ଅପରାଜିତା କହିଲେ- ‘ସଭାପତି ସ୍ପଷ୍ଟ କରିସାରିଛନ୍ତି, ଆମେ ଏକାକୀ ଲଢ଼ିବୁ’
ଭୁବନେଶ୍ୱର,୧୪।୩: ଓଡ଼ିଶାରେ ଏକାକୀ ନିର୍ବାଚନ ଲଢ଼ିବ ଭାଜପା। ଲୋକମାନଙ୍କ ଆଶୀର୍ବାଦ, ଶୁଭେଚ୍ଛାରେ ସରକାର ଗଢ଼ିବୁ। କିଛି ଏଭଳି କହି ମେଣ୍ଟ କଥାକୁ ଏଡ଼ାଇ ଦେଇଛନ୍ତି ଭାଜପା ସଭାପତି ମନମୋହନ ସାମଲ। ଦିଲ୍ଲୀରୁ ଫେରି ଗୁରୁବାର ସେ ପୁରୁଣା କଥାକୁ ଦୋହରାଇଛନ୍ତି। ତେବେ…
ମେଡିସିନ ଷ୍ଟୋର୍ରେ ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ
ପାଟଣା,୧୪ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟରେ ନୂତନ ଭାବେ ଖୋଲା ଯାଇଥିବା ଏକ ମେଡିସିନ ଷ୍ଟୋର୍ରେ ଗୁରୁବାର କେନ୍ଦୁଝର ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। ସୂଚନାଯୋଗ୍ୟ, ଉକ୍ତ ମେଡିସିନ ଷ୍ଟୋର୍ରେ ବେଆଇନ ଭାବେ ଡାକ୍ତର ରୋଗୀସେବା କରୁଥିବା,…
ସୋସିଆଲ ମିଡିଆରେ ଖୋଲା ଅଫର୍ ଦେଲେ ସଲମାନ୍ ଖାନ୍, ଜାଣନ୍ତୁ କାହାକୁ…
ବମ୍ବେ: ସୋସିଆଲ ମିଡିଆରେ ଖୋଲା ଅଫର୍ ଦେଲେ ବଲିଉଡ୍ ସୁପରଷ୍ଟାର ସଲମାନ୍। ଆପଣ ଭାବୁଥିବେ କାହାକୁ। ସେ କୌଣସି ଯୁବତୀ ନୁହନ୍ତି ବରଂ ଜଣେ ନିର୍ଦ୍ଦେଶିକା। ଆମିର ଖାନ୍ଙ୍କ ପୂର୍ବତନ ପତ୍ନୀ କିରଣ ରାଓଙ୍କ ସହ ସେ କାମ କରିବାକୁ ଖୋଲାଖୋଲି…
ଲୋକସଭା ନିର୍ବାଚନ ପାଇଁ ଏଏପି ଜାରି କଲା ପ୍ରଥମ ପ୍ରାର୍ଥୀ ତାଲିକା
ଚଣ୍ଡୀଗଡ,୧୪।୩: ଲୋକସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି ପଞ୍ଜାବରେ ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୫ ଜଣ ମନ୍ତ୍ରୀଙ୍କ ସମେତ ୮ ଜଣ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି। ଅମୃତସରରୁ କ୍ୟାବିନେଟ ମନ୍ତ୍ରୀ କୁଲଦୀପ ସିଂ ଧଲିଓ୍ବାଲା…
ଇତିହାସ ରଚିଲେ ରାଚିନ ରବିନ୍ଦ୍ର
ନୂଆଦିଲ୍ଲୀ,୧୪।୩: ଗତ ବର୍ଷ ଭାରତରେ ଖେଳାଯାଇଥିବା ବିଶ୍ୱକପ୍ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ରାଚିନ ରବିନ୍ଦ୍ର ବୁଧବାର ନ୍ୟୁଜିଲାଣ୍ଡ କ୍ରିକେଟର ବାର୍ଷିକ ପୁରସ୍କାରରେ ସର୍ବଶ୍ରେଷ୍ଠ ପୁରୁଷ କ୍ରିକେଟର ଭାବେ ଚୟନ ହୋଇଛନ୍ତି। ତାଙ୍କୁ ସାର୍ ରିଚାର୍ଡ ହାଡଲି ପଦକ ମିଳିଛି। ସବୁଠାରୁ କମ୍…
ସରକାର ଘୋଷଣା କରିବା ପୂର୍ବରୁ ନିର୍ବାଚନ କମିଶନରଙ୍କ ନାଁ ପ୍ରଘଟ କରିଦେଲେ ଅଧୀର ରଞ୍ଜନ: ଏହି ୨ ବ୍ୟକ୍ତି ହେବେ ନିର୍ବାଚନ କମିଶନର!
ନୂଆଦିଲ୍ଲୀ,୧୪।୩: ନିର୍ବାଚନ କମିଶନରଙ୍କ ନିଯୁକ୍ତି ପାଇଁ ଗୁରୁବାର ନୂଆଦିଲ୍ଲୀର ଲୋକକଲ୍ୟାଣ ମାର୍ଗ ୭ରେ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ଲୋକସଭାରେ ବିରୋଧୀ ଦଳର ନେତା…
ଶ୍ରମିକଙ୍କ ମଜୁରୀ ବଢ଼ାଇଲେ ରାଜ୍ୟ ସରକାର
ଭୁବନେଶ୍ୱର,୧୪ା୩(ଅସମାପିକା ସାହୁ): ରାଜ୍ୟ ସରକାର ଗୁରୁବାର ସର୍ବନିମ୍ନ ମଜୁରୀ ବୃଦ୍ଧି କରିଛନ୍ତି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ୪ଟି ବର୍ଗ ଯଥା ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଅତ୍ୟନ୍ତ କୁଶଳୀ ଶ୍ରମିକ ଏହି ନିଷ୍ପତ୍ତି ଦ୍ବାରା…
୧୦୦ ଟେଷ୍ଟ ଖେଳିବା ପରେ ବି ଖୁସି ନାହାନ୍ତି ଅଶ୍ୱିନ୍: ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୧୪।୩: ରବିଚନ୍ଦ୍ରନ ଅଶ୍ୱିନ ଧର୍ମଶାଳାରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜର ଶେଷ ମ୍ୟାଚରେ ତାଙ୍କ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିଥିଲେ। ତାଙ୍କ କ୍ୟାରିୟରର ୧୦୦ତମ ଟେଷ୍ଟରେ ଅଶ୍ୱିନ ଚମତ୍କାର ପ୍ରଦର୍ଶନ କରି ମୋଟ ୯ ଉଇକେଟ ନେଇଥିଲେ।…
୧୯ ୱେବସାଇଟ, ୧୦ ଆପ ବନ୍ଦ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ,୧୪।୩: ଇଣ୍ଟରନେଟରେ ‘ଅଶ୍ଳୀଳ’ ବିଷୟବସ୍ତୁ ପ୍ରଦାନ କରୁଥିବା ପ୍ଲାଟଫର୍ମଗୁଡିକ ବିରୋଧରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ତୁରନ୍ତ ଏହିପରି ୧୮ଟି ଓଟିଟି ପ୍ଲାଟଫର୍ମକୁ ଅବରୋଧ କରିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଗୁରୁବାର ଏକ ସରକାରୀ ବିବୃତ୍ତିରେ କୁହାଯାଇଛି…
ଭାଜପା ଏକା ଲଢ଼ିବ ଆଉ ସରକାର ବି ଗଢ଼ିବ: ମନମୋହନ
ଭୁବନେଶ୍ୱର,୧୪ା୩: ଦିଲ୍ଲୀରୁ ଫେରିବା ପରେ ଭାଜପା ସଭାପତି ମନମୋହନ ସାମଲ ପୁଣି ଏକ କଥା ଦୋହରାଇଛନ୍ତି। ଗୁରୁବାର ମନମୋହନ କହିଛନ୍ତି, ଓଡ଼ିଶାରେ ଭାଜପା ଏକାକୀ ଲଢ଼ିବ ଆଉ ଜିତିବ ମଧ୍ୟ। ସେ କହିଛନ୍ତି, ଓଡ଼ିଶାରେ ଭାଜପା ସରକାର ଗଠନ କରିବ। ଲୋକମାନଙ୍କ…
ଅଜିତ ପାଓ୍ବାରଙ୍କୁ ତାଗିଦ କଲେ ସୁପ୍ରିମକୋର୍ଟ: ଶରଦ ପାଓ୍ବାରଙ୍କ ଫଟୋ, ନାଁ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ,୧୪।୩: ଏନସିପି ନିର୍ବାଚନୀ ଚିହ୍ନ ବିବାଦକୁ ନେଇ ଗୁରୁବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଏହି ସମୟ ମଧ୍ୟରେ ଅଜିତ ପାୱାରଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି (ଏନସିପି) ଦଳକୁ ଶରଦ ପାୱାରଙ୍କ ଫଟୋ ଏବଂ ନାମ ବ୍ୟବହାର ନ କରିବାକୁ କୋର୍ଟ…
ଏହି ରାଜ୍ୟର ଏମପି ହେଉଛନ୍ତି ଦେଶର ସବୁଠାରୁ ଧନୀ, ଜାଣନ୍ତୁ ଓଡିଶାରୁ କିଏ..
ନୂଆଦିଲ୍ଲୀ,୧୪।୩: ଆପଣ ଜାଣିଛନ୍ତି କି, ଲୋକ ସଭା ଓ ରାଜ୍ୟ ସଭାରେ କେଉଁ ଏମପି ସବୁଠାରୁ ଅଧିକ ଧନୀ ଅଟନ୍ତି। ସେପ୍ଟେମ୍ବର ୨୦୨୩ ରେ, ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ (ADR) ଓ ଆସୋସିଏଶନ ନ୍ୟାଶନାଲ ଇଲେକ୍ଟୋରାଲ ୱାଚ (NEW) ଦ୍ୱାରା…
Archives


