ମାଳଦ୍ୱୀପ ପ୍ରତି ବଡ଼ ହୃଦୟ ଦେଖାଇଲା ଭାରତ
ମାଲେ/ନୂଆଦିଲ୍ଲୀ,୧୪।୫: ମାଳଦ୍ୱୀପ ସହିତ ସମ୍ପର୍କ ଖରାପ ମଧ୍ୟରେ ଭାରତ ପୁଣି ଏକ ବଡ଼ ହୃଦୟ ଦେଖାଇଛି। ପର୍ଯ୍ୟଟନ କ୍ଷେତ୍ରରେ ଏକ ଝଟ୍କାର ସମ୍ମୁଖୀନ ହୋଇଥିବା ମାଳଦ୍ୱୀପ ସହାୟତା ପାଇଁ ଗୁହାରି କରିବା ମାତ୍ରେ ବଡ଼ ହୃଦୟ ଦେଖାଇଛି ଭାରତ। ସହଯୋଗର ବାର୍ତ୍ତା…
ସୁନା ସଂରକ୍ଷଣରେ ବୃଦ୍ଧି
ଭୁବନେଶ୍ୱର,୧୪।୫ (ଅଭୟ ଦାଶ): କ୍ରମାଗତ ଭାବେ ଘରୋଇ ବଜାରରେ ସୁନା ସଂରକ୍ଷଣ ବୃଦ୍ଧି ପାଉଛି। ୨୦୧୯ ମାର୍ଚ୍ଚରୁ ୨୦୨୪ ମାର୍ଚ୍ଚ ମଧ୍ୟରେ ଘରୋଇ ଭାବେ ରଖାଯାଇଥିବା ଭାରତର ସୁନା ସଂରକ୍ଷଣ ୪୦% ବୃଦ୍ଧି ପାଇଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)…
ଜିଓର ନୂତନ ଓଟିଟି ଷ୍ଟ୍ରିମିଂ ପ୍ଲାନ୍
ଭୁବନେଶ୍ୱର,୧୪।୫: ରିଲାଏନ୍ସ ଜିଓର ନୂତନ ଓଟିଟି ଷ୍ଟ୍ରିମିଂ ପ୍ଲାନ୍ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ମାସିକ ୮୮୮ଟଙ୍କା ମୂଲ୍ୟର ଏହି ସୁଲଭ ପ୍ଲାନ୍ ଉଭୟ ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିଛି। ରିଲାଏନ୍ସ ଜିଓ ଷ୍ଟ୍ରିମିଂ…
ଏସ୍ବିଆଇ ଜେନେରାଲରେ ଯୋଗଦେଲେ ଜୟା
ଭୁବନେଶ୍ୱର,୧୪।୫: ଦେଶର ପ୍ରମୁଖ ଘରୋଇ ବୀମା କମ୍ପାନୀ ଏସ୍ବିଆଇ ଜେନେରାଲ ଇନ୍ସ୍ୟୁରାନ୍ସ ପକ୍ଷରୁ ଜୟା ତ୍ରିପାଠୀଙ୍କୁ କମ୍ପାନୀର ହେଡ୍ କି ରିଲେଶନ୍ସ ଗ୍ରୁପ୍ ଭାବେ ନିଯୁକ୍ତି ଦିଆଯାଇଛି। ଏପରିକି ତ୍ରିପାଠୀ କମ୍ପାନୀର ନୂତନ ବ୍ୟବସାୟ ସୁଯୋଗ ଏବଂ ସହଭାଗିତା, ଡ୍ରାଇଭ ବିସ୍ତାରର ନେତୃତ୍ୱ…
ଏପ୍ରିଲରେ ଖୁଚୁରା ମୁଦ୍ରାସ୍ଫୀତି ୪.୮୩%
ଭୁବନେଶ୍ୱର,୧୪।୫ (ଅନୁରାଧା ମହାରଣା): କ୍ରମାଗତ ଭାବେ ଘରୋଇ ବଜାରରେ ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପାଉଛି। ଏପରିକି ୨୦୨୪ ଏପ୍ରିଲ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ୪.୮୩%ରେ ରହିଛି। ସେହିଭଳି ୨୦୨୪ ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ହାର ୪.୮୫% ରହିଥିବାବେଳେ ଏପ୍ରିଲରେ ଏହା ୪.୮୩%କୁ…
ଟିମ୍ ଇଣ୍ଡିଆର ନୂଆ କୋଚ ପାଇଁ ଆବେଦନ ଆରମ୍ଭ, ଏମିତି ସର୍ତ୍ତ ରଖିଲା ବିସିସିଆଇ
ନୂଆଦିଲ୍ଲୀ,୧୪।୫: ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ମୁଖ୍ୟ କୋଚ ପଦ ପାଇଁ ଆବେଦନ ଆରମ୍ଭ କରିଛି। ଭାରତୀୟ ପୁରୁଷ ସିନିୟର ଦଳର ବର୍ତ୍ତମାନର ମୁଖ୍ୟ ହେଉଛନ୍ତି ରାହୁଲ ଦ୍ରାବିଡ। ତାଙ୍କ କାର୍ଯ୍ୟକାଳ ଜୁନ ମାସରେ ଆମେରିକା…
ଡାକ୍ତର ହେବାକୁ ଚାହୁଁଥିଲେ ଜ୍ୟୋତିକା
ଭୁବନେଶ୍ୱର,୧୪ା୫: ଭାରତରେ ପାଠ ପଢ଼ିବା ପାଇଁ ସାଧାରଣତଃ ସମସ୍ତ ମାତା ପିତା ନିଜ ପିଲାଙ୍କୁ ପରାମର୍ଶ ଦେଇଥାନ୍ତି। ତେବେ ଅଲିମ୍ପିକ୍ ଯୋଗ୍ୟତା ଅର୍ଜନ କରିଥିବା ଆଥ୍ଲେଟ ଜ୍ୟୋତିକା ଶ୍ରୀ ଦାଣ୍ଡିଙ୍କ କାହାଣୀ କିନ୍ତୁ ସମ୍ପୂର୍ଣ୍ଣ ଓଲଟା। ପାଠପଢ଼ାରେ ବେଶ୍ ଆଗୁଆ ରହିଥିଲେ…
ଏସିଆନ ବଡିବିଲ୍ଡିଂରେ ଭାଗନେବେ ଶୁଭକାନ୍ତ
ଭୁବନେଶ୍ୱର, ୧୪।୫ (ତପନ ସ୍ବାଇଁ): ଇଣ୍ଡୋନେସିଆର ବାଟମଠାରେ ୫୬ତମ ଏସିଆନ ବଡିବିଲ୍ଡିଂ ଆଣ୍ଡ ଫିଜିକ୍ ସ୍ପୋଟର୍ସ ଚାମ୍ପିୟନଶିପ୍ ଅଗଷ୍ଟ ୬ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ପାଇଁ ଭାରତୀୟ ପ୍ରତିଯୋଗୀଙ୍କ ଚୟନ ଟ୍ରାଏଲ୍ସ କେରଳର କୋଚିଠାରେ ଗତ ୧୧…
ପରିବାର ସହ ଧାର୍ମିକ ଯାତ୍ରାରେ ଶିଳ୍ପା
ଜମ୍ମୁ: ଗତ ଶୁକ୍ରବାରଠାରୁ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟି ପରିବାର ସହ ଏକ ଧାର୍ମିକ ଯାତ୍ରା ଆରମ୍ଭ କରିଛନ୍ତି। ସେ ତାଙ୍କ ମା’ ସୁନନ୍ଦା ଶେଟ୍ଟି, ଭଉଣୀ ଶମିତା ଶେଟ୍ଟୀ ଏବଂ ଝିଅ ସମିଶାଙ୍କ ସହ ଏହି ଯାତ୍ରା କରୁଛନ୍ତି। ଶୁକ୍ରବାର…
ଜୟଶଙ୍କରଙ୍କ ଏହି କଥା ଶୁଣି ଖୁସିରେ ଗଦ୍ଗଦ୍ ଚାଇନା: ପ୍ରଶଂସାରେ ହେଲା ଶତମୁଖ
ନୂଆଦିଲ୍ଲୀ,୧୪।୫: ଆମେରିକାର ପ୍ରାଧାନ୍ୟ ବିରୋଧରେ ଏସ ଜୟଶଙ୍କରଙ୍କ ଏକ ବିବୃତ୍ତିକୁ ଚାଇନା ବହୁତ ପସନ୍ଦ କରିଛି। ନେପାଳରେ ପୋଷ୍ଟ ହୋଇଥିବା ଚାଇନା ରାଷ୍ଟ୍ରଦୂତ ଚେନ ଶୋଙ୍ଗ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ପ୍ରଶଂସା କରିଛନ୍ତି। ଭିଡିଓ ଶେୟାର କରି ଚେନ…
ଭାରତ ପ୍ରେମରେ ଜାପାନୀ ସିଇଓ
ବେଙ୍ଗାଲୁରୁ: ଟେକ୍ ଜାପାନ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ନାଓତାକା ନିଶିୟାମା ଗତ ମାସେ ହେବ ଭାରତ ଗସ୍ତରେ ରହିଛନ୍ତି। ଭାରତରେ ସଂସ୍କୃତି, ମୂଲ୍ୟବୋଧ ଓ ବିବିଧତାକୁ ବୁଝିବା ଉଦ୍ଦେଶ୍ୟରେ ସେ ଭାରତ ଆସିଛନ୍ତି। କେବଳ ଗୋଟିଏ ମାସ ମଧ୍ୟରେ ଭାରତୀୟଙ୍କ ଜୀବନ…
ମାଧବୀ ଲତାଙ୍କ ନାଁରେ ମାମଲା
ହାଇଦ୍ରାବାଦ,୧୪ା୫(ପି.ଟି.): ହାଇଦ୍ରାବାଦର ଭାଜପା ପ୍ରାର୍ଥୀ କେ. ମାଧବୀ ଲତାଙ୍କ ନାଁରେ ସୋମବାର ନିର୍ବାଚନ କର୍ତ୍ତୃପକ୍ଷ ମାମଲା ରୁଜୁ କରିଛନ୍ତି। ଏକ ଭୋଟଗ୍ରହଣ କେନ୍ଦ୍ରରେ ବୁର୍ଖା ପିନ୍ଧିଥିବା ମୁସଲମାନ ମହିଳା ଭୋଟରମାନଙ୍କୁ ଫଟୋ ପରିଚୟପତ୍ର ସହ ମୁହଁ ଖୋଲିବା ପାଇଁ ସେ କହୁଥିବାର…
Archives


