Home

କଂଗ୍ରେସର ବଡ଼ ଘୋଷଣା: ମିଳିବ ୩୦ ଲକ୍ଷ ଚାକିରି

ଜୟପୁର,୭।୩: ରାଜସ୍ଥାନର ବଂଶଓ୍ବାରାଠାରେ ଗୁରୁବାର ଆୟୋଜିତ ଭାରତ ଯୋଡୋ ନ୍ୟାୟ ଯାତ୍ରାର ସାଧାରଣ ସଭାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯୁବ ନ୍ୟାୟ ପାଇଁ ପାଞ୍ଚଟି ବଡ ଗ୍ୟାରେଣ୍ଟି ଦେଇଛନ୍ତି। ଯଦି ଦଳ କେନ୍ଦ୍ରରେ ସରକାର ଗଠନ କରନ୍ତି ତେବେ ରାହୁଲ…

ଶ୍ରୀନଗରରେ ମୋଦିଙ୍କୁ ମିଳିଲେ ନୂଆ ବନ୍ଧୁ, ନାଜିମଙ୍କ ଡିମାଣ୍ଡକୁ ତୁରନ୍ତ ପୂରଣ କଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର,୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର (୭ ମାର୍ଚ୍ଚ) ଶ୍ରୀନଗର ଗସ୍ତ କରିଛନ୍ତି। ସେ ବକ୍ସି ଷ୍ଟାଡିୟମରୁ ୬୪୦୦କୋଟି ଟଙ୍କା ମୂଲ୍ୟର ୫୩ ଟି ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଜନତାଙ୍କୁ ସମ୍ବୋଧିତ କରିବାବେଳେ ସେ କାଶ୍ମୀରର ବିକାଶ ବିଷୟରେ ଆଲୋଚନା…

୪୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ କୁଲଦୀପ

ଧର୍ମଶାଳା,୭।୩: ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପଞ୍ଚମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୧୮ ରନ୍‌ରେ ଅଲଆଉଟ୍‌ ହୋଇଛି। ଇଂଲଣ୍ଡ ବିପକ୍ଷରେ ନିଜର ସ୍ପିନ ଶୈଳୀ…

ସଞ୍ଜୟ ସିଂ-ମନୀଷ ସିସୋଡିଆଙ୍କୁ ମିଳିଲା ନାହିଁ ଆଶ୍ୱସ୍ତି

ନୂଆଦିଲ୍ଲୀ,୭।୩: ଦିଲ୍ଲୀ ଲିକର ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଆମ ଆଦମୀ ପାର୍ଟି (ଏଏପି) ଏମପି ସଞ୍ଜୟ ସିଂ ଏବଂ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ କୋର୍ଟରୁ କୌଣସି ଆଶ୍ୱସ୍ତି ପାଇନାହାଁନ୍ତି। ଏହି ମାମଲାରେ କୋର୍ଟ ପୁଣି…

କିଏ ଅଧିକ ଚାକିରି ଦେଇଛନ୍ତି ନୀତୀଶ ନା ତେଜସ୍ବୀ

ପାଟନା,୭ା୩: ଜାତୀୟ ରାଜନୀତିକୁ ନେଇ ଚର୍ଚ୍ଚିତ ବିହାରରେ ଆଜିକାଲି ନିଯୁକ୍ତି ପ୍ରସଙ୍ଗ ସବୁଠାରୁ ଅଧିକ ପ୍ରାଧାନ୍ୟ ପାଲଟିଛି। ଏନ୍‌ଡିଏ ହେଉ କିମ୍ବା ମହାଗଠବନ୍ଧନ ହେଉ ନିଯୁକ୍ତି ପ୍ରସଙ୍ଗକୁ ଦୃଷ୍ଟିରେ ରଖି ନିର୍ବାଚନ କ୍ଷେତ୍ରକୁ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛନ୍ତି। ବିହାରରେ ରୋଜଗାର…

କୁଲଦୀପଙ୍କ ଚମତ୍କାର ବୋଲିଂ: ୨୧୮ ରନ୍‌ରେ ଇଂଲଣ୍ଡ ଅଲଆଉଟ୍‌

ଧର୍ମଶାଳା,୭।୩: ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ ଧର୍ମଶାଳାର ଏଚପିସିଏ ଷ୍ଟାଡିୟମରେ ଖେଳାଯାଉଛି। ଟସ୍‌ ଜିତି ଇଂଲଣ୍ଡ ପ୍ରଥମ ବ୍ୟାଟିଂ କରି ପ୍ରଥମ ଇନିଂସ ୨୧୮…

ଅଶ୍ୱିନଙ୍କ ୧୦୦ତମ ଟେଷ୍ଟରେ କେକ୍‌ କାଟି ସେଲିବ୍ରେଟ୍‌ କଲେ ସୁନୀଲ ଗାଭାସ୍କର? ଏହା ହେଉଛି ବଡ଼ କାରଣ…

