Home

ଟାଇମ୍ସ ନାଓ ବିଜ୍‌ନେସ ଏକ୍ସିଲେନ୍ସ ଆୱାର୍ଡ:ସୋଆକୁ ୭ ସମ୍ମାନ

ଭୁବନେଶ୍ୱର, ୨୪।୬(ଅସମାପିକା ସାହୁ):ପୂର୍ବ ଭାରତର ଶ୍ରେଷ୍ଠ ଇଞ୍ଜିନିୟରିଂ ଓ ମ୍ୟାନେଜମେଣ୍ଟ କଲେଜ ଭାବେ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନିକାଲ ଏଜୁକେଶନ ଆଣ୍ଡ୍‌ ରିସର୍ଚ୍ଚ(ଆଇଟିଇଆର) ଓ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ବିଜ୍‌ନେସ ଆଣ୍ଡ୍‌ କମ୍ପ୍ୟୁଟର ଷ୍ଟଡିଜ୍‌(ଆଇବିସିଏସ)କୁ ‘ଟାଇମ୍ସ ନାଓ ବିଜ୍‌ନେସ…

ଛାନିଆ ହେଲେଣି ଅଧିକାରୀ: ଛାଟ ପୂର୍ବରୁ ଗାଦି ଛାଡ଼ିବାକୁ ପ୍ରୟାସ

ବାରିପଦା,୨୪ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲାରେ ବଦଳି ଋତୁ ଆରମ୍ଭ ହେବା ପୂର୍ବରୁ ଅଧିକାରୀ, କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଛି। ଦୀର୍ଘଦିନ ଧରି ଜିଲାପାଳଙ୍କ କାର୍ଯ୍ୟାଳୟ ସମେତ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକରେ ଅଧିକାରୀ ଓ କର୍ମଚାରୀମାନେ କାମ ନ କରି ଆସନକୁ ଅକ୍ତିଆର କରି…

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଲେ ଦେଢ଼ବର୍ଷର ଶିଶୁ

ଯୋଡ଼ା,୨୪ା୬(ମାନସ ମହାନ୍ତି):କେନ୍ଦୁଝର ଜିଲା ଯୋଡ଼ା ସହରସ୍ଥିତ କଣ୍ଟ୍ରାକ୍ଟର କଲୋନୀରେ ରହୁଥିବା ବିଶ୍ୱଜିତ ବେଉରିଆଙ୍କ ଦେଢ଼ ବର୍ଷୀୟ ଶିଶୁପୁତ୍ର ଅକ୍ଷିତ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ଛୋଟ ବୟସରେ ବିନା ତାଲିମରେ ଇଂଲିଶ୍‌ ବର୍ଣ୍ଣମାଳାର ୨୬ ଅକ୍ଷର ଚିହ୍ନିବା ସହ…

ସ୍ବର୍ଣ୍ଣମନ୍ଦିରରେ ଯୋଗ କରି କ୍ଷମା ପ୍ରାର୍ଥନା

ଅମୃତସର,୨୪ା୬:ଜୁନ୍‌ ୨୧ରେ ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଥିବାବେଳେ ପଞ୍ଜାବର ଅମୃତସରସ୍ଥିତ ସ୍ବର୍ଣ୍ଣମନ୍ଦିରରେ ଜଣେ ଯୁବତୀ ଯୋଗାଭ୍ୟାସ କରି ଅଡ଼ୁଆରେ ଫସିଛନ୍ତି। ଇନ୍‌ଫ୍ଲ୍ୟୁଏନ୍ସର ଅର୍ଚ୍ଚନା ମକ୍‌ଓ୍ବାନା ଯୋଗ କରୁଥିବାବେଳର ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବାପରେ…

ଆଜିଠୁ ସ୍ବାଭାବିକ ଚାଲିବ ସ୍କୁଲ

ଭୁବନେଶ୍ୱର, ୨୪।୬ (ଅସମାପିକା ସାହୁ):ରାଜ୍ୟରେ ଏବେ ପାଗ ଅନୁକୂଳ ରହିଛି। ତେଣୁ ସୋମବାରଠାରୁ ସ୍କୁଲ ସ୍ବାଭାବିକ ସମୟରେ ଚାଲିବ। ଏ ନେଇ ରବିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପୂର୍ବରୁ ଖରା ଓ…

ଲୋକ ସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଭାଜପା-ବିରୋଧୀ ବାକଯୁଦ୍ଧ, ପ୍ରୋଟେମ ସ୍ପଇକରଙ୍କଉ ସମର୍ଥନ ଦେବନି ଇଣ୍ଡିଆ

ନୂଆଦିଲ୍ଲୀ,୨୩।୬: ୧୮ତମ ଲୋକ ସଭାର ପ୍ରଥମ ସ୍ବତନ୍ତ୍ର ଅଧିବେଶନ ସୋମବାର ଠାରୁ ଆରମ୍ଭ ହେଉଛି। ସୋମବାର ଓ ମଙ୍ଗଳବାର ଦିନ ନୂଆ ନିର୍ବାଚିତ ଏମପିମାନେ ଶପଥ ଗ୍ରହଣ କରିବେ। ନବ ନିର୍ବାଚିତ ଏମପିଙ୍କ ଶପଥ ଗ୍ରହଣ କରିବା ପାଇଁ ରାଷ୍ଟ୍ରପତି ଭାଜପା…

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ଏମିତି କରିବାରେ ବିଶ୍ୱର ପ୍ରଥମ ମହିଳା ଖେଳାଳି

ବେଙ୍ଗାଲୁରୁ,୨୩ା୬:ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଦଳ ବର୍ତ୍ତମାନ ଭାରତ ଗସ୍ତରେ ଅଛନ୍ତି। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଟିମ ଇଣ୍ଡିଆ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିଛି। ଟିମ ଇଣ୍ଡିଆ ଏହି ସିରିଜକୁ ୩-୦ରେ ଜିତିବାରେ ସଫଳ…

ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ: ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର

ଭୁବନେଶ୍ୱର, ୨୩।୬(ସୁନିତ୍‌ ମିଶ୍ର): ସମ୍ପ୍ରତି ରାଜ୍ୟରେ ଦେଖାଦେଇଥିବା ବିଭିନ୍ନ ଅତ୍ୟାବଶ୍ୟକ ଖାଉଟି ସାମଗ୍ରୀର ମୂଲ୍ୟବୃଦ୍ଧି ସମ୍ପର୍କରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦ୍‌ବେଗ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଏ ସମ୍ବନ୍ଧରେ ସମୀକ୍ଷା କରିଛନ୍ତି। ରାଜ୍ୟର ଖାଉଟିମାନେ…

କେନ୍ଦୁଝରରୁ ନବୀନଙ୍କୁ ସିଧାସଳଖ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ, ନିଶ୍ୱାସ ପଡିଲା…

କେନ୍ଦୁଝର,୨୩।୬(ନରେଶ ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶନିବାର କେନ୍ଦୁଝର ଜିଲା ଗସ୍ତ କରିଛନ୍ତି। କେନ୍ଦୁଝରରେ ମା’ ତାରିଣୀଙ୍କୁ ଦର୍ଶନ କରିବା ପରେ ପ୍ରାୟ ୪ କି.ମି. ବିଶାଳ ରୋଡ଼ ଶୋ’ କରିଛନ୍ତି। ଏହି ସମୟରେ କେନ୍ଦୁଝରରେ ଏକ ସଭାରେ ଯୋଗ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ୫ଲକ୍ଷ ଲୋକଙ୍କୁ ମିଳିବ ମାଗଣା ଘର, ଏମାନଙ୍କୁ ମିଳିବ…

ଭୁବନେଶ୍ୱର,୨୩।୬: ସରକାର ଆସୁ ଆସୁ ଆକ୍ସନ ମୋଡରେ ମୋହନ ସରକାର। ଓଡ଼ିଶାରେ କ୍ଷମତାକୁ ଆସୁଆସୁ ୧୦୦ଦିନ ଭିତରେ ସୁଭଦ୍ରା ଯୋଜନା ଲାଗୁ କରିବାକୁ ନିର୍ଦ୍ଦେଶ ଦେବା ସହିତ ପିଏମ କିଷାନ ନିଧିରେ କୃଷକଙ୍କୁ କିସ୍ତିରେ ଟଙ୍କା ପଠାଇଛନ୍ତି। ଏହି ୧୦୦ ଦିନ…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା: ୭୫୦ ପରୀକ୍ଷାର୍ଥୀ ଆସିଲେନି

ନୂଆଦିଲ୍ଲୀ,୨୩ା୬:ଏନ୍‌ଇଇଟି-ୟୁଜି ପରୀକ୍ଷାରେ ଅନିୟିତତା ଓ ରେଜଲ୍ଟ ବିଭ୍ରାଟ ଘଟଣାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗ୍ରେସ୍‌ ମାର୍କ ପାଇଥିବା ୧,୫୬୩ ପରୀକ୍ଷାର୍ଥୀଙ୍କୁ ସାନି ପରୀକ୍ଷା ଦେବା ପାଇଁ ସୁଯୋଗ ଦିଆଯାଇଥିଲା। ପରୀକ୍ଷା ନ ଦେଲେ ଗ୍ରେସ୍‌ମାର୍କକୁ ବାଦ୍‌ ଦିଆଯାଇ ଅବଶିଷ୍ଟ ମାର୍କକୁ ସେମାନଙ୍କ…

ଆର୍‌ଏଲ୍‌ଭି ଲ୍ୟାଣ୍ଡିଂରେ ଇସ୍ରୋର ହାଟ୍ରିକ୍‌ ସଫଳତା

ନୂଆଦିଲ୍ଲୀ,୨୩ା୬:ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଏହାର ପୁନଃ ଉତ୍‌କ୍ଷେପଣଯୋଗ୍ୟ ଯାନ (ଆର୍‌ଏଲ୍‌ଭି)କୁ ରବିବାର କ୍ରମାଗତ ତୃତୀୟ ଥର ପାଇଁ ନିରାପଦର ସହ ଅବତରଣ କରାଇ ହ୍ୟାଟ୍ରିକ୍‌ ସଫଳତା ହାସଲ କରିଛି। କୌଣସି ମହାକାଶ ସଂସ୍ଥା ପାଇଁ ଏହା ଏକ ବିରଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?