ପ୍ରବଳ ରାଗିଗଲେ ଆରସିବି ଅଧିନାୟକ: ପରାଜୟର କାରଣ ବଖାଣିଲେ
ମୁମ୍ବାଇ,୧୨।୪: ଆଇପିଏଲର ୨୫ ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଚୌକା ଓ ଛକା ବର୍ଷା ହୋଇଥିଲା।ବ୍ୟାଟ୍ସମ୍ୟାନ୍ମାନେ ମଧ୍ୟ ମୋଟ ପାଞ୍ଚ ଅର୍ଦ୍ଧଶତକ ହାସଲ କରିଥିଲେ। ଯଦି ଦେଖାଯାଏ, ତେବେ ଲିଗ୍ରେ…
ବିଜେଡି ବିଧାୟକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ନାଏବ ସରପଞ୍ଚ
ନବରଙ୍ଗପୁର,୧୨।୪(ସଦାଶିବ ପ୍ରହରାଜ):ଋଣ ଦେବାକୁ କହି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଏସ୍ଏଚ୍ଜି ମହିଳାଙ୍କୁ ବିଜେଡିରେ ମିଶାଉଥିବା ଅଭିଯୋଗ କରିଛନ୍ତି ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଞ୍ଚାୟତ ନାଏବ ସରପଞ୍ଚ ରଶ୍ମିତା ସାହୁ। ସେ ଗୁରୁବାର ଭାଜପାର ଏକ ମିଶ୍ରଣ କାର୍ଯ୍ୟକ୍ରମରେ ଯୋଗଦେଇ ଏହି…
୧୭ହଜାର ଫୁଟ ଉପରୁ ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିଶାଇଲରୁ ଫାୟରିଂ, ସିକ୍କିମରେ ଚାଇନାକୁ ଦମ ଦେଖାଇଲେ ସେନା
ଗୁଆହାଟି,୧୨।୪: ଗୁରୁବାର ସେନାର ତ୍ରିଶକ୍ତି କୋରର ଏକ ପ୍ରଶିକ୍ଷଣ ଅଭ୍ୟାସ ସମୟରେ ସିକ୍କିମରେ ୧୭,୦୦୦ ଫୁଟ ଉଚ୍ଚରେ ଆଣ୍ଟି-ଟ୍ୟାଙ୍କ ଗାଇଡ ମିଶାଇଲ (ଏଟିଜିଏମ) ଗୁଳି ଚଳାଇଥିଲା। ଇଷ୍ଟର୍ନ କମାଣ୍ଡର ମିଶାଇଲ ଫାୟାରିଂ କଣ୍ଟିଜେଣ୍ଟସ ତାଲିମ ଅଭ୍ୟାସରେ ଭାଗ ନେଇଥିଲେ। ଏକ୍ସରସାଇଜ ସମୟରେ…
ପୂର୍ବତନ ମନ୍ତ୍ରୀ କମଳା ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୨ା୪: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ ଘଟିଛି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି,ପୂର୍ବତନ ବିଧାୟିକା ତଥା ମନ୍ତ୍ରୀ ଡାଃ କମଳା ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ…
ମୃତ ସୈନିକଙ୍କ ଆତ୍ମାକୁ ବିବାହ କରିଛନ୍ତି ମହିଳା, ଭୂତଙ୍କ ସହ ହୁଅନ୍ତି କଥାବାର୍ତ୍ତା
ଲଣ୍ଡନ: ମଣିଷମାନେ ଭୂତମାନଙ୍କୁ କେତେ ଭୟ କରନ୍ତି ନିଶ୍ଚିତ ଭଲ ଭାବରେ ଜାଣିଥିବେ। ଏହି କାରଣରୁ ଲୋକମାନେ ରାତିରେ କବରସ୍ଥାନ କିମ୍ବା ଶବଦାହ ପରି ସ୍ଥାନକୁ ଯାଆନ୍ତି ନାହିଁ। କିନ୍ତୁ ଜଣେ ବ୍ରିଟିଶ ମହିଳା ଭୂତମାନଙ୍କ ସହ କଥା ହେବାକୁ ପସନ୍ଦ…
ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ପ୍ରସ୍ତୁତ ହେଉଛନ୍ତି ସରକାର: ଆତିଶି
ନୂଆଦିଲ୍ଲୀ,୧୨।୪: ଆମ ଆଦମୀ ପାର୍ଟି ସରକାରର ମନ୍ତ୍ରୀ ଆତିଶି ଦାବି କରିଛନ୍ତି ଯେ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ମୋଦି ସରକାର ପ୍ରସ୍ତୁତ ହେଉଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀରେ ନିର୍ବାଚିତ ସରକାରଙ୍କ ବିରୋଧରେ ଷଡଯନ୍ତ୍ର ଚାଲିଛି ବୋଲି ତାଙ୍କ…
