ୍ତୁ କେବେ ଜୀବନ୍ତ ପ୍ରାଣୀ ଶରୀରରେ ଫଙ୍ଗସ ବଢିବା ଦେଖିଛନ୍ତି କି? ଦେଶର ପଶ୍ଚିମ ଇଲାକାରେ ଏପରି ଏକ ମାମଲା ସାମ୍ନାକୁ ଆସିଛି। ଯାହାକୁ…
ଲୋକ ସଭା ନିର୍ବାଚନ: ଭାଜପା ଚନ୍ଦ୍ରବାବୁଙ୍କ ମଧ୍ୟରେ ଡିଲ ଶେଷ, ପଓ୍ବନ କଲ୍ୟାଣଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା
ନୂଆଦିଲ୍ଲୀ,୧୭।୨: ଦକ୍ଷିଣ ଭାରତର ଅଧିକରୁ ଅଧିକ ରାଜ୍ୟରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଭାରତୀୟ ଜନତା ପାର୍ଟି (ଭାଜପା) କୁ ବହୁତ ସଫଳତା ମିଳିଛି। ଆନ୍ଧ୍ରପ୍ରଦେଶର ମୁଖ୍ୟ ବିରୋଧୀ ଦଳ ତେଲୁଗୁ ଦେଶମ ପାର୍ଟି (ଟିଡିପି) ସହିତ ଭାଜପା ନିର୍ବାଚନ ମେଣ୍ଟ…
Archives


