ସଂସଦକୁ ବଳଦଗାଡିରେ ଯାଉଥିଲେ ବାଜପେୟୀ, ଜାଣନ୍ତୁ କାହିଁକି…
ନୂଆଦିଲ୍ଲୀ,୧୬।୮: ଆଜି, ଯଦିଓ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ଏବଂ ମୁଦ୍ରାସ୍ଫୀତି ରାଜନୈତିକ ଦଳ ପାଇଁ ଆଉ ଏକ ବଡ଼ ପ୍ରସଙ୍ଗ ନୁହେଁ, ଏକ ସମୟ ଥିଲା ଯେତେବେଳେ ସରକାରଙ୍କୁ ଏହି ପ୍ରସଙ୍ଗରେ ଦୃଢ ବିରୋଧର ସମ୍ମୁଖୀନ ହେବାକୁ ପଡୁଥିଲା।…
ଆଜି ଯଦି ନିର୍ବାଚନ ହୁଏ କିଏ ଜିତିବେ ଟ୍ରମ୍ପ ନା କମଲା ହାରିସ: ଆସିଲା ଚାଞ୍ଚଲ୍ୟକର ତଥ୍ୟ
ଓ୍ବାଶିଂଟନ୍,୧୬।୮: ଆମେରିକାର ରାଷ୍ଟ୍ରପତି ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଅଛି। ଦେଶରେ କରାଯାଇଥିବା ଅନେକ ସର୍ବେକ୍ଷଣରେ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ କମଲା ହାରିସ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଏକ ବଡ଼ ଅଗ୍ରଣୀ ଥିବା ଦର୍ଶାଯାଇଛି। ଆମେରିକୀୟ…
ଇସ୍ରାଏଲ-ହମାସ ଯୁଦ୍ଧରେ ଏବେ ପର୍ଯ୍ୟନ୍ତ ୪୦ ହଜାରରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ
ଜେରୁଜେଳମ,୧୬।୮: ଦୀର୍ଘ ଦିନ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଆସୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ଇସ୍ରାଏଲର ଆକ୍ରମଣରେ ୪୦ହଜାରରୁ ଅଧିକ ପାଲେଷ୍ଟାଇନବାସୀ ପ୍ରାଣ ହରାଇଛନ୍ତି। ଏବେ ହ୍ବାଇଟ ହାଉସ କହିଛି ଯେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ…
ଟ୍ରେନି ମହିଳା ଡାକ୍ତରଙ୍କୁ ହତ୍ୟା ଘଟଣା: ସେଦିନ ରାତିରେ କ’ଣ ସବୁ ଘଟିଥିଲା ଆଜି ୪ ଡାକ୍ତରଙ୍କୁ ପଚରାଉଚରା କରିବ ସିବିଆଇ
କୋଲକାତା,୧୬ା୮: ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାରେ ଶୁକ୍ରବାର କୋଲକାତାର ସଲ୍ଟ ଲେକ୍ସ୍ଥିତ ସିଜିଓ କମ୍ପ୍ଲେକ୍ସରେ ସିବିଆଇର ସ୍ବତନ୍ତ୍ର କ୍ରାଇମ ବ୍ରାଞ୍ଚ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ୪ ଜଣ ଡାକ୍ତରଙ୍କୁ ପଚରାଉଚରା ପାଇଁ ଡକାଯାଇଛି।…
ବିଜେଡିରୁ ଇସ୍ତଫା ଦେଲେ କର୍ପୋରେଟର
ଭୁବନେଶ୍ୱର,୧୬ା୮: ଭୁବନେଶ୍ୱରର ୩୭ନଂ ଓ୍ବାର୍ଡର କର୍ପୋରେଟର ବିଜେଡି ଛାଡ଼ିଛନ୍ତି। କର୍ପୋରେଟର ବନ୍ଦିତା ପାଲ୍ ଏବଂ ତାଙ୍କ ସ୍ବାମୀ ଶୁକ୍ରବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସ୍ବାଧୀନ ଭାବରେ ଜିତିବା ପରେ ବନ୍ଦିତା ବିଜେଡିରେ ସାମିଲ ହୋଇଥିଲେ। ରାଜନୈତିକ କାରଣ ଦର୍ଶାଇ ସେ ବିଜେଡିରୁ…
କେଜ୍ରିଓ୍ବାଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସିସୋଡିଆ, କହିଲେ ଆଜି ଦେଶର ଗଣତନ୍ତ୍ର…
ନୂଆଦିଲ୍ଲୀ,୧୬ା୮: ଆମ୍ ଆଦ୍ମୀ ପାର୍ଟି (ଏଏପି) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଆଜି ଅର୍ଥାତ୍ ଶୁକ୍ରବାର ହେଉଛି ଜନ୍ମଦିନ। ତିହାର ଜେଲରେ ଥିବା କେଜ୍ରିଓ୍ବାଲ ଆଜି ୫୬ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଏଏପି ନେତା ମନୀଷ…