ପ୍ରଶଂସକଙ୍କୁ ଏମିତି ଅପିଲ୍ କଲେ ବିରାଟ କୋହଲି: ଜାଣିଲେ କରିବେ ବାଃ ବାଃ
ମୁମ୍ବାଇ,୧୨।୪: ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୪ ରେ ନିଜ ଘରୋଇ ଗ୍ରାଉଣ୍ଡରେ ଦ୍ୱିତୀୟ ବିଜୟ ହାସଲ କରିଛି। ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୭ ଉଇକେଟରେ ପରାସ୍ତ କରିଛନ୍ତି। ୧୯୭ ରନର ଲକ୍ଷ୍ୟକୁ ପିଛା କରି ମୁମ୍ବାଇ ୧୫.୩ ଓଭରରେ ଲକ୍ଷ୍ୟ…
ଚାଇନାର ବଢିବ ଟେନ୍ସନ୍: ଆମେରିକା କରୁଛି ଏମିତି ପ୍ଲାନ୍
ଓ୍ବାଶିଂଟନ୍,୧୨।୪: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ହ୍ବାଇଟ ହାଉସରେ ଫିଲିପାଇନ୍ସର ରାଜ୍ୟ ମୁଖ୍ୟମାନଙ୍କୁ ଭେଟିଛନ୍ତି। ଏହି ଦେଶଗୁଡିକ ମଧ୍ୟରେ ଏହା ହେଉଛି ପ୍ରଥମ ତ୍ରିପାକ୍ଷିକ ଆନୁଷ୍ଠାନିକ ବୈଠକ। ଏହି ତିନି ନେତାଙ୍କ ବୈଠକ ଚାଇନାର ବଢୁଥିବା ଚ୍ୟାଲେଞ୍ଜ ସହ ଜଡିତ ଅଛି।…
କୋହଲି-ସଚିନଙ୍କ ରେକର୍ଡ ନୁହେଁ, ଏହି କ୍ରିକେଟର୍ଙ୍କ ରେକର୍ଡ ଭାଙ୍ଗିବାକୁ ଚାହୁଁଛନ୍ତି ପାକିସ୍ତାନ ଅଧିନାୟକ
ଇସଲାମାବାଦ୍,୧୨।୪:କ୍ରିକେଟ ଦୁନିଆର କେଉଁ ବଡ଼ ରେକର୍ଡ ପାକିସ୍ତାନ ଅଧିନାୟକ ବାବର ଆଜାମ ତାଙ୍କ କ୍ୟାରିଅରରେ ଭାଙ୍ଗିବାକୁ ଚାହୁଁଛନ୍ତି? ବାବର ଏ ସମ୍ପର୍କରେ ନିଜର ମତ ଦେଇଛନ୍ତି। ଭାରତୀୟ ପ୍ରଶଂସକମାନେ ବାବର ଦେଇଥିବା ଉତ୍ତର ଜାଣି ଆଶ୍ଚର୍ଯ୍ୟ ହେବେ। କାରଣ ସଚିନ କି…
ପଦ୍ମ ଧରିଲେ ପୂର୍ବତନ ବିଧାୟକ, କହିଲେ-କୋଟିଏ ଟଙ୍କାର ଲୋଭ ଦେଖାଉଛି ବିଜେଡି
ଭୁବନେଶ୍ୱର,୧୨।୪: ଭାଜପାରେ ସାମିଲ ହେଲେ ପୂର୍ବତନ ବିଧାୟକ କୈଳାଶ କୁଲେସିକା। ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଶୁକ୍ରବାର ସେ ଭାଜପାରେ ମିଶିଛନ୍ତି। ଭାଜପାରେ ଯୋଗ ଦେଇସାରିବା ପରେ କୈଳାଶ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଲକ୍ଷ୍ମୀପୁର ପାଇଁ ବିଜେଡି…
ଶିକ୍ଷିତ ବେକାରଙ୍କ ସଂଖ୍ୟା ବଢୁଛି
ସୋନପୁର,୧୨।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ଶିକ୍ଷିତ ବେକାରଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି। ନିଯୁକ୍ତି ସୁଯୋଗ ନ ଥିବାରୁ ଶିକ୍ଷିତ ଯୁବତୀଯୁବକମାନେ ବାହାର ରାଜ୍ୟକୁ କାମ କରିବାକୁ ଯାଉଛନ୍ତି। ଏହି ଜିଲାରେ ପର୍ଯ୍ୟଟନର ଅପାର ସମ୍ଭାବନା ରହିଛି। ଜଙ୍ଗଲ, ପାହାଡ, ଜଳଭଣ୍ଡାର…
ପ୍ରଥମ ବୋଲର୍ ଭାବେ ଏମିତି କାରନାମା କଲେ ଜସପ୍ରୀତ ବୁମ୍ରା
ନୂଆଦିଲ୍ଲୀ,୧୨।୪: ଆଇପିଏଲ ୨୦୨୪ର ୨୫ତମ ଲିଗ ମ୍ୟାଚରେ ମୁମ୍ବାଇ ଆରସିବିକୁ ପରାସ୍ତ କରିଛି। ଏହି ମ୍ୟାଚ୍ରେ ମୁମ୍ବାଇର ଦ୍ରୁତ ବୋଲର ଜସପ୍ରୀତ ବୁମ୍ରାଙ୍କ ବୋଲିଂ ଚମତ୍କାର ଥିଲା। ଏହି ମ୍ୟାଚରେ ବୁମରା ତାଙ୍କ ଦଳ ପାଇଁ ସର୍ବାଧିକ ୫ ଉଇକେଟ ନେଇଥିଲେ।…
Archives


