କୋହଲି କ୍ରିକେଟରୁ ଅବସର ଘୋଷଣା କଲେ, ଅଣ୍ଡର ୧୯ ବିଶ୍ୱକପ ଦଳରେ ଖେଳୁଥିଲେ…
କୋଲକାତା,୨୦।୨ : ନିକଟରେ ଭାରତୀୟ କ୍ରିକେଟ ଦଳ ଅଣ୍ଡର-୧୯ ବିଶ୍ୱକପ ୨୦୨୪ ର ଫାଇନାଲରେ ମ୍ୟାଚ ହାରିଥିଲା କିନ୍ତୁ ଟିମ ସମସ୍ତଙ୍କ ହୃଦୟ ଜିତିଥିଲା। ଏହା ପୂର୍ବରୁ ଟିମ ଇଣ୍ଡିଆ ପାଞ୍ଚ ଥର ଅଣ୍ଡର-୧୯ ବିଶ୍ୱକପ ଟାଇଟଲ ଜିତିଥିଲା। ସେମାନଙ୍କ ମଧ୍ୟରେ…
ଟ୍ରେନ୍ ଟିକେଟ୍ କନ୍ଫର୍ମ ନହେବା ଯାଏ ଆକାଉଣ୍ଟରୁ କଟିବନି ଗୋଟିଏ ବି ଟଙ୍କା,ଏଭଳି ଉପାୟରେ କରନ୍ତୁ ବୁକିଂ…
ନୂଆଦିଲ୍ଲୀ,୨୦।୨: ଆଇଆର୍ସିଟିସି ଆଇପେ’ ଅଟୋପେ’(IRCTC iPay Autopay) ଆଇଆର୍ସିଟିସି ଓ୍ବେବ୍ସାଇଟ୍ ନଚେତ ଆପ୍ରେ ଉପଲବ୍ଧ ହେଉଥିବା ଏକ ପେମେଣ୍ଟ ଅପ୍ଶନ ଯେଉଁଥିରେ ପେମେଣ୍ଟ ନ କରି ବି ଟିକେଟ ବୁକ୍ କରିହେବ। ଡିଜିଟାଲ ନେଣଦେଣକୁ ବଢ଼ାଇବା ଲାଗି IRCTC ଭିନ୍ନ ଭିନ୍ନ…
କମେଣ୍ଟ କରୁଥିବା ଯୁବକଙ୍କୁ ଥାନାରେ ଝିଅଙ୍କ ଦ୍ୱାରା ବେଲ୍ଟରେ ପିଟାଇଲେ ପୋଲିସ! କ୍ରୋଧ ପ୍ରକାଶ କଲେ ଲୋକେ…
ଭୋପାଳ,୨୦।୨ : ମଧ୍ୟପ୍ରଦେଶର ବୈତୁଲର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ଝିଅ ଯୁବକଙ୍କୁ ବେଲ୍ଟରେ ପିଟୁଥିବାର ନଜର ଆସିଛନ୍ତି। କୁହାଯାଉଛି ଯୁବକ ଜଣଙ୍କ ଝିଅମାନଙ୍କୁ କମେଣ୍ଟ କରୁଥିଲେ। ଏହା ପରେ ତାଙ୍କୁ ପୋଲିସ…
ରେଳମନ୍ତ୍ରୀଙ୍କ ବଡ ଘୋଷଣା: ପୁରୀରୁ କୋଣାର୍କ ଚାଲିବ ଟ୍ରେନ
ପୁରୀ,୨୦।୨: ରେଳମନ୍ତ୍ରୀ ଅଶ୍ୱିନୀ କୁମାର ବେଷ୍ଣବ ମଙ୍ଗଳବାର ପୁରୀରୁ କୋଣାର୍କ ଟ୍ରେନ ଚାଲିବ ବୋଲି ଘୋଷଣା କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ରେଳମନ୍ତ୍ରୀ ବୈଷ୍ଣବ ପୁରୀ-କୋଣାର୍କ ନୂଆ ରେଳ ଲାଇନ୍ ହେବ ବୋଲି ସୂଚନା ଦେଇଛନ୍ତି। ୩୨କି.ମି. ର ଏହି ନୂଆ…
ଯଶସ୍ବୀ ନୁହନ୍ତି, ଏହି ଖେଳାଳି ହେଉଛନ୍ତି ଜଣେ ଉଦୀୟମାନ କ୍ରିକେଟର: ଗାଙ୍ଗୁଲି
ରାଜକୋଟ,୨୦।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ରାଜକୋଟ ଟେଷ୍ଟ ଅନେକ କାରଣରୁ ସ୍ମରଣୀୟ ହୋଇ ରହିବ। ମ୍ୟାଚ୍ରେ ୫୦୦ ଉଇକେଟର ମାଇଲଷ୍ଟୋନ ହାସଲ କରିଥିଲେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ଯଶସ୍ବୀ ଜୟସ୍ବାଲ ଲଗାତର ଦ୍ୱିଶତକ ମାରିବାର ଉପଲବ୍ଧି ହାସଲ…
‘ମହାଭାରତ’ ଶ୍ରୀକୃଷ୍ଣଙ୍କ ଖୋଲିଲା ପୋଲ୍, IAS ସ୍ତ୍ରୀ କଲେ ଆଶ୍ଚର୍ଯ୍ୟକର ଖୁଲାସା, ଚାକିରୀ ଛାଡିବା ପାଇଁ କରୁଥିଲେ ବାଧ୍ୟ…
ମୁମ୍ବାଇ: ଲୋକପ୍ରିୟ ଟେଲିଭିଜନ ଧାରାବାହିକ ‘ମହାଭାରତ’ର ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ନିତିଶ ଭରଦ୍ୱାଜ ନିଜ ସ୍ତ୍ରୀ ବିରୋଧରେ ଅଭିଯୋଗ ଆଣି ଏବେ ଚର୍ଚ୍ଚାରେ ଅଛନ୍ତି। ସ୍ଥିତି ଏପରି ଯେ, ତାଙ୍କ ବ୍ୟକ୍ତିଗତ କଳି ଦାଣ୍ଡରେ ପଡି ହାଟରେ ଗଡିଲାଣି।…
କ୍ରିକେଟ ପଡ଼ିଆରେ ପଶିଲା ଷଣ୍ଢ: ଜୀବନ ବିକଳରେ ଦୌଡ଼ିଲେ ଖେଳାଳି, ଭିଡ଼ିଓ ଭାଇରାଲ…
ନୂଆଦିଲ୍ଲୀ,୨୦।୨ : ଏବେ ସୋସିଆଲ ମିଡ଼ିଆରେ ଏକ କ୍ରିକେଟ ପଡ଼ିଆର ଦୃଶ୍ୟର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଖେଳ ସମୟରେ ଏକ ଷଣ୍ଢ କ୍ରିକେଟ ପଡ଼ିଆରେ ପ୍ରବେଶ କରିଥିବାର ଭିଡ଼ିଓରେ ଦେଖିବାକୁ ମିଳିଛି। ଏହା ଦେଖି ଖେଳାଳିଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।…
IPL 2024: ଏହି ତାରିଖରୁ ଆରମ୍ଭ ହୋଇପାରେ ଆଇପିଏଲ୍, ଅଧ୍ୟକ୍ଷ ଦେଲେ ସୂଚନା…
ନୂଆଦିଲ୍ଲୀ,୨୦।୨: ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇପାରେ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୪ । ଲୋକ ସଭା ନିର୍ବାଚନ ଥିବା ସତ୍ତ୍ୱେ ଏହାର ଆୟୋଜନ ଦେଶରେ ହେବ ବୋଲି ମଙ୍ଗଳବାର ଆଇପିଏଲ୍ ଅଧ୍ୟକ୍ଷ ଅରୁଣ ଧୁମଲ କହିଛନ୍ତି। ତେବେ ଏନେଇ ବିଧିବଦ୍ଧ ଘୋଷଣାକୁ…
କନ୍ଦାଇବ ପିଆଜ: ମାର୍ଚ୍ଚରେ ଦର ଆକାଶଛୁଆଁ
ନୂଆଦିଲ୍ଲୀ: ରସୁଣର ଦରବୃଦ୍ଧି ପରେ ଆଗକୁ କନ୍ଦାଇବ ପିଆଜ। ଦରବୃଦ୍ଧି ଖାଉଟିଙ୍କ ପକେଟକୁ ଦାଉ ସାଜିବ। ମାର୍ଚ୍ଚରେ ପିଆଜ ଆକାଶ ଛୁଆଁ ହେବାର ଆଶଙ୍କା ଦେଖାଦେଲାଣି। କେନ୍ଦ୍ର ସରକାର ରପ୍ତାନୀ କଟକଣା ହଟାଇବା ପରେ ଏଭଳି କିଛି ଆଶଙ୍କା କରିଛନ୍ତି ପିଆଜ…
ଭାଜପାକୁ ବଡ଼ ଝଟକା:ଚଣ୍ଡିଗଡ଼ ମେୟର ନିର୍ବାଚନ ଫଳାଫଳ ରଦ୍ଦ କଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୨୦।୨ : ଚଣ୍ଡିଗଡ଼ ମେୟର ନିର୍ବାଚନରେ ରିଗିଂ ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି। ମେୟର ନିବ;ାଚନର ଭୋଟ ଫଳାଫଳକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। ଏହା ସହ କୁଲଦୀପ କୁମାରଙ୍କୁ ମେୟର ଘୋଷିତ କରାଯାଇଛି। ସୁପ୍ରିମକୋର୍ଟ ରିଟର୍ଣ୍ଣିଂ ଅଫିସର ଅନିଲ…
ରାଜ୍ୟ ସଭା ନିର୍ବାଚନ: ରାଜସ୍ଥାନରୁ ସୋନିଆ ଗାନ୍ଧୀ, ମଦନ ରାଥୋଡ, ଚୁନ୍ନିଲାଲ ଗରାସିଆ ନିର୍ବାଚିତ
ଜୟପୁର,୨୦।୨: ସୋନିଆ ଗାନ୍ଧୀଙ୍କ ସମେତ ସମସ୍ତ ତିନିଜଣ ପ୍ରାର୍ଥୀ ରାଜସ୍ଥାନରୁ ରାଜ୍ୟ ସଭା ନିର୍ବାଚନରେ ବିନା ନିର୍ବାଚନରେ ବା ନିର୍ବିରୋଧରେ ନିର୍ବାଚିତ ହୋଇଛନ୍ତି। ଏହି ତିନିଜଣ ସଦସ୍ୟଙ୍କ ମଧ୍ୟରେ କଂଗ୍ରେସର ସୋନିଆ ଗାନ୍ଧୀ ଏବଂ ମଦନ ରାଥୋଡ ଏବଂ ଭାଜପାର ଚୁନିଲାଲ…
ଅଖିଳେଶଙ୍କୁ ମିଳିବ ନୂଆ ସାଥି, ଏହି ଫଟୋ ବଢାଉଛି ରାଜନୈତିକ ଉଷ୍ମତା!
ଲକ୍ଷ୍ନୌ,୨୦।୨: ଉତ୍ତର ପ୍ରଦେଶ ରାଜନୀତିରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ବିଶେଷ ସୂତ୍ରରୁ ପ୍ରକାଶ ଯେ ରାଜା ଭୈୟା ଏବଂ ସମାଜବାଦି ପାର୍ଟି ମଧ୍ୟରେ ମିଳିତ ଆଲୋଚନା ଚାଲିଛି। ସୂଚନାନୁସାରେ, ୫ଟି ଆସନ ଉପରେ ଆଲୋଚନା ଚାଲିଛି। ସମାଜବାଦୀ ପାର୍ଟିର ରାଜ୍ୟ…
Archives


