Home

ଏସପି-କଂଗ୍ରେସ ମେଣ୍ଟରେ ଏଣ୍ଟ୍ରି କଲା ଆଉ ଏକ ଦଳ

ନୂଆଦିଲ୍ଲୀ,୨୪।୨: ଆଗାମୀ ଲୋକ ସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶରେ ଇଣ୍ଡିଆ ମିଳିତ ମଞ୍ଚକୁ ଆହୁରି ବିସ୍ତାର କରିବାକୁ ପ୍ରସ୍ତୁତି ଜୋରଦାର ହୋଇଛି। ନିକଟରେ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ପକ୍ଷରୁ ଏକ ମେଣ୍ଟ ଘୋଷଣା କରାଯାଇଥିଲା। ଏହା ପରେ କୁହାଯାଇଥିଲା ଯେ…

ମିଷ୍ଟ୍ରି ଗର୍ଲ ସାଜିବେ ତ୍ରିପ୍ତି ଡିମରୀ

ମୁମ୍ବାଇ: ଫିଲ୍ମ ଭୁଲ ଭୁଲେୟାର ଉଭୟ ପାର୍ଟର ଲୋକପ୍ରିୟତା ଦେଖି ନିର୍ମାତା ଭୁଲ ଭୁଲେୟା ୩ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ କାର୍ତ୍ତିକ ଆର୍ଯ୍ୟନ ଏବଂ ବିଦ୍ୟା ବାଲାନଙ୍କ ନାମ ଷ୍ଟାର କାଷ୍ଟରେ ନିଶ୍ଚିତ ହୋଇସାରିଛି। ବର୍ତ୍ତମାନ ଫିମେଲ କାଷ୍ଟଙ୍କ ନାମରେ ମଧ୍ୟ…

୨ଲକ୍ଷ କୋଟି ଉପରେ ଜେଏଫ୍‌ଏସ୍‌ଏଲ୍‌ର ବଜାର ମୂଲ୍ୟ

ଭୁବନେଶ୍ୱର,୨୪।୨ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଜିଓ ଫାଇନାନ୍ସିଆଲ ସର୍ଭିସେସ୍‌ ଲିମିଟେଡ୍‌(ଜେଏଫ୍‌ଏସ୍‌ଏଲ୍‌) ର ବଜାର ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚତ୍ଛି। ଏପରିକି ୨ଲକ୍ଷ କୋଟି ଟଙ୍କା ଉପରେ ଜେଏଫ୍‌ଏସ୍‌ଏଲ୍‌ର ବଜାର ମୂଲ୍ୟ ହୋଇଥିବା…

ଭୁବନେଶ୍ୱରରେ ବିଏସ୍‌ଏଚ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୪।୨: ବିଏସ୍‌ଏଚ୍‌ ହୋମ୍‌ ଆପ୍ଲାଏନ୍ସ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ ଶୁକ୍ରବାର ଭୁବନେଶ୍ୱରର ପୁରୀ ବାଇପାସ୍‌ ରୋଡ୍‌ରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଜିରକନ୍‌-ଟେକ୍‌ ଆନୁକୂଲ୍ୟରେ କମ୍ପାନୀର ପ୍ରଥମ ବୋସ୍‌ ଆଣ୍ଡ ସିମେନ୍ସ ବ୍ରାଣ୍ଡ୍‌ ଷ୍ଟୋରର ଶୁଭାରମ୍ଭ କରାଯାଇଛି।…

ପାଓ୍ବାର ଗ୍ରୀଡ୍‌ ବିଶ୍ରାମ ସଦନର ଭିତ୍ତିପ୍ରସ୍ତର

ଭୁବନେଶ୍ୱର, ୨୪।୨: ପାଓ୍ବାର ଗ୍ରୀଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ପାଓ୍ବାର ଗ୍ରୀଡ୍‌) ର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ‘ବିଶ୍ରାମ ସଦନ’ର ଆନୁଷ୍ଠାନିକ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ହିମାଚଳ ପ୍ରଦେଶର ବିଳାସପୁର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା…

ମାଇଁ ଓଡ଼ିଶା,ଇଣ୍ଡିଆଜ୍‌ ପ୍ରାଇଡ୍‌ ଉଦ୍‌ଯାପିତ

ଭୁବନେଶ୍ୱର,୨୪।୨: ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସ୍‌କମ୍‌ଗୁଡ଼ିକ ପକ୍ଷରୁ ଆୟୋଜିତ ‘ମାଇଁ ଓଡ଼ିଶା, ଇଣ୍ଡିଆଜ୍‌ ପ୍ରାଇଡ୍‌’ ଶୀର୍ଷକ ପ୍ରତିଯୋଗିତାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ରାଜ୍ୟ ସରକାରଙ୍କ ‘ସ୍କିଲ୍ଡ ଇନ୍‌ ଓଡ଼ିଶା’ ଅଭିଯାନ ସହ ମିଶି ଆରମ୍ଭ ହୋଇଥିଲା। ଏପରିକି ବିଭିନ୍ନ…

କାଲିଫର୍ନିଆରେ ନାଭାଲ୍‌ନିଙ୍କ ପରିବାରକୁ ଭେଟିଲେ ବାଇଡେନ୍‌

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଗୁରୁବାର କାଲିଫର୍ନିଆରେ ପୁଟିନ୍‌ ସମାଲୋଚକ ଏଲେକ୍ସି ନାଭାଲ୍‌ନିଙ୍କ ସ୍ତ୍ରୀ ଓ ଝିଅଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ଗତ ୧୬ ତାରିଖରେ ରୁଷିଆ ଜେଲରେ ନାଭାଲ୍‌ନିଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ଘଟିଥିଲା। ନାଭାଲ୍‌ନିଙ୍କ ମୃତଦେହ ତାଙ୍କ ପରିବାରକୁ…

ଜର୍ମାନୀରେ ଗଞ୍ଜେଇ ରଖିବା ବୈଧ

ବର୍ଲିନ୍‌,୨୪।୨: ଗଞ୍ଜେଇ ନିୟମ କୋହଳ କରିବା ପାଇଁ ସରକାରଙ୍କ ଯୋଜନାକୁ ଜର୍ମାନ ପାର୍ଲାମେଣ୍ଟ ଶୁକ୍ରବାର ଅନୁମୋଦନ କରିଛି। ଫଳରେ ସେଠାର ଜନସାଧାରଣ ବ୍ୟକ୍ତିଗତ ବ୍ୟବହାର ପାଇଁ ସୀମିତ ପରିମାଣର ଗଞ୍ଜେଇ ନିଜ ପାଖରେ ରଖିପାରିବେ, ଯାହାକୁ ଅପରାଧ ବିବେଚନା କରାଯିବ ନାହିଁ।…

ଆସାମରେ ଉଚ୍ଛେଦ ଅଶାନ୍ତି

ଗୁଆହାଟୀ,୨୪ା୨: ଉତ୍ତର ପୂର୍ବାଞ୍ଚଳର ଭାଜପା ଶାସିତ ରାଜ୍ୟ ଆସାମରେ ସମ୍ଭାବ୍ୟ ଉଚ୍ଛେଦକୁ ନେଇ ଅଶାନ୍ତି ଦେଖାଦେଇଛି। କେତେକ ଚାରଣଭୂଇଁରୁ ୧୦ ହଜାର ବେଆଇନ ଅଧିବାସୀଙ୍କୁ ହଟାଇବା ପାଇଁ ରାଜ୍ୟରେ ଦାବି ହେଉଥିବାବେଳେ ଗତମାସରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସେମାନଙ୍କୁ ବିସ୍ଥାପିତ ହେବାକୁ…

‘ଚାନ୍ଦା ପାଇଁ ତଦନ୍ତକାରୀ ସଂସ୍ଥାର ଦୁରୁପଯୋଗ କରୁଛି ଭାଜପା’

ନୂଆଦିଲ୍ଲୀ,୨୪।୨(ପି.ଟି.): ଘରୋଇ କମ୍ପାନୀଗୁଡ଼ିକରୁ ଭାଜପା ପାଇଁ ଜୋର୍‌ଜବରଦସ୍ତ ଚାନ୍ଦା ଆଦାୟ ନିମନ୍ତେ ତଦନ୍ତକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର କରାଯାଉଥିବା କଂଗ୍ରେସ ଶୁକ୍ରବାର ଅଭିଯୋଗ କରିଛି। ସରକାରଙ୍କ ଏହି ଜବରଦସ୍ତ ଚାନ୍ଦା ଅସୁଲିର ତଦନ୍ତ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ କରାଯିବାକୁ କଂଗ୍ରେସ ଦାବି କରିଛି। ଦଳର ସାଧାରଣ…

ଏକ୍ସମେଲ୍‌ ଆଣିବେ ମସ୍କ

ଓ୍ବାଶିଂଟନ,୨୪।୨: ଜିମେଲ୍‌ର ବିକଳ୍ପ ଭାବେ ଏକ୍ସମେଲ୍‌ ଖୁବ୍‌ଶୀଘ୍ର ଆସିବ ବୋଲି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସ’ର ମାଲିକ ଏଲନ୍‌ ମସ୍କ ସୂଚନା ଦେଇଛନ୍ତି। ତେବେ କେବେଠାରୁ ଏକ୍ସମେଲ୍‌ ଉପଲବ୍ଧ ହେବ ତାହା ସେ ଜଣାଇ ନାହାନ୍ତି। ନିଜର ଚାଟ୍‌ ଜିପିଟି ଭର୍ସନ…

ୟୁଟ୍ୟୁବ୍‌ ଦେଖି ୫୦୦ କାର୍‌ ଚୋରି

ନୂଆଦିଲ୍ଲୀ,୨୪।୨: ଉତ୍ତରପ୍ରଦେଶର ୪ ଜଣ ଯୁବକ ୟୁଟ୍ୟୁବ୍‌ ଭିଡିଓ ଦେଖି ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରୁ ୫୦୦ରୁ ଅଧିକ କାର୍‌ ଚୋରି କରିଛନ୍ତି। ୫ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ଥିବା ଅଭିଯୁକ୍ତ ତାଜ୍‌ ମହମ୍ମଦ ଅଟୋରିକ୍ସା ଚଳାଇ ଗୁଜୁରାଣ ମେଣ୍ଟାଉଥିଲେ। ସେ ରୌନକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri