Home

ଭାଜପାରେ ଆରମ୍ଭ ହେଲା ତୁତୁମେମେ, ଟିକେଟ ନ ମିଳିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ନେତା ଖୋଲିଲେ ଗୁମର

ନୂଆଦିଲ୍ଲୀ,୨୦।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ରାଜନୈତିକ ଦଙ୍ଗା ଆରମ୍ଭ ହୋଇଛି। ଏହି ସମୟ ମଧ୍ୟରେ ଦକ୍ଷିଣ ଭାରତୀୟ ରାଜ୍ୟ କର୍ନାଟକରେ ଭାଜପାର ରାସ୍ତା କଷ୍ଟକର ହୋଇପଡ଼ିଛି, କାରଣ ଟିକେଟ ଘୋଷଣା ପରେ ଅନେକ ବଡ଼…

ମଦ ବିକ୍ରି ଅଭିଯୋଗରେ ପୋଲିସ ଉଠାଇ ନେଇଥିବା ମହିଳାଙ୍କୁ ଛାଡ଼ିବା ଦାବି ନେଇ ରାସ୍ତାରୋକୋ

ଖଲ୍ଲିକୋଟ,୨୦ା୩(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଦିବାସୀ ବହୁଳ ଗୁହାରିଆପାଟ ଗ୍ରାମରେ ଦୀର୍ଘଦିନ ଧରି ମଦ ବିକ୍ରି କରୁଥିବା ଅଭିଯୋଗରେ ଗ୍ରାମର ଜଣେ ୬୦ ବର୍ଷୀୟ ବୃଦ୍ଧା ଲକ୍ଷ୍ମୀ ଜାନିଙ୍କୁ ବ୍ରହ୍ମପୁରସ୍ଥିତ ଅବକାରୀ ଗୋଇନ୍ଦା ବିଭାଗ ବୁଧବାର…

ବାଇକ୍‌ ଦୁର୍ଘଟଣାରେ ଗୁରୁତର ଆହତ ହେଲେ ଏହି କ୍ରିକେଟର୍‌

ସିଡନୀ,୨୦।୩: କ୍ରିକେଟ ପ୍ରଶଂସକଙ୍କ ସବୁଠାରୁ ବଡ ପର୍ବ ଅର୍ଥାତ୍‌ ଆଇପିଏଲ ଆରମ୍ଭ ହେବାକୁ ଯାଉଛି। ତେବେ ଦୁନିଆର ଏହି ସବୁଠୁ ବଡ କ୍ରିକେଟ ଲିଗ ଆରମ୍ଭ ପୂର୍ବରୁ ଅନେକ ଖେଳାଳି ଆହତ ହେଉଛନ୍ତି। ଗତ ଏକ ମାସ ମଧ୍ୟରେ ତିନିଜଣ ଖେଳାଳି…

କିଏ ଜିତିବ ଆଇପିଏଲ୍‌ ୨୦୨୪? ଜାଣନ୍ତୁ ChatGPTର ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୩: ଆଉ ଦିନ କେଇଟା ପରେ ଆରମ୍ଭ ହେବ ଆଇପିଏଲ୍‌ ୨୦୨୪। ମାର୍ଚ୍ଚ ୨୨ରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ ଚେନ୍ନାଇରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ସିଏସ୍‌କେ ଏବଂ ଆର୍‌ସିବି ମୁହାଁମୁହିଁ ହେବେ। ଏହି ମେଗା ଟୁର୍ନାମେଣ୍ଟରେ ଚଳିତ ବର୍ଷ ୧୦ ଟିମ୍‌…

୨୪.୭୫ କୋଟି ଟଙ୍କାର ଖେଳାଳିଙ୍କ ହୋଶ୍‌ ଉଡାଇଲେ ରିଙ୍କୁ ସିଂ

କୋଲକତା,୨୦।୩:ଆଇପିଏଲ ୨୦୨୪ ଆରମ୍ଭ ପୂର୍ବରୁ ଦଳମାନେ ପଡ଼ିଆରେ ପ୍ରାକ୍ଟିସ୍‌ ଆରମ୍ଭ କରିଛନ୍ତି। କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ନିକଟରେ ଏକ ୱାର୍ମ ଅପ ମ୍ୟାଚ ଖେଳିଥିଲା। ଏଠାରେ ଦଳରୁ ନିଆଯାଇଥିବା ଖେଳାଳିଙ୍କୁ ଟିମ ପର୍ପଲ ଏବଂ ଟିମ ଗୋଲ୍ଡରେ ବିଭକ୍ତ କରାଯାଇଥିଲା।…

XL-XXL ସାଇଜ୍‌ରେ ‘X’ର ଅର୍ଥ ଜାଣିଲେ…

ଏହିପରି ଅନେକ ଜିନିଷ ଆମ ଆଖି ଆଗରେ ରହିଛି, ଯାହାର ଅର୍ଥ ଆମେ ଜାଣିନାହୁଁ। ଆଜିର ସ୍ମାର୍ଟ ଯୁଗରେ ଆମେ ମୋବାଇଲ ମାଧ୍ୟମରେ ସେଗୁଡ଼ିକର ଉତ୍ତର ଖୋଜିଥାଉ। କିନ୍ତୁ କିଛି ସାଧାରଣ ଜିନିଷ ଅଛି, ଯାହା ବିଷୟରେ ଆମେ ଅଧିକ ଜାଣିବାକୁ…

ଏକଦା ପଞ୍ଚମ ଶ୍ରେଣୀରେ ହୋଇଥିଲେ ଫେଲ୍‌; ଏବେ ଛିଡ଼ା କରିଛନ୍ତି ୧.୪୦ ଲକ୍ଷ କୋଟିର କମ୍ପାନୀ ‘ଜୋମାଟୋ’

ଭାରତରେ ‘ଜୋମାଟୋ’ର ଚିନ୍ତାଧାରା ନୂଆ ଥିଲା, ଏଥିଯୋଗୁ କମ୍ପାନୀକୁ ଲାଭ ମିଳିଥିଲା। ଏହାର ପ୍ରତିଷ୍ଠାତା ଥିଲେ ଦୀପିନ୍ଦର ଗୋଏଲ ଏବଂ ପଙ୍କଜ ଚଢ୍ଢା । ୨୦୧୮ରେ ପଙ୍କଜ ‘ଜୋମାଟୋ’ରୁ ଅଲଗା ହୋଇଥିଲେ। ଏଣୁ ଦୀପିନ୍ଦର ଏବେ କମ୍ପାନୀର ସିଇଓ ଅଛନ୍ତି। ଦୀପିନ୍ଦର…

ପ୍ରାର୍ଥୀପତ୍ର କିଣିଲେ ବରୁଣ ଗାନ୍ଧୀ

ନୂଆଦିଲ୍ଲୀ,୨୦।୩: ଭାରତୀୟ ଜନତା ପାର୍ଟି ଏବଂ ସମାଜବାଦୀ ପାର୍ଟି ଏପର୍ଯ୍ୟନ୍ତ ଉତ୍ତରପ୍ରଦେଶର ପିଲିଭିଟ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହାଁନ୍ତି। ଭାଜପାରୁ ବରୁଣ ଗାନ୍ଧୀଙ୍କ ପ୍ରାର୍ଥୀତ୍ୱ ଉପରେ ସନ୍ଦେହ ରହିଛି। ସେପଟେ ସେ ଜିଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ…

ଭାରତ-ଚାଇନା ମଧ୍ୟରୁ କିଏ ଅଧିକ ଶକ୍ତିଶାଳୀ: ଆସିଲା ରିପୋର୍ଟ

ନୂଆଦିଲ୍ଲୀ/ବେଜିଂ,୨୦।୩: ଗ୍ଲୋବାଲ ଫାୟାର ପାୱାର ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶର ତାଲିକା ପ୍ରକାଶ କରିଛି। ଏଥିରେ ୧୪୫ଟି ଦେଶକୁ ୬୦ଟି ପ୍ରମୁଖ ତଥ୍ୟ ଆଧାରରେ ତୁଳନା କରାଯାଇଛି ବୋଲି ଦାବି କରାଯାଇଛି। ଏହି ଆଧାରରେ ୧୪୫ ଦେଶର ସାମରିକ ଶକ୍ତି ସମ୍ପର୍କରେ…

ଦେଶର ପ୍ରାୟ ୩୦ କୋଟି ଧନୀ ଦିଅନ୍ତି ନାହିଁ ଭୋଟ

ନୂଆଦିଲ୍ଲୀ,୨୦।୩: ନିର୍ବାଚନ ଆୟୋଗର ରିପୋର୍ଟ ଅନୁଯାୟୀ, ଦେଶର ପ୍ରାୟ ଏକ ତୃତୀୟାଂଶ ଲୋକ ଗତ ନିର୍ବାଚନରେ ଭୋଟ ଦେଇ ନ ଥିଲେ। ଯେଉଁମାନେ ଭୋଟ ଦେଇ ନାହାଁନ୍ତି, ସେମାନଙ୍କ ମଧ୍ୟରେ ରହିଛନ୍ତି, ସହରାଞ୍ଚଳର ଜନତା, ଯୁବକ, ଏବଂ ଧନୀ ବ୍ୟକ୍ତି। ଦେଶ…

ନୋଟ୍‌ ଗଣି ଗଣି ଗରମ ହୋଇଯାଉଛି ମେଶିନ୍‌ କାହିଁକି ଏମିତି କହିଲେ ଶାହା

ନୂଆଦିଲ୍ଲୀ,୨୦ା୩: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବୁଧବାର ନେତାଙ୍କ ଘରେ ଇଡି, ସିବିଆଇ ଏବଂ ଆୟକର ବିଭାଗ ଦ୍ୱାରା ହୋଇଥିବା ଚଢ଼ାଉକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ କଳା…

କଂଗ୍ରେସରେ ବିଲୟ ହେଲା ପପୁ ଯାଦବଙ୍କ ପାର୍ଟି

ନୂଆଦିଲ୍ଲୀ,୨୦।୩: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଶକ୍ତି ବୃଦ୍ଧି ପାଇଛି। ପପୁ ଯାଦବଙ୍କ ଦଳ କଂଗ୍ରେସରେ ବିଲୟ ହୋଇଛି। ଲୋକ ସଭା ନିର୍ବାଚନ ପୂର୍ବରୁ ଜନ ଅଧିକାର ଦଳକୁ କଂଗ୍ରେସ ସହିତ ମିଶ୍ରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ପୂର୍ବତନ ଏମ୍‌ପି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri