Home

ସବୁ ଯଦି ଲୀଳାମୟଙ୍କ ଇଚ୍ଛା ତେବେ ଏତେ ପ୍ରସ୍ତୁତିର ଆବଶ୍ୟକତା କ’ଣ

ଭୁବନେଶ୍ୱର, ୧୨।୭(ସୁନିତ୍‌ ମିଶ୍ର):ପହଣ୍ଡି ସମୟରେ ଚାରମାଳ ଉପରେ ବଳଭଦ୍ର ପଡ଼ିଯିବା ଘଟଣାକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ଏହି ଘଟଣାରେ ବାରମ୍ବାର ଶାସକ ଏବଂ ବିରୋଧୀ ମୁହାଁମୁହିଁ ହେବାରେ ଲାଗିଛନ୍ତି। ବିଜେଡି ଓ କଂଗ୍ରେସ ଏହି ବିଭ୍ରାଟ ଲାଗି ସରକାରକୁ…

୬ ମାସରେ ୩୬ କୋଟିର ଠକେଇ

ଭୁବନେଶ୍ୱର,୧୨ା୭(ସତ୍ୟଜିତ୍‌ ରାଉତ): ବ୍ୟାପକ ସଚେତନତା ସତ୍ତ୍ୱେ ସାଇବର ଠକେଇ ବଢ଼ିବାରେ ଲାଗିଛି। ପୋଲିସ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ଭୁବନେଶ୍ୱରରେ ଗତ ୬ ମାସରେ ପ୍ରାୟ ୩୬ କୋଟି ଟଙ୍କା ସାଇବର ଠକେଇ ହୋଇଛି। ଗତ ଜାନୁଆରୀରୁ ଜୁନ…

ସତୀଗୁଡ଼ା ସବୁଜ ଉଦ୍ୟାନରେ ବିରଳ ପ୍ରଜାତିର ପ୍ରଜାପତି ଠାବ

ମାଲକାନଗିରି,୧୨ା୭ (ଦୁର୍ଯ୍ୟୋଧନ ପାତ୍ର): ବର୍ଷା ଛାଡି ଯିବାପରେ ମଲକାନଗିରି ଜିଲାର ବିଭିନ୍ନ ଗ୍ରାମର ନାନା ପ୍ରକାର ପ୍ରଜାପତି ଉଡ଼ୁଥିବାର ଦେଖାଯାଉଛି। ଗୁରୁବାର ମାଲକାନଗିରି ସତୀଗୁଡା ସବୁଜ ଉଦ୍ୟାନରେ ରଙ୍ଗବେରଙ୍ଗର ଏକ ବିରଳ ପ୍ରଜାପତି ଦେଖିବାକୁ ମିଳିଥିଲା। ଏହି ପ୍ରଜାପତିଟିକୁ ଦେଖିବା ପାଇଁ…

ଧରିତ୍ରୀରେ ଖବର ପ୍ରକାଶ ପରେ ବଦଳିଲା ଛେନାପୋଡ଼ ତଥ୍ୟ, ଆରିସା ପିଠା ଗାଏବ

ଭୁବନେଶ୍ୱର,୧୨ା୭(ଶର୍ମିଷ୍ଠା ପାଣିଗ୍ରାହୀ): ଖାଦ୍ୟ ଡେଲିଭରି ଆପ୍‌ ଜୋମାଟୋରେ ଛେନାପୋଡ଼ ଓ ଆରିସା ପିଠା ବେଙ୍ଗଲର ବୋଲି ଲେଖାଯାଇଥିଲା। ଏହା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାଜ୍ୟ ବ୍ୟାପୀ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏନେଇ ଗତ ମଙ୍ଗଳବାର ୯ ତାରିଖ…

ରାଜ୍ୟରେ ୫୦୦ମୁହାଁ ଡେଙ୍ଗୁ

ଭୁବନେଶ୍ୱର,୧୨ା୭(ଅସମାପିକା ସାହୁ): ରାଜ୍ୟରେ ଏବେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମାସକରେ ସଂକ୍ରମିତଙ୍କ ସଂଖ୍ୟା ୨ଗୁଣାରୁ ଅଧିକ ବୃଦ୍ଧି ପାଇଛି। ଗତ ମାସ ୧୦ ତାରିଖରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଳିଥିବା ସୂଚନାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୩୫ ଥିବାବେଳେ…

ଭତ୍ତାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝି ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୧୧।୭: ଗରିବ ହିତାଧିକାରୀମାନଙ୍କୁ ପ୍ରତିମାସର ୨୦ତାରିଖ ସୁଦ୍ଧା ମଧୁବାବୁ ପେନସନ ଯୋଜନାରେ ମାସିକ ଭତ୍ତା ଦେବାକୁ ଆଜି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ରାଜ୍ୟର ଭାଜପା ସରକାର ନିଜର ନିର୍ବାଚନୀ ଇସ୍ତାହାରରେ ମାସିକ ସର୍ବନିମ୍ନ ୩ହଜାର ଟଙ୍କା ଭତ୍ତା ଦେବାକୁ…

ସିଆଇଏସଏଫ ଯବାନଙ୍କୁ ଥାପଡ ମାରିଲେ ସ୍ପାଇସଜେଟ କ୍ର୍ୟୁ ମେମ୍ବର!

ନୂଆଦିଲ୍ଲୀ,୧୧।୭: ଏୟାରଲାଇନ୍ସ କମ୍ପାନୀ ସ୍ପାଇସଜେଟର ଜଣେ କର୍ମଚାରୀ ଜଣେ ସିଆଇଏସଏଫ ଯବାନଙ୍କୁ ଚାପୁଡ଼ା ମାରଛନ୍ତି। ଏହି ଘଟଣା ଜୟପୁର ବିମାନବନ୍ଦରରୁ ଖବର ଦିଆଯାଉଛି ଯେଉଁଠାରେ ସୁରକ୍ଷା ଯାଞ୍ଚକୁ ନେଇ କର୍ମଚାରୀ ଏବଂ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସଏଫ) ଯବାନଙ୍କ ମଧ୍ୟରେ…

ଭାଜପା ନେତାଙ୍କ ଘରୁ ଚୋରି, ଯାଞ୍ଚରେ ଲାଗି ପଡିଛି ପୋଲିସ

ନୂଆଦିଲ୍ଲୀ,୧୧।୭: ଭାରତୀୟ ଜନତା ପାର୍ଟି (ଭାଜପା) ର ରାଜ୍ୟ ସଭା ଏମପି ତଥା ମୁଖପାତ୍ର ସୁଦର୍ଶନ ତ୍ରିବେଦୀଙ୍କ ବଡ ଭାଇ ହିମାଂଶୁ ତ୍ରିବେଦୀଙ୍କ ଘରୁ ଚୋରି ମାମଲା ସାମ୍ନାକୁ ଆସିଛି। ତାଙ୍କ ବାସଭବନ ଲକ୍ଷ୍ନୌର ଇନ୍ଦିରା ନଗର ସେକ୍ଟର ୨୧ରେ ଅବସ୍ଥିତ।…

ଚାକିରି ପାଇଁ ଧକ୍କା ଖାଉଛନ୍ତି ଦେଶର ଭବିଷ୍ୟତ: ରାହୁଲ

ନୂଆଦିଲ୍ଲୀ,୧୧।୭: କଂଗ୍ରେସ ଏମପି ତଥା ସଂସଦରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଦେଶରେ ବେକାରୀ ସମସ୍ୟାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଗୁଜୁରାଟର ଭରୁଚ ଜିଲାରେ ଚାକିରି ସାକ୍ଷାତକାରରେ ଏକାଠି ହୋଇଥିବା ଜନତାଙ୍କୁ ନେଇ ରାହୁଲ ଗାନ୍ଧୀ…

ରାଜନାଥ ସିଂ ଅସୁସ୍ଥ, ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସ୍ବାସ୍ଥ୍ୟ ଗୁରୁବାର (ଜୁଲାଇ ୧୧) ରେ ହଠାତ୍‌ ବିଗିଡି ହୋଇଯାଇଥିଲା, ପରେ ତାଙ୍କୁ AIIMS ର ନ୍ୟୁରୋ ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଥିଲା। ସୂଚନାନୁସାରେ, ପିଠି ଯନ୍ତ୍ରଣା ଅଭିଯୋଗ କରିବା ପରେ ତାଙ୍କୁ ଏମ୍ସରେ…

ଶ୍ରୀଲଙ୍କା ଗସ୍ତ ପାଇଁ ଘୋଷଣା କଲା ବିସିସିଆଇ, ଜାଣନ୍ତୁ ଟି-୨୦, ଓ୍ବାନଡେ ସିରିଜର ପୂରା ସିଡ୍ୟୁଲ

ନୂଆଦିଲ୍ଲୀ,୧୧।୭: ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ଗୁରୁବାର ଶ୍ରୀଲଙ୍କା ଗସ୍ତର କାର୍ଯ୍ୟସୂଚୀ ଘୋଷଣା କରିଛି। ଟିମ ଇଣ୍ଡିଆ ୨୬ ଜୁଲାଇରୁ ଶ୍ରୀଲଙ୍କାରେ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଖେଳିବ । ଏହା ପରେ ଅଗଷ୍ଟ ୨ରୁ ଦୁଇ ଦଳ…

ନବୀନଙ୍କ ଚିଠିକୁ ନେଇ ଏଭଳି ଉତ୍ତର ରଖିଲେ ମୋହନ, ଟୁଇଟ୍‌ କରି କହିଲେ…

ଭୁବନେଶ୍ୱର,୧୧।୭: ଆଡ଼ପ ମଣ୍ଡପ ପହଣ୍ଡି ବିଜେ ଅଘଟଣରେ ଦୁଃଖ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ବିରୋଧୀ ଦଳ ମୁଖ୍ୟ ନବୀନ ପଟ୍ଟନାୟକ ଏକ ଚିଠି ଲେଖିଥିଲେ। ତେବେ ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି ଚିଠିର ଉତ୍ତର ରଖିଛନ୍ତି। ଆଉ କହିଛନ୍ତି, ଜଗତର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri