ଥଇଥାନ ପୂର୍ବରୁ ଉଠାଦୋକାନୀଙ୍କୁ ଉଚ୍ଛେଦ: ଲୋକଙ୍କ ପେଟପାଟଣା ପ୍ରଭାବିତ
ବରଗଡ଼,୨୨।୧୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ପକ୍ଷରୁ ଗତ କିଛିଦିନ ହେଲା ରାସ୍ତାପାର୍ଶ୍ୱ ଜବରଦଖଲ ଉଚ୍ଛେଦ କରାଯାଉଛି। ତେବେ ଏଥିରେ ଅଧିକାଂଶ ଠେଲା ଦୋକାନୀ ଏବଂ ଗରିବ ଶ୍ରେଣୀର ଲୋକେ ପ୍ରଭାବିତ ହେଉଛନ୍ତି। ରାସ୍ତାପାର୍ଶ୍ୱ ପ୍ରଶସ୍ତୀକରଣ ଏବଂ ଡ୍ରେନ ନିର୍ମାଣ ପାଇଁ ଉଚ୍ଛେଦ…
ଧାନ ବିକ୍ରି ଆରମ୍ଭରୁ ଅଚଳାବସ୍ଥା ଆଶଙ୍କା: ଖୋଲା ଆକାଶ ତଳେ ପଡ଼ିରହିଛି ଧାନ
ବରଗଡ଼,୨୨।୧୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ଅମଳ ଚଳିତ ମାସ ପହିଲାରୁ ଜୋର୍ ଧରିଛି। ଅଥଚ ଏପର୍ଯ୍ୟନ୍ତ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ହୋଇନାହିଁ। ପୂର୍ବରୁ ନଭେମ୍ବର ମାସ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହ ସୁଦ୍ଧା ଜିଲାରେ ଧାନ କିଣାବିକା ଆରମ୍ଭ…
ପଞ୍ଚାୟତ କାମ ସାରି ଫେରୁଥିଲେ, ଧକ୍କା ଦେଲା ପିକ୍ଅପ୍ ଭ୍ୟାନ୍; ଉନ୍ନୟନ ଅଧିକାରୀ…
ଦିଗପହଣ୍ଡି, ୨୧।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ନିକଟରେ ଏକ ପିକଅପ ଭ୍ୟାନ ଧକ୍କାରେ ଜଣେ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି। ଆହତ ଜଣକ ଦିଗପହଣ୍ଡି ପୁଞ୍ଜିକୟାଁ ଛକ ନିକଟ ନୀଳକଣ୍ଠ ନଗରରେ ରହୁଥିବା…
ଫାଇଟର ଜେଟ୍ ତେଜସ୍ ତିଆରି ପାଇଁ ଖର୍ଚ୍ଚହୁଏ କେତେ ଟଙ୍କା? ଦୁର୍ଘଟଣା ହେଲେ ମିଳେ କି ବୀମା
ନୂଆଦିଲ୍ଲୀ,୨୧।୧୧: ଦୁବାଇ ଏୟାର ଶୋ’ରେ, ଭାରତର ଗର୍ବ, ତେଜସ ଲଢ଼ୁଆ ବିମାନ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। କିଛି ମୁହୂର୍ତ୍ତ ପୂର୍ବରୁ ଗର୍ଜନ କରି ଆକାଶକୁ ଚିରି ଦେଉଥିବା ବିମାନଟି ଆଖି ପିଛୁଳାକେ ଭୂମିରେ ଖସି ପଡ଼ିଲା, ଏବଂ ନିଆଁରେ…
ରତ୍ନଭଣ୍ଡାର ଗଣତିମଣତି ନେଇ ମୁଖ୍ୟ ପ୍ରଶାସକଙ୍କ ବଡ଼ ସୂଚନା: ଯେଉଁ ସମୟରେ ଶ୍ରୀମନ୍ଦିରରେ ଅଧିକ…
ପୁରୀ,୨୧ା୧୧: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏକ ବଡ଼ ସୂଚନା ଦେଇଛନ୍ତି। ସେ ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତିକୁ ନେଇ କହିଛନ୍ତି, ଶ୍ରୀମନ୍ଦିରରେ ଯେତେବେଳେ ନୀତିକାନ୍ତି ଅଧିକ ନ ଥିବ, ସେହି ସମୟରେ ଗଣତିମଣତି ହେବ।…
‘ସବୁ ୧୪୦ ବିଧାୟକ ମୋର…’, ମୁଖ୍ୟମନ୍ତ୍ରୀ ବଦଳିବା ଖବର ମଧ୍ୟରେ ବଡ଼ ବୟାନ ଦେଲେ ଶିବକୁମାର, ରାଜନୀତିରେ ହଇଚଇ
ବେଙ୍ଗାଲୁରୁ,୨୧।୧୧: କର୍ନାଟକ କଂଗ୍ରେସ ସରକାର ଭିତରେ ସବୁକିଛି ଅସ୍ଥିର ପରି ମନେ ହେଉଛି। ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଗତକାଲି ତାଙ୍କ ସମର୍ଥକମାନଙ୍କ ସହିତ ଅପ୍ରତ୍ୟାଶିତ ଭାବରେ ଦିଲ୍ଲୀରେ ପହଞ୍ଚିଥିଲେ। ଦାବି କରାଯାଇଥିଲା ଯେ ସେ ସେଠାରେ ଦଳର ଶୀର୍ଷ ନେତାମାନଙ୍କ ସହିତ ସାକ୍ଷାତ…
ରଙ୍ଗତୂଳୀରେ ହ୍ୟୁମାନଙ୍କୁ ମନେ ପକାଇଲେ ଫ୍ୟାନ୍, ଜୀବନ୍ତ ଚିତ୍ର କରି ଚର୍ଚ୍ଚାରେ ସୁନୀଲ
ଦାରିଙ୍ଗବାଡ଼ି,୨୧ା୧୧(ଅରୁଣ ସାହୁ): ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ସ୍ବର୍ଗତ ହ୍ୟୁମାନ ସାଗରଙ୍କ ବିୟୋଗ ପରେ ତାଙ୍କ ଫ୍ୟାନ୍ମାନଙ୍କ ମଧ୍ୟରେ ଅନେକ ଚିନ୍ତା ବଢ଼ିଛି। ତାଙ୍କ ସଙ୍ଗୀତକୁ ସମସ୍ତେ ମନେ ପକାଉଥିବାବେବେଳେ ତାଙ୍କ ସମସ୍ତ ସ୍ମୃତିକୁ ସାଉଁଟିବାରେ ଲାଗିଛନ୍ତି ତାଙ୍କ ସମର୍ଥକ ଓ ଫ୍ୟାନମାନେ।…
ଦୁବଇ ଏୟାର ଶୋ’ରେ ବଡ଼ ଦୁର୍ଘଟଣା, ଜଳିଗଲା ଫାଇଟର ଜେଟ ତେଜସ, ସାମ୍ନାକୁ ଆସିଲା ଛାତିଥରା ଭିଡିଓ
ଦୁବଇ,୨୧।୧୧: ଶୁକ୍ରବାର (୨୧ ନଭେମ୍ବର, ୨୦୨୫) ଦୁବାଇ ଏୟାର ଶୋ’ରେ ପ୍ରଦର୍ଶନ ସମୟରେ ଏକ ଭାରତୀୟ ତେଜସ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପାଇଲଟ ବାହାରକୁ ବାହାରିଥିଲେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଭିଡିଓରେ ଦେଖାଯାଉଛି ଯେ ଆକାଶରେ…
ପୂର୍ବତନ କାଉନସିଲର ନିଶିକାନ୍ତ କୁମ୍ଭାରଙ୍କ ପରଲୋକ
ବଲାଙ୍ଗୀର,୨୧ା୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଜଣାଶୁଣା ସମାଜସେବୀ ତଥା ପୂର୍ବତନ କାଉନସିଲର ନିଶିକାନ୍ତ କୁମ୍ଭାର (୬୩)ଙ୍କ ଶୁକ୍ରବାର ପରଲୋକ ହୋଇଛି। ସ୍ଥାନୀୟ ମହାରାଣୀ ସାଗର ଆଡ଼ିବନ୍ଧରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରକୁ ଯାଉଥିବା ବେଳେ ସେ ପଡ଼ିଯାଇ ଗୁରୁତର ହୋଇଥିଲେ।…
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ ଅନେକେ ଆହତ
ଇସଲାମାବାଦ,୨୧।୧୧: ପାକିସ୍ତାନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ଏକ ଶକ୍ତିଶାଳୀ ବିସ୍ଫୋରଣରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ଅନୁଯାୟୀ ଶୁକ୍ରବାର ସକାଳେ ପଞ୍ଜାବ ପ୍ରଦେଶର ଏକ ରାସାୟନିକ କାରଖାନାରେ ଏକ ବଡ଼ ଦୁର୍ଘଟଣା ଘଟିଛି।…
ଅତ୍ୟାଧୁନିକ ଶୁଖୁଆ ମାର୍କେଟ୍ ବିଲ୍ଡିଂ ଶୁଭାରମ୍ଭ କଲେ ମନ୍ତ୍ରୀ
ଗଞ୍ଜାମ,୨୧ା୧୧(ବିଦ୍ୟାଧର ସାହୁ): ବିଶ୍ୱ ମତ୍ସ୍ୟ ଦିବସ ଅବସରରେ ହୁମା ହାଟ ପଡ଼ିଆଠାରେ ଥିବା ଅତ୍ୟାଧୁନିକ ଶୁଖୁଆ ମାର୍କେଟ ବିଲ୍ଡିଂ ଶୁକ୍ରବାର ଶୁଭାରମ୍ଭ ହୋଇଛି। ମନ୍ତ୍ରୀ ଗୋକୁଳାନନ୍ଦ ମଲିକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଶୁଭାରମ୍ଭ କରିଥିଲେ। ଛତ୍ରପୁର ଉପଜିଲାପାଳ ଶିବାଶିଷ ବରାଳ…
କଂଗ୍ରେସରେ ଫାଟ! ଇସ୍ତଫା ଦେଲେ ବିହାର ମହିଳା କଂଗ୍ରେସ ଅଧ୍ୟକ୍ଷା
ପାଟନା,୨୧।୧୧: ବିହାରରେ ନୂଆ ସରକାର ଗଠନ ହେବା ପରେ, ବିହାର କଂଗ୍ରେସ ଭିତରେ ଆଭ୍ୟନ୍ତରୀଣ କନ୍ଦଳ ପୁଣି ଥରେ ସାମ୍ନାକୁ ଆସିଛି। ରାଜ୍ୟ ମହିଳା କଂଗ୍ରେସ ସଭାପତି ସରୱତ ଜାହାନ ଫାତିମା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାପତ୍ରରେ, ଫାତିମା…
Archives