୩୭୦ ଧାରା ହଟିବା ପରେ ଜମ୍ମୁ-କଶ୍ମୀରରେ ହେବ ପ୍ରଥମଥର ଭୋଟ୍: ଆଜି ତାରିଖ ଘୋଷଣା
ନୂଆଦିଲ୍ଲୀ,୧୬ା୮: ନିର୍ବାଚନ ଆୟୋଗ ଶୁକ୍ରବାର ବିଧାନସଭା ନିର୍ବାଚନର କାର୍ଯ୍ୟସୂଚୀ ଘୋଷଣା କରିବାକୁ ଯାଉଛନ୍ତି। ଜମ୍ମୁ-କଶ୍ମୀର ଏବଂ ହରିୟାଣାରେ ବିଧାନସଭା ନିର୍ବାଚନ ତାରିଖ ଆଜି ଘୋଷଣା ହେବାର ସମ୍ଭାବନା ରହିଛି। ତେବେ ଜମ୍ମୁ-କଶ୍ମୀରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ସମସ୍ତଙ୍କ ନଜର…
ମାଲକାନଗିରିରେ ୧୨ ଘଣ୍ଟିଆ ବନ୍ଦ ପାଳନ
ମାଲକାନଗିରି,୧୬ା୮: ଶୁକ୍ରବାର ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ ପାଳନ କରାଯାଇଛି। ମାଲକାନଗିରି ଜିଲା ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ବନ୍ଦ ପାଳନ କରାଯାଇଛି। ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଚାଲିଥିବା ଅତ୍ୟାଚାର ବନ୍ଦ ଏବଂ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ ଏହି ବନ୍ଦ ଡାକରା…
ପୁଣି ଇତହାସ ରଚିଲା ଇସ୍ରୋ, SSLV-D3 ର କଲା ସଫଳ ଉତକ୍ଷେପଣ, ଜାଣନ୍ତୁ ଏହି ରକେଟ୍ ବିଷୟରେ…
ଶ୍ରୀହରିକୋଟା,୧୬।୮: ଇସ୍ରୋ(ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ) ଅଗଷ୍ଟ ୧୬ ସକାଳ ୯.୧୭ ରେ ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ ସେଣ୍ଟରରୁ SSLV-D3 ରକେଟ ଉତକ୍ଷେପଣ କରିଛି। ଏହି ମିଶନ ଅଧୀନରେ ଦେଶର ନୂଆ ପୃଥିବୀ ପର୍ଯ୍ୟବେକ୍ଷଣ ସାଟେଲାଇଟ EOS-8 ଏବଂ ଏକ…
ବୋଲେରୋ-ଟ୍ରକ୍ ମୁହାଁମୁହିଁ, ୬ ଗୁରୁତର
ଭବାନୀପାଟଣା,୧୬ା୮: କଳାହାଣ୍ଡି ଜିଲା ଭବାନୀପାଟଣା ଜାତୀୟ ରାଜପଥରେ ଶୁକ୍ରବାର ଏକ ବୋଲେରୋ ଏବଂ ଟ୍ରକ ସହ ମୁହାଁମୁହିଁ ଧକ୍କା ହେବାରୁ ୬ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି, ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଏନ୍ଏଚ୍…
ଗମ୍ଭୀରଙ୍କ କୋଚିଂ ନେଇ ବଡ଼ ଖୁଲାସା କଲେ ଜୟ ଶାହା
ନୂଆଦିଲ୍ଲୀ,୧୬।୮: ରାହୁଲ ଦ୍ରାବିଡଙ୍କ ପରେ ଗୌତମ ଗମ୍ଭୀର ଟିମ ଇଣ୍ଡିଆର ମୁଖ୍ୟ କୋଚ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗମ୍ଭୀର ପହଞ୍ଚିବା ମାତ୍ରେ ଧଳା ବଲ ଏବଂ ରେଡ ବଲ କ୍ରିକେଟ ମଧ୍ୟରେ ଏକ ବିରାଟ ପାର୍ଥକ୍ୟ ସୃଷ୍ଟି କରିଛି। ବିଭିନ୍ନ ଫର୍ମାଟ…
ଅଲିମ୍ପିକ୍ସରେ ପଦକ ଜିତି ଭୁବନେଶ୍ୱରରେ ପହଞ୍ଚିଲେ ଅମିତ ରୋହିଦାସ: ଜୋରଦାର ସ୍ବାଗତ
ଭୁବନେଶ୍ୱର,୧୬।୮: ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଘରକୁ ଫେରିଛନ୍ତି ହକି ତାରକା ଅମିତ ରୋହିଦାସ। ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଛି। ଭାଜପା ବିଧାୟକ ବାବୁ ସିଂ, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କିଙ୍କ…

