Home

ମହୁଲ ପାଇଁ ନିଆଁରେ ନଷ୍ଟ ହେଉଛି ଜଙ୍ଗଲ

ମାଲକାନଗିରି,୧୨ା୩(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲାରେ ମାର୍ଚ୍ଚ ମାସ ଆରମ୍ଭରୁ ଗ୍ରୀଷ୍ମ ପ୍ରଭାବରୁ ଜଙ୍ଗଲରେ ଥିବା ଗଛଗୁଡିକ ପତ୍ରଝଡା ଦେଇଥାଏ। ଶୁଖିଲା ପତ୍ରରେ ଜଙ୍ଗଲ ଆଚ୍ଛାଦିତ ହୋଇଯାଏ। ଏହି ସମୟରେ ମହୁଲ ଗଛରେ ଫୁଲ ଫୁଟିବା ଆରମ୍ଭ ହୋଇଥାଏ ା ମହୁଲ ଗଛରୁ ସକାଳୁ…

ସିଏଏକୁ ବିରୋଧ କଲେ ଥଲାପତି ବିଜୟ

ନୂଆଦିଲ୍ଲୀ,୧୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ସୋମବାର ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି। ୨୦୧୯ ଲୋକ ସଭା ନିର୍ବାଚନ ପାଇଁ ସିଏଏ ଭାଜପାର ମାନିଫେଷ୍ଟୋର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା। ସାଉଥ୍‌ ଅଭିନେତା…

ହରିୟାଣାର ନୂଆ ସରକାରରେ ହୋଇପାରନ୍ତି ଦୁଇଜଣ ଉପମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୧୨।୩: ହରିୟାଣାର ରାଜନୀତି କ୍ରମାଗତ ଭାବେ ବଦଳୁଛି। ସଦ୍ୟତମ ଖବର ହେଉଛି ଯେ ହରିୟାଣାର ନୂତନ ସରକାରରେ ଭାଜପା ଦୁଇଜଣ ଉପମୁଖ୍ୟମନ୍ତ୍ରୀ କରିପାରିବ। ଏଥିମଧ୍ୟରୁ ଜାଟ ସମ୍ପ୍ରଦାୟର ମହିପାଲ ତାଣ୍ଡା ଏବଂ ଜେପି ଦଲାଲଙ୍କ ନାମ ସାମ୍ନାକୁ ଆସୁଛି। ଜାଟ ସମ୍ପ୍ରଦାୟକୁ…

ପୋଖରାନରେ ମୋଦି ଦେଖିଲେ ‘ଭାରତ ଶକ୍ତି’

ନୂଆଦିଲ୍ଲୀ,୧୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨ ମାର୍ଚ୍ଚରେ ରାଜସ୍ଥାନରେ ପହଞ୍ଚିଥିଲେ। ଏହି ସମୟରେ ସେ ପୋଖରାନରେ ତ୍ରି-ସେବା ଜୀବନ୍ତ ଅଗ୍ନି ଏବଂ ଯୁଦ୍ଧ ବ୍ୟାୟାମ ଆକାରରେ ସ୍ବଦେଶୀ ପ୍ରତିରକ୍ଷା କ୍ଷମତାର ସମନ୍ବୟ ମାଧ୍ୟମରେ ପ୍ରଦର୍ଶିତ ହୋଇଥିବା ୍‌‘ଭାରତ ଶକ୍ତି’ର ସାକ୍ଷୀ ରହିଛନ୍ତି।…

ଜାଣିଶୁଣି ରମଜାନ ପୂର୍ବରୁ ସିଏଏ ଆଣିଲା ଭାଜପା: ମମତା

କୋଲକାତା,୧୨।୩: ସୋମବାର (୧୧ ମାର୍ଚ୍ଚ) କେନ୍ଦ୍ରରେ ମୋଦି ସରକାର ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ର ବିଜ୍ଞପ୍ତି ଜାରି କରିଛନ୍ତି। ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଏହା ଏକ ବଡ ପଦକ୍ଷେପ ବୋଲି କୁହାଯାଉଛି। ବିରୋଧୀ ଦଳ ମଧ୍ୟ ଏହି…

ନାୟବ ସିଂ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ, ଆଜି ନେବେ ଶପଥ

ଚଣ୍ଡିଗଡ,୧୨।୩: ନାୟବ ସିଂ ସଇନି ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ ହୋଇଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ସେ ଶପଥଗ୍ରହଣ କରିବେ ବୋଲି ସୂଚନା ମିଳିଛି। ବସିଥିବା ଭାଜପା ବିଧାୟକ ଦଳ ବୈଠକରେ ନାୟବ ସିଂଙ୍କ ନାଁ ଉପରେ ମୋହର ବାଜିଛି। ମଙ୍ଗଳବାର…

ଧର୍ମେନ୍ଦ୍ରଙ୍କ ଘରେ ଚାଲିଛି ମାନସ ମନ୍ଥନ: ଔପଚାରିକ ମେଣ୍ଟ ଘୋଷଣା ବାକି

ଭୁବନେଶ୍ୱର,୧୨।୩: ରାଜ୍ୟରେ ବିଜେଡି-ଭାଜପା ମେଣ୍ଟକୁ ନେଇ ଦିଲ୍ଲୀରେ ମାନସ ମନ୍ଥନ ଚାଲିଛି। ଏବେ ଔପଚାରିକ ଭାବେ ମେଣ୍ଟ ଘୋଷଣା ବାକି ଥିବା ଜଣାପଡିଛି। ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆଦିଲ୍ଲୀରେ ଥିବା ୧୯-କୃଷକ ରୋଡସ୍ଥିତ ସରକାରୀ ବାସଭବନରେ ରାଜ୍ୟ ଭାଜପାର…

ଆଇପିଏଲ୍‌ ଖେଳିବେ କି ରିଷଭ ପନ୍ତ: ବିସିସିଆଇ ଦେଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୨।୩: ଆଇପିଏଲ ୨୦୨୪ ପୂର୍ବରୁ, ଦିଲ୍ଲୀ ରାଜଧାନୀ ଏବଂ ଏହାର ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ଅଛି। ଦଳର ଷ୍ଟାର ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ସମ୍ପୂର୍ଣ୍ଣ ଫିଟ ହୋଇଛନ୍ତି। ତାଙ୍କୁ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ)…

ନିର୍ବାଚନ ଲଢିବେ ନାହିଁ ଗେହଲୋଟ-ପାଇଲଟ! କଂଗ୍ରେସ କହିଲା ଦିଆଯାଇଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ନୂଆଦିଲ୍ଲୀ,୧୨।୩: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ମଧ୍ୟପ୍ରଦେଶ, ରାଜସ୍ଥାନ, ଆସାମ ଏବଂ ଉତ୍ତରପ୍ରଦେଶ ପାଇଁ ଲୋକ ସଭା ପ୍ରାର୍ଥୀ ଚୟନ ପାଇଁ ଆୟୋଜିତ ହୋଇଥିବା…

ଏଲନ ମସ୍କଙ୍କ ଚିନ୍ତା ବଢାଇଲା ଚାଇନା

ଓ୍ବାଶିଂଟନ,୧୨।୩: ଟେସଲା ଏବଂ ଆପଲ ଚାଇନାରେ ଲକ୍ଷ ଲକ୍ଷ ଗ୍ରାହକଙ୍କୁ ହରାଇ ପାରନ୍ତି। କାରଣ ଚାଇନା ପାଶ୍ଚାତ୍ୟ ପ୍ରଯୁକ୍ତିବିଦ୍ୟା ପରିବର୍ତ୍ତେ ଘରୋଇ ଉତ୍ପାଦ ବାଛିବା ପାଇଁ ଲୋକଙ୍କୁ ଉତ୍ସାହିତ କରୁଛି । ଖବର ଅନୁଯାୟୀ, ଏହି କମ୍ପାନୀଗୁଡିକ ଚାଇନାର ପ୍ରତିଯୋଗୀମାନଙ୍କ ସହିତ…

‘ଭାରତ ଶକ୍ତି’ ଯୁଦ୍ଧାଭ୍ୟାସର ସାକ୍ଷି ହେବେ ମୋଦି

ନୂଆଦିଲ୍ଲୀ,୧୨।୩: ପ୍ରଧାନମନ୍ତ୍ରୀ ମୋଦି ମଙ୍ଗଳବାର ରାଜସ୍ଥାନର ପୋଖରାନରେ ରହି ଯୁଦ୍ଧକ୍ଷେତ୍ରରେ ଭାରତୀୟ ସେନାର ସାହସିକତା ଦେଖିବେ। ଯେଉଁଠାରେ ସେ ତିନି ସୈନ୍ୟବାହିନୀର ‘ଭାରତ ଶକ୍ତି’ ଏକ୍ସରସାଇଜର ସାକ୍ଷୀ ହେବେ। ଏହି ସମୟରେ ଭାରତରେ ନିର୍ମିତ ଅସ୍ତ୍ରଶସ୍ତ୍ରର ଶକ୍ତି ଏବଂ କ୍ଷମତା ଦେଖାଯିବ।…

ରାଜ୍ୟ ସରକାରଙ୍କ ଘୋଷଣା: ମହିଳା କର୍ମଚାରୀଙ୍କୁ ମିଳିବ ୧୦ ଦିନ ଅଧିକ ଛୁଟି

ଭୁବନେଶ୍ୱର,୧୨।୩: ରାଜ୍ୟ ସରକାର ମହିଳା କର୍ମଚାରୀଙ୍କ ପାଇଁ ଖୁସିଖବର ଆଣିଛନ୍ତି। ମହିଳା ସରକାରୀ କର୍ମଚାରୀଙ୍କୁ ଅଧିକ ୧୦ ଦିନ ଛୁଟି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ମହିଳା କର୍ମଚାରୀମାନଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri