ପାକିସ୍ତାନ ବଦଳାଇବ ଦେଶର ପ୍ରଥମ ମହିଳାଙ୍କ ପରିଭାଷା, ରାଷ୍ଟ୍ରପତିଙ୍କ ଝିଅଙ୍କୁ ଦିଆଯାଇପାରେ ପଦ
ଇସଲାମାବାଦ,୧୧।୩: ଦେଶର ଫାଷ୍ଟ ଲେଡି ଶବ୍ଦ ରାଷ୍ଟ୍ରପତିଙ୍କ ପତ୍ନୀ ଭାବରେ ଜଣାଶୁଣା । କିନ୍ତୁ ଭାରତର ପଡୋଶୀ ଦେଶ ପାକିସ୍ତାନ ଏହାର ସଂଜ୍ଞା ପରିବର୍ତ୍ତନ କରିବାକୁ ଯାଉଛି। ହଁ … ପାକିସ୍ତାନରେ ଏହି ସ୍ଥିତି ଆସିଫ ଭୁଟ୍ଟୋ ଜରଦାରୀଙ୍କ ଝିଅ ଆସିଫା…
ବିକାଶଠାରୁ ଦୂରରେ ଲୋକନାଥପୁର, ସମୂହ ଭୋଟ୍ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ
ଛତ୍ରପୁର,୧୧ା୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ବିପୁଳିଙ୍ଗୀ ପଞ୍ଚାୟତର ଲୋକନାଥପୁର ଶାସନ ଗାଁ ବିକାଶର ବହୁ ଦୂରରେ ରହିଛି। ରାସ୍ତାଘାଟଠୁ ନେଇ ମୌଳିକ ସମସ୍ୟାରେ ଜର୍ଜରିତ ଗ୍ରାମବାସୀ ଯାହାକୁ ନେଇ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି। ନିର୍ବାଚନ ସମୟରେ…
ମୁଁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମହିଳାଙ୍କ ବିଷୟରେ ଭାବିଛି: କାହିଁକି ଏମିତି କହିଲେ ମୋଦି
ନୂଆଦିଲ୍ଲୀ,୧୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରାଜଧାନୀ ଦିଲ୍ଲୀର ପୁସାସ୍ଥିତ ଜାତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନରେ ‘ସଶକ୍ତ ମହିଳା-ବିକଶିତ ଭାରତ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି ‘ନମୋ ଡ୍ରୋନ ଦିଦି’ ପକ୍ଷରୁ କୃଷି କ୍ଷେତ୍ରରେ ଡ୍ରୋନର ବ୍ୟବହାରକୁ…
ସବୁ ସୀମା ପାର: ଝିଅର ପେଟ କାଟି ଅନ୍ତନଳୀ ବାହାର କରିଦେଲେ ସର୍ଜନ ପିତା
ହିସାର,୧୧।୩: ହସାରର ଲାଲା ଲଜପତ ରାୟ ପ୍ରାଣୀ ଚିକିତ୍ସା ଏବଂ ପ୍ରାଣୀ ବିଜ୍ଞାନ ବିଶ୍ୱବିଦ୍ୟାଳୟ (LUWAS) ର ସର୍ଜିକାଲ ବିଭାଗରେ ପଶୁମାନଙ୍କ ଉପରେ ଅସ୍ତ୍ରୋପଚାର କରୁଥିବା ଡା. ସନ୍ଦୀପ ଗୋୟଲ ରବିବାର କ୍ରୁରତାର ସବୁ ସୀମା ଅତିକ୍ରମ କରିଛନ୍ତି। ଆତ୍ମହତ୍ୟା କରିବା…
ଲାଗିରହିଛି ସସପେନ୍ସ: ଭୁବନେଶ୍ୱରରେ ମେଣ୍ଟ ଘୋଷଣା କରିପାରନ୍ତି ନବୀନ-ଅମିତ ଶାହା!
ଭୁବନେଶ୍ୱର,୧୦।୩: ରାଜ୍ୟରେ ଭାଜପା ଏବଂ ବିଜେଡି ମେଣ୍ଟକୁ ନେଇ ସସପେନ୍ସ ଲାଗି ରହିଛି। ଭାଜପା ରାଜ୍ୟରେ ମେଣ୍ଟ ସମ୍ଭାବନାକୁ ବାରମ୍ବାର ଖାରଜ କରୁଥିବାବେଳେ ବିଜେଡି ନୀରବ ରହିଛି। ସେପଟେ ଭାଜପା ନେତୃତ୍ୱ ବାରମ୍ବାର ଦିଲ୍ଲୀ ଯାଉଥିଲେ ମଧ୍ୟ ମେଣ୍ଟକୁ ନେଇ ଅଙ୍କ…
ଓଲଟିଲା କ୍ଲୋରିନେଟ୍ ପାଉଡର ବୋଝେଇ ଟ୍ରକ୍, ଡ୍ରାଇଭର-ହେଲପର ଗୁରୁତର
କୋଟପାଡ଼,୧୧ା୩(ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ଠାରୁ ୩ କିଲୋମିଟର ଦୂର କୁହୁଡ଼ି ଗ୍ରାମ ନିକଟ ୬୩ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକ୍ ରବିବାର ରାତିରେ ଓଲଟି ପଡ଼ିଥିବା ବେଳେ ଡ୍ରାଇଭର ଓ ହେଲପର ଗୁରୁତର ହୋଇଥିବା ଜଣାପଡ଼ିଛି। ଟ୍ରକ୍ଟି କ୍ଲୋରିନେଟ୍…
‘ଟିଏମସି ରିଲ ସହ ରିୟଲ ଲାଇଫ ବଳାତ୍କାରୀରେ ଭରପୁର’, ଶତ୍ରୁଘ୍ନଙ୍କ ପ୍ରାର୍ଥୀତ୍ୱକୁ ନେଇ ମମତାଙ୍କୁ ଟାର୍ଗେଟ କଲା ଭାଜପା
କୋଲକାତା,୧୧।୩: ପଶ୍ଚିମବଙ୍ଗର ସମସ୍ତ ୪୨ଟି ଆସନ ପାଇଁ ତ୍ରୁଣମୂଳ କଂଗ୍ରେସ (ଟିଏମସି) ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଟିଏମସି ପୁଣି ଥରେ ଅଭିନେତାରୁ ରାଜାନେତା ହୋଇଥିବା ଶତ୍ରୁଘ୍ନ ସିହ୍ନାଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛି। ଦଳ ତାଙ୍କୁ ଆସାନସୋଲ ଆସନରୁ ପ୍ରାର୍ଥୀ…
ବେଆଇନ ବନ୍ଧୁକ କାରବାର: ଦୁର୍ଦ୍ଦାନ୍ତ ଅପରାଧୀ ବାବୁଆ ସହ ୩ ଜଣଙ୍କୁ ବାନ୍ଧିଲା ପୋଲିସ
କଟକ,୧୧ା୩(କାର୍ତ୍ତିକ ସାହୁ): ଜଗତପୁର ଥାନା ପୋଲିସ ବେଆଇନ ବନ୍ଧୁକ କାରବାର କରୁଥିବା ତିନି ଯୁବକଙ୍କୁ ସୋମବାର ଗିରଫ କରିଛି। ସେମାନଙ୍କ ନିକଟରୁ ତିନୋଟି ପିସ୍ତଲ ଓ ଗୋଟିଏ ରିଭଲଭର ସହ ୧୨ଟି ଜୀବନ୍ତ ଗୁଳି ଜବତ କରାଯାଇଛି। ଏଥି ସହ ସେମାନେ…
ହଠାତ୍ ପୁରୁଣା ମହିଳା ବନ୍ଧୁଙ୍କୁ ଦେଖି ଆଲିଙ୍ଗନ କଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ,୧୧।୩: ବହୁ ବର୍ଷ ପରେ ପୁନର୍ବାର ପୁରୁଣା ବନ୍ଧୁମାନଙ୍କୁ ଭେଟିବା ଅତ୍ୟନ୍ତ ସ୍ବତନ୍ତ୍ର। ନିକଟରେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ ରିପବ୍ଲିକ ସମିଟ୍ ୨୦୨୪ରେ ଅଧିବେଶନ ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ପୁରୁଣା ମହିଳା ବନ୍ଧୁଙ୍କୁ ଭେଟିଥିଲେ। କେବଳ ଏତିକି…
ମାତ୍ର ୧୬ ରନରେ ଅଲଆଉଟ୍ ହେଲା ଏହି ଦଳ, କୌଣସି ବ୍ୟାଟ୍ସମ୍ୟାନ କରିପାରିଲେ ନାହିଁ ୫ ରନ ସ୍କୋର
ନୂଆଦିଲ୍ଲୀ,୧୧।୩: ଗତ ବର୍ଷେ ମଧ୍ୟରେ ଅନେକ ଥର ଫାଇନାଲ ମ୍ୟାଚରେ ଦଳର ବ୍ୟାଟିଂ କ୍ରମର ଫ୍ଲପ ଦେଖିବାକୁ ମଳିଛି। ଏହାର ସର୍ବଶ୍ରେଷ୍ଠ ଉଦାହରଣ ହେଉଛି ଏସିଆ କପ ୨୦୨୩ର ଫାଇନାଲ। ଶ୍ରୀଲଙ୍କାର ବ୍ୟାଟିଂ ଲାଇନ ଅପ୍ ଫ୍ଲପ ପ୍ରମାଣିତ ହୋଇଥିଲା। ଏସିଆ…
ଇଲୋକ୍ଟ୍ରାଲ ବଣ୍ଡ ମାମଲାରେ ଏସବିଆଇ ମାଗିଲା ସମୟ, ସୁପ୍ରିମକୋର୍ଟ କହିଲେ ଲଫାପା ଖୋଲ ଡାଟା ଦିଅ
ନୂଆଦିଲ୍ଲୀ,୧୧।୩: ସୋମବାର ଅର୍ଥାତ୍ ମାର୍ଚ୍ଚ ୧୧, ୨୦୨୪ ନିର୍ବାଚନ ବା ଇଲୋକ୍ଟ୍ରାଲ ବଣ୍ଡ ମାମଲା ସମ୍ପର୍କରେ ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଯେତେବେଳେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ସବିଶେଷ ତଥ୍ୟ ଦେବାକୁ ଅଧିକ ସମୟ ମାଗିଥିଲା, ସୁପ୍ରିମକୋର୍ଟ ପଚାରିଥିଲେ ଏହି…
କଲେଜ ଛାତ୍ରୀଙ୍କ ଉପରେ ମାଡିଗଲା କାର୍
ତିହିଡ଼ି,୧୧ା୩(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାସ୍ତାର ନନ୍ଦପୁର ବଜାରରେ ସୋମବାର ପୂର୍ବାହ୍ନରେ କାର୍ ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତା ଛାତ୍ରୀଙ୍କ ନାଁ ପ୍ରଭାସିନୀ ନାୟକ ଏବଂ ସେ ତିହିଡ଼ି ଥାନା ଅଚକ ପଞ୍ଚାୟତ ଅଧୀନ ଖପରାବାଙ୍କ ଗ୍ରାମର ରମାକାନ୍ତ…
Archives


