ଜୁଆ ଆଡ୍ଡା ଉପରେ ଚଢାଉ: ୧୭ ଜଣଙ୍କୁ ବାନ୍ଧିଲା ପୋଲିସ
ବଲାଙ୍ଗୀର, ୨୯/୧୧(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କୁଟୁରାମୁଣ୍ଡାର ଏକ ଫାର୍ମରେ ଚାଲିଥିବା ବେଆଇନ ଜୁଆ ଆଡ୍ଡା ଉପରେ ଶୁକ୍ରବାର ରାତିରେ ସଦର ଥାନା ପୋଲିସ ଅତର୍କିତ ଚଢ଼ାଉ କରି ୧୨ ବାଇକ, ଏକ କାର ସହ ବିଭିନ୍ନ ଜିଲାର…
‘କୋଚିଂ ଛାଡିଦିଅ, ଆଉ ଭୁଲିଯାଅ ୨୦୨୭ ବିଶ୍ୱକପ’, କିଏ ଆଉ କାହିଁକି ଏମିତି କହିଲେ ଗମ୍ଭୀରଙ୍କୁ
ନୂଆଦିଲ୍ଲୀ,୨୯।୧୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ ପରାଜୟ ପ୍ରଶଂସକଙ୍କ ମଧ୍ୟରେ ବ୍ୟାପକ କ୍ରୋଧ ସୃଷ୍ଟି କରିଛି। ଜୁଲାଇ ୨୦୨୪ରେ ଭାରତୀୟ ପୁରୁଷ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ, ଗୌତମ ଗମ୍ଭୀର ଘରୋଇ…
ଦୁଇ ବର୍ଷ ବିତିଗଲା, ଅକାମି ହୋଇପଡ଼ିଛି ମିଶନ ଶକ୍ତି କାଫେ ଗୃହ
କେସିଙ୍ଗା,୨୯/୧୧( ତୁମେଶ୍ୱର ସାହୁ): ଗତ ବିଜେଡି ସରକାର ଥିବା ସମୟରେ ମିଶନ ଶକ୍ତିକୁ ଶକ୍ତିଶାଳୀ କରିବା ସହ ଅନେକ ମହିଳା ଗ୍ରୁପକୁ ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିବା ପାଇଁ ସହରର ବିଭିନ୍ନ ଜାଗାରେ ମିଶନ ଶକ୍ତି କାଫେ ନିର୍ମାଣ କରାଯାଇଥିଲା। ମହିଳା…
‘ଯଦି ଇମ୍ରାନଙ୍କର କିଛି ହୁଏ…,’ ଶହବାଜ ସରକାରଙ୍କୁ ସିଧାସଳଖ ଚେତାବନୀ ଦେଲେ ଇମ୍ରାନଙ୍କ ଭଉଣୀ
ଇସଲାମାବାଦ,୨୯।୧୧: ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ତାଙ୍କ ପରିବାର ସହିତ ସାକ୍ଷାତ କରିବାକୁ ଦିଆଯାଉନାହିଁ। ପାକିସ୍ତାନ ସରକାର ଏପର୍ଯ୍ୟନ୍ତ ଏହାର କାରଣ ସ୍ପଷ୍ଟ କରିନାହାଁନ୍ତି। ଏହି ସମୟରେ, ତାଙ୍କ ସମର୍ଥକମାନେ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ହେବାରେ ଲାଗିଛନ୍ତି। ଏହି…
ଦକ୍ଷିଣ ଆଫ୍ରିକାକୁ ଚେତାବନୀ ଦେଲେ ଟ୍ରମ୍ପ: ଆର୍ଥିକ ସହାୟତା ସ୍ଥଗିତ କରିବାକୁ ଧମକ
ଓ୍ବାଶିଂଟନ୍,୨୯।୧୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦକ୍ଷିଣ ଆଫ୍ରିକା ସମ୍ପର୍କରେ ବିବାଦୀୟ ବୟାନ ଦେଇଛନ୍ତି। ଟ୍ରମ୍ପ ଟୁଇଟରରେ ଲେଖିଛନ୍ତି ଯେ, ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ G20 ସମ୍ମିଳନୀରେ ଆମେରିକା ଅଂଶଗ୍ରହଣ କରିନାହିଁ। କାରଣ ସେଠାକାର ସରକାର ‘ଶ୍ୱେତ ଲୋକଙ୍କ ଉପରେ ହେଉଥିବା…
ଶ୍ରୀଲଙ୍କାରେ ପ୍ରବଳ ଝଡ଼ବର୍ଷା, ଫସି ରହିଛନ୍ତି ୩୦୦ ଭାରତୀୟ
କଲମ୍ବୋ,୨୯।୧୧: ଶ୍ରୀଲଙ୍କାରେ ଘୂର୍ଣ୍ଣିଝଡ଼ ଦିତୱାହ ତାଣ୍ଡବ ସୃଷ୍ଟି କରିଛି, ଯେଉଁଥିରେ ଅତି କମରେ ୧୨୩ ଜଣଙ୍କର ମୃତ୍ୟୁ ହୋଇଛି। ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଦିତୱାହ ଏବେ ଭାରତ ଆଡକୁ ମୁହାଁଇଛି। ଝଡ଼ ଯୋଗୁ ଅନେକ ବିମାନ…
ଜାଣନ୍ତିକି ଦେଶର ସବୁଠାରୁ ଗରିବ ବିଧାୟକ କିଏ? ପାଖରେ ନାହିଁ ୨ହଜାର ଟଙ୍କା
ନୂଆଦିଲ୍ଲୀ,୨୯।୧୧: ଭାରତର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୪,୦୯୨ବିଧାୟକଙ୍କ ସମ୍ପତ୍ତିର ବିଶ୍ଳେଷଣ ପ୍ରକାଶ ପାଇଛି। ଆସୋସିଏସନ ଫର୍ ଡେମୋକ୍ରାଟିକ ରିଫର୍ମସ (ADR) ଦ୍ୱାରା ପ୍ରକାଶିତ ଏହି ରିପୋର୍ଟ ଭାରତୀୟ ରାଜନୀତିରେ ଗଭୀର ଆର୍ଥିକ ଅସମାନତାକୁ ପ୍ରକାଶ କରେ। ଅନେକ ବିଧାୟକଙ୍କ…
ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନାରାୟଣ ସାଇ ପୁଣି ଫସିଲେ
ଗାନ୍ଧିନଗର,୨୯।୧୧: ଗୁଜୁରାଟରେ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନାରାୟଣ ସାଇଙ୍କ ବିରୋଧରେ ଆଉ ଏକ ଏଫଆଇଆର ରୁଜୁ ହୋଇଛି। ଲାଜପୋର ଜେଲରେ ତାଙ୍କ କୋଠରୀରୁ ଏକ ମୋବାଇଲ ଫୋନ ଉଦ୍ଧାର କରାଯାଇଛି। ଜେଲ ପ୍ରଶାସନ ସଚିନ ପୋଲିସ ଷ୍ଟେଶନରେ ତାଙ୍କ…
ପଲାଶଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ କୋରିଓଗ୍ରାଫର ନନ୍ଦିକା: କହୁ କହୁ କହିଦେଲେ…
ନୂଆଦିଲ୍ଲୀ,୨୯।୧୧: ଭାରତୀୟ କ୍ରିକେଟ ଦଳର ଖେଳାଳି ସ୍ମୃତି ମନ୍ଧାନା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ମହିଳା ବିଶ୍ୱକପ ଜିତିବା ପରେ କ୍ରିକେଟର ତାଙ୍କ ପ୍ରେମିକ ପଲାଶ ମୁଛଲଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ପାରିବାରିକ କାରଣରୁ ବିବାହ ଦିନ ବିବାହ ଉତ୍ସବକୁ…
ପୁଣି କଟିଲା ପାକିସ୍ତାନର ନାକ, ଅକ୍ସଫୋର୍ଡରେ ଡିବେଟ ପୂର୍ବରୁ ପଳାଇଗଲା
ଓ୍ବେଲିଙ୍ଗଟନ,୨୯।୧୧: ଭାରତ-ପାକିସ୍ତାନ ବିତର୍କ ପୁଣି ଥରେ ଅଭିଯୋଗ ଏବଂ ପ୍ରତିଆରୋପର ଏକ ଧାରାବାହିକରେ ଉଭା ହୋଇଛି। ଏଥର, କାରଣ ଥିଲା ବ୍ରିଟେନରେ ଅକ୍ସଫୋର୍ଡ ୟୁନିଅନ ବିତର୍କ ବାତିଲ। ବିତର୍କ ଭାରତ-ପାକିସ୍ତାନ ନୀତି ଉପରେ କେନ୍ଦ୍ରିତ ହେବାର ଥିଲା, ଯେଉଁଥିରେ ପାକିସ୍ତାନ ଏବଂ…
ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ୪୧୪୫ ମନ୍ଦିରକୁ ଅଢେଇ କୋଟି ବଢିଲା ଅନୁଦାନ
ଭୁବନେଶ୍ୱର, ୨୯ା୧୧: ଆଜି ବିଧାନସଭାରେ ଶୀତ ଅଧିବେଶନର ତୃତୀୟ ଦିବସ। ଏଥିରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତର ରଖି ଆଇନ ମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ୪୧୪୫ ମନ୍ଦିରର ଆର୍ଥିକ ଅନୁଦାନ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହା…
ବିବାହ ବାର୍ଷିକୀରେ ପ୍ରଶଂସକଙ୍କୁ ଗୁଡ୍ନ୍ୟୁଜ୍ ଦେଲେ ରଣଦୀପ
ଅଭିନେତା ରଣଦୀପ ହୁଡା ତାଙ୍କର ଦ୍ୱିତୀୟ ବିବାହ ବାର୍ଷିକୀରେ ପ୍ରଶଂସକଙ୍କୁ ଗୁଡ୍ନ୍ୟୁଜ୍ ଦେଇଛନ୍ତି। ସ୍ତ୍ରୀ ଲିନ ଲାଇଶ୍ରାମଙ୍କ ସହ ଏକ ସୁନ୍ଦର ଫଟୋ ଶେୟାର କରି ଖୁବଶୀଘ୍ର ମାତାପିତା ହେବାକୁ ଯାଉଥିବା କହିଛନ୍ତି। ଫଟୋରେ ଦମ୍ପତି ଜଙ୍ଗଲରେ ଏକ ଅଗ୍ନିକୁଣ୍ଡ ପାଖରେ…
Archives


