୬ ଥରର ଏମ୍ପି ହେଲଣି, ଆପଣ ମୋତେ ଶିଖାଇବେ…ଶପଥ ଗ୍ରହଣ ବେଳେ ଏଭଳି କହି ଚର୍ଚ୍ଚାରେ ପପ୍ପୁ-Video
ନୂଆଦିଲ୍ଲୀ,୨୫।୬: ଲୋକ ସଭା ଏମ୍ପିଭାବେ ଶପଥ ନେବା ବେଳେ ବିହାରର ପୁର୍ନିଆ ଆସନରୁ ନିର୍ବାଚିତ ପପ୍ପୁ ଯାଦବ ବଡ଼ ପ୍ରସଙ୍ଗ ଉଠାଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସେ ପ୍ରଣାମ ପୁର୍ନିଆ,ପ୍ରଣାମ ବିହାର, ସଲାମ ବିହାର, ଜୋହାର ବିହାର ସହ ନିଜର ଶପଥ…
ବଦଳିବ ସ୍କୁଲ ୟୁନିଫର୍ମ? ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ
ଭୁବନେଶ୍ୱର,୨୫।୬: ବଦଳିବ ସ୍କୁଲ ୟୁନିଫର୍ମ ? ଗଣଶିକ୍ଷା ମନ୍ତ୍ରୀଙ୍କ ବୟାନ ପରେ ଜୋର ଧରିଲା ଚର୍ଚ୍ଚା । ଗତବର୍ଷ ନବମ ଓ ଦଶମ ପିଲାଙ୍କ ୟୁନିଫର୍ମର ରଙ୍ଗ ବଦଳିଥିଲା । ଗାଢ଼ ନୀଳ ରଙ୍ଗକୁ ବଦଳାଇ ସବୁଜ ପ୍ୟାଣ୍ଟ ଓ ଚେକ…
ଲକ୍ଷାଧିକ ଦରମା ସହ ମିଳିଥାଏ ଅନେକ ସୁବିଧା, ଜାଣନ୍ତୁ ନିର୍ବାଚିତ ଏମ୍ପିମାନଙ୍କ ଦରମା କେତେ? କ’ଣ ସେମାନେ ଦିଅନ୍ତି ଟିକସ…
୧୮ତମ ଲୋକ ସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ସଦସ୍ୟମାନେ ଶପଥ ନେଇଛନ୍ତି। କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଏମ୍ପିମାନଙ୍କୁ ଶପଥ ପାଠ କରାଇଛନ୍ତି। ତେବେ ଜୁନ ୨୪ରୁ ଆରମ୍ଭ ହୋଇଥିବା ସଂସଦ…
ବିରୋଧୀ ଦଳର ନେତା ହେଲେ ରାହୁଲ
ନୂଆଦିଲ୍ଲୀ,୨୫।୬: ବିରୋଧୀ ଦଳର ନେତା ହେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇବା ପରେ ରାହୁଲ ବିରୋଧୀ ଦଳର ନେତା ହେବା ପାଇଁ ସହମତି ହୋଇଛନ୍ତି। ପ୍ରାୟ ୧୦ ବର୍ଷ ପରେ ଲୋକ ସଭାକୁ ବିରୋଧୀ…
ଜାଣନ୍ତି କି…ମିସ୍ କଲ୍ ଦେଇ ସହଜରେ ଜାଣିପାରିବେ ନିଜ PF ଆକାଉଣ୍ଟର ବାଲାନ୍ସ, ଜାଣନ୍ତୁ ପ୍ରକ୍ରିୟା…
ନୂଆଦିଲ୍ଲୀ,୨୫।୬: ଆପଣ କେବେ ଇପିଏଫ୍ଓର ମିସ୍ କଲ ବାଲାନ୍ସ ଚେକ ନମ୍ବର ବିକଳ୍ପ ବ୍ୟବହାର କରିଛନ୍ତି କି? ପିଏଫ୍ ଖାତାର ବାଲାନ୍ସ ଜାଣିବା ପାଇଁ ଆପଣ ପଞ୍ଜୀକୃତ ମୋବାଇଲ ନମ୍ବରରୁ 9966044425 ରେ ଇପିଏଫ୍ଓକୁ ଏକ ମିସ କଲ୍ ଦେଇପାରିବେ। ଏହାପରେ…
ଓଡ଼ିଶା ଫେରିବେ ଆଇଏଏସ ମନୋଜ ଆହୁଜା, ମିଳିପାରେ ବଡ଼ ଦାୟିତ୍ୱ
ଭୁବନେଶ୍ୱର,୨୫।୬:ଓଡ଼ିଶା ଫେରିବେ ୧୯୯୦ ବ୍ୟାଚ ଆଇଏଏସ ମନୋଜ ଆହୁଜା। ମଙ୍ଗଳବାର କେନ୍ଦ୍ର ସରକାର ତାଙ୍କୁ ନିଜ ଓଡ଼ିଶା କ୍ୟାଡର ଫେରାଇ ଦେଇଛନ୍ତିି । ଆହୁଜାଙ୍କୁ ଓଡ଼ିଶା ଫେରାଇବା ପାଇଁ କେନ୍ଦ୍ର ସରକାରଙ୍କୁ ମୋହନ ସରକାର ଅନୁରୋଧ କରିଥିଲେ । ତେବେ ତାଙ୍କ…
ଏଥର ହେବ ଛାତ୍ର ସଂସଦ ନିର୍ବାଚନ! ମନ୍ତ୍ରୀଙ୍କ ବୟାନରୁ ସ୍ପଷ୍ଟ
ଭୁବନେଶ୍ୱର,୨୫।୬: ଗଣତନ୍ତ୍ରର ଏନ୍ତୁଡି ହେଉଛି କଲେଜ। ଆଜି ରାଜନୀତିରେ ପାଦ ଥାପିଥିବା ପ୍ରତ୍ୟେକ ନେତା କଲେଜ ରାଜନୀତିରୁ ହିଁ ନିଜର ରାଜନୀତି କ୍ୟାରିୟର ଆରମ୍ଭ କରିଥା’ନ୍ତି। ପ୍ରତିଟି ସୁଦୃଢ ରାଜନେତାର ଦକ୍ଷତା ସେହି କଲେଜ ସମୟରେ ଛାତ୍ରନେତା ସମୟରେ ହିଁ ନଜର…
ବାଚସ୍ପତି ନିର୍ବାଚନକୁ ନେଇ ଇଣ୍ଡିଆରେ ଫାଟ! ଚିନ୍ତା ବଢାଇଲେ ମମତା ଓ ଶରଦ ପାଓ୍ବାର
ନୂଆଦିଲ୍ଲୀ,୨୫।୬: ସ୍ବାଧୀନତା ପରେ ପ୍ରଥମଥର ପାଇଁ ଲୋକ ସଭାର ବାଚସ୍ପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି। ଭାଜପା ନେତୃତ୍ୱାଧୀନ ଏନଡିଏ ଓମ ବିର୍ଲାଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ୮ ଥରର ଏମପି କେ ସୁରେଶଙ୍କୁ ମଇଦାନକୁ ଓହ୍ଲାଇଛି। ବିରୋଧୀ…
କଂଗ୍ରେସ ଜାରି କଲା ହ୍ବିପ, ଲୋକ ସଭାରେ ସବୁ ଏମପି ଉପସ୍ଥିତ ରହିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ,୨୫।୬: ସଂସଦର ସ୍ବତନ୍ତ୍ର ଅଧିବେଶନରେ ଲୋକ ସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ଏ ସମ୍ପର୍କରେ ବିବାଦ ଲାଗି ରହିଛି। ବୁଧବାର ଏହି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି କ୍ରମରେ କଂଗ୍ରେସ…
ଭାଜପାକୁ ବଡ଼ ଝଟ୍କା, ଶରଦ ପାଓ୍ବାରଙ୍କ ପାଖକୁ ଫେରିଲେ…
ନୂଆଦିଲ୍ଲୀ,୨୫।୬:ଭାରତୀୟ ଜନତା ପାର୍ଟିକୁ ବଡ଼ ଝଟ୍କା। ଭାଜପା ଛାଡି ଏନସିପି(ଶରଦ ଗୋଷ୍ଠୀ)ରେ ମିଶିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ। କିଛି ଦିନ ତଳେ ଭାଜପା ଛାଡିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୂର୍ଯ୍ୟକାନ୍ତା ପାଟିଲ ଆଜି ଶରଦ ପାୱାରଙ୍କ ଏନସିପିରେ ସାମିଲ ହୋଇଛନ୍ତି। ଦୀର୍ଘ ୧୦ ବର୍ଷ…
ହାତରେ ସମ୍ବିଧାନ ଧରି ଶପଥ ନେଲେ ରାହୁଲ, ଭାଜପା ଏମପି କହିଲେ ‘ଜୟ ଶ୍ରୀରାମ’
ନୂଆଦିଲ୍ଲୀ,୨୫।୬: ମଙ୍ଗଳବାର ଉତ୍ତରପ୍ରଦେଶ ରାଏବରେଲିର କଂଗ୍ରେସ ନେତା ତଥା ଏମପି ରାହୁଲ ଗାନ୍ଧୀ ସଂସଦର ସଦସ୍ୟତା ଗ୍ରହଣ କରିଛନ୍ତି। ଏହି ସମୟରେ ରାହୁଲ ଗାନ୍ଧୀ ସମ୍ବିଧାନର ଏକ ନକଲ ସହିତ ଶପଥ ଗ୍ରହଣ କରିବାକୁ ଆସିଥିଲେ। ଶପଥ ଗ୍ରହଣ କରିବା ପରେ…
ଶାର୍କ ଆକ୍ରମଣରେ ଆଖି ବୁଜିଲେ ଲୋକପ୍ରିୟ ଅଭିନେତା, ଶୋକରେ ବୁଡ଼ିଲା…
ଲଣ୍ଡନ: ଶାର୍କ ଆକ୍ରମଣରେ ଆଖି ବୁଜିଛନ୍ତି ହଲିଉଡ୍ ଅଭିନେତା ତମାୟୋ ପେରୀ। ‘ପାଇରେଟ୍ସ ଅଫ୍ ଦ କ୍ୟାରିବିଆନ୍’,‘ବ୍ଲୁ କ୍ରଶ’, ଚାର୍ଲିଜ୍ ଆଞ୍ଜେଲ୍ସ’ ଭଳି ଫିଲ୍ମରେ ଅଭିନୟ କରି ବାହାବାଃ ସାଉଁଟିଥିଲେ ସେ। ରବିବାର ଅପରାହ୍ନରେ ଗୋଟ୍ ସମୁଦ୍ରକୂଳ ନିକଟ ଓହୁରେ ଏକ…
Archives


