Home

ଯୁଦ୍ଧରୁ ଲାଭ

ଇସ୍ରାଏଲ-ହମାସ ଯୁଦ୍ଧ ୧୦ ମାସ ଅତିକ୍ରମ କରିଯାଇଥିବା ବେଳେ ଏହା ଏବେ ମଧ୍ୟପ୍ରାଚ୍ୟରେ ବିଷମ ସ୍ଥିତି ସୃଷ୍ଟି କଲାଣି। ପାଲେଷ୍ଟାଇନ୍‌ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ ଯୋଗୁ ସେଠାରେ ବ୍ୟାପକ ଧନଜୀବନହାନି ଘଟୁଥିବାରୁ ମୁସଲିମ ରାଷ୍ଟ୍ରଗୁଡ଼ିକ ଉଗ୍ର ହେବାରେ ଲାଗିଲେଣି।…

ମୁହଁ ଖୋଲିଲେ ଚମ୍ପାଇ ସୋରେନ, କହିଲେ ମୋ ପାଇଁ ସବୁ ବିକଳ୍ପ ଖୋଲା ଅଛି

ନୂଆଦିଲ୍ଲୀ,୧୮।୮: ଝାଡ଼ଖଣ୍ଡରେ ରାଜନୈତିକ ଅସ୍ଥିରତା ବୃଦ୍ଧି ପାଇଛି। ଜେଏମଏମ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସର ବାୟୋରୁ ତାଙ୍କ ଦଳର ଝାଡ଼ଖଣ୍ଡ ମୁଖୀ ମୋର୍ଚ୍ଚାର ନାମ ହଟାଇ ଦେଇଛନ୍ତି। ବର୍ତ୍ତମାନ ଝାଡ଼ଖଣ୍ଡର ପୂର୍ବତନ…

କୋଲକାତା ଘଟଣାକୁ ନେଇ ରାଜନୀତି କରୁଛି ଭାଜପା: କମଳନାଥ

ନୂଆଦିଲ୍ଲୀ,୧୮।୮: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ସହ ଘଟିଥିବା ଭୟଙ୍କର ଘଟଣା ପରେ ଆନ୍ଦୋଳନ ଜାରି ରହିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରୁଛି ଭାଜପା। ଏଥି ସହ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ…

ହିମାଚଳରେ ବାଦଲ ଫାଟିବାରୁ ହାହାକାର, ବନ୍ୟା-ଭୂସ୍ଖଳନରେ ୩୧ ମୃତ

ଶିମଲା,୧୮।୮: ହିମାଚଳ ପ୍ରଦେଶରେ ଚାଲିଥିବା ମୌସୁମୀ ଋତୁରେ ଜୁନ ୨୭ରୁ ଅଗଷ୍ଟ ୧୬ମଧ୍ୟରେ କ୍ଲାଉଡ ବ୍ରଷ୍ଟ ବା ବାଦଲ ଫାଟିବାରୁ ଏବଂ ଫ୍ଲାସ ଫ୍ଲଡ ବା ଅଚାନକ ବନ୍ୟା ପରିସ୍ଥିତିରେ ୫୧ ଘଟଣାରେ ୩୧ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟ ଜରୁରୀକାଳୀନ…

ପଶ୍ଚିମବଙ୍ଗ ଏବେ ହେବ ଦ୍ୱିତୀୟ ବାଂଲାଦେଶ: ଗିରିରାଜ

ନୂଆଦିଲ୍ଲୀ,୧୮।୮: ପଶ୍ଚିମବଙ୍ଗର କୋଲକାତାରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ଭାଜପା ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡା ସମାଲୋଚନା କରିଛନ୍ତି। ସେପଟେ ବଙ୍ଗଳାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ମନ୍ତ୍ରୀ ତଥା…

ୟୁପିଏସସି ଜାଗାରେ ଆରଏସଏସରେ ହେଉଛି ଭର୍ତ୍ତି, ଛଡାଇ ନିଆଯାଉଛି ସଂରକ୍ଷଣ: ରାହୁଲ

ନୂଆଦିଲ୍ଲୀ,୧୮।୮: କଂଗ୍ରେସ ଏମପି ତଥା ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି। ୟୁପିଏସସି ଦ୍ୱାରା କରାଯାଇଥିବା ସମ୍ପ୍ରତି ନିଯୁକ୍ତି ସମ୍ପର୍କରେ ସେ କହିଛନ୍ତି ଯେ ଏହି…

ଭିନେଶ ଭାରତ ଫେରିବା ପରେ ସ୍ବାମୀ କହିଲେ ଆମେ ଆଉ…

ଚଣ୍ଡିଗଡ଼,୧୮ା୮: ଷ୍ଟାର୍‌ ରେସଲର ଭିନେଶ ଫୋଗଟ ଶନିବାର ପ୍ୟାରିସ୍‌ରୁ ଭାରତ ଫେରିଛନ୍ତି। ଏନେଇ ତାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ସ୍ବାଗତ କରାଯାଇଥିଲା। ଅଲିମ୍ପିକ୍ସରେ ପଦକ ଜିତିଥିବା ରେସଲର ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲ୍ଲିକ ମଧ୍ୟ ଭିନେଶଙ୍କୁ ସ୍ବାଗତ କରିବା ପାଇଁ ବିମାନବନ୍ଦର…

ଗୃହମନ୍ତ୍ରୀ ପଦରୁ ହଟିଲେ ସଖାଓ୍ବତ ହୁସେନ, ନୂଆ ସରକାର ଗଠନର ୯ ଦିନ ମଧ୍ୟରେ ଛାଡିଲେ ଗାଦି

ଢାକା,୧୮।୮: ବାଂଲାଦେଶରେ ଯେମିତି ଅନିଶ୍ଚିତତାର ଅବଧି ଶେଷ ହେବାର ନାଁ ନେଉନାହିଁ। ମଧ୍ୟବର୍ତ୍ତୀକାଳୀନ ସରକାର ଗଠନର ୯ଦିନ ମଧ୍ୟରେ ବ୍ରିଗେଡିୟର୍‌ ଜେନେରାଲ (ଅବସରପ୍ରାପ୍ତ) ଏମ ସଖାୱତ ହୁସେନଙ୍କୁ ଗୃହମନ୍ତ୍ରୀ ପଦରୁ ହଟାଇ ଦିଆଯାଇଛି। କୁହାଯାଏ ଯେ ଶେଖ ହାସିନାଙ୍କୁ ବହିଷ୍କାର କରିଥିବା…

ଟ୍ରେନ୍‌ରେ କଟି ଚାଲିଗଲା ହାତୀଛୁଆର ଜୀବନ, ଜଗି ବସିଛି ମା’

ଟେନ୍‌ସା,୧୮ା୮(ସମୀର କୁମାର ପାଢ଼ୀ): ଟ୍ରେନ୍‌ରେ କଟି ଏକ ହାତୀଛୁଆର ଜୀବନ ଚାଲିଯାଇଛି। ମାଆ ସାମ୍ନାରେ ଛଟପଟ ହୋଇ ବିଚରା ଛୁଆହାତୀଟି ମରିଯିବାରୁ ମା’ର ମନ ବୁଝୁନାହିଁ। ସେ ତା’ ଛୁଆର ପାଖ ଛାଡ଼ି ଯାଉନାହିଁ। ଖାଲି ଏତିକି ନୁହେଁ ପାଟି ସିନା…

ଦିଲ୍ଲୀ ପହଞ୍ଚିବା ମାତ୍ରେ ବଡ ପରିବର୍ତ୍ତନ, ନିଜ ଏକ୍ସ ହ୍ୟାଣ୍ଡେଲରୁ ପାର୍ଟିର ନାଁ ହଟାଇଲେ ଚମ୍ପାଇ

ନୂଆଦିଲ୍ଲୀ,୧୮।୮: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଦିଲ୍ଲୀରେ ପହଞ୍ଚିବା ମାତ୍ରେ କଳ୍ପନା ଜଳ୍ପନାର ନୀରବତା ଭାଙ୍ଗିଛନ୍ତି। ଚମ୍ପାଇ ସୋରେନ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ କାହାକୁ ଭେଟୁନାହାଁନ୍ତି। ସେ କହିଛନ୍ତି ଯେ ଯେତେବେଳେ ଆମେ ଏଠାରେ କୌଣସି କାର୍ଯ୍ୟକ୍ରମ…

ବାଇବେଲ ବିକି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି

ଓ୍ବାଶିଂଟନ,୧୮।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱର ସବୁଠାରୁ ଧନୀ ନେତାଙ୍କ ମଧ୍ୟରେ ଜଣେ ଭାବେ ଗଣାଯାଆନ୍ତି। ଫୋର୍ବସ ଅନୁଯାୟୀ ଟ୍ରମ୍ପଙ୍କ ନେଟଓ୍ବର୍ଥ ହେଉଛି ୪.୫ ବିଲିୟନ ଡଲାର। ଏଥର ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟ ପ୍ରାର୍ଥୀ କମଲା ହାରିସଙ୍କୁ…

ଭାଜପାରେ ଯୋଗଦେବେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ! ଜାତୀୟ ରାଜନୀତିରେ ହଲଚଲ

ହାଇଦ୍ରାବାଦ,୧୮।୮: କଂଗ୍ରେସକୁ ଲାଗିବ ବଡ଼ ଝଟ୍‌କା। କାରଣ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ଅର୍ଥାତ୍‌ ରେବନ୍ଥ ରେଡ୍ଡୀ ଖୁବ୍‌ଶୀଘ୍ର ଭାରତୀୟ ଜନତା ପାର୍ଟିରେ ଯୋଗ ଦେବାକୁ ଯାଉଛନ୍ତି। ଏଭଳି ଚାଞ୍ଚଲ୍ୟକର ଖୁଲାସା ପରେ ଜାତୀୟ ରାଜନୀତିରେ ଚହଳ ପଡିଛି। ଖୋଦ୍‌ କଂଗ୍ରେସର ହେଭିଓ୍ବେଟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?