Home

ଓଡ଼ିଶା ଗୃହରକ୍ଷୀ ବାହିନୀ ପ୍ରତିଷ୍ଠା ଦିବସରେ ଅଭିବାଦନ ଗ୍ରହଣ କଲେ ଆରକ୍ଷୀ ଅଧୀକ୍ଷକ

ବଲାଙ୍ଗୀର,୬ା୧୨(ସୁନୀଲ କୁମାର ମହାନ୍ତି): ଓଡ଼ିଶା ଗୃହରକ୍ଷୀ ବାହିନୀର ୬୨ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ବଲାଙ୍ଗୀର ରିଜର୍ଭ ପୋଲିସ ପରେଡ୍‌ ପଡ଼ିଆଠାରେ ପାଳିତ ହୋଇଯାଇଛି। ବଲାଙ୍ଗୀର ଆରକ୍ଷୀ ଅଧୀକ୍ଷକ ଋଷିକେଶ ଖିଲାରି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ…

ସୁନା ଭଣ୍ଡାର ବଢାଇଲା ଭାରତ: ବିଶ୍ୱରେ ଆରବିଆଇ ୧ ନମ୍ବର

ନୂଆଦିଲ୍ଲୀ,୬।୧୨:ଅକ୍ଟୋବରରେ ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ୬୦ ଟନ ସୁନା କିଣିଛନ୍ତି। ବିଶ୍ୱ ଗୋଲ୍ଡ କାଉନସିଲ (ଡବ୍ଲୁଜିସି) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଥିରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ୨୭ ଟନ ସୁନା କ୍ରୟ କରି ଆଗରେ ରହିଛି। ଅନ୍ତର୍ଜାତୀୟ…

ନବୀନଙ୍କ ବଡ଼ ପ୍ରତିକ୍ରିୟା: କହିଲେ ଆଗରୁ ବିଜେଡି ରାଜ୍ୟର ସ୍ବାର୍ଥ ପାଇଁ ଲଢ଼େଇ କରୁଥିଲା, ଆଉ ଏବେ…

ଭୁବନେଶ୍ୱର,୬ା୧୨: ପୋଲାଭରମ୍‌ ପ୍ରସଙ୍ଗରେ ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଜେଡି ଆଗରୁ ବି ରାଜ୍ୟର ସ୍ବାର୍ଥ ପାଇଁ ଲଢ଼େଇ କରୁଥିଲା। ଆଉ ଆଗକୁ ବି ଲଢ଼େଇ ଜାରି ରହିବ ବୋଲି ନବୀନ କହିଛନ୍ତି। ପୋଲାଭରମ୍‌ ପ୍ରସଙ୍ଗରେ…

ସରପଞ୍ଚଙ୍କ ନାମରେ ଅନାସ୍ଥା ପ୍ରସ୍ତାବକୁ ନେଇ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଓ୍ବାର୍ଡ ସଭ୍ୟାସଭ୍ୟ

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କିଛି ମାସ ତଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଘଟଣା ଥୁଆମୂଳ ରାମପୁର ବ୍ଲକ ରାଜନୀତିକୁ ସରଗରମ କରିଥିବାବେଳେ ବ୍ଲକ ଅଧ୍ୟକ୍ଷାଙ୍କୁ ପ୍ରଶାସନ ପକ୍ଷରୁ ଗ୍ରୀନ ସିଗ୍‌ନାଲ ମିଳିଛି।…

ନୋଡାଲ ଉଚ୍ଚ ବିଦ୍ୟାଳୟର ଦୁଇ ଛାତ୍ରୀ ଅସୁସ୍ଥ: ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଦେବଗଡ,୬।୧୨(ଶଶାଙ୍କ ଶେଖର ଝାଙ୍କର):ବାରକୋଟ ବ୍ଲକ କଣ୍ଢଳ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଡୁଥିବା ଦୁଇ ଜଣ ଛାତ୍ରୀ ହଠାତ ଅସୁସ୍ଥ ହୋଇ ପଡିଥିବାବେଳେ ଚିକିତ୍ସା ନିମନ୍ତେ ଉଭୟଙ୍କୁ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ବିଦ୍ୟାଳୟର…

ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ମିନି ଷ୍ଟାଡିୟମ ବ୍ୟୟାମ କେନ୍ଦ୍ର

ଗଞ୍ଜାମ,୬।୧୨(ବିଦ୍ୟାଧର ସାହୁ): ସ୍ଥାନୀୟ ଅଞ୍ଚଳବାସୀଙ୍କ ବୃହତ ସ୍ବାର୍ଥ ଦୃଷ୍ଟିରୁ ତଥା ଶରୀର ସୁସ୍ଥ ଓ ଶବଳ ରଖିବା ଲାଗି ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମଠାରେ ତତ୍କାଳୀନ ସରକାରଙ୍କ ପକ୍ଷରୁ ବିଭିନ୍ନ ବ୍ୟାୟାମ ସାମଗ୍ରୀର ବ୍ୟବସ୍ଥା କରାଯାଇଥିଲା। ବର୍ତ୍ତମାନ ଏହି ଷ୍ଟାଡିୟମଠାରେ ଥିବା…

ବୋହୂ-ପୁଅଙ୍କୁ ନିଆଁ ଲଗାଇବା ଘଟଣା: ଚାଲିଗଲା ପୁଅଙ୍କ ଜୀବନ

ବାରଙ୍ଗ,୬।୧୨(ଲିଙ୍ଗରାଜ ରାଉତ): ବାରଙ୍ଗ ଥାନା ଅଧିନସ୍ତ ବାରଶୀଙ୍ଗା ଗାଁରେ ବୋହୁପୁଅକୁ ପେଟ୍ରୋଲ ଢାଳି ନିଆଁ ଲଗାଇବା ଘଟଣାରେ ଆଗରୁ ସ୍ତ୍ରୀର ମୃତ୍ୟୁ ଘଟିଥିବାବେଳେ ସ୍ବାମୀ ମୃତ୍ୟୁ ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ଚିକିତ୍ସାଧିନ ଅବସ୍ଥାରେ ପୁଅ ଦୀନବନ୍ଧୁଙ୍କ ମୃତ୍ୟୁ ଘଟିଛି। ଗତ…

ପକ୍କା ଘରେ ରହିବା ସ୍ବପ୍ନ ଚୁରମାର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅର୍ଥ ହଡ଼ପ କରିନେଲେ ଦଲାଲ

ଦାରିଙ୍ଗବାଡି, ୬।୧୨ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କଚ୍ଚା ଘରକୁ ପକ୍କାଘର କରିବା ପାଇଁ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। କିନ୍ତୁ ତାହା କେତେ ସଫଳ ରୂପାୟନ ହେଉଛି ତାର ତଦାରଖ କରିବା…

ସାରା ବିଶ୍ୱରେ ଖେଳିଯିବ ଆତଙ୍କ: ବୈଜ୍ଞାନିକମାନେ ଦେଲେ ଚେତାବନୀ

ନୂଆଦିଲ୍ଲୀ,୬।୧୨: ଜଳବାୟୁ ପରିବର୍ତ୍ତନ ହେତୁ ଖୁବ୍‌ ଆର୍କଟିକ ଗ୍ଲେସିୟର ସମ୍ପୂର୍ଣ୍ଣ ଲୋପ ପାଇବାକୁ ଯାଉଛି। ଏକ ନୂତନ ଅଧ୍ୟୟନରୁ ଏହା ଜଣାପଡିଛି। ଏହାର ଅର୍ଥ ହେଉଛି ୨୦୨୭ ସୁଦ୍ଧା ପ୍ରଥମ ଥର ପାଇଁ ଏଠାରେ ଗ୍ରୀଷ୍ମ ଋତୁ ଆସିପାରେ। ଅଧ୍ୟୟନ ଅନୁଯାୟୀ,…

ବତିଘର ପଞ୍ଚାୟତ ଅଫିସ୍‌ରେ ଜମି ଅଧିଗ୍ରହଣ ନୋଟିସ ଝୁଲିଲା

ମହାକାଳପଡ଼ା, ୬ା୧୨ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲାରେ ପ୍ରସ୍ତାବିତ ଶିଳ୍ପ ପ୍ରତିଷ୍ଠା ପାଇଁ ଆଶା ସଞ୍ଚାର ହୋଇଛି। ଜିଲାର ମହାକାଳପଡ଼ା ବ୍ଲକର ଆର୍ସେଲର ମିତ୍ତଲ ନିପନ୍‌ ଷ୍ଟିଲ ଇଣ୍ଡିଆ ପକ୍ଷରୁ ବାର୍ଷିକ ହାରାହାରି ୨୪ ମେଟ୍ରିକ୍‌ ଟନ୍‌ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା…

ଟସ୍‌ ଜିତିଲା ଭାରତ: ଦଳରେ ବଡ଼ ପରିବର୍ତ୍ତନ କଲେ ରୋହିତ ଶର୍ମା

ଆଡିଲେଡ୍‌,୬।୧୨: ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ଟସ ଜିତି ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍‌ରେ ରୋହିତ ଶର୍ମା ଫେରିଛନ୍ତି। ଟସ ବେଳେ ସେ କହିଛନ୍ତି, ସେ ମଧ୍ୟମ କ୍ରମରେ ବ୍ୟାଟିଂ କରିବେ।…

ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଆଡିଲେଡ,୬।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ଡିସେମ୍ବର ୬ରୁ ଆଡିଲେଡର ଓଭାଲରେ ଖେଳାଯିବ। ଏହା ପିଙ୍କ୍‌ ବଲ ଦିନରାତି ଟେଷ୍ଟ ହେବ। ଏହାପୂର୍ବରୁ ପର୍ଥରେ ଖେଳାଯାଇଥିବା ସିରିଜର ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ୨୯୫ ରନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?