ଏମିତି ଗାଁ, ଯେଉଁଠି ସମସ୍ତେ ବାମନ, ଉଚ୍ଚତା ଜାଣିଲେ…
ଦୁନିଆରେ ଏପରି ଅନେକ ରହସ୍ୟ ଅଛି ଯାହା ଜାଣିବାକୁ ଏବଂ ଶୁଣିବାକୁ ଆଶ୍ଚର୍ଯ୍ୟଜନକ। ବୈଜ୍ଞାନିକମାନେ ମଧ୍ୟ ଏପର୍ଯ୍ୟନ୍ତ ଏହି ରହସ୍ୟଗୁଡ଼ିକର ସମାଧାନ କରିପାରି ନାହାନ୍ତି। ଏହି ରହସ୍ୟଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଚାଇନାର ଏକ ଗାଁ। ଦଶନ୍ଧି ଧରି ଏହି ଗାଁରେ…
ମାସକରେ ୩ ଥର ତୁଷାରପାତ: ଘରୁ ବାହାରି ପାରୁନାହାନ୍ତି ଲୋକେ
ପଟାଙ୍ଗି,୮ା୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦରମହକୁମାରେ ଶୀତ ଦିନକୁ ଦିନ ବଢ଼ିବାରେ ଲାଗିଥିବାବେଳେ ଅପରାହ୍ନ ପରେ ଘରୁ ବାହାରିବା ପାଇଁ ଲୋକେ ଇଚ୍ଛା ପ୍ରକାଶ କରୁନାହାନ୍ତି। ଏହିପରି ଦୃଶ୍ୟ ବ୍ଲକରେ ଦିନେ ନୁହେଁ କି ଦୁଇଦିନ ନୁହେଁ।…
ପୁଅ ଗୋଲାର କଥା ଶୁଣି କାହିଁକି କାନ୍ଦିଲେ ଭାରତୀ? କାରଣ ଜାଣିବା ପରେ ଆପଣବି….
ନୂଆଦିଲ୍ଲୀ,୮ା୧: ଭାରତୀ ସିଂ ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଛନ୍ତି । କମେଡି କୁଇନ୍ ଏକ ନୂତନ ଭ୍ଲଗ୍ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ପୁଅକୁ କୁଣ୍ଢାଇ କାନ୍ଦୁଥିବାର ଦେଖାଯାଉଛି । ସେ ତାଙ୍କ…
ପୋଷ୍ଟ ଅଫିସ୍ ଜମାଖାତାରୁ ଟଙ୍କା ଗାଏବ: ଫେରାଇବା ଦାବିରେ ଜମାକାରୀ…
ବୌଦ୍ଧ,୮ା୧(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ସରସରା ଗ୍ରାମରେ ଥିବା ପୋଷ୍ଟ ଅଫିସରେ ଜମାଖାତାରୁ ଟଙ୍କା ଗାଏବ ହୋଇଥିବା ଜମାକାରୀମାନେ ଅଭିଯୋଗ କରିଛନ୍ତ। ଅଭିଯୋଗ ପରେ ପୋଷ୍ଟାଲ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ଶତପଥୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ…
ସୁଭଦ୍ରା ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ଚଳିତ ସପ୍ତାହରେ…
ଭୁବନେଶ୍ବର,୮ା୧: ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ତେବେ ଚଳିତ ଥର ୪ ଲକ୍ଷ ୫୭ ହଜାର ୬୮୧ ଜଣ ମହିଳା ସୁଭଦ୍ରା ଟଙ୍କା ପାଇବେ । ପୂର୍ବରୁ ବାଦ…
ବସକୁ ସାଇଡ ଦେଇ ଭାରସାମ୍ୟ ହରାଇ ଓଲଟିଲା ପିକଅପ୍, ଡ୍ରାଇଭର…
ମୋହନା,୮ା୧( ମନ୍ମଥ ମିଶ୍ର ): ଅଡବା ଥାନା ଅନ୍ତର୍ଗତ ଖାରୀଗୁଡା ଗାଁରେ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ତେଲ ବୋଝେଇ ପିକଅପ୍ । ତେବେ ସୌଭାଗ୍ୟବଶତଃ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଗାଡି ଚାଳକ । ସୂଚନା ଅନୁସାରେ, କେନ୍ଦୁଝର…
ଉଡ଼ାଇ ଦେବୁ….ସମ୍ବଲପୁର ଜିଲା ଜଜ୍ କୋର୍ଟରେ ବୋମା ଆତଙ୍କ, ବୋମା ସ୍କ୍ୱାଡ୍ ଓ ସନ୍ଧାନୀ କୁକୁର…
ସମ୍ବଲପୁର,୮।୧(ପ୍ରମୋଦ ବହିଦାର): ସକାଳୁ ସକାଳୁ ବୋମା ଧମକ । ସମ୍ବଲପୁର କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଥିବା ନେଇ ସୂଚନା ରହିଛି । ସମ୍ବଲପୁର ଜିଲା ଜଜ୍ କୋର୍ଟରେ ବୋମା ଆତଙ୍କକୁ ନେଇ ଏକ ପ୍ରକାର ହଇଚଇ ସୃଷ୍ଟି ହୋଇଛି।…
ମହିଳାଙ୍କ ପାଇଁ କେଉଁ ସହର ସବୁଠାରୁ ସୁରକ୍ଷିତ? ସବୁଠୁ ଆଗରେ…
ମହିଳାମାନଙ୍କ ପାଇଁ କେଉଁ ସହର ସବୁଠାରୁ ସୁରକ୍ଷିତ ଏବଂ ସର୍ବୋତ୍ତମ । ସମସ୍ତଙ୍କୁ ଏହି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଇଚ୍ଛା ଥାଏ । ତେବେ ପ୍ରତ୍ୟେକ ବର୍ଷ ଏନେଇ ଏକ ରିପୋର୍ଟ ବାହାରିଥାଏ । ରିପୋର୍ଟ ଅନୁଯାୟୀ, ମହିଳାଙ୍କ ଅଂଶଗ୍ରହଣ,…
ଡାକ୍ତରଙ୍କ ଦୁଇ ଘଣ୍ଟିଆ ବହିର୍ବିଭାଗ ବନ୍ଦ ଆନ୍ଦୋଳନ: ଚିକିତ୍ସା ଅପେକ୍ଷାରେ ରୋଗୀଙ୍କ ଲମ୍ବା ଲାଇନ୍
ବଣାଇଁ,୮ା୧(ପ୍ରଦୀପ ତ୍ରିପାଠୀ): ସାରା ରାଜ୍ୟରେ ଡାକ୍ତରମାନେ ଏବେ ଆନ୍ଦୋଳନରତ। ପ୍ରତୀକାତ୍ମକ ଧାରଣା କ୍ରମେ ପ୍ରତ୍ୟେକ ଦିନ ସକାଳୁ ଦୁଇଘଣ୍ଟା ବହିର୍ବିଭାଗ ବା ଓପିଡିରେ ନ ବସି ବାହାରେ ଧାରଣା ଜାରି ରଖିଛନ୍ତି। ପରିଣାମ ସ୍ବରୂପ ଦୂରଦୂରାନ୍ତରୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ…
ପୁରୀରେ ଗାଡ଼ି ପାର୍କିଂ କଲେ ଦେବାକୁ ହେବ ୫ ଶହ, ଭକ୍ତ ନିବାସର ପାର୍କିଂ ଫି ବୃଦ୍ଧି
ପୁରୀ,୮।୧( ଅଜିତ୍ କୁମାର ମହାନ୍ତି ): ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଥିବା ୪ଗୋଟି ଭକ୍ତ ନିବାସର ପାର୍କି ଫି ବୃଦ୍ଧି କରାଯାଇଛି । ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି ଏନେଇ…
ସରକାରଙ୍କ ନୂଆ ଯୋଜନା: ମହିଳାଙ୍କୁ ମିଳିବ ୧୦୦୦୦ ଲେଖାଏ ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ
ଦିଶପୁର,୮ା୧: ଦେଶରେ ମହିଳା ସଶକ୍ତିକରଣକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ନିରନ୍ତର ନୂତନ ଯୋଜନା ପ୍ରଣୟନ କରୁଛନ୍ତି। ବିହାର ବିଧାନସଭା ନିର୍ବାନ ପୂର୍ବରୁ ନୀତିଶ କୁମାର ସରକାର ମହିଳାମାନଙ୍କ ପାଇଁ ୧୦୦୦୦ ଟଙ୍କିଆ ଯୋଜନା ଆରମ୍ଭ କରିଥିଲେ,…
‘ହୋଟେଲ ରୁମକୁ ଜବରଦସ୍ତି ନେଇଗଲେ…’ ଟିମ୍ କୋଚଙ୍କ ନାମରେ ବଳାତ୍କାର ଅଭିଯୋଗ
ନୂଆଦିଲ୍ଲୀ,୮।୧: ହରିୟାଣା ପୋଲିସ ଜଣେ ସୁଟିଂ ପ୍ରଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରିଛି । ତାଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆସିଛି । ବଳାତ୍କାର ପୀଡିତା ଜଣେ ନାବାଳିକା ହୋଇଥିବା ବେଳେ ସେ ଜଣେ ଜାତୀୟ ସ୍ତରର ସୁଟର । ବର୍ତ୍ତମାନ…
Archives


