Home

ବିଜେଡିରୁ ଇସ୍ତଫା ଦେଲେ ଅନୁଭବ

ଭୁବନେଶ୍ବର,୩୦।୩: ସିନେ ତାରକାମାନେ ବିଜେଡି ଛାଡିବାରେ ଲାଗିଛନ୍ତି। ଅରିନ୍ଦମ ରାୟ, ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକଙ୍କ ପରେ ଏବେ ଅଭିନେତା ତଥା କେନ୍ଦ୍ରାପଡା ଏମ୍‌ପି ଅନୁଭବ ମହାନ୍ତି ମଧ୍ୟ ବିଜେଡି ଛାଡିଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ସେ…

ଘର ଛାଡିବା ପରେ ଦ୍ୱିତୀୟ ଥର ପାଇଁ ପିତାଙ୍କୁ ଭେଟିବାକୁ ଆସିବେ ରାଜକୁମାର ହ୍ୟାରି

ଲଣ୍ଡନ,୩୦।୩: ବ୍ରିଟିଶ ରାଜ ପରିବାରର ସଦସ୍ୟଙ୍କ ସ୍ବାସ୍ଥ୍ୟ ଭଲ ନାହିଁ। ରାଜକୁମାରୀ କେଟ ମିଡଲେଟନ କହିଛନ୍ତି ଯେ ତାଙ୍କର କର୍କଟ ରୋଗ ହୋଇଥିବାବେଳେ ପ୍ରିନ୍ସ ଚାଲର୍‌ସ ମଧ୍ୟ କର୍କଟ ରୋଗ ସହ ଲଢୁଛନ୍ତି। ଏହି ସମୟରେ, ଖବର ଆସିଛି ଯେ ପ୍ରିନ୍ସ…

ପ୍ରିୟଙ୍କାଙ୍କ ପ୍ରଶ୍ନ, ଭାଜପା ସରକାର କାହିଁକି ଜନତାଙ୍କୁ କରଜରେ ବୁଡାଇ ଦେଉଛନ୍ତି

ନୂଆଦିଲ୍ଲୀ,୩୦।୩: ଲୋକ ସଭା ନିର୍ବାଚନ ୨୦୨୪ର ମତଦାନ ତାରିଖ ଯେତିକି ପାଖେଇ ଆସୁଛି। ଏହାକୁ ନେଇ ବିରୋଧୀ ଦଳର ନେତାଙ୍କ ଟାର୍ଗେଟ ମଧ୍ୟ ବୃଦ୍ଧି ପାଉଛି। ନିକଟରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭାରତୀୟ ଜନତା ପାର୍ଟି (ଭାଜପା)…

ସକାଳେ ଛାଡିଥିଲେ ବିଜେଡି, ଏବେ ଭାଜପାରେ ସାମିଲ

ଭୁବନେଶ୍ୱର,୩୦।୩: ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଗୁରୁବାର ଭାଜପାରେ ସାମିଲ ହୋଇଛନ୍ତି। ରାଜ୍ୟ ଭାଜପା କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବରେ ଭାଜପାରେ ଯୋଗ ଦେଇଛନ୍ତି। ଏହି ସମୟରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ, ଭାଜପା ନେତ୍ରୀ ଅପରାଜିତା…

ବିଜେଡି ଛାଡ଼ିଲେ ଅଭିନେତା ଆକାଶ ଦାସ ନାୟକ, ଧରିବେ ପଦ୍ମ!

ଭୁବନେଶ୍ୱର,୩୦।୩: ବିଜେଡିକୁ ବାଏ ବାଏ କହିଲେ ଓଡ଼ିଆ ଅଭିନେତା ତଥା ପୂର୍ବତନ ବିଜେଡ଼ି ନେତା ଆକାଶ ଦାସନାୟକ। ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ବର୍ତ୍ତମାନ ଦଳ ଡିଆଁ ପର୍ବ ଚାଲିଛି। ଇତିମଧ୍ୟରେ ବିଜେଡି ଛାଡ଼ିଛନ୍ତି ଆକାଶ ଦାସନାୟକ। ଯାଜପୁର ଜିଲାର…

ଚୌଧରୀ ଚରଣ ସିଂ, ପି.ଭି. ନରସିଂହ ରାଓ, ଏମ୍‌. ଏସ୍‌ ସ୍ବାମୀନାଥନଙ୍କୁ ମରଣୋତ୍ତର ଭାରତ ରତ୍ନରେ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୩୦।୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଦେଶର ୫ଜଣ ବ୍ୟକ୍ତିତ୍ୱଙ୍କୁ ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନରେ ସମ୍ମାନିତ କରିଛନ୍ତି। ଏଥିମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧରୀ ଚରଣ ସିଂ, ପି.ଭି. ନରସିଂହ ରାଓ, କୃଷି ବୈଜ୍ଞାନିକ ଏମ ଏସ ସ୍ବାମୀନାଥନ ଏବଂ…

କଂଗ୍ରେସକୁ ବଡ଼ ଝଟ୍‌କା, ଦଳ ଛାଡ଼ିଲେ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳ

ଭୁବନେଶ୍ୱର,୩୦।୩: କଂଗ୍ରେସକୁ ବଡ ଝଟ୍‌କା । କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳ । ଆଜି ହାତ ଛାଡ଼ିଛନ୍ତି ଚିରଞ୍ଜୀବ । ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ । ୨୦୧୪ରୁ ୨୦୧୯ ଯାଏଁ ଜଗତସିଂହପୁରରୁ ବିଧାୟକ ଥିଲେ…

ମଦ ନୀତି ଦୁର୍ନୀତି ମାମଲା: ଆଉ ଜଣେ ଏଏପି ମନ୍ତ୍ରୀଙ୍କୁ ଇଡିର ସମନ

ନୂଆଦିଲ୍ଲୀ,୨୦।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜଣେ ପରେ ଜଣେ ଏଏପି ମନ୍ତ୍ରୀ ଗିରଫ ହେଉଥିବାବେଳେ ଆଉ ଜଣେ ମନ୍ତ୍ରୀଙ୍କୁ ସମନ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଆଜି ଇଡି ଦିଲ୍ଲୀର ପରିବହନ ମନ୍ତ୍ରୀ କୈଳାସ ଗେହଲଟଙ୍କୁ କାର୍ଯ୍ୟାଳୟରେ ହାଜର ହବାକୁ ନୋଟିସ…

ଏହି ଭାଜପା ପ୍ରାର୍ଥୀଙ୍କ ନାଁରେ ରହିଛି ୨୪୨ ମାମଲା, ରାହୁଲ ଗାନ୍ଧୀଙ୍କ ସହ ହେବ ଟକ୍କର

ନୂଆଦିଲ୍ଲୀ,୩୦।୩: ଭାଜପା ଓ୍ବାୟନଡା ଲୋକ ସଭା ସିଟ୍‌ରୁ କେ. ସୁରେନ୍ଦ୍ରନଙ୍କୁ ଟିକେଟ୍‌ ଦେଇଛି। ସୁରେନ୍ଦ୍ରନ ଏହି ସିଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମୁକାବିଲା କରିବେ। ସୁରେନ୍ଦ୍ରନ କେରଳ ଭାଜପାର ସଭାପତି ଅଛନ୍ତି। ନ୍ୟୁଜ ଏଜେନ୍ସି ପିଟିଆଇ ଅନୁସାରେ, ତାଙ୍କ ବିରୋଧରେ…

ପୁରୁଷ ବନ୍ଧୁଙ୍କ କାନ୍ଧରେ ମୁଣ୍ଡ ରଖି ମ୍ୟାଚ ଦେଖୁଥିଲେ ପ୍ରେମିକା, କ୍ୟାମେରା ଫୋକସ କରିବାରୁ…, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୩୦।୩: ଅନେକ ଥର କ୍ରିକେଟ ମ୍ୟାଚ ସମୟରେ କ୍ୟାମେରାମ୍ୟାନ ମଧ୍ୟ ଦର୍ଶକଙ୍କ ଉପରେ ଫୋକସ କରି ଦିଅନ୍ତ। ଦର୍ଶକେ ପରଦାରେ ନିଜକୁ ଦେଖି ବହୁତ ଖୁସ ହୋଇଯାନ୍ତି । କିନ୍ତୁ ବେଳେବେଳେ ଦର୍ଶକଙ୍କ ଅବସ୍ଥା ଏପରି ହୋଇଯାଏ ଯେ ସେମାନେ କ୍ୟାମେରାରୁ…

ବିଜେଡ଼ିର ଚିନ୍ତା ବଢାଉଛନ୍ତି ବିଦ୍ରୋହୀ, ଲାଭ ଉଠାଇନେବ ଭାଜପା

ଭୁବନେଶ୍ୱର,୩୦।୩: ମୁଣ୍ଡ ଉପରେ ନିର୍ବାଚନ। ରାଜ୍ୟ ରାଜନୀତିର ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଜେଡି ଓ ଭାଜପା ମେଣ୍ଟ ନ କରି ଏକାକୀ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ନିର୍ବାଚନରେ ଲୋକ ସଭା ଓ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହାସଲ କରିବା ପାଇଁ…

କେବଳ ରୋଷେଇ କରିବା ଜାଣିଛନ୍ତି…ଭାଜପା ପ୍ରାର୍ଥୀଙ୍କୁ ନେଇ କଂଗ୍ରେସ ବିଧାୟକଙ୍କ ବିବାଦୀୟ ବୟାନ

ବେଙ୍ଗାଲୁରୁ,୩୦।୩: କର୍ନାଟକ କଂଗ୍ରେସ ବିଧାୟକ ଶମନୁର ଶିବଶଙ୍କରପ୍ପା ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ସେ ଡାଭେଙ୍ଗେର ଆସନରୁ ଭାଜପାର ଲୋକ ସଭା ପ୍ରାର୍ଥୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବା ପରେ ଏକ ବିବାଦ ଉପୁଜିଛି। ଦଳୀୟ କର୍ମୀଙ୍କ ଏକ ବୈଠକରେ ଶାମନୁର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri