Home

ହିଟଓ୍ବେଭ ନେଲା ୧୪ ହଜ ଯାତ୍ରୀଙ୍କ ଜୀବନ

ରିୟାଦ,୧୬।୬: ଇଦ-ଉଲ-ଅଜାହ ପର୍ବ ମଧ୍ୟରେ ସୌଦି ଆରବରେ ବହୁ ସଂଖ୍ୟାରେ ହଜ ତୀର୍ଥଯାତ୍ରୀ ଏକତ୍ରିତ ହୋଇଥିଲେ। ତେବେ ସୌଦି ଆରବରେ ପ୍ରବଳ ଉତ୍ତାପ ହଜ ତୀର୍ଥଯାତ୍ରୀଙ୍କ ପାଇଁ ଏକ ଚ୍ୟାଲେଞ୍ଜ ବୋଲି ପ୍ରମାଣିତ ହେଉଛି। ହଜ ସମୟରେ ପାରଦ ୪୭ ଡିଗ୍ରୀ…

ତେହରିକ-ଏ-ତାଲିବାନର କମାଣ୍ଡର ନିହତ

ଇସଲାମାବାଦ,୧୬।୬: ନିଷିଦ୍ଧ ଆତଙ୍କବାଦୀ ସଂଗଠନ ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ର ଶୀର୍ଷ କମାଣ୍ଡରଙ୍କୁ ଖାଇବର-ପଖତୁନୱା ପ୍ରଦେଶରେ ସୁରକ୍ଷା ବାହିନୀ ହତ୍ୟା କରିଛନ୍ତି। ଏକ ରିପୋର୍ଟରେ କୁହାଯାଇଛି ଯେ କାଉଣ୍ଟର ଆତଙ୍କବାଦ ବିଭାଗ (ସିଟିଡି) ଦ୍ୱାରା ଗୁପ୍ତଚର ଅପରେଶନରେ ଟିଟିପିର ବରିଷ୍ଠ କମାଣ୍ଡର…

କିଏ ହେବେ ବାଚସ୍ପତି: ରାଜନାଥଙ୍କ ଘରେ ଚାଲିଲା ମନ୍ଥନ

ନୂଆଦିଲ୍ଲୀ,୧୬।୬:ଜୁନ ୨୬ ରେ ଲୋକ ସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଏହାର ଦୁଇ ଦିନ ପୂର୍ବରୁ ଅର୍ଥାତ୍‌ ଜୁନ ୨୪ରୁ ଲୋକ ସଭାର ଅଧିବେଶନ ଆରମ୍ଭ ହେବ। ବାଚସ୍ପତି ଏବଂ ଉପବାଚସ୍ପତିଙ୍କୁ ନେଇ ରାଜନୀତି ତୀବ୍ର ହୋଇଛି। ସେପଟେ ପ୍ରତିରକ୍ଷା…

‘ଜଷ୍ଟିସ କେଉଁଠି?’ ଆଇଏଏସଙ୍କ ଏମିତି ପ୍ରଶ୍ନର ଉତ୍ତର ହସି ହସି ଦେଇଥିଲେ ସିଜେଆଇ, କହିଥିଲେ, ପଛରୁ ଆସୁଛନ୍ତି

ନୂଆଦିଲ୍ଲୀ,୧୬।୬: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (ସିଜେଆଇ) ତାଙ୍କ ସରଳତା ପାଇଁ ଅତ୍ୟନ୍ତ ପ୍ରସିଦ୍ଧ। ତାଙ୍କ ମୁହଁରେ ଅନେକ ସମୟରେ ହସ ଦେଖଇବାକୁ ମିଳିଥାଏ। ସିଜେଆଇଙ୍କ ସହିତ କାମ କରିଥିବା ଆଡଭୋକେଟ ମାନସୀ ଚୌଧରୀ ତାଙ୍କ ବ୍ଲଗରେ ତାଙ୍କ ସହ ଜଡିତ ଅନେକ…

ଆକ୍ସନ ମୁଡ୍‌ରେ ଅମିତ ଶାହା: ଡାକିଲେ ଉଚ୍ଚସ୍ତରୀୟ ବୈଠକ

ଶ୍ରୀନଗର,୧୬।୬: ନିକଟରେ ଜମ୍ମୁ କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସରକାର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ନର୍ଥ ବ୍ଲକରେ ଏକ ବୈଠକ କରି କେନ୍ଦ୍ରଶାସିତ ଅଞ୍ଚଳର ସୁରକ୍ଷା ସ୍ଥିତିକୁ ଅନୁଧ୍ୟାନ…

ନିଟ୍‌ ପ୍ରସଙ୍ଗରେ ଖୋଲାଖୋଲି ଏମିତି କହିଦେଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ,୧୬।୬: ଚଳିତ ବର୍ଷ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି)-ୟୁଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ସହ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏନଟିଏକୁ…

‘କଂଗ୍ରେସ ଏତେ ସିଟ୍‌ କେମିତି ଜିତିଲା, ତାହାର ତଦନ୍ତ ହେଉ’

ନୂଆଦିଲ୍ଲୀ,୧୬।୬: କେନ୍ଦ୍ର ସରକାର ମନ୍ତ୍ରୀ ତଥା ମହାରାଷ୍ଟ୍ର ନେତା ରାମଦାସ ଅଠୱାଲେ ଇଭିଏମ ଉପରେ ରାହୁଲ ଗାନ୍ଧୀ ପ୍ରଶ୍ନ ଉଠାଇକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି,ରାହୁଲ ଗାନ୍ଧୀ କ୍ରମାଗତ ତୃତୀୟ ଥର ପାଇଁ କ୍ଷମତାରେ ନ ଥିବାରୁ ଇଭିଏମ…

ମମିତା ମେହେର ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି

କଣ୍ଟାବାଞ୍ଜି,୧୬ା୬: ପୁଣି ଥରେ ମମିତା ମେହେର ହତ୍ୟାକାଣ୍ଡ ଘଟଣାର ତଦନ୍ତ ପାଇଁ ଦାବି ହୋଇଛି। ମମିତାଙ୍କ ପରିବାରକୁ ରବିବାର ଭେଟିଛନ୍ତି ନବ ନିର୍ବାଚିତ ବିଧାୟକ ଲକ୍ଷ୍ମଣ ବାଗ। କଣ୍ଟାବାଞ୍ଜି ଝରନୀସ୍ଥିତ ମମିତାଙ୍କ ଘରକୁ ଭେଟିବାକୁ ଲକ୍ଷ୍ମଣ ଯାଇଥିବା ବେଳେ ଏଯାବତ୍‌ ତାଙ୍କୁ…

ଜଳ ସଙ୍କଟକୁ ନେଇ ଜଳ ବୋର୍ଡ ଅଫିସରେ ଭଙ୍ଗାରୁଜା

ନୂଆଦିଲ୍ଲୀ,୧୬।୬: ଦିଲ୍ଲୀରେ ଜଳ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ଅନେକ ସ୍ଥାନରେ ଲୋକମାନେ ପାଣି ଟାଙ୍କି ପଛରେ ଦୌଡ଼ୁଥିବା ଦେଖାଯାଉଛି। ଏ ବିଷୟରେ ଲୋକଙ୍କ କ୍ରୋଧ ବଢିବାରେ ଲାଗିଛି। ସେପଟେ ରବିବାର ଛତ୍ରପୁର ଅଞ୍ଚଳରେ ଦିଲ୍ଲୀ ଜଳ ବୋର୍ଡ କାର୍ଯ୍ୟାଳୟରେ ଭଙ୍ଗାରୁଜା…

୧୦୦ ବର୍ଷ ପରେ ଅଦ୍ଭୁତ ସଂଯୋଗ: ୩ ରାଶିର ବ୍ୟକ୍ତି ହେବେ ମାଲାମାଲ

ବିଶ୍ୱାସ କରାଯାଏ ଯେ, ମାତା ଗଙ୍ଗା ଜ୍ୟେଷ୍ଠ ଶୁକ୍ଲ ପକ୍ଷର ଦଶମୀ ତିଥିରେ ପୃଥିବୀକୁ ଅପତରଣ କରିଥିଲେ। ତେଣୁ ଏହି ଦିନ ଗଙ୍ଗା ଦଶହରା ବା ଗଙ୍ଗା ଦଶମୀ ଭାବରେ ପାଳନ କରାଯାଏ। ଏହି ଦିନ ମାତା ଗଙ୍ଗାଙ୍କୁ ପୂଜା କରାଯାଏ…

‘ଇଭିଏମକୁ ନେଇ ପ୍ରଚାର କରାଯାଉଛି ଗୁଜବ,’ ଏଲୋନ ମସ୍କ-ରାହୁଲ ଗାନ୍ଧୀଙ୍କ ଅଭିଯୋଗର କଡା ଜବାବ ଦେଲେ ଇସି

ନୂଆଦିଲ୍ଲୀ,୧୬।୬: ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) କୁ ନେଇ ବିବାଦ ଉପରେ ରବିବାର କେନ୍ଦ୍ରୀୟ ନିର୍ବାଚନ ଆୟୋଗ (ECI) ସ୍ପଷ୍ଟ ଭାବେ କହିଛନ୍ତି ଯେ ଇଭିଏମ ବିଷୟରେ ଗୁଜବ ପ୍ରଚାର ହେଉଛି। ଇଭିଏମ ଉପରେ ଚାଲିଥିବା ବିବାଦ ସମ୍ପର୍କରେ ମୁମ୍ବାଇ ଉପାନ୍ତ…

ଭାରତକୁ ନିମନ୍ତ୍ରଣ କରିବ କି କାନାଡ଼ା: ଟ୍ରୁଡୋ ଦେଲେ ଏମିତି ଜବାବ

ବାରି(ଇଟାଲୀ),୧୬।୬:ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ଜି୭ ସମ୍ମିଳନୀରେ କାନାଡା ଅଧ୍ୟକ୍ଷତା କରିବ। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି, ସେତେବେଳେ ତାଙ୍କୁ ବହୁତ କିଛି କହିବା ପାଇଁ ଥିବ। ମୁଁ ବିଭିନ୍ନ ପ୍ରସଙ୍ଗରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?