Home

ଉଚ୍ଚ ରକ୍ତଚାପରେ ପୀଡ଼ିତ କି? ଭୁଲ୍‌ରେ ବି ଖାଆନ୍ତୁ ନାହିଁ ଏହି ୬ ଖାଦ୍ୟ…

ଉଚ୍ଚ ରକ୍ତଚାପର ସ୍ଥାୟୀ ଉପଚାର କିଛି ନାହିଁ। ହେଲେ ଔଷଧ ଏବଂ ଖାଦ୍ୟପେୟରେ ସାବଧାନତା ଅବଲମ୍ବନ କଲେ ଏହାକୁ ନିୟନ୍ତ୍ରଣକୁ ଅଣାଯାଇପାରେ। ରକ୍ତଚାପ ୧୨୦/୮୦ ଥିଲେ ଏହାକୁ ସାଧାରଣ କୁହାଯାଏ । ମାତ୍ର ଏହା ବଢ଼ିଯାଇ ୧୩୦/୯୦ ହେଲେ ଏହା ଚିନ୍ତାଜନକ…

ଘରେ ପଶି କୁକୁର ଶିକାର କଲା ଚିତାବାଘ, କ୍ୟାମେରାରେ କଏଦ ହେଲା ଲୋମହର୍ଷଣକାରୀ ଦୃଶ୍ୟ, ଦେଖନ୍ତୁ…

ଜଙ୍ଗଲର ଘାତକ ଶିକାରୀଙ୍କ ମଧ୍ୟରୁ ଚିତାବାଘ ଅନ୍ୟତମ। ଏହା ଥରେ ଶିକାର ଉପରେ ଆଖି ପକାଇଲେ ତାର ବଞ୍ଚିବା ଏକପ୍ରକାର ଅସମ୍ଭବ। ହେଲେ ଜଙ୍ଗଲର ଏହି ଜନ୍ତୁକୁ ଜନବସତିରେ ଶିକାର କରୁଥିବା ଦେଖିଛନ୍ତି କି। ହୁଏତ ନା। କିଛି ଏଭଳି ଦୃଶ୍ୟ…

ରାଜ୍ୟ ସଭାରେ ବଦଳିଯିବ ଗଣିତ, ଭାଜପାକୁ ମିଳିବ ମ୍ୟାଜିକ୍‌ ନମ୍ବର

ନୂଆଦିଲ୍ଲୀ,୨୮ା୨: ଚଳିତ ବର୍ଷ ଏପ୍ରିଲରେ ଶାସକ ଭାଜପା ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ୍‌ ଆଲାଇନ୍ସ (ଏନ୍‌ଡିଏ) ରାଜ୍ୟ ସଭାରେ ସଂଖ୍ୟାଗରିଷ୍ଠତା ହାସଲ କରିବାର ସମ୍ଭାବନା ରହିଛି। ଯେତେବେଳେ ନାମାଙ୍କିତ ବର୍ଗ ଅନ୍ତର୍ଭୁକ୍ତ ଅବଶିଷ୍ଟ ୬ଟି ସିଟ୍‌ ପୂରଣ ହେବ ଏବଂ ନୂତନ ନିର୍ବାଚିତ…

ପ୍ରେମରେ କିଭଳି ପଡ଼ନ୍ତି ଲୋକେ, ଲାଇଭ୍‌ କ୍ୟାମେରାରେ କଏଦ ହେଲା ଦୃଶ୍ୟ; ଦେଖନ୍ତୁ Video…

ପ୍ରେମରେ କିଭଳି ପଡ଼ନ୍ତି କେବେ ଦେଖିଛନ୍ତି କି, ହୁଏତ ନା। ସୋସିଆଲ ମିଡିଆରେ ଏଭଳି ଏକ ମଜାଦାର ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏହାର ଉଦାହରଣ ଦେଖିବାକୁ ମିଳୁଛି। ଆପର ଭାବୁଥିବେ କିଭଳି। ତେବେ ତାହା ଭିଡିଓ ଦେଖିଲେ ଆପେଆପେ ବୁଝିଯିବେ।…

FASTag KYC: ଫେବୃଆରୀ ୨୯ ପୂର୍ବରୁ ଅପ୍‌ଡେଟ୍‌ କରି ନିଅନ୍ତୁ ଫାଷ୍ଟଟ୍ୟାଗ୍‌ କଓ୍ବୋଇସି, ନଚେତ ଟୋଲ୍‌ରେ ଅସୁବିଧାରେ ପଡ଼ିବେ…

ନୂଆଦିଲ୍ଲୀ,୨୮।୨: ନ୍ୟାଶନାଲ ହାଇଓ୍ବେ ଅଥୋରିଟି ଅଫ୍‌ ଇଣ୍ଡିଆ(ଏନ୍‌ଏଚ୍‌ଏଆଇ) ସ୍ପଷ୍ଟ କରିଛି ଯେ ଯେଉଁ ଫାଷ୍ଟଟ୍ୟାଗ୍‌ ବ୍ୟବହାରକାରୀ କଓ୍ବୋଇସି ଅପ୍‌ଡେଟ୍‌ କରିନାହାନ୍ତି, ତାଙ୍କର ଟ୍ୟାଗ୍‌କୁ ଫେବୃୟାରୀ ୨୯ ପରଠାରୁ ବ୍ଲାକ୍‌ଲିଷ୍ଟ କରିଦିଆଯିବ। ଏଥିପାଇଁ ଆପଣ ଯଦି ନିଜର ଯାନକୁ ଫାଷ୍ଟଟ୍ୟାଗ୍‌ ବ୍ୟାଙ୍କରୁ କଓ୍ବୋଇସି…

ମୋ ଗର୍ଲଫ୍ରେଣ୍ଡକୁ ଦେଖ…କହି ଏମିତି କାମ କଲେ ଅଙ୍କଲ୍‌: ସାଉଁଟୁଛନ୍ତି ପ୍ରଶଂସା

ପ୍ରେମ ପାଇଁ କୌଣସି ବୟସ ନାହିଁ। ଯଦି ଜୀବନ ଖୁସିରେ ବଞ୍ଚନ୍ତି, ତେବେ ଏହା ବହୁତ ସୁନ୍ଦର ହୋଇଯାଏ। ଏହି ଉକ୍ତିଟି ଜଣେ ବୃଦ୍ଧ ଦମ୍ପତିଙ୍କ ସହିତ ସମ୍ପୂର୍ଣ୍ଣ ଫିଟ ହୋଇଛି। ଏହି ବୃଦ୍ଧ ଦମ୍ପତି ଏକ ଚ୍ୟାଲେଞ୍ଜରେ ଭାଗ ନେଇଥିଲେ,…

ମୋଦି ମଡେଲ୍‌ କପି କରୁଛି ପାକିସ୍ତାନ!

ଇସଲାମାବାଦ୍‌,୨୮।୨: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଇତିହାସ ସୃଷ୍ଟି କରି ମରିୟମ ନୱାଜ ସରିଫ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହି ପଦ ଗ୍ରହଣ କରିବା ପରେ ସେ ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ, ସେ ପଞ୍ଜାବକୁ ବହୁତ ଆଗକୁ ନେବାକୁ ଚାହୁଁଛନ୍ତି। ସେ…

ନବୀନଙ୍କୁ ସାକ୍ଷାତ କଲେ ବିଲ୍‌ ଗେଟ୍‌ସ

ଭୁବନେଶ୍ୱର,୨୮ା୨: ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବୁଧବାର ଓଡ଼ିଶା ଗସ୍ତରେ ଆସି ରାଜଧାନୀର ବିଭିନ୍ନ ଅଞ୍ଚଳ ବୁଲିଛନ୍ତି। ଏହି ଗସ୍ତ ସମୟରେ ସେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ବିଲ୍‌ ଗେଟ୍‌ସ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ…

ବିବାଦ ଘନେଇଲା, ହନୁମାଙ୍କ ସପକ୍ଷରେ ବାହାରିବାକୁ ଖେଳାଳିଙ୍କୁ ଧମକ ଦିଆଯାଇଥିବା କହିଲା ଏସିଏ

ହାଇଦ୍ରାବାଦ,୨୮।୨: ଅଧିନାୟକ ପଦରୁ ହଟାଯିବା ପରେ ହନୁମା ବିହାରୀ ଆନ୍ଧ୍ରପ୍ରଦେଶ କ୍ରିକେଟ ଟିମ୍‌ ଛାଡ଼ିବା ନେଇ ଇଚ୍ଛା ପ୍ରକାଶ କରିଛନ୍ତି। ରାଜନୈତିକ ହସ୍ତକ୍ଷେପ ଯୋଗୁ ସେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ଏଭଳି ସ୍ଥିତିରେ ଆନ୍ଧ୍ର ପ୍ରଦେଶ କ୍ରିକେଟ ଆସୋସିଏଶନ ହନୁମାଙ୍କ…

ଭାରତକୁ ନିଜ ମାଟିରେ ହରାଇବା କାଠିକର ପାଠ: ମାନିଲେ ଇଂଲଣ୍ଡର ପୂର୍ବତନ କ୍ରିକେଟର

ରାଞ୍ଚି,୨୮।୨: ଭାରତ ବିପକ୍ଷ ରାଞ୍ଚିରେ ଟେଷ୍ଟ ସିରିଜ ପରାଜୟ ପରେ ଇଂଲଣ୍ଡ ପ୍ରଦର୍ଶନକୁ ସମାଲୋଚନା କରାଯାଉଛି। ଇଂଲଣ୍ଡର ପୂର୍ବତନ କ୍ରିକେଟର ମାଇକେଲ ଆଥର୍ଟନ ନିଜ ଦେଶକୁ କିନ୍ତୁ ଅଧିକ ସମାଲୋଚନା କରିନାହାନ୍ତି। ସେ କହିଛନ୍ତି, ଜୋ ରୁଟ, ଯୁବ ସ୍ପିନର ଶୋଏବ…

ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା, ଚିକିତ୍ସା ପାଇଁ ଲଣ୍ଡନ ଗଲେ…

ନୂଆଦିଲ୍ଲୀ,୨୮।୨: ଭାରତର ବରିଷ୍ଠ ବ୍ୟାଟ୍ସମ୍ୟାନ୍‌ କେ.ଏଲ୍‌. ରାହୁଲ ଇଂଲଣ୍ଡ ବିପକ୍ଷ ୫ମ ତଥା ଅନ୍ତିମ ଧର୍ମଶାଳା ଟେଷ୍ଟ ବି ଖେଳି ପାରିବେ ନାହିଁ। କାରଣ ତାଙ୍କ ଡାହାଣ ଜଙ୍ଘରେ କଷ୍ଟ ଅନୁଭବ ହେଉଛି। ଏହାକୁ ନେଇ ସେ ଅଧିକ ଚିକିତ୍ସା ଲାଗି…

ଅଂଶୁଘାତ ମୁକାବିଲାରେ ମୋବାଇଲ ଆପ୍‌ କରିବ ସଚେତନ

ଛତ୍ରପୁର,୨୮ା୨(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗ୍ରୀଷ୍ମର ପ୍ରକୋପ ଧୀରେ ଧୀରେ ବଢ଼ି ଚାଲିଥିବା ବେଳେ ଗ୍ରୀଷ୍ମ ପ୍ରବାହର ଉପଯୁକ୍ତ ମୁକାବିଲା ଓ ପରିଚାଳନା ନିମନ୍ତେ ଆଜି ଗଞ୍ଜାମ ଜିଲାରେ ଓଡ଼ିଶା ବିପର୍ଯୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହାୟତାରେ ଏକ ଜିଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri