ନକ୍ସଲ ଆଇଡି ବିସ୍ଫୋରଣରେ ୨ ଯବାନ ଶହୀଦ
ସୁକମା,୨୩।୬: ଛତିଶଗଡର ନକ୍ସଲ ପ୍ରଭାବିତ ଜିଲା ସୁକମାରେ ରବିବାର ଏକ ବଡ଼ ଘଟଣା ଘଟିଛି। ଏଠାରେ ନକ୍ସଲ ଆଇଡି ବିସ୍ଫୋରଣରେ ୨ ଯବାନ ଶହୀଦ ହୋଇଛନ୍ତି। ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି, ନକ୍ସଲମାନଙ୍କ ଦ୍ୱାରା ଲଗାଯାଇଥିବା ଆଇଡି…
ଅଷ୍ଟ୍ରେଲିଆକୁ ଚିତ୍ପଟାଙ୍ଗ୍ କରିବା ପରେ ଏମିତି କହିଲେ ଆଫଗାନିସ୍ତାନ ଅଧିନାୟକ
ଆଣ୍ଟିଗୁଆ,୨୩।୬: ଟି-୨୦ ବିଶ୍ୱକପ ୨୦୨୪ର ୪୮ତମ ମ୍ୟାଚରେ ଏପରି କିଛି ଘଟିଛି ଯାହା ବୋଧହୁଏ କେହି ଆଶା କରି ନ ଥିବେ। ଆଫଗାନିସ୍ତାନ ଅଷ୍ଟ୍ରେଲିଆକୁ ୨୧ ରନରେ ପରାସ୍ତ କରିଛି। ଏହି ବିଜୟ ପରେ ଆଫଗାନିସ୍ତାନ ଅଧିନାୟକ ରଶିଦ ଖାନ ବହୁତ…
ତାମିଲନାଡୁର ୨୨ ମତ୍ସଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା
ଚେନ୍ନାଇ,୨୩।୬: ଶ୍ରୀଲଙ୍କା ନୌସେନା ତାମିଲନାଡୁର ୨୨ ଜଣ ମତ୍ସ୍ୟଜୀବୀଙ୍କ ବିରୋଧରେ ଶ୍ରୀଲଙ୍କା ଜଳର ନେଡୁଣ୍ଟିଭୁ ନିକଟରେ ମାଛ ଧରିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୂଚନାଯୋଗ୍ୟ, ମାଛ ଧରିବାକୁ ଆସିଥିବା ୨୨ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି। ଏହି ସୂଚନା ରାମେଶ୍ୱରମ…
ଗୋଟିଏ ଟେବୁଲ୍ରେ ବସିବେ ରାହୁଲ-ମୋଦି, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୨୩।୬:ଆରମ୍ଭ ହେବାକୁ ଯାଉଛି ୧୮ତମ ସଂସଦର ସ୍ବତନ୍ତ୍ର ଅଧିବେଶନ। ଆସନ୍ତାକାଲି ଠାରୁ ଏହି ଅଧିବେଶନ ଆରମ୍ଭ ହେବ। ଏଥିରେ ଲୋକ ସଭାର ବାଚସ୍ପତି ସମେତ ଏମପିମାନେ ଶପଥ ଗ୍ରହଣ କରିବେ। ଏସବୁ ଭିତରେ ଲୋକ ସଭାର ବିରୋଧୀ ଦଳ ନେତାକୁ ନେଇ…
ସୁଧୁରୁ ନାହିଁ ଚାଇନା! ଏହି ଦେଶର ନୌସେନାକୁ ଛୁରି, କୁରାଢି, ହାତୁଡିରେ କଲା ଆକ୍ରମଣ
ବେଜିଂ,୨୩।୬: ଫିଲିପାଇନ୍ସର ରାଷ୍ଟ୍ରପତି ରବିବାର କହିଛନ୍ତି ଯେ ତାଙ୍କ ଦେଶ କୌଣସି ବିଦେଶୀ ଶକ୍ତି ଆଗରେ ନଇଁବ ନାହିଁ କିମ୍ବା ଯୁଦ୍ଧ ଆରମ୍ଭ କରିବ ନାହିଁ। ଦକ୍ଷିଣ ଚାଇନା ସାଗରରେ ଚାଇନା ସେନା ଏବଂ ଫିଲିପାଇନ୍ସର ନୌସେନା ମଧ୍ୟରେ ସଂଘର୍ଷ ପରେ…
ଏକ୍ସ ୟୁଜର୍ସଙ୍କୁ ବଡ଼ ଝଟ୍କା: ଏଣିକି ସାଧାରଣ ୟୁଜର୍ସ ବ୍ୟବହାର କରିପାରିବେନି ଏହି ଫିଚର୍
କାଲିଫର୍ନିଆ,୨୩।୬: ଏଲନ ମସ୍କ ଏକ୍ସର ଦାୟିତ୍ୱ ନେବା ପରେ ଏହି ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ସଂପୂର୍ଣ୍ଣ ବଦଳି ଯାଇଛି। ନାମ, ଲୋଗୋ, ଡୋମେନ ଠାରୁ ଫିଚର୍ ପର୍ଯ୍ୟନ୍ତ ଅନେକ ଜିନିଷ ଏଥିରେ ନୂଆ। ଏବେ ଏକ୍ସ ବିଷୟରେ ଏକ ବଡ ଘୋଷଣା କରାଯାଇଛି।…
୧୨ ସନ୍ତାନର ବାପା ହେଲେ ଏଲନ ମସ୍କ: ଖୁସି ଖବରକୁ ଲୁଚାଇ ରଖିଥିଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି
କାଲିଫର୍ନିଆ,୨୩।୬: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ପୁଣି ଥରେ ପିତା ହୋଇଛନ୍ତି। କିନ୍ତୁ ଏଥର ସେ ଏହି ଖୁସି ଖବରକୁ ଲୁଚାଇ ରଖିଥିଲେ। ସୂଚନା ଅନୁଯାୟୀ, ଏଲନ ମସ୍କଙ୍କ ଦ୍ୱାଦଶ ସନ୍ତାନର ମା’ ହେଉଛନ୍ତି ନ୍ୟୁରାଲିଙ୍କର ଟପ ମ୍ୟାନେଜର…
୧୦ ଆସନରେ ପୁଣି ହେବ ଏନଡିଏ-ଇଣ୍ଡିଆ ମେଣ୍ଟର ଟକ୍କର, କିଏ ମାରିବ ବାଜି? ଜାଣନ୍ତୁ କ’ଣ କହୁଛି ସମୀକରଣ
ନୂଆଦିଲ୍ଲୀ,୨୩।୬: ଲୋକ ସଭା ନିର୍ବାଚନ ୨୦୨୪ ଅତ୍ୟନ୍ତ ରୋଚକ ଥିଲା। ବିଶେଷ କରି ଉତ୍ତରପ୍ରଦେଶରେ ଭାରତୀୟ ଜନତା ପାର୍ଟି (ଭାଜପା)ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ) ଏବଂ କଂଗ୍ରେସର ଇଣ୍ଡିଆ ଆଲାଏନ୍ସ ମଧ୍ୟରେ ଏକ ତୀବ୍ର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ଏବେ…
ମା’ କୋଳରେ ଶୋଇଥିବା ବେଳେ ଶିଶୁପୁତ୍ରଙ୍କୁ ଆକ୍ରମଣ କଲା ହେଟାବାଘ
ପାଟଣା,୨୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖୀରେଇଟାଙ୍ଗିରୀ ସେକ୍ସନ ନିହ୍ନୁଆଁ ଗ୍ରାମରେ ହେଟାବାଘ ଆତଙ୍କ ଦେଖାଦେଇଛି। ହେଟାବାଘ ଆକ୍ରମଣରେ ଜଣେ ୪ ବର୍ଷର ଶିଶୁପୁତ୍ର ଗୁରୁତର ହୋଇ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଶିଶୁପୁତ୍ର ଜଣକ ହେଉଛନ୍ତି…
୧୦ବର୍ଷ ପରେ ଲୋକ ସଭା ପାଇବ ବିରୋଧୀ ଦଳ ନେତା, ପୂର୍ବରୁ କିଏ ଥିଲେ
ନୂଆଦିଲ୍ଲୀ,୨୩।୬: ନିକଟରେ ଲୋକ ସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବୈଠକରେ କହିଥିଲେ ଯେ, ତାଙ୍କ ଦଶ ବର୍ଷ କାର୍ଯ୍ୟକାଳ ମଧ୍ୟରେ ସେ ଏକ ସଶକ୍ତ ବିରୋଧୀ ପାଇ ନାହାନ୍ତି। ଯାହା ତାଙ୍କୁ ଗଭୀର ଆଘାତ ଦେଇଛି।…
NEET ପ୍ରଶ୍ନପତ୍ର ଲିକ୍ ମାମଲାରେ ସିବିଆଇର ବଡ଼ ଆକ୍ସନ
ନୂଆଦିଲ୍ଲୀ,୨୩।୬: NEET ପରୀକ୍ଷା ପ୍ରଶ୍ନପତ୍ର ଲିକ ମାମଲାରେ ଶିକ୍ଷା ମନ୍ତ୍ରଣାଳୟର ଅଭିଯୋଗ ପରେ ସିବିଆଇ ଏକ ନିୟମିତ ମାମଲା ରୁଜୁ କରିଛି। ଆଇପିସି ବିଭାଗ ୪୨୦, ଠକେଇ ଏବଂ ୧୨୦ବି ଯଥା ଷଡଯନ୍ତ୍ର ଅନୁଯାୟୀ ସିବିଆଇ ଏକ ଏଫ୍ଆଇଆର୍ ରୁଜୁ କରି…
ଭାଜପା ସମୀକ୍ଷା ବୈଠକରେ ହାତାହାତି ହେଲେ କର୍ମୀ, ଭିଡିଓ ଭାଇରାଲ
ସିଦ୍ଧାର୍ଥନଗର,୨୩।୬: ଲୋକ ସଭା ନିର୍ବାଚନକୁ ନେଇ ଉତ୍ତର ପ୍ରଦେଶ ସିଦ୍ଧାର୍ଥନଗର ଜିଲାର ଏଟାୱା ବିଧାନସଭା ନିର୍ବାଚନମଣ୍ଡଳୀର ଜୁନ ୨୦ ସାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବାର ଥିଲା। ଭାଜପାର ବରିଷ୍ଠ ନେତାଙ୍କ ସହ ବହୁ ସଂଖ୍ୟକ କର୍ମୀ ଉପସ୍ଥିତ ଥିଲେ।…
Archives


