Home

ଲୋକପ୍ରିୟ ଅଭିନେତାଙ୍କୁ ସର୍ବସାଧାରଣରେ ଗୁଳି କରି ହତ୍ୟା

ନୂଆଦିଲ୍ଲୀ,୨୭।୫: ଆମେରିକୀୟ ଅଭିନେତା ଜନି ଓ୍ବାକ୍ଟରଙ୍କୁ ସର୍ବସାଧାରଣରେ ଗୁଳି କରି ହତ୍ୟା କରାଯାଇଛି। ତାଙ୍କୁ ମାତ୍ର ୩୭ ବର୍ଷ ହୋଇଥିଲା। ଓ୍ବାକ୍ଟର ଅନେକ ଚଳଚ୍ଚିତ୍ର ଏବଂ ଟିଭି ଶୋ’ରେ କାମ କରିଥିଲେ। ଓ୍ବାକ୍ଟରଙ୍କ ମା’ ମଧ୍ୟ ତାଙ୍କ ପୁଅର ମୃତ୍ୟୁକୁ ନିଶ୍ଚିତ…

ଜୁନ୍‌ ୧ରେ ଜେଲ୍‌ ଯିବେ କେଜ୍‌ରିଓ୍ବାଲ, ୬ରେ ରାହୁଲ ଗାନ୍ଧୀ ଯିବେ…

ନୂଆଦିଲ୍ଲୀ,୨୭ା୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କୁ କଡ଼ା ଆକ୍ରମଣ କରିଛନ୍ତି। ଶାହା କହିଛନ୍ତି, କେଜ୍‌ରିଓ୍ବାଲଙ୍କୁ ଜୁନ୍‌ ୧ରେ ଜେଲ ଯିବାକୁ ପଡ଼ିବ ଏବଂ ରାହୁଲ ବାବା ଜୁନ୍‌…

୧୫୦ ଆସନ ଉପରକୁ ଜିତିବ ନାହିଁ ଭାଜପା, ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ କିଏ କଲେ ଏତେ ବଡ ଦାବି

ନୂଆଦିଲ୍ଲୀ,୨୭।୫: ଲୋକ ସଭା ନିର୍ବାଚନ ୨୦୨୪ର ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ଭୋଟ ଜୁନ ୧ରେ ଅନୁଷ୍ଠିତ ହେବ। ଏହି ଶେଷ ପର୍ଯ୍ୟାୟ ଭୋଟିଂ ଅନ୍ତର୍ଗତ ଚଣ୍ଡିଗଡ଼ରେ ମଧ୍ୟ ମତଦାନ ଅନୁଷ୍ଠିତ ହେବ। ଏଠାରୁ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ…

ଆଇପିଏଲ୍‌ରେ ଏମିତି କାରନାମା କଲେ ଗମ୍ଭୀର, ଆଜି ପର୍ଯ୍ୟନ୍ତ କେହି ଏମିତି କରିପାରିନାହାନ୍ତି

ଚେନ୍ନାଇ,୨୭।୫: ଯେଉଁ ଆଶା ସହିତ ଶାହାରୁଖ ଖାନ ଗୌତମ ଗମ୍ଭୀରଙ୍କୁ କୋଲକାତା ନାଇଟ ରାଇଡର୍ସକୁ ନିମନ୍ତ୍ରଣ କରିଥିଲେ, ଶେଷରେ ତାହା ପୂରଣ ହୋଇଛି। ଶାହାରୁଖଙ୍କ ୧୦ ବର୍ଷର ସ୍ବପ୍ନକୁ ପୂରଣ କରିଛନ୍ତି ଗମ୍ଭୀର। କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୪ ଟାଇଟଲ…

ଏମିତି ଷ୍ଟାଇଲ୍‌ରେ ଟସ୍‌ ପକାଇଲେ ଶ୍ରେୟସ ଆୟର: ସମସ୍ତେ ହୋଇଗଲେ ତାଜୁବ

ଚେନ୍ନାଇ,୨୭।୫: ଆଇପିଏଲ ୨୦୨୪ର ଫାଇନାଲରେ ଟସ ସମୟରେ ଏମିତି କିଛି ଘଟିଥିଲା, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ ପ୍ୟାଟ କମିନ୍ସ ଟସ ଜିତିଥିଲେ। କିନ୍ତୁ ଏହା ପୂର୍ବରୁ ଶ୍ରେୟସ…

ପ୍ରଶାନ୍ତ କିଶୋରଙ୍କ ବଡ ଭବିଷ୍ୟବାଣୀ, ଗୋଟିଏ କି ଦୁଇଟି ନୁହେଁ ୟୁପି, ବିହାରରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ଭାଜପାକୁ କେତେ ସିଟ ମିଳିବ କଲେ ଦାବି

ନୂଆଦିଲ୍ଲୀ,୨୭।୫: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ଭୋଟ ମଧ୍ୟରେ ଫଳାଫଳକୁ ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ପୂର୍ବାନୁମାନ କରିଛନ୍ତି। ପ୍ରଶାନ୍ତ କିଶୋର କହିଛନ୍ତି ଯେ ଗୋଟିଏ କଥା ସ୍ପଷ୍ଟ ଯେ ଭାଜପା ୩୭୦ ରେ ପହଞ୍ଚୁନାହିଁ। ତେବେ ସେ ଆହୁରି…

ଦେବପ୍ରିୟ, ରାକେଶ ଚାନ୍ଦବାଲି ନିର୍ବାଚନ ସଂଯୋଜକ ନିଯୁକ୍ତ

ହାଟଡିହୀ,୨୭ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ବିଜେଡିର ଦୁଇ ସକ୍ରିୟ ଯୁବ ନେତାଙ୍କୁ ଚାନ୍ଦବାଲି ନିର୍ବାଚନ ସଂଯୋଜକ ଭାବେ ନିଯୁକ୍ତି ମିଳିଛି। ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ…

ଟ୍ରଫି ଧରି ସ୍ତ୍ରୀ ଗୌରିଙ୍କ ସହ ୧୦ ବର୍ଷ ପୁରୁଣା ପୋଜ ରିକ୍ରିଏଟ କଲେ SRK

ନୂଆଦିଲ୍ଲୀ,୨୭।୫: କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ସନରାଇଜର୍ସ ହାଇଦ୍ରାବାଦ (SRH) କୁ ପରାସ୍ତ କରି ଆଇପିଏଲ ୨୦୨୪ ଟ୍ରଫି ଜିତିଛି । ଦଳର ଏହି ଐତିହାସିକ ବିଜୟ ପରେ ବଲିଉଡର କିଙ୍ଗ ଖାନ ଅର୍ଥାତ୍‌ ଶାହାରୁଖ ଖାନ କ୍ଲାଉଡ ନଅରେ ଅଛନ୍ତି।…

ମୋଦିଙ୍କ ମନ୍ଦିର ନିର୍ମାଣ କରିବୁ, ତୁଳସୀପତ୍ର ବି ଚଢାଇବୁ: କାହିଁକି ଏମିତି କହିଲେ ମମତା ବାନାର୍ଜୀ

କୋଲକାତା,୨୭।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସେ ବାଓଲୋଜିକାଲ ଭାବେ ଜନ୍ମ ନେଇନାହାନ୍ତି। ଭଗବାନ ତାଙ୍କୁ ପୃଥିବୀକୁ ପଠାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୪୭ ପର୍ଯ୍ୟନ୍ତ…

ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

ଭବାନୀପାଟଣା,୨୭ା୫(ଉତ୍ତମ କୁମାର ଦାଶ): ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି କଳାହାଣ୍ଡି ଜିଲା ଥୁଆମୂଳ.ରାମପୁର କାଣୀଗୁମ୍ମା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ସନ୍ନ୍ୟାସୀ ନାୟକ। ସୋମବାର ସକାଳେ ଅଭିଯୋଗକାରୀଙ୍କଠାରୁ ମନରେଗା ଯୋଜନାରେ ଶ୍ରମିକ ପାଉଣା ପ୍ରଦାନ କରିବା ଓ ମଷ୍ଟରରୋଲ୍‌ ଆଗେଇ…

ଜାମିନ ବୃଦ୍ଧି ପାଇଁ ସୁପ୍ରିମକୋର୍ଟରେ ଆବେଦନ କଲେ କେଜ୍‌ରିଓ୍ବାଲ, କହିଲେ କାରଣ…

ନୂଆଦିଲ୍ଲୀ,୨୭ା୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ପୁଣି ଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମଧ୍ୟବର୍ତ୍ତୀକାଳୀନ ଜାମିନକୁ ୭ ଦିନ ବୃଦ୍ଧି ପାଇଁ ଦାବି କରି କେଜ୍‌ରିଓ୍ବାଲ ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ କୋର୍ଟରେ ଆବେଦନ କରିଛନ୍ତି। ଏହି ମାମଲାରେ ନିର୍ବାଚନ ପ୍ରଚାର…

ଷ୍ଟାଡିୟମରେ ଭୋ ଭୋ ହୋଇ କାନ୍ଦିଲେ ହାଇଦ୍ରାବାଦ୍‌ ମାଲିକାଣୀ

ଚେନ୍ନାଇ,୨୭।୫: କୋଲକାତା ନାଇଟ ରାଇଡର୍ସ ଆଇପିଏଲ୍‌ ୨୦୧୪ ଚାମ୍ପିଅନ ହୋଇଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଦଳ ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦକୁ ୮ ଉଇକେଟରେ ପରାସ୍ତ କରି ଟାଇଟଲ ଜିତିଛି। ୨୦୧୨ ଏବଂ ୨୦୧୪ ପରେ ଏହା କୋଲକାତା ନାଇଟ ରାଇଡର୍ସର ତୃତୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri