ଖାର୍ଗେ କଲେ ବଡ଼ ଘୋଷଣା: ଏଥର ଭାଜପା ନୁହେଁ କଂଗ୍ରେସ ପାଇବ ବହୁମତ, ମିଳିବ ଏତିକି ଆସନ
ନୂଆଦିଲ୍ଲୀ,୨୪।୫: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏକ ବଡ ଦାବି କରିଛନ୍ତି । ସେ କହିଛନ୍ତି ଲୋକ ସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟ ୩୦୦ରୁ ଅଧିକ ଆସନ ଜିତିବ, କେବଳ କଂଗ୍ରେସ ଦଳ ୨୭୩ ଆସନ ଅତିକ୍ରମ କରିବ। ଏହା ବ୍ୟତୀତ…
ଟି-୨୦ ବିଶ୍ୱକପ୍ ପୂର୍ବରୁ କମାଲ କଲା ଆମେରିକା: ବାଂଲାଦେଶକୁ ଚଟେଇଲା ଧୂଳି
ନ୍ୟୁୟର୍କ,୨୪।୫: ଦ୍ୱିତୀୟ ଟି-୨୦ରେ ଆମେରିକା ବାଂଲାଦେଶକୁ ପରାସ୍ତ କରିଛି। ଆୟୋଜକ ଆମେରିକା ୩ ଟି-୨୦ ମ୍ୟାଚ ବିଶିଷ୍ଟ ସିରିଜ ୨-୦ରେ ଜିତିଛି। ଆମେରିକା ପ୍ରଥମ ଟି -୨୦ରେ ବାଂଲାଦେଶକୁ ୫ ଉଇକେଟରେ ପରାସ୍ତ କରିଥିଲା। ଏଥି ସହିତ, ଏହି ସିରିଜର ତୃତୀୟ…
୨୬ ତାରିଖ ମଧ୍ୟରାତ୍ରିରେ ଲ୍ୟାଣ୍ଡଫଲ କରିବ ସମ୍ଭାବ୍ୟ ବାତ୍ୟା ‘ରେମଲ’
ଭୁବନେଶ୍ୱର,୨୪।୫: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଅବପାତରେ ପରିଣତ ହୋଇଛି। କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ସକ୍ରିୟ ରହିଛି। ଏହା ଉତ୍ତରପୂର୍ବ ଦିଗରେ ଗତି କରୁଛି। ଅବପାତ ବାଂଲାଦେଶ ଖେପୁପରା ଉପକୂଳରୁ ୮୦୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଓ…
ନାତି ପ୍ରଜ୍ୱଳଙ୍କୁ ଭାରତ ଫେରିବାକୁ ଚେତାବନୀ ଦେଲେ ଦେବଗୌଡା
ବେଙ୍ଗାଲୁରୁ, ୨୪।୫:ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ ଧର୍ମ ନିରପେକ୍ଷ(ଜେଡିଏସ୍) ସୁପ୍ରିମୋ ଏଚ୍. ଡି. ଦେବେଗୌଡ଼ା ଗୁରୁବାର ନିଜ ନାତି ତଥା ହାସନ୍ ଏମ୍ପି ପ୍ରଜ୍ୱଳ ରେଭନ୍ନାଙ୍କୁ ଭାରତ ଫେରିବାକୁ ଚେତାବନୀ ଦେଇଛନ୍ତି। କର୍ନାଟକ ସେକ୍ସ ସ୍କାଣ୍ଡାଲ ମାମଲାର ମୁଖ୍ୟ ଅଭିଯୁକ୍ତ…
ଆଦାନୀ ଗ୍ରୁପ୍ ବ୍ୟବସାୟ କାରବାର ବିରୋଧରେ ଟୁଲ୍କିଟ୍ର ପର୍ଦ୍ଦାଫାଶ
ନୂଆଦିଲ୍ଲୀ,୨୪ା୫:ବିଶେଷଜ୍ଞମାନେ ଆଦାନୀ ଗ୍ରୁପ୍ର ନିର୍ଦ୍ଦିଷ୍ଟ ବ୍ୟବସାୟିକ କାର୍ଯ୍ୟ ବିରୋଧରେ ଏକ ଟୁଲ୍କିଟ୍ର ପର୍ଦ୍ଦାଫାଶ କରିଛନ୍ତି। ଏଥିରେ କମ୍ୟୁନିଷ୍ଟ ନେତା, ପାକିସ୍ତାନୀ, ଇସ୍ଲାମୀୟ ମୌଳବାଦୀ, ବିଲିୟନେୟାର ଜର୍ଜ ସୋରୋସ ଏବଂ ପାଶ୍ଚାତ୍ୟ ରାଷ୍ଟ୍ରର ମିଳିତ ସମ୍ପୃକ୍ତି ରହିଛି। ଫାଇନାନ୍ସିଆଲ ଟାଇମ୍ସ ଏବଂ ଜର୍ଜ…
୨୫ରେ ଓଡ଼ିଶା ଆସିବେ ସ୍ମୃତି ଇରାନୀ: ଏହି ସ୍ଥାନରେ କରିବେ ପ୍ରଚାର
କୁଜଙ୍ଗ,୨୪ା୫(ମନୋଜ ପ୍ରଧାନ):ପାରାଦୀପ ନିର୍ବାଚନମଣ୍ଡଳୀରେ ଭାଜପା ତା’ର ସ୍ଥିତିକୁ ସୁଦୃଢ କରୁଥିବା ବେଳେ ଭିନ୍ନ ଦଳରୁ ଭିନ୍ନ ଦଳରୁ ବହୁ ସମର୍ଥକ ଭାଜପାରେ ସାମିଲ ହୋଇଛନ୍ତି। ଏହି ନୂତନ ସଦସ୍ୟ ଏବେ ଉତ୍ସାହିତ ଥିବା ବେଳେ ଦଳରେ ଯୋଶ ଭରିବାକୁ କେନ୍ଦ୍ରମନ୍ତ୍ରୀ ସ୍ମୃତି…
ନବୀନ ବାବୁ ବିରୋଧୀଙ୍କୁ କେବେ କହିବେନି ଚୋର-ଚଣ୍ଡାଳ : ସମୀର ମହାନ୍ତି
ଭୁବନେଶ୍ୱର,୨୪।୫(ଶର୍ମିଷ୍ଠା ପାଣିଗ୍ରାହୀ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବନ୍ଧନ କରି ରଖାଯାଇଛି। ବିଗତ କିଛି ଦିନ ହେଲା ବିଜେଡି ଦ୍ୱାରା ସାମାଜିକ ଗଣମାଧ୍ୟମରେ ଛଡ଼ା ଯାଉଥିବା ଭିଡିଓଗୁଡ଼ିକୁ ଦେଖିବା ପରେ ଏହା ସ୍ପଷ୍ଟ ହୋଇଛି, ମୁଖ୍ୟମନ୍ତ୍ରୀଙ୍କୁ କେଉଁ ଭଳି ଭାବେ ଲୋକଙ୍କ ପାଖରେ ଉପସ୍ଥାପିତ…
ବିଜେଡି ସରକାରର ପ୍ରଥମ ଦସ୍ତଖତ ହେବ ବିଜୁଳି ବିଲ୍ ଛାଡ଼
ଜଗତ୍ସିଂହପୁର, ୨୪ା୫(ପ୍ରମୋଦ କୁମାର ନାୟକ):୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀମାନଙ୍କୁ ଜିତାଇବା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଜଗତ୍ସିଂହପୁର ଜିଲାରେ ମାରାଥନ ପ୍ରଚାର କରିଛନ୍ତ। ସେ ଜିଲାର ବାଲିକୁଦା-ଏରସମା, ପାରାଦୀପ, ତିର୍ତ୍ତୋଲ ଓ ଜଗତ୍ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଆୟୋଜିତ ସାଧାରଣ ସଭାରେ…
ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟା, ଓଡ଼ିଶା ଉପରେ ପ୍ରଭାବ ପଡ଼ିବ କି ନାହିଁ ହେଲା ସ୍ପଷ୍ଟ
ଭୁବନେଶ୍ୱର,୨୪।୫: ବଙ୍ଗୋପସାଗରରେ ସଦୃଶ ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ ହୋଇଛି। ଶନିବାର ସକାଳ ସୁଦ୍ଧା ବାତ୍ୟାର ରୂପ ନେବ ଓ ୨୬ ସା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏଭଳି ପୂର୍ବାନୁମାନ…
ଭାଜପାରୁ ଇସ୍ତଫା ଦେଲେ ପ୍ରଦୀପ
ଭଦ୍ରକ,୨୪ା୫(ସନାତନ ରାଉତ):ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡା. ପ୍ରଦୀପ ନାୟକ ଗୁରୁବାର ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ଦଳରୁ ଇସ୍ତଫା ଦେଇଥିବା ସେ ଉଲ୍ଲେଖ କରିଛନ୍ତି। ୨୦୧୪…
ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟବାସୀଙ୍କ ଭଲପାଇବା ଦେଖି ବିରୋଧୀଙ୍କ ମୁଣ୍ଡ କାମ କରୁନି
ଭୁବନେଶ୍ୱର,୨୪ା୫(ଅନିଲ ଦାସ):ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଓଡ଼ିଶାବାସୀଙ୍କ ଏତେ ଭଲପାଇବା ଦେଖି ବିରୋଧୀଙ୍କ ମୁଣ୍ଡ କାମ କରୁନି। ବାହାରୁ ବଡ଼ ବଡ଼ ନେତାମାନେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର ଭାଷାରେ ଗାଳି ଦେଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଏପରି ଅସମ୍ମାନିତ କରୁଥିବା ଲୋକଙ୍କୁ ଆପଣ ମୁହଁତୋଡ଼ ଜବାବ ଦିଅନ୍ତୁ…
ସମିତିସଭ୍ୟଙ୍କୁ ଆକ୍ରମଣ: ୩ ଆହତ
ପିପିଲି,୨୪।୩: ପୁରୀ ଜିଲା ପିପିଲିରେ ରାଜନୈତିକ ହିଂସା ଦେଖାଯାଇଛି। ସହଜପୁର ପଞ୍ଚାୟତ ସୁବଦ୍ଧିପଡ଼ାରେ ସମିତିସଭ୍ୟଙ୍କୁ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ମଙ୍ଗଳପୁର ପାଞ୍ଚୟତର ସମିତିସଭ୍ୟ ଗଦାଧର ପରିଡ଼ାଙ୍କ ସମତେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।…
Archives