ଧର୍ମଶାଳା,୭।୩: ଇଂଲଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟ ଧର୍ମଶାଳାରେ ଖେଳାଯାଉଛି। ରବିଚନ୍ଦ୍ରନ ଅଶ୍ୱିନ ଏଠାରେ କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ୍‌ ଖେଳୁଛନ୍ତି। ସେହିଭଳି ଦେବଦତ୍ତ ପଡ୍ଡିକଲ ଡେବ୍ୟୁ କରିଥିବାରୁ ତାଙ୍କ ପାଇଁ ଏହି ମ୍ୟାଚ୍‌ ସ୍ବତନ୍ତ୍ର ପାଲଟିଛି। ଏସବୁ ସତ୍ତ୍ୱେ ଷ୍ଟାଡିୟମର କମେଣ୍ଟ୍ରି…

ଠିକା କର୍ମଚାରୀଙ୍କ ଦରମା ବଢ଼ାଇଲେ ସରକାର

ଭୁବନେଶ୍ୱର,୭ା୩(ଅସମାପିକା ସାହୁ): ସେବା ପ୍ରଦାନକାରୀ ସଂସ୍ଥା ଦ୍ବାରା ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା ଠିକା କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅନେକ ପଦକ୍ଷେପ ବିଷୟରେ ଘୋଷଣା କରିଛନ୍ତି। ଏହି କର୍ମଚାରୀମାନଙ୍କ ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି ଘୋଷଣା…

ଘରକୁ ଆଣିବାର ୨୪ ଘଣ୍ଟା ବି ହୋଇନି, ଚୋରି ହୋଇଗଲା ଅଭିନେତାଙ୍କ ନୂଆ ଭିଣ୍ଟେଜ୍‌ କାର୍‌

ବମ୍ବେ: ଘରକୁ ଆଣିବାର ଚବିଶ ଘଣ୍ଟା ବି ହୋଇନାହିଁ, ଚୋରି ହୋଇଯାଇଛି ଅଭିନେତାଙ୍କ କାର୍‌। ଆମେ କହୁଛୁ ଟେଲି ପରଦାର ଲୋକପ୍ରିୟ ଅଭିନେତା କରନ୍‌ କୁନ୍ଦ୍ରାଙ୍କ ବିଷୟରେ। ନିକଟରେ ସେ ଏକ ଭିଣ୍ଟେଜ୍‌ କାର୍‌ କିଣିଥିଲେ। ଏହାର କିଛି ଫଟୋ ସୋସିଆଲ…

‘ପୃଥିବୀର ସ୍ବର୍ଗକୁ ଆସିବା ଏକ ନିଆରା ଅନୁଭୂତି’

ଶ୍ରୀନଗର,୭ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଶ୍ରୀନଗରରେ ପହଞ୍ଚିଛନ୍ତି। ମୋଦିଙ୍କ ଗସ୍ତ ପାଇଁ କଶ୍ମୀରର ପ୍ରତ୍ୟେକ କୋଣରେ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ଏବଂ ତାଙ୍କ କଥା ଶୁଣିବା ପାଇଁ ଲୋକଙ୍କ ମଧ୍ୟରେ ବିରାଟ ଉତ୍ସାହ ଦେଖିବାକୁ ମିଳିଛି।…

ଗୋପନରେ ବିବାହ କଲେ ରାଖୀଙ୍କ ପୂର୍ବତନ ସ୍ବାମୀ ଆଦିଲ, ଜାଣନ୍ତୁ ଧରିଲେ କାହା ହାତ…

ବମ୍ବେ: ବିବାହ କରିଛନ୍ତି ବିବାଦୀୟ ଅଭିନେତ୍ରୀ ରାଖୀ ସାଓ୍ବନ୍ତଙ୍କ ପୂର୍ବତନ ସ୍ବାମୀ ଆଦିଲ ଦୁରାନୀ। ସେ ବିଗ୍‌ବସ୍‌ ୧୨ ଫେମ୍‌ ସବା ଅଲ୍ଲୀ ଖାନ୍‌ଙ୍କ ସାନ ଭଉଣୀ ସୋମି ଅଲ୍ଲୀଙ୍କୁ ବିବାହ କରିଥିବା ଜଣାପଡ଼ିଛି। ଉଭୟ ଅନେକ ଦିନ ଧରି ସମ୍ପର୍କରେ…

କଶ୍ମୀରରେ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି

ଶ୍ରୀନଗର,୭ା୩: ୨୦୧୯ରେ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଜମ୍ମୁ କଶ୍ମୀର ଗସ୍ତରେ ପ୍ରଥମଥର ପାଇଁ ଶ୍ରୀନଗରରେ ପହଞ୍ଚିଛନ୍ତି। ସେ ‘ବିକାଶ ଭାରତ ବିକାଶ ଜମ୍ମୁ କଶ୍ମୀର’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି ଏବଂ କୃଷି ଅର୍ଥନୀତିକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri